Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଗେଣ୍ଡାଳିଆ ଙ୍କ ବୋପା
@GendaGuru
କ୍ରୀତଦାସ - ଗେଣ୍ଡଳିଆ ମରା ଅଭିଯାନ, ଯୋଉ ଗେଣ୍ଡା ମୋ ସାମ୍ନାକୁ ଆସେ ତାକୁ ଝାଡୁରେ ମାରିକି ସଫା କରିଦିଏ
ଗେଣ୍ଡା ଭବନ
Joined August 2024
4
Following
23
Followers
940
Posts
ଗେଣ୍ଡାଳିଆ ଙ୍କ ବୋପା
@GendaGuru
about 4 hours ago
@1kandarpa
@Titupanda2
@BJP4Odisha
@bjd_odisha
ଏଇଟା ଦି ମୁଣ୍ଡିଆ ଟା
ଗେଣ୍ଡାଳିଆ ଙ୍କ ବୋପା
@GendaGuru
about 8 hours ago
ବିଜେଡି କୁ ଲାଜ ସରମ ଅଛି ତ, ଦୀଘା ରୁ ଧାମ ଶବ୍ଦ ଉଠିଲା ପରେ ବି ବିଜେଡି ନେତା ଦୀଘା କୁ ଜଗନ୍ନାଥ ଧାମ କହିବା ଅତି ନିନ୍ଦନୀୟ।
Titu panda
@Titupanda2
1 day ago
Zen- Alfa ବି ମୋଦିଙ୍କୁ ଛାଡିଲେ ନାହିଁ 😅
@narendramodi
ଜୀ ଏମାନଙ୍କ ପାଇଁ ବି ଟିକିଏ reels କରନ୍ତୁ।
@bjd_odisha
@BJP4Odisha
Titupanda2's tweet video.
ଗେଣ୍ଡାଳିଆ ଙ୍କ ବୋପା
@GendaGuru
about 8 hours ago
ସେଇଥି ପାଇଁ ଏମାନଙ୍କୁ ମହାପ୍ରଭୂ ଉଚିତ୍ ଶିକ୍ଷା ଦେଇଛନ୍ତି। ଶାସନ ଲୋଭୀ ଗୁଡା ଜଗନ୍ନାଥ ଦ୍ରୋହୀ ହେଇଗଲେଣି
Sanghamitra panda
@sanghamitra_jr
1 day ago
ପଶ୍ଚିମବଙ୍ଗ ସରକାର ଦୀଘା ଜଗନ୍ନାଥ ମନ୍ଦିର ନାମରୁ 'ଧାମ' ଶବ୍ଦକୁ ହଟାଇ ଦେଇଛନ୍ତି, କିନ୍ତୁ ତଥାପି ବିଧାୟକ
@AnantaBunu
ଏହାକୁ ଭୁଲିପାରୁନାହାନ୍ତି 🤔 ଜଣେ ଜନପ୍ରତିନିଧି ହୋଇ ଏମିତ ଲେଖୁଛନ୍ତି କିନ୍ତୁ ଗୋଟେ ସମୟରେ ଏଇ ଜଗନ୍ନାଥ ଧାମ ଶବ୍ଦକୁ ନେଇ ଆମ ଓଡ଼ିଆ ସମ୍ବେଦନଶୀଳ ହୋଇ ଉଠିଥିଲେ କାହିଁକିନା କଥା ଏଠି ଆମ ଜଗନ୍ନାଥଙ୍କର ।
See More
ଗେଣ୍ଡାଳିଆ ଙ୍କ ବୋପା
@GendaGuru
1 day ago
@khanti_odiapua
@1kandarpa
@bjd_odisha
@BJP4Odisha
@SugangaKeshari
@D_Jaadugar
@ayamatmabrahma_
@MunaBhaiOdisha
ମିଶ୍ରଣ ସବୁ ଦଳରେ ହଉଚି, ଯାହାକୁ ଯୋଉ ଦଳ ପସନ୍ଦ ସେମାନେ ସେହି ଦଳକୁ ଯାଉଛନ୍ତି।
ଗେଣ୍ଡାଳିଆ ଙ୍କ ବୋପା
@GendaGuru
1 day ago
ନଈ ନ ଦେଖୁଣୁ ଛାନିଆ ହେଉଛନ୍ତି ଗେଣ୍ଡାଳିଆ
ଗେଣ୍ଡାଳିଆ ଙ୍କ ବୋପା
@GendaGuru
2 days ago
ସେପଟେ ଛାମୁ ଙ୍କୁ ବିଧାୟକ ଭାବରେ ବାଛି ହିଂଜିଳି ବାସୀ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଦେଲେ। କାଳୁ, ନବୀନ ବାବୁଙ୍କୁ ଟିକେ ଖୋଜେ ଦେଖା ନାହିଁ ତାଙ୍କର ।
ହାଣ୍ଡିଆ ମାଝୀ
@Joy58478352
2 days ago
🚨 ଡବଲ ଇଞ୍ଜିନ ସରକାର ବାଛି ଓଡ଼ିଶାବାସୀ ନିଜେ ନିଜ ପାଦରେ କିଳା ଠୋକିଦେଲେ! 😂 ଏ ନ୍ୟୁଜ୍ ପଢ଼ିବା ପରେ ଆମ ଗାଁର ଗୋବରା ହରିଆ ମହାପାତ୍ର କହିଲା, "ଏମିତି ହେବ ବୋଲି ଯଦି ଆଗରୁ ଜାଣିଥାନ୍ତି, ତାହେଲେ ବିଜେପି କୁ ଜମାରୁ ଭୋଟ୍ ଦେଇନଥାନ୍ତି!" 🤣
