Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Jaya Patro
@JayaPatro2
ଜୟ ପାତ୍ର
Ambica Nagar, Berhampur.
Joined May 2017
1.2K
Following
44
Followers
1.7K
Posts
Jaya Patro
@JayaPatro2
about 3 hours ago
@AmiyaPandav
ଏ ନେତା କୁ ଆଗ ଆଣି ସବୁ ଲୋକ ଥାନା ରେ ଦିଅ ଏହା ପଛରେ MLA କୁ ବି ଏହି ଭଳି ଲୋକ ର ଆଚରଣ କୁ ପରିବର୍ତ୍ତନ କରିବା ପାଇଁ ଓ ଏହା ସହିତ ଏହାଙ୍କ ନିର୍ବାଚନ ମଣ୍ଡଳୀ ରେ ଏହି ଭଳି ଘୃଣ୍ୟ ମାନବିକତା ର କାର୍ଯ୍ୟ ନ କରିବା ପାଇଁ ଚେତାବନୀ ଦିଆଯାଉ।
Jaya Patro
@JayaPatro2
about 3 hours ago
@AmiyaPandav
ଏହି ଲୋକଟି ବିଜେପି ର ଚାମଚା ଓ MLA �� ଜଣେ ପାଖ ଲୋକ ହୋଇଥିବ। ଏଠି ପ୍ରଶ୍ନ ଉଠୁଛି ହିନ୍ଦୁ, ମୁସମାନମାନ, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ମାନେ ଆମ ସହିତ ସକାଳୁ ଉଠିଲେ ର���ସ୍ତା,ବଜାର ,ବସ,ଟ୍ରେନ ଏମିତି ଦେଖା ହୁଅନ୍ତି ଓ ସେମାନଙ୍କୁ ଏହି ଭଳି ଦୁର୍ବ୍ୟବହାର କରିବା କେତେ ଯୁକ୍ତିଯୁକ୍ତ ଅଟେ ଏଣୁ ଏହି ବିଜେପି ଚୋର ଦଳ ବୁଝି ନିଅନ୍ତୁ ଏହା
See More
Jaya Patro
@JayaPatro2
about 3 hours ago
@BJP4Odisha
ବିଜେପି ଦଳ ଦେଶ ପାଇଁ କିଛି କର, ନୂଆଁ ପ୍ଲାଣ୍ଟ,ରୋଜଗାର ଅଣ, ଗ୍ରାମ ର ଲୋକମାନେ କିପରି କାମ ଧନ୍ଦା ପାଇ ପାରିବେ ଦେଖ ଓ ତୁମର ଏସବୁ ଚେଲା ମାନଙ୍କୁ ସୋସିଆଲ ମିଡିଆ ରେ ବାଇଟ ଦେବା ଯେଉଁ ଦିନ ବନ୍ଦ କରି ଦେବ ଓ dizital ଲେଖା ବନ୍ଧ କରିବ ସେହି ଦିନ ସମସ୍ତେ ନିଜର ହେବେ
Jaya Patro
@JayaPatro2
about 17 hours ago
@NEWS7Odia
ଏହା କଣ ମନ୍ତ୍ରୀ ଙ୍କ ପାଇଁ ହେଲା କି? ସେହିପରି ଇନ୍ସୂରେନ୍ସ