Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Hiren Beria
@HIRENBERIA
Junior Teacher (Schematic), School and Mass Education Dept, Govt of Odisha
Bargarh, Odisha
Joined November 2012
356
Following
1.6K
Followers
780
Posts
HIRENBERIA
retweeted
Creative Educational Idea
@EducationalIdea
about 2 months ago
ପୁଣି ୨ଶିକ୍ଷକଙ୍କର ଅଂଶୁଘାତରେ ଦେହାନ୍ତ (ଅଦ୍ୟାବଧି ୩ଛୁଇଁଲା) - ମୟୁରଭଞ୍ଜ, ବେତନଟି ବ୍ଲକ କେ.ଭି. ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ରାଜକପୁର ହେମ୍ବ୍ରମ - ସୁନ୍ଦରଗଡ଼, ଗୁରୁଣ୍ଡିଆ ବ୍ଲକ ଜଲଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅନୁରାଗ ଏକ୍କା
@sureshkpujari
କ'ଣ ଶିକ୍ଷକ ଏବେବି ସ୍କୁଲ ସାରି Cencus କରିବା ନିର୍ଦ୍ଦେଶ ଦେବେ ??
See More
Hiren Beria
@HIRENBERIA
3 months ago
ଲୋକଙ୍କ ସରକାର ରାଜ୍ୟର ପ୍ରାୟ ୧୩ ହଜାରରୁ ଅଧିକ ସ୍କିମାଟିକ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ
@NityanandaBJP
ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
Nityananda Gond
@NityanandaBJP
3 months ago
ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।
NityanandaBJP's tweet video.
Hiren Beria
@HIRENBERIA
3 months ago
ଲୋକଙ୍କ ସରକାର ରାଜ୍ୟର ପ୍ରାୟ ୧୩ ହଜାରରୁ ଅଧିକ ସ୍କିମାଟିକ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ
@NityanandaBJP
ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
Nityananda Gond
@NityanandaBJP
3 months ago
କଥା ଦେଇ କଥା ରଖିଲେ ଲୋକଙ୍କ ମୁଖ୍ଯମନ୍ତ୍ରୀ। ଆଜି ରାଜ୍ୟର ଗଣଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଦିନ। ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କ ନିଷ୍ପତ୍ତି କ୍ରମେ ଆଜି ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସମସ୍ତ ସ୍କିମାଟିକ୍ କନିଷ୍ଠ ଶିକ୍ଷକ (Junior Teacher, Schematic) ମାନଙ୍କୁ ନିୟମିତ କରାଯାଇଛି। ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି। ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ହୋଇଛନ୍ତି। ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ। ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ।
See More
HIRENBERIA
retweeted
Nityananda Gond
@NityanandaBJP
3 months ago
ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।
NityanandaBJP's tweet video.
Who to follow
Creative Educational Idea
@EducationalIdea
ଆସନ୍ତୁ ମିଳିମିଶି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା।🙏
Subhashree Swarnaprava
@SubhashreeSwar3
ସହରୀ ସଭ୍ୟତାର ଗାଉଁଲି ଝିଅ👼
OSEPA
@OSEPA_Official
Official Twitter Handle of Odisha School Education Programme Authority (OSEPA) Smt. Ananya Das, IAS, State Project Director, OSEPA
HIRENBERIA
retweeted
Nityananda Gond
@NityanandaBJP
3 months ago
