Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Gouragopal (ପପୁ)
@Gouragopal4
କାଗଜ 🌹 କଲମର ସ୍ପର୍ଶ ରେ ଅନୁଭୁତି ଓ କଳ୍ପନା ରୁ ଆପେ ଆପେ ଆଙ୍କି ହେଇ ଯାଉ ଥିବା ✍️ .............💕💕🥹🌺🏔️🌞⛈️ Mcom,CMA Apprentice
Bhograi, Balasore, odisha
Joined March 2020
166
Following
254
Followers
1.9K
Posts
Gouragopal (ପପୁ)
@Gouragopal4
about 19 hours ago
ମୋ ହାତ ଧରି ସେ କରିବ ସଂସାର କଥା ଦେଲା ହାତ ଧରି ଆଲୋକର ଆଶାରେ ଖୋଜି ମୁଁ ପାଇଛି ସରଗର ଅପସରୀ
Gouragopal (ପପୁ)
@Gouragopal4
about 19 hours ago
ସରଗର ଅପସରୀ ଆସିଛି ଚାନ୍ଦ ବାହାରି ନାଁ ଟି ତାର ଜ୍ୟୋସ୍ନା ମୋ ମନ କହୁଛି ବିଧାତା ଗଢିଛି ତାକୁ ବୁଝିଛି ମୋ ମନର ତ୍ରୁଣ୍ଣା ତାକୁ ପାଇବାକୁ କରିଥିଲି ମୁଁ କେତେ ଯେ ବ୍ରତ ମାନସିକ ମୋ ପାଇଁ ଆଜି ସେ ସଜେଇ ହୋଇଛି ମୋ ନାଁ ତା ପାଇଁ ପୂଣ୍ୟଶ୍ଳୋକ
#ପ୍ରେମ
#ଭାବନା
#ମୋକବିତା
Gouragopal (ପପୁ)
@Gouragopal4
3 days ago
@D_Jaadugar
Thanks bhai
Gouragopal (ପପୁ)
@Gouragopal4
3 days ago
Meeting time
Who to follow
RomiSalmanKhanKiJaan
@RomiSKkiJaan
Call me blind and living in a bubble, I'm gonna be the LAST Salman Khan's fan (well-wisher) standing. Proud Malaysian.
Sneha Hiro
@BachpanSeHiro
Journalist @CNNnews18. Ex - @pinkvilla @timesofindia @Koimoi @farnazfever. Baaki sab moh maaya hai. Views/tweets are personal.
Advocate Venkatesh Miriyala
@VenkateshMiri11
SUPREMECOURT⚖️ADVOCATE⚖️
Gouragopal (ପପୁ)
@Gouragopal4
4 days ago
@D_Jaadugar
@Jyotsna_JJ
@NikuMeher2
@RAKESHKN863720
ଧନ୍ୟବାଦ ଭାଇ 🙏
Gouragopal (ପପୁ)
@Gouragopal4
5 days ago
କି ଦେଇ ପୂଜିବି ବୁଝି ମୁଁ ପାରେନା ହେ ପ୍ରଭୁ ପରମବ୍ରହ୍ମ ତୁମେ ତ ଗଢ଼ିଛ ମାଟିଠୁ ଆକାଶ ତୁମ ଇଚ୍ଛା ରେ ହେବ ଭସ୍ମ ମାଗୁଣି ତୁମକୁ କରିବିନି ପ୍ରଭୁ ଯାହା ଦେଇଛ ତୁମରି ଇଛାରେ ସମୟକୁ ଫେଢି ମନରେ ଯୋଡ଼ି ଯାହା ପାଇଛି ତୁମ ଆଜ୍ଞାରେ ଧନ୍ୟବାଦ ଦେବି ହେ ପ୍ରଭୁ ଆଣିଛ ସଜେଇ ମଞ୍ଚକୁ ଅଭିନୟ ସାରି ଫେରେଇ ନିଅ ହେ ପୁଣି ଥରେ ତୁମପାଖକୁ
See More
Gouragopal (ପପୁ)
@Gouragopal4
13 days ago
@bsnl_care
Thanks
@bsnl_care
Team for resolved the issue.
Gouragopal (ପପୁ)
@Gouragopal4
14 days ago
Dear
@BSNLCorporate
@TRAI
We have been facing calling issues for the last one week in Balasore District, Odisha (PIN: 756039). Kindly let us know how much time will be required to resolve this issue. Your prompt update would be highly appreciated.
