Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Priyadarshini Parida
@IAMPP_PRIYA
Project Coordinator at Kakatpur Panchayat Samit.ଅତୀତକୁ ଯାଇ ଆରମ୍ଭ ହୋଇଥିବା ଭୁଲକୁ ସୁଧାରି ପାରିବନି ସତ,କିନ୍ତୁ ବର୍ତ୍ତମାନରେ ଥାଇ ଭବିଷ୍ୟତର ଦୋଷକୁ ସଜାଡ଼ି ପାରିବ।ଜୟ ଜଗନ୍ନାଥ🙏
Bhubaneshwar, India
Joined July 2020
37
Following
1.4K
Followers
3.5K
Posts
Pinned Tweet
Priyadarshini Parida
@IAMPP_PRIYA
over 3 years ago
Finally got engaged...! 💍 🙌 💞❤
#ନିର୍ବନ୍ଧ
👩❤️👨
#Engagement
💍
#March_8TH
🗓
#Late_post
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ଅନ୍ୟକୁ ସାହାଯ୍ୟ କରିବା ଯଦି ସବୁଠାରୁ ପୂଣ୍ୟ ଭାବୁଛନ୍ତି, ତେବେ ଅନ୍ୟକୁ ଜାଣି ଶୁଣି କଷ୍ଟ ଦେବା ସବୁଠାରୁ ବଡ଼ ପାପ ତେଣୁ ସବୁବେଳେ ନିଜର ଭଲ ଚିନ୍ତା କରିବା ସହିତ ଅନ୍ୟର ବି ଭଲ ଚିନ୍ତା କରିବା ଉଚିତ୍ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ଏହାକୁ ଅବମାନନା କିମ୍ବା ପରିହାସ କରିବା ଲୋକ ଛୋଟ ଲୋକ ବୋଲି କହିଲେ କିଛି ଭୁଲ ହେବନି, ବାକିଆ ଠକଙ୍କୁ ଖରାପ ଲାଗିପାରେ କିନ୍ତୁ ନିରାଟ ସତ୍ୟ। ଏମିତି ବୋର୍ଡ ଟିଏ ଦୋକାନ ଆଗରେ ନିଶ୍ଚିନ୍ତ ଲଗାନ୍ତୁ।
#ଫୋଟୋ
: ସୋସିଆଲ ମିଡ଼ିଆରୁ ସଗୃହିତ
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ଶ୍ରଦ୍ଧାରୁ ଜ୍ଞାନ, ନମ୍ରତାରୁ ମାନ ଓ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ।ମନେ ରଖନ୍ତୁ ଯେତେବେଳେ ଏ ତିନୋଟି ଯାକ ମିଶିଯାଏ, ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। "ଜୟ ଜଗନ୍ନାଥ"🙏🙏🙏
Who to follow
Subhasmruti Mohanty
@subhasmruti001
Founder of Sellque
❣️
@juliee_write
सब समय का खेल है जितनी भी प्लानिंग कर लीजिए होता वही है जो समय चाहता है🫰
ସୁଜ୍ଞାନୀ ଭଟ୍ଟ
@D_pujabhatta
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ॐ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ | ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍ || ପବିତ୍ର ମହା ଶିବରାତ୍ରୀ ଅବସରରେ ସମସ୍ତ ଙ୍କୁ ଅନେକେ ଅନେକେ ଶୁଭେଚ୍ଛା ଓ ଶୁଭକାମନା l ସେହି ଦେବ ଦେବ ମହାଦେବଙ୍କ ଅପାର କରୁଣା ସମସ୍ତଙ୍କ ଉପରେ ସଦା ସର୍ବଦା ରହିଥାଉ ।
#ମହାଶିବରାତ୍ରି
#ଜାଗର
See More
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ଉତ୍ତମ ସ୍ୱାସ୍ଥ୍ୟ, ମନୋମୋହିନୀ ସ୍ତ୍ରୀ, ଗୁଣବାନ ପୁତ୍ର, ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁତା, ଭୟ ଶୂନ୍ୟ ସ୍ଥାନରେ ବସବାସ, ନିତ୍ୟ ଆୟ, ଅନ୍ନ ବସ୍ତ୍ରର ପ୍ରାଚୁର୍ଯ୍ୟ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ମହା ସୁଖକର ହୋଇଥାଏ। "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ଅତୀତକୁ ଅତ୍ୟଧିକ ଭାବିଲେ ଆଖିରୁ ଲୁହ ଆସିଥାଏ, ଭବିଷ୍ୟତକୁ ବେଶି ଚିନ୍ତା କଲେ ମନରେ ଭୟ ସୃଷ୍ଟି ହୁଏ, ବର୍ତ୍ତମାନକୁ ହସି ହସି ଉପଭୋଗ କଲେ ଜୀବନ ସୁନ୍ଦର ହୋଇଯାଏ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ଯଦି ଆପଣ କାହାକୁ ଖାଇବାକୁ ଦେଉଛନ୍ତି ତେବେ ତା ପେଟ ଗୋଟିଏ ଦିନ ପାଇଁ ପୂରିବ କିନ୍ତୁ ଆପଣ ଯଦି କାହାକୁ ମିଳିବାର ମାଧ୍ୟମ ଦେଖାଇବେ ତେବେ ତା ପେଟ ସାରା ଜୀବନ ପୂରିବ। "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ଯଦି ଜୀବନରେ କେବେ ଟଙ୍କା ଆଉ ସମ୍ପର୍କ ମଧ୍ୟରୁ ଗୋଟିଏ ବାଛିବାକୁ ପଡେ ତାହେଲେ କେବଳ ସମ୍ପର୍କକୁ ବାଛ କାହିଁକିନା ଟଙ୍କା ତ ଆସିଥାଏ ଆଉ ଯାଇଥାଏ ହେଲେ ସମ୍ପର୍କ ଥରେ ଚାଲିଗଲେ ଆଉ ଫେରି ନଥାଏ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ଲୋକମାନେ ତୁମର ଭୁଲ୍ କୁ ସବୁବେଳେ ମନେ ରଖନ୍ତି କିନ୍ତୁ ତୁମେ ସେମାନଙ୍କ ପାଇଁ କରିଥିବା ଭଲ କାମକୁ କେବେ ମନେ ରଖନ୍ତି ନାହିଁ, ଓଲଟା ତୁମ ବିରୋଧରେ ପଛରେ ଗପିବେ। ଚିନ୍ତା କରନା ଉପର ବାଲା ତୁମ ସହିତ ସର୍ବଦା ରହିଛନ୍ତି ଏବଂ ରହିବେ ନିଶ୍ଚୟ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
4 months ago
ମିଠା କଥା କହୁଥିବା ଲୋକଟି କେବେବି ସତ ହୋଇ ନପାରେ କିନ୍ତୁ କଠୋର କହୁଥିବା ଲୋକଟି ନିଶ୍ଚୟ ସତ ହୋଇଥାଏ କାରଣ କଲରା ପାଟି ପାଇଁ ପିତା ହୋଇ ପାରେ କିନ୍ତୁ ଶରୀର ପାଇଁ ବେଶ୍ ଉପକାରୀ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ଅତୀତକୁ ଭାବି କେବେ ଦୁଃଖ କର ନାହିଁ, ବର୍ତ୍ତମାନକୁ ଦେଖି କେବେ ଗର୍ବ କର ନାହିଁ, ଭବିଷ୍ୟତକୁ ଭାବି କେବେ ଚିନ୍ତା କର ନାହିଁ କାରଣ ସବୁ ସେହି ଭଗବାନଙ୍କ ଲୀଳା । ଆମେ ସବୁ ନିମିତ ମାତ୍ର । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
କିଛି ଲୋକଙ୍କୁ ଲାଗିଥାଏ CALL ନକଲେ କି କଥା ନହେଲେ ସମ୍ପର୍କ ଭାଙ୍ଗି ଯାଏ ହେଲେ ତାଙ୍କୁ କିଏ ବୁଝେଇବ ସମ୍ପର୍କ PHONE ରୁ ନୁହେଁ ହୃଦୟରୁ ହୋଇଥାଏ। "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ସାଥିରେ ରହି ଯିଏ ଆମ ସହ ଛଳନା କରେ ତା ଠାରୁ ବଡ ଶତ୍ରୁ କେହି ନାହିଁ ଏବଂ ଆମ ମୁହଁ ରେ ଯିଏ ଆମର ଖରାପ ଗୁଣ କହିଥାଏ ତା ଠାରୁ ବଡ ମିତ୍ର କେହି ନାହିଁ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ଅନେକ ଦୁଃଖ ସିନା ଆମ ଜୀବନରେ ସୂର୍ଯ୍ୟ ଅସ୍ତ କରି ରାତ୍ରିର ଅନ୍ଧକାରରେ ଆମକୁ ଦୁର୍ବଳ କରିଦିଏ କିନ୍ତୁ ଟିକିଏ ଖୁସି ମଧ୍ୟ ଆମ ଜୀବନରେ ସୁନ୍ଦର ସୂର୍ଯ୍ୟୋଦୟର ଗୋଟିଏ ନୂତନ ସକାଳ ଭେଟି ଦେଇ ପୁଣି ଆମକୁ ମଜବୁତ୍ କରିଦିଏ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ଦୁନିଆରେ କିଛି ସ୍ଥାୟୀ ନୁହେଁ, ତେଣୁ ନିଜକୁ ଅଧିକ ଚାପରେ ରଖନ୍ତୁ ନାହିଁ କାରଣ ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ଏହା ବଦଳି ଯିବ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ନିଜର ଗୁପ୍ତ କଥା ନିଜ ଭିତରେ ହିଁ ରଖନ୍ତୁ, ସବୁ କଥା ବ୍ୟଗ୍ରତାରେ ଆସି ସମସ୍ତଙ୍କୁ କହି ଦିଅନ୍ତୁନି ନହେଲେ ଲୋକେ ସମୟ ଆସିଲେ ସେଇ କଥା କହି ମଜା କରିବାକୁ ପଛେଇବେ ନାହିଁ। "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ଯେତେବେଳେ ଖରାପ ସମୟ ଆମକୁ ନଚାଉ ଥାଏ, ଆମେ ନିଜର ବୋଲି ଯାହାକୁ କହୁ ସେହି ଲୋକ ହିଁ ଢୋଲକ ବଜେଇ ମଜା ଲୁଟୁଥାନ୍ତି। ସେତେବେଳେ ଯଦି କେହି ଅନ୍ଧ ଭଳି ସାହା ହେଇଥାଏ, ସେ କେବଳ "ମା"।