କଥା ଦେଇ କଥା ରଖିଲେ ଲୋକଙ୍କ ମୁଖ୍ଯମନ୍ତ୍ରୀ। ଆଜି ରାଜ୍ୟର ଗଣଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଦିନ। ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କ ନିଷ୍ପତ୍ତି କ୍ରମେ ଆଜି ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସମସ୍ତ ସ୍କିମାଟିକ୍ କନିଷ୍ଠ ଶିକ୍ଷକ (Junior Teacher, Schematic) ମାନଙ୍କୁ ନିୟମିତ କରାଯାଇଛି। ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି। ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ହୋଇଛନ୍ତି। ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ପାଇବେ। ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ।
See More
Hiren Beria
@HIRENBERIA
6 months ago
ଖଣ୍ଡୀୟ ବନାଧିକାରୀ (କେନ୍ଦୁପତ୍ର) ଙ୍କ କାର୍ଯ୍ୟାଳୟ, ପାଟଣାଗଡ ରେ କିଛି ମୂହୁର୍ତ୍ତ
Hiren Beria
@HIRENBERIA
7 months ago
ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟା ର ତା. 25/11/2025 ରେ ନିଯୁକ୍ତି ମେଳା, କଳିଙ୍ଗ ଷ୍ଟାଡିୟମ ରେ ନିଯୁକ୍ତି ପତ୍ର ବଣ୍ଟନ ସମୟ ର କିଛି ମୁହୂର୍ତ୍ତ।
Hiren Beria
@HIRENBERIA
7 months ago
ଫରେଷ୍ଟ ଗାର୍ଡ ନିଯୁକ୍ତି ପ୍ରକ୍ରିୟା ପାଇଁ ଖଣ୍ଡୀୟ ବନାଧିକାରୀ (କେନ୍ଦୁପତ୍ର) ଙ୍କ କାର୍ଯ୍ୟାଳୟ ରେ Document Verification ସମୟ ର କିଛି ମୁହୂର୍ତ୍ତ।
Hiren Beria
@HIRENBERIA
8 months ago
Provisionally selected for the post of FOREST GUARD in PATNAGARH KL DIVISION DIVISION CADRE. 🎯🎯🎯🎯🎯
Hiren Beria
@HIRENBERIA
8 months ago
Success is no accident! From GDS Branch Post Master in 2015 to Junior Teacher Schematic Category I & II in 2024, and now Forest Guard in 2025 - hard work, perseverance, and passion pave the way. 🎯
Hiren Beria
@HIRENBERIA
10 months ago
@NityanandaBJP
@MohanMOdisha
@dpradhanbjp
ଓଡିଶାର
#ପ୍ରାଥମିକ_ଶିକ୍ଷା_ବ୍ୟବସ୍ଥା
ରେ ଆପଣଙ୍କ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡିଶାବାସୀ ଆପଣଙ୍କୁ ଚିରଦିନ ମନେ ରଖିବେ। ଏହି ନିଷ୍ପତ୍ତି କୁ ବିଳମ୍ବ ନକରି ପବିତ୍ର
#ଗୁରୁଦିବସ
(୫ ସେପ୍ଟେମ୍ବର) ଅବସରରେ ତୁରନ୍ତ କାର୍ଯ୍ୟକାରୀ କରି
#ଓଡିଶାର_ଶିକ୍ଷା_ବ୍ୟବସ୍ଥା
କୁ ଏକ ଉପହାର ଦିଅନ୍ତୁ।
@MohanMOdisha
@dpradhanbjp
See More
Hiren Beria
@HIRENBERIA
10 months ago
@CMO_Odisha
@MohanMOdisha
@dpradhanbjp
ଓଡିଶାର
#ପ୍ରାଥମିକ_ଶିକ୍ଷା_ବ୍ୟବସ୍ଥା
ରେ ଆପଣଙ୍କ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡିଶାବାସୀ ଆପଣଙ୍କୁ ଚିରଦିନ ମନେ ରଖିବେ। ଏହି ନିଷ୍ପତ୍ତି କୁ ବିଳମ୍ବ ନକରି ପବିତ୍ର
#ଗୁରୁଦିବସ
(୫ ସେପ୍ଟେମ୍ବର) ଅବସରରେ ତୁରନ୍ତ କାର୍ଯ୍ୟକାରୀ କରି
#ଓଡିଶାର_ଶିକ୍ଷା_ବ୍ୟବସ୍ଥା
କୁ ଏକ ଉପହାର ଦିଅନ୍ତୁ।
@MohanMOdisha
@dp
See More
Hiren Beria
@HIRENBERIA
10 months ago
@dpradhanbjp
@MohanMOdisha
ଓଡିଶାର
#ପ୍ରାଥମିକ_ଶିକ୍ଷା_ବ୍ୟବସ୍ଥା
ରେ ଆପଣଙ୍କ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡିଶାବାସୀ ଆପଣଙ୍କୁ ଚିରଦିନ ମନେ ରଖିବେ। ଏହି ନିଷ୍ପତ୍ତି କୁ ବିଳମ୍ବ ନକରି ପବିତ୍ର
#ଗୁରୁଦିବସ
(୫ ସେପ୍ଟେମ୍ବର) ଅବସରରେ ତୁରନ୍ତ କାର୍ଯ୍ୟକାରୀ କରି
#ଓଡିଶାର_ଶିକ୍ଷା_ବ୍ୟବସ୍ଥା
କୁ ଏକ ଉପହାର ଦିଅନ୍ତୁ।
@MohanMOdisha
@CMO_Odisha
See More
Hiren Beria
@HIRENBERIA
10 months ago
@MohanMOdisha
@dpradhanbjp
ଓଡିଶାର
#ପ୍ରାଥମିକ_ଶିକ୍ଷା_ବ୍ୟବସ୍ଥା
ରେ ଆପଣଙ୍କ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡିଶାବାସୀ ଆପଣଙ୍କୁ ଚିରଦିନ ମନେ ରଖିବେ। ଏହି ନିଷ୍ପତ୍ତି କୁ ବିଳମ୍ବ ନକରି ପବିତ୍ର
#ଗୁରୁଦିବସ
(୫ ସେପ୍ଟେମ୍ବର) ଅବସରରେ ତୁରନ୍ତ କାର୍ଯ୍ୟକାରୀ କରି
