Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
JAGANNATH NAYAK
@JAGANNATH3775
FAN OF ANUBHAV MOHANTY FB ID COMMON MAN JAGANNATH 8190842795 A JIBAN THIBA JAYEN A FAN BHAI APANKR DIE HARD FAN.B+
Bhadrak, India
Joined July 2019
34
Following
72
Followers
978
Posts
Pinned Tweet
JAGANNATH NAYAK
@JAGANNATH3775
12 months ago
Happy birthday Boss
@Naveen_Odisha
JAGANNATH3775
retweeted
Prakash Kumar Mahakud
@PMahakud28848
25 days ago
କେବେ ସରିବ ନୂତନ ବସ୍ ଷ୍ଟାଣ୍ଡ ର କାର୍ଯ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
@DM_Bhadrak
sir please look at this matter
@DC_Odisha
@CMO_Odisha
JAGANNATH NAYAK
@JAGANNATH3775
3 months ago
@SpBhadrak
ସାର୍ ଦିନକୁ ଦିନ ଆଗରପଢା ଅଞ୍ଚଳରେ ଧଳାଜହର କାରବାର ବୃଦ୍ଧି ପାଉଛି। ଅନେକ ଆଗାମୀ ଭବିଷ୍ୟତ ଯୁବପିଢୀ ମାନେ ଏହି ନିଶାଦ୍ରବ୍ୟ ର ଶିକାର ହୋଉଛନ୍ତି। ଦୟାକରି ଏକ SIT ଗଠନ କରି ନିଶା ବିକ୍ରି କରୁଥିବା ଲୋକ ମାନଙ୍କୁ ଧରି ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯାଉ। ଆଗରପଢା ଅଞ୍ଚଳରୁ ପାଉଡର ଡ୍ରଗସ୍ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଉ।
See More
JAGANNATH NAYAK
@JAGANNATH3775
5 months ago
#କେବଳ_ନବୀନ
@Naveen_Odisha
Who to follow
🅡🅐🅑🅘 🅜🅐🅛🅛🅘🅚
@RabiMallik15
Ashit Kumar Beura
@dj_ashit
Time is non-refundable, use it with intention.
ସତ୍ଯ प्रकाश Mishra
@pSatyaMishra
JAGANNATH3775
retweeted
Biju Janata Dal
@bjd_odisha
5 months ago
ରାଜ୍ୟସଭା ନିର୍ବାଚନରେ ଦୁଇ ବିଜେପି ବିଧାୟକଙ୍କୁ ବେଆଇନ ଭାବେ ଦ୍ଵିତୀୟ ବାଲାଟ୍ ପ୍ରଦାନ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଲା ବିଜୁ ଜନତା ଦଳ। ନିର୍ବାଚନ ସମୟରେ ବିଜେପି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ଵିତୀୟ ବାଲାଟ୍ ପ୍ରଦାନ କରିବା ସମ୍ପୂର୍ଣ୍ଣ ଅବୈଧ। ଏଦିଗରେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ଦଳର ପ୍ରତିନିଧିମଣ୍ଡଳୀ ଦାବି କରିଛନ୍ତି। #RajyasabhaElection #BJDWithOdisha #BJPAntiOdisha
See More
JAGANNATH NAYAK
@JAGANNATH3775
6 months ago
ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ବଡ଼ଭଉଣୀ ଇପ୍ସିତା ଅପା ଙ୍କୁ ଜନ୍ମ ଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ🎂🎂🎂
@IpshitaaOdisha
JAGANNATH3775
retweeted
Naveen Patnaik
@Naveen_Odisha
6 months ago
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଇଛି। ଓଡ଼ିଶାକୁ ପ୍ରଗତିଶୀଳ କରିବା ସହ ଶିକ୍ଷା ଓ ସାହିତ୍ୟର ପ୍ରସାରରେ ସମାଜର ଉନ୍ନତି ପାଇଁ ତାଙ୍କ ଅତୁଳନୀୟ ଅବଦାନ ସର୍ବଦା ପ୍ରେରଣାଦାୟୀ।
JAGANNATH NAYAK
@JAGANNATH3775
10 months ago
@EskayMovies
@AnubhavMohanty_
Happy birthday
JAGANNATH3775
retweeted
Eskay Movies
@EskayMovies
10 months ago
যার অভিনয়ে অনুভূতিরা পায় প্রাণ, শুভ জন্মদিন
@AnubhavMohanty_
!
#AnubhavMohanty
#EskayMovies
JAGANNATH NAYAK
@JAGANNATH3775
11 months ago
ଏମିତି ଅପରାଧୀଙ୍କୁ କ୍ଷମା ନୁହେଁ — ପ୍ରତିଶୋଧ ହେଉ ଧର୍ମ! ନ୍ୟାୟ ହେଉ ଯୁଦ୍ଧ! ରକ୍ତ ଗରମ ହେଉ, ଆବାଜ ଉଠା ଯାଉ “ଧର୍ଷକଙ୍କୁ ସଜା ନମିଳିଲା ଯାଏଁ ଆମ ରକ୍ତ ଶାନ୍ତ ହେବ ନାହିଁ!” ⚔️🔥
@SpBhadrak
JAGANNATH NAYAK
@JAGANNATH3775
12 months ago
ସଭିଙ୍କ ପ୍ରିୟ ସେ ଜନନେତା ଜନନାୟକ। ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇଥିବା ସଭାପତି ଶ୍ରୀ
@Naveen_Odisha
ଙ୍କୁ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା ଓ ଉନ୍ନତିର ଧାରା ଦୃଢ଼ ହେଉଛି, ଘରେ ଘରେ ଶଙ୍ଖ ବାଜୁଛି।
JAGANNATH3775
retweeted
Prakash Kumar Mahakud
@PMahakud28848
about 1 year ago
@CMO_Odisha
@MinesOdisha
@SM_Department
@BibhutiJena93
@SecyChief
@DC_Odisha
@_anugarg
@OdishaWater
@rdmodisha
@of_mines
@ForestDeptt
@ospcb123
@odisha_police
@IPR_Odisha
@SpBhadrak
@DM_Bhadrak
Hon’ble Sir, I kindly request you to look into this matter and take necessary action
See More
JAGANNATH3775
retweeted
Odisha Police
@odisha_police
about 1 year ago
ଗୁରୁତ୍ୱପୂର୍ଣ୍ଣ ସୂଚନା... ଓଡିଶା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସିଇ ୨୦୨୪), ଆସନ୍ତା ତା ୫.୧୦.୨୦୨୫ ଓ ୬.୧୦.୨୦୨୫ ରିଖ ଦିନ ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଅଛି l ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର ଓଡ଼ିଶା ପୋଲିସ ୱେବସାଇଟରୁ https://t.co/cEqdyRNben ରୁ ଡାଉନଲୋଡ କରିପାରିବେ l
See More
JAGANNATH NAYAK
@JAGANNATH3775
about 1 year ago
# CHARDHAM # ଚାରିଧାମ
@AnubhavMohanty_
JAGANNATH NAYAK
@JAGANNATH3775
about 1 year ago
@BloodDonorsIn
@TapasKumarSwain
Any group blood exchange
JAGANNATH3775
retweeted
District Administration,Bhadrak
@DM_Bhadrak
about 1 year ago
ମାନ୍ୟବର ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କର ଭଦ୍ରକ ଜିଲ୍ଲାକୁ ଗସ୍ତର ପ୍ରଥମ ଦିବସ ରେ ବନ୍ତ ବ୍ଲକର କାଦବରାଙ୍ଗଠାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଟି ଗୁଡିକ ଦ୍ବାରା ପରିଚାଳିତ ସଂସ୍ଥା ଗୁଡିକୁ ପରିଦର୍ଶନ କରି ଅର୍ଥନୈତିକ କ୍ଷେତ୍ରରେ ସ୍ଵାବଲମ୍ବୀହେବାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ସମ୍ପର୍କରେ ଗୋଷ୍ଠୀକୁ ଅବଗତ କରିଥିଲେ।
See More
JAGANNATH NAYAK
@JAGANNATH3775
about 1 year ago
@BloodDonorsIn
Done ✅
JAGANNATH NAYAK
@JAGANNATH3775
about 1 year ago
@ChinmayaBhadrak
@AmiyaPandav
@binayjenaINC
@AbhilashJena18
@aten4u_
@ImSubhaOdisha
@ManuSahoo11073
@Deepakkuma9756
@bibeksoft
@BihariBismaya
@BapunNath81246
A sabu b dekhiba ra thila
JAGANNATH NAYAK
@JAGANNATH3775
about 1 year ago
@BloodDonorsIn
@wildthings666
Done Yesterday
JAGANNATH3775
retweeted
Prafulla Kumar Behera
@BeheraPrafu
about 1 year ago
Drainage ସମସ୍ୟା- ଭଦ୍ରକ ଜିଲ୍ଲା,ବନ୍ତ ବ୍ଲକ,ବଡବର୍ଚ୍ଚିକାୟା ପଞ୍ଚାୟତ ର ଵିଶଲ କଣା ଗ୍ରାମ ର ୩ଟି ସାହି ଜଳବନ୍ଦି ରେ ରହୁଛନ୍ତି। ସରକାର ଙ୍କ ଦୃଷ୍ଟିଗୋଚର ହେଲେ ସମସ୍ୟା ସମାଧାନ ହୋଇପାରିବ 🙏
@DM_Bhadrak
@CMO_Odisha
@suryabanshibjp
Last Seen Users on Sotwe
:3
Seen from
United States
sexy boys
Seen from
India
3号线
Seen from
Vietnam
.
Seen from
Turkey
Beth
Seen from
Turkey
Kurdo ERGAN
Seen from
United States
PrincessKrul
Seen from
Netherlands
mamah muda
Seen from
Indonesia
bakire
Seen from
Turkey
Enzo Hilton
Seen from
Australia
Trends for you
1
Bama
Under 10K tweets
2
Good Sunday
Under 10K tweets
3
Stein
Under 10K tweets
4
Shane Gillis
Under 10K tweets
5
Dijon Lee
Under 10K tweets
6
Penta
Under 10K tweets
7
Dawgs
Under 10K tweets
8
Slinky
Under 10K tweets
9
#Toonami
Under 10K tweets
10
Boise State
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