ଗେଣ୍ଡାଳିଆ ଙ୍କ ବୋପା
@GendaGuru
2 days ago
ଗେଣ୍ଡାଦଲିଆ ମାନେ ପାଗଳ ହେଇଗଲେଣି, ଶେଷରେ ଜଣକୁ ହତ୍ୟା କରିଦେଲେ ଛି ଛି ନବୀନ ଙ୍କ ସଂସ୍କାର ଓ ନୀତି ଆଦର୍ଶ।
ଓଟିଭି
@otvkhabar
3 days ago
#ବିଜେପି_କର୍ମୀଙ୍କୁ_ହତ୍ୟା
;
#୨_ଅଟକ
-ଭବାନୀପାଟଣା: ବିଜେପି କର୍ମୀଙ୍କୁ ହତ୍ୟା ମାମଲାରେ ୨ ଅଟକ -୨ ଜଣଙ୍କୁ ଅଟକ ନେଇ ସୂଚନା ଦେଲେ କଳାହାଣ୍ଡି ଏସ୍ପି -ମଦନପୁର ରାମପୁର ଥାନାରେ ହତ୍ୟା ମାମଲା ରୁଜୁ -ପୂର୍ବ ଶତ୍ରୁତାରୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ
#Bhawanipatna
#BJPWorkerMurder
#Kalahandi
#MadanpurRampur
#TwoArrested #OdishaPolice #OTV
See More
ଗେଣ୍ଡାଳିଆ ଙ୍କ ବୋପା
@GendaGuru
2 days ago
ହଉ ହଉ, ଏପଟେ କାଳୁ ର ବାପା କୁ ସୁପ୍ରିମ କୋର୍ଟ ଧୋଇଲାଣି, କିଛି କହ କାଳୁ ନିଜ ବାପା ଭାରତୀୟ ନାହିଁ ତାକୁ କେବେ ଭାରତରୁ ବାହାର କରୁଛୁ?
ହାଣ୍ଡିଆ ମାଝୀ
@Joy58478352
3 days ago
ସୋସିଆଲ ମିଡିଆରେ ବାଙ୍ଗଲାଦେଶୀ ନାଁ ଶୁଣିଲେ ଛାତି ପିଟି ପିଟି ଦେଶପ୍ରେମର ନାଟକ କରୁଥିବା ଗୋବରାମାନେ ପ୍ରଥମେ ନିଜ ଘରର ପ୍ରଶ୍ନର ଉତ୍ତର ଦିଅନ୍ତୁ। ତୁମ ବାପା ଜଣେ ବାଙ୍ଗଲାଦେଶୀ ମହିଳାଙ୍କୁ ନିଜ ଘରେ ପୁରେଇ ରଖିଛି! ସେ ବି ପୁଣି ଦୁଇ ବର୍ଷ ହେଲା। ଏ ନ୍ୟୁଜ ଶୁଣିବାପରେ ନାଲି ଗାମୁଛା
@socialTalks96
Be like ବାପା ତୁମେ ଏ କଣ କଲ❓😂
See More
ଗେଣ୍ଡାଳିଆ ଙ୍କ ବୋପା
@GendaGuru
3 days ago
ଦେଖୁଛୁ ବିନୋଦ କେମିତି WhatsApp University ରୁ ଅଧା ଜ୍ଞାନ ପାଇକି ଏଠି ରୋନା ଧୋନା ଚାଲିଛି 😁
देश का चौकीदार ही चोर है 🧢🖱️
@Sunilbehera95
3 days ago
ଦେଖୁଛୁ ବିନୋଦ ଏପଟେ ଡିଜିଟାଲ ଇଣ୍ଡିଆ କୁ ହଁ ସେପଟେ ଡିଜିଟାଲ ଲେଣଦେଣ କୁ ନା ହଉ ସଂସ୍ଥା ଚାଲୁ ଚାଲୁ! ଡ଼ବଲ ଇଞ୍ଜିନ୍ ଡବଲ ବିକାଶ ଆଉ 😃
ଗେଣ୍ଡାଳିଆ ଙ୍କ ବୋପା
@GendaGuru
3 days ago
@jnanapgiri
@1kandarpa
@DyanSama
@SugangaKeshari
@BJP4Odisha
@D_Jaadugar
@bjd_odisha
@ayamatmabrahma_
@Titupanda2
ସେଇଟା ଫମ୍ପା ମାଠିଆ ଟା
ଗେଣ୍ଡାଳିଆ ଙ୍କ ବୋପା
@GendaGuru
3 days ago
@D_Jaadugar
ହଁ ଦବା ଦବା
ଗେଣ୍ଡାଳିଆ ଙ୍କ ବୋପା
@GendaGuru
3 days ago
ବିଜେପି କୁ ରଙ୍ଗମରା ସରକାର କହୁଥିବା କିଛି ଗେଣ୍ଡା ଦଳର ମୁଖପାତ୍ର, ଛାମୁଙ୍କ ସମୟରେ ଦୁର୍ନୀତି ର କିଛି ଝଲକ, ଶଃ ଏତେ ଭଲ କାମ କଲେ ଯେ ଫଳକ ବି ଖୁସିରେ ଭାଙ୍ଗିଗଲା 😁😁
GendaGuru's tweet video.