#ଓଡିଶାର_ଶିକ୍ଷା_ବ୍ୟବସ୍ଥା
କୁ ଏକ ଉପହାର ଦିଅନ୍ତୁ।
@dpradhanbjp
@CMO_Odisha
See More
Hiren Beria
@HIRENBERIA
10 months ago
@MohanMOdisha
ଓଡିଶାର
#ପ୍ରାଥମିକ_ଶିକ୍ଷା_ବ୍ୟବସ୍ଥା
ରେ ଆପଣଙ୍କ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡିଶାବାସୀ ଆପଣଙ୍କୁ ଚିରଦିନ ମନେ ରଖିବେ। ଏହି ନିଷ୍ପତ୍ତି କୁ ବିଳମ୍ବ ନକରି ପବିତ୍ର
#ଗୁରୁଦିବସ
(୫ ସେପ୍ଟେମ୍ବର) ଅବସରରେ ତୁରନ୍ତ କାର୍ଯ୍ୟକାରୀ କରି
#ଓଡିଶାର_ଶିକ୍ଷା_ବ୍ୟବସ୍ଥା
କୁ ଏକ ଉପହାର ଦିଅନ୍ତୁ।
@MohanMOdisha
@CMO_Odisha
See More
Hiren Beria
@HIRENBERIA
10 months ago
ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଆପଣଙ୍କ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡିଶାବାସୀ ଆପଣଙ୍କୁ ଚିରଦିନ ମନେ ରଖିବେ। ଏହି ନିଷ୍ପତ୍ତି କୁ ବିଳମ୍ବ ନକରି ପବିତ୍ର
#ଗୁରୁଦିବସ
(୫ ସେପ୍ଟେମ୍ବର) ଅବସରରେ ତୁରନ୍ତ କାର୍ଯ୍ୟକାରୀ କରି
#ଓଡିଶାର_ଶିକ୍ଷା_ବ୍ୟବସ୍ଥା
କୁ ଏକ ଉପହାର ଦିଅନ୍ତୁ।
@MohanMOdisha
@CMO_Odisha
See More
Mohan Charan Majhi
@MohanMOdisha
10 months ago
ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା । ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୪୪,୪୩୩ ଟି ଶିକ୍ଷକ ପଦବୀ ପୂରଣ କରିବା ପାଇଁ ନିଷ୍ପତି ନିଆଯାଇଛି ।
HIRENBERIA
retweeted
CMO Odisha
@CMO_Odisha
10 months ago
ବୈଠକରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ :- 'ଜାତୀୟ ଶିକ୍ଷାନୀତି ୨୦୨୦' ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ଆସନ୍ତା ୩ ବର୍ଷ ମଧ୍ୟରେ ୪୪, ୪୩୩ ଟି ପଦବୀ ପୂରଣ କରିବା ପାଇଁ ନିର୍ଦ୍ଦେଶ, ବର୍ଷକୁ ପୂରଣ କରାଯିବ ପ୍ରାୟ ୧୫ ହଜାର ପଦବୀ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (BSE, CHSE) କୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନବମ ଓ ଦଶମ ଶ୍ରେଣୀର ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ନିଷ୍ପତ୍ତି ହଷ୍ଟେଲରେ ରହୁଥିବା ପିଲାମାନଙ୍କ ପାଇଁ ANM ନିଯୁକ୍ତ କରିବାକୁ ନିଷ୍ପତ୍ତି ନୂତନ ବେସରକାରୀ ବିଦ୍ୟାଳୟ ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନଲାଇନ ପ୍ରକ୍ରିୟାରେ କରିବାକୁ ନିଷ୍ପତ୍ତି ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ SCSTRTI ସହଯୋଗରେ କୋରାପୁଟରେ ଏକ 'ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା' କରିବାକୁ ନିଆଯିବ ପଦକ୍ଷେପ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ନିୟମିତ ଶିକ୍ଷକମାନଙ୍କୁ ଯେଉଁମାନେ ବିଇଡି କରିଥିବେ, ସେମାନଙ୍କୁ ବିଭିନ୍ନ କ୍ଲଷ୍ଟରରେ ରିସୋର୍ସ ପର୍ସନ ଭାବେ ଦିଆଯିବ ନିଯୁକ୍ତି NCERT ଢାଞ୍ଚାରେ SCERT କୁ ବିକଶିତ କରିବା ପାଇଁ ପଦକ୍ଷେପ ନେଇ ନିଷ୍ପତ୍ତି
See More
HIRENBERIA
retweeted
CMO Odisha
@CMO_Odisha
10 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅର୍ଥ ବିଭାଗ ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଓସେପାର ନିର୍ଦ୍ଦେଶିକା ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
@SMEOdisha
See More
HIRENBERIA
retweeted
Nityananda Gond
@NityanandaBJP
10 months ago
ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ହୋଇଛି। ଏହି ବୈଠକରେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟରେ ବର୍ତ୍ତମାନ ୪୫,୨୯୨ଟି ପ୍ରାଥମିକ ବିଦ୍ୟାଳୟରେ ୧,୬୦,୩୧୯ଟି ଶିକ୍ଷକ ପଦବୀ ରହିଛି। ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯,୩୬୬ଟି ପଦବୀ ସୃଷ୍ଟି କରାଯିବ। ଏହା ସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫,୦୬୭ଟି ଶିକ୍ଷକ ପଦବୀ ମଧ୍ୟ ଖାଲି ହେବ। ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ବର୍ଷ ମଧ୍ୟରେ ୪୪,୪୩୩ଟି ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ବର୍ଷକୁ ପ୍ରାୟ ୧୫ହଜାର ପଦବୀ ପୂରଣ କରାଯିବ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (BSE, CHSE) କୁ ମିଶାଇ ଗୋଟିଏ ବୋର୍ଡ଼ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ନବମ ଓ ଦଶମ ଶ୍ରେଣୀର ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ହଷ୍ଟେଲରେ ରହୁଥିବା ପିଲାମାନଙ୍କ ପାଇଁ ANM ନିଯୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ନୂତନ ବେସରକାରୀ ବିଦ୍ୟାଳୟ ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନଲାଇନ ପ୍ରକ୍ରିୟାରେ କରିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି। ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଉଛନ୍ତି। ଏହା ସହିତ SCSTRTI ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ। ସେହିପରି ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ନିୟମିତ ଶିକ୍ଷକମାନଙ୍କୁ ଯେଉଁମାନେ ବିଇଡି କରିଥିବେ, ସେମାନଙ୍କୁ ବିଭିନ୍ନ କ୍ଲଷ୍ଟରରେ ରିସୋର୍ସ ପର୍ସନ ଭାବରେ ନିଯୁକ୍ତି ଦିଆଯିବ। NCERT ଢାଞ୍ଚାରେ SCERTକୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
See More
Hiren Beria
@HIRENBERIA
about 1 year ago
ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି, ଜନଜାତି, ଅଳ୍ପ ସଂଖ୍ୟକ, ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ
@NityanandaBJP
ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ll ଓଡିଶା ର ଶିକ୍ଷା ବ୍ୟବସ୍ଥା ରେ ପରିବର୍ତ୍ତନ ଆଣି ବ୍ୟବସ୍ଥା କୁ ସଜାଡି ଦିଅନ୍ତୁ ଏତିକି କାମନା।
See More
Last Seen Users on Sotwe
huma shahzadi
Seen from
Turkey
阿俊豪 《互推》
Seen from
United States
Qerfah
Seen from
Turkey
CdSelinx
Seen from
Turkey
Natalia González
Seen from
Argentina
Her Gun 1 İfşa
Seen from
Turkey
porno arab tunise .03
Seen from
Egypt
INDO DULU DURASI
MatureSnowbunnies
Seen from
Pakistan
Güzeller Gönder Gelsin
Seen from
Germany
Trends for you
1
Father's Day
Under 10K tweets
2
Cape Verde
Under 10K tweets
3
Belgium
Under 10K tweets
4
Wyndham Clark
Under 10K tweets
5
Panthers
Under 10K tweets
6
Sam Burns
Under 10K tweets
7
Austin Hill
Under 10K tweets
8
Devers
Under 10K tweets
9
Abelardo de la Espriella
Under 10K tweets
10
Zito
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110M followers
5
Narendra Modi
@narendramodi
107M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.4M followers
10
Taylor Swift
@taylorswift13
81.2M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.4M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.1M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.5M followers
Olivia
Online
✨
⭐
💫