Gouragopal4
retweeted
Devakinandan Das
@D_Jaadugar
16 days ago
A must share post 👍👍
Gouragopal (ପପୁ)
@Gouragopal4
14 days ago
@1999_odia
@Jyotsna_JJ
@NikuMeher2
@D_Jaadugar
@RAKESHKN863720
ଧନ୍ୟବାଦ
Gouragopal (ପପୁ)
@Gouragopal4
14 days ago
କଜଳ ନାଇଁ ଗୋରୀ ତୁ ସଜ ହେଉ ଯେବେ ଉଇଁ ଆସେ ଚାନ୍ଦିନୀ ରାତିର ଜ୍ୟୋସ୍ନା ଉଁଆସ ରାତିରେ ତାରା ଖେଳିଯାଏ ନାଁ ତୋର ଯେ ସୁନୟନା ଖସଡା ଗଳିରେ ପାଦ ଦଉ ଦଉ ଖସିଯାଏ ପାଦ ତୋ ପାଖରେ ଅଗଣା ଦୁଆରେ ଗଭା ସଜେଇ ହୋଇ ବସିଥାଉ ଚାନ୍ଦିନୀ ଉପରେ ମନ ଚୋର ହୋଇ ଚୁପି ଚୁପି ଆସି ଚୋରେଇ ନେବିତ ମନ ରାତିରେ ଦେଖିବୁ ସପନ ମୋ ପାଇଁ ଦିନରେ ଦେଖିବୁ ଜହ୍ନ
See More
Gouragopal (ପପୁ)
@Gouragopal4
14 days ago
@D_Jaadugar
@1999_odia
@Jyotsna_JJ
@NikuMeher2
@RAKESHKN863720
ଅତି ସୁନ୍ଦର
Gouragopal (ପପୁ)
@Gouragopal4
15 days ago
@D_Jaadugar
ସପନ ନାଇଛି ଆଖିରେ ମୋର ତୁ ପ୍ରେମକୁ ଭରସା କରି ଜିଇବା ମରିବା ତୁମ ହାତେ ଦେଲି ତୁମେ ଯେ କରିଛ ମୋ ମନ ଚୋରୀ
Gouragopal (ପପୁ)
@Gouragopal4
15 days ago
@otvkhabar
ମାଡ଼ି ଚାଲ
Gouragopal (ପପୁ)
@Gouragopal4
17 days ago
Dear
@henryharvin_in
@henry_harvin_
Please reply as per attachment
Gouragopal (ପପୁ)
@Gouragopal4
23 days ago
@D_Jaadugar
@iTannu
मोहब्बत हूआहे तुम्हारे खेआलमो खुसि से तिल आज झुम जाए तिल झुम जाए
Gouragopal (ପପୁ)
@Gouragopal4
about 1 month ago
ତୁମକୁ ମୁଁ ବୁଝି ପାରେନା ତୁମକୁ ମୁଁ ବୁଝି ପାରେନା ତୁମକୁ ମୁଁ ବୁଝି ପାରେନା ......
Gouragopal (ପପୁ)
@Gouragopal4
about 1 month ago
ସ୍ମୃତି ସାଗର ରେ ଭାସି ବୁଲେ ନୂଆ ନୂଆ ପ୍ରେମର ଆଶା ତୃଷ୍ଣା ଭରା ଓଠ ଖୋଜିବୁଲେ ପାଇବାକୁ ପ୍ରେମର ପରସା ହୃଦୟ ରେ ସାଇତା ନୂଆ ନୂଆ ଛବି ମନଖୋଲି କହି ପାରେନା ସାଉଟା ସ୍ମୃତିରେ ମନକୁ ବୁଝେଇ ଚାପି ରଖେ କହି ହୁଏନା ତୁମର ସେ ଜ୍ୟୋତ୍ସ୍ନା ଝରା ଚେହେରା ସଜାଏ ସ୍ମୃତିକୁ ସିନା ହେଲେ ତୁମକୁ ମୁଁ ବୁଝି ପାରେନା
#ପ୍ରେମ
#ଭାବନା
See More
Gouragopal (ପପୁ)
@Gouragopal4
about 1 month ago
ହୃଦୟ ଯଦି ମରିଯାଏ କେବେ ନିଦାଘ ବଞ୍ଚେଇ ପାରେନା ନିଜର ଦୁଃଖକୁ ଛାତିରେ ସାଉଁଟି ହୁଏ କାହାକୁ କହିହୁଏନା ସ୍ବପ୍ନ ଯେତେ ସାଇତା ଥିଲା ଏ ହୃଦୟ ଆହୁତି ଦେଲି ଦଗ୍ଧ ବହ୍ନିରେ ପ୍ରେମକୁ ପାଇବା ହୃଦୟ ହାରିବା ନିଇତି ଦେଖୁଛି ସ୍ବପ୍ନରେ
#ପ୍ରେମ
#ବିଗ୍ରହ
#ମୋଭାବନ
Last Seen Users on Sotwe
ميرا نوري / mira nouri
Seen from
Oman
Big J
Seen from
United States
سالب اسطنبول 🏳️🌈🏳️🌈
DailyDoseOfCox
Seen from
Spain
dildol123905
Seen from
Indonesia
Balochi janik
Seen from
Pakistan
Zackary Steenland
Seen from
United States
EzgiX
bunny tsunami
Seen from
United States
SPONGEBOB XXX
Seen from
Indonesia
Trends for you
1
Lindsey Graham
Under 10K tweets
2
LOUDER THAN BOMBS
Under 10K tweets
3
Lindor
Under 10K tweets
4
Ukraine
Under 10K tweets
5
Devin Williams
Under 10K tweets
6
CNBC
Under 10K tweets
7
South Carolina
Under 10K tweets
8
Nancy Mace
Under 10K tweets
9
Nikki Haley
Under 10K tweets
10
Zverev
Under 10K tweets
Most Popular Users
1
Elon Musk
@elonmusk
240.8M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
111.3M followers
5
Narendra Modi
@narendramodi
107M followers
6
Rihanna
@rihanna
97.8M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88M followers
10
Taylor Swift
@taylorswift13
81.9M followers
11
Lady Gaga
@ladygaga
73.4M followers
12
Virat Kohli
@imvkohli
70.5M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.3M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.1M followers
20
X
@x
60.8M followers
Olivia
Online
✨
⭐
💫