ଗେଣ୍ଡାଳିଆ ଙ୍କ ବୋପା
@GendaGuru
4 days ago
@1kandarpa
@Naveen_Odisha
@bjd_odisha
@SugangaKeshari
@D_Jaadugar
@MunaBhaiOdisha
@BJP4Odisha
କୁଆଡ଼େ ଗଲା ଟିଟୁ, କିଛି କହୁନୁ ନା ଏଗୁଡା ଦେଖା ଯାଉନି। ଛାମୁଙ୍କ ରାଜନୀତି କରିବାରୁ ଫୁରସତ୍ତ ମିଳିଲେ ତ ଏ ଉପରେ ଦୃଷ୍ଟି ପଡିବ
@Titupanda2
ଗେଣ୍ଡାଳିଆ ଙ୍କ ବୋପା
@GendaGuru
4 days ago
ରାଷ୍ଟ୍ରପତି ଙ୍କ କାର୍ଯ୍ୟକ୍ରମ ବହୁତ୍ ଆଗରୁ ନିର୍ଦ୍ଦିଷ୍ଟ ହେଇଥାଏ, ଆଉ ହଠାତ୍ ବର୍ଷା ବନ୍ୟା ହେଲେ ରାଷ୍ଟ୍ରପତି ଦାୟୀ କି?
SUBHRANSU PANDA
@AuthorSubhransu
4 days ago
ଫାଳେ ଓଡ଼ିଶା ଜଳବନ୍ଦୀ, ବନ୍ୟାରେ ଉବୁଟୁବୁ ଗାଁ ଠୁ ସହର। ଏ ବେଳେ ମହାମହିମ ରେଳ ଉପରେ ଚିଲିକା ଦର୍ଶନ କରୁଛନ୍ତି! ଏମିତି ଦୁର୍ବୁଦ୍ଧି ସବୁ କିଏ ଦେଉଛି?
ଗେଣ୍ଡାଳିଆ ଙ୍କ ବୋପା
@GendaGuru
4 days ago
Yes Pookie Man (PM) jarur banega hamara rahul baba 😁
Lokesh Saini
@LokeshVirat18K
4 days ago
Looks like future PM of India🔥
ଗେଣ୍ଡାଳିଆ ଙ୍କ ବୋପା
@GendaGuru
4 days ago
ବଟ ମାନଙ୍କୁ ଦରମା ମିଳିନି ବୋଧେ, କମେଣ୍ଟ ବକ୍ସ ଖାଲି! 😁😁
Biju Janata Dal
@bjd_odisha
4 days ago
ଭୁଶୁଡ଼ି ପଡ଼ିଛି ଓଡ଼ିଶାର ଶିକ୍ଷା, ଗଣଶିକ୍ଷା ମନ୍ତ୍ରୀ ଦିଅ ଇସ୍ତଫା
#BJPAntiStudents
#OdiaAsmita
#ହଟାଅବିଜେପି
#BJPAntiOdisha
#JababMaguchiOdisha
ଗେଣ୍ଡାଳିଆ ଙ୍କ ବୋପା
@GendaGuru
4 days ago
Criticism is one thing, but this is outright disgraceful. How can anyone stoop to such a level? This is utterly disgusting and shows complete disrespect toward the office of the Prime Minister of India.