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ଯେଉଁ ବ୍ୟକ୍ତି ପରିଶ୍ରମ ଦ୍ୱାରା ଧନ ସମ୍ପତ୍ତି ଅର୍ଜନ କରେ ସେହି ବ୍ୟକ୍ତି ହିଁ ଜାଣେ କଷ୍ଟ କଣ କିନ୍ତୁ ଯେଉଁ ବ୍ୟକ୍ତି ବିନା ପରିଶ୍ରମରେ ସବୁକିଛି ପାଇ ଯାଏ ସେହି ବ୍ୟକ୍ତି ଜାଣେନା ଜୀବନର ବାସ୍ତବତା କଣ । "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ଆଖି ସବୁ ଜିନିଷ ଦେଖିପାରେ କିନ୍ତୁ ଆଖିରେ କିଛି ପଡିଗଲେ ଦେଖି ହୁଏ ନାହିଁ ଠିକ ସେହିପରି ମଣିଷ ଅନ୍ୟମାନଙ୍କ ଭୁଲକୁ ଦେଖିପାରେ କିନ୍ତୁ ନିଜ ଭୁଲକୁ କେବେ ଦେଖି ପାରେନାହିଁ। "ଜୟ ଜଗନ୍ନାଥ"🙏🙏🙏
IAMPP_PRIYA
retweeted
Guruprasad Nath🇮🇳
@IAMGPN_Babu
5 months ago
ନିଜ ପରିଚୟରେ ପରିଚିତ ହେବାକୁ ଚେଷ୍ଟା କରନ୍ତୁ, କୌଣସି ଜଣେ ଖ୍ୟାତନାମା ବ୍ୟକ୍ତି ସହ ଫୋଟ ଉଠେଇବା ମାନେ ଏହା ନୁହେଁ ଯେ ଆପଣ ଜଣେ ବିଖ୍ୟାତ ବ୍ୟକ୍ତି । "ଜୟ ଜଗନ୍ନାଥ"🙏🙏🙏
Last Seen Users on Sotwe
ขี้เงี่ยนชอบเย็ดสาวใหญ่แม่หม้าย
Seen from
Thailand
MAXIMUM GAY PORN
Seen from
Turkey
mình thích lái máy bay
Seen from
Vietnam
Kha
Seen from
Vietnam
Fabrizio Romano
Seen from
Colombia
عم الحصـ،ـريات 🔥💋
xulia
Seen from
Brazil
𝗦𝘆𝗹𝘃𝗲𝗿𝗮 🩷 (𝗖𝗼𝗺𝗺𝘀 𝗖𝗟𝗢𝗦𝗘𝗗)
Seen from
Italy
あるきち
Seen from
Japan
idol nam
Seen from
Vietnam
Trends for you
1
Venezuela
Under 10K tweets
2
#AEWDynamite
Under 10K tweets
3
Neymar
Under 10K tweets
4
Beef Stew
Under 10K tweets
5
Braden Smith
Under 10K tweets
6
Cassidy
Under 10K tweets
7
Ryan Conwell
Under 10K tweets
8
Isaiah Stewart
Under 10K tweets
9
Thune
Under 10K tweets
10
Bruce Thornton
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.2M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.5M followers
10
Taylor Swift
@taylorswift13
81.3M followers
11
Lady Gaga
@ladygaga
72.8M followers
12
Kim Kardashian
@kimkardashian
69.7M followers
13
Virat Kohli
@imvkohli
69.6M followers
14
YouTube
@youtube
68.7M followers
15
Bill Gates
@billgates
63.8M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.3M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.6M followers
Olivia
Online
✨
⭐
💫