@PMOIndia
@CMO_Odisha
@odishapo
Sujit Sarangi
@SujitSarangi3
4 days ago
PM care fund ରେ ଆଦାୟ ଓ ଖର୍ଚ୍ଚର ହିସାବ ଦେଉ ନ ଥିବା ଆମ ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କୁ ରାଷ୍ଟ୍ର ନିର୍ମାଣ ଜ୍ଞାନ ଦେବା ହାସ୍ୟାସ୍ପଦ ନିଶ୍ଚୟ!!!
ଗେଣ୍ଡାଳିଆ ଙ୍କ ବୋପା
@GendaGuru
4 days ago
@NishikantaMoh19
ହଉ ତୁ ଆଗ କୁଶି ହେଇଯା, ପପୁ ପିଏମ୍ ହେଇଗଲା 😁
ଗେଣ୍ଡାଳିଆ ଙ୍କ ବୋପା
@GendaGuru
5 days ago
ପପୁ ଚାମୁଚା ମାନେ ଏମିତି ଖୁସି ହେଉଛନ୍ତି ଯେମିତି ପପୁ ପ୍ରଧାନ ମନ୍ତ୍ରୀ ହେଇଗଲା 😁😁
Binay jena
@binayjenaINC
5 days ago
ପ୍ରଥମ ଥର ପାଇଁ ବିହାରରେ ବିଜେପିର ନିଜର ମୁଖ୍ଯମନ୍ତ୍ରୀ, ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିହାରରୁ (ଯେଉଁ ଆସନ ରୁ ଆଜି ବିଜେପି ହାରିଲା ) ।ଦେଶର ଗୃହମନ୍ତ୍ରୀ, ବିଜେପିର ମୁଖ୍ଯମନ୍ତ୍ରୀ ମାନେ ପ୍ରଚାର କଲେ ସେ ଜାଗାରେ ହେଲେ ବି ପ୍ରଶାନ୍ତ କିଶୋର ଜିତିଗଲେ !!! ୟେ ହେଉଛନ୍ତି ପ୍ରକୃତ ଚାଣକ୍ୟ, ନା କି ବିଧାୟକ ସାଂସଦ କିଣି ଚାଣକ୍ୟ ହେବା
ଗେଣ୍ଡାଳିଆ ଙ୍କ ବୋପା
@GendaGuru
4 days ago
@jnanapgiri
@binayjenaINC
ସିଏ ଗଞ୍ଜେଇ ନିଶା ରେ ଲେଖି ଦେଇଛି ଆଉ
ଗେଣ୍ଡାଳିଆ ଙ୍କ ବୋପା
@GendaGuru
4 days ago
ଗଞ୍ଜେଇ ନିଶା ନିଶ୍ଚିତ ହେଇଯାଇଛି, ଆଜି ଗେଣ୍ଡା ଓ ପପୁ ଚାମୂଚା ମାନେ ଏମିତି ଖୁସି ହେଉଛନ୍ତି ଯେମିତି ପପୁ ପ୍ରଧାନମନ୍ତ୍ରୀ ହେଇଗଲା। ଆଉ ପତନ ତ ବିଜେଡି ର ବି ହେଉଛି ପାଣ୍ଡିଆଁ ପାଇଁ , ତାହା ଉପରେ କିଛି କହିବୁ?
Titu panda
@Titupanda2
5 days ago
ପତନ ଆରମ୍ଭ... ବିହାର ଓ ମଧ୍ୟପ୍ରଦେଶ ରୁ। ଅହଙ୍କାର ଓ ଗର୍ବ ର ପତନ ଜଲଦି ହୁଏ।
Last Seen Users on Sotwe
010
Seen from
United States
Khói X
Seen from
Vietnam
𝐏 ᴏ ᴏ ᴊ ᴀ💘
Seen from
India
Gladys
Seen from
Indonesia
Black ebony
Seen from
India
Nathalia02
Seen from
Indonesia
ชอบ เย็ดสาวใหญ่ แม่หม้าย รุ่นป้า น้าอา
Seen from
Thailand
mature-man_lover
Seen from
India
LxBlln
Seen from
Belgium
Sugar Daddy
Seen from
Singapore
Trends for you
1
#InternationalCatDay
Under 10K tweets
2
Adam Vinatieri
Under 10K tweets
3
WNBA
Under 10K tweets
4
#Caturday
Under 10K tweets
5
Jorge Messi
Under 10K tweets
6
Cartoons
Under 10K tweets
7
#BornToShineMingi
Under 10K tweets
8
Kayla McBride
Under 10K tweets
9
Good Saturday
Under 10K tweets
10
#voreday
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
89M followers
10
Taylor Swift
@taylorswift13
82.9M followers
11
Lady Gaga
@ladygaga
74.4M followers
12
Virat Kohli
@imvkohli
71.9M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.8M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.1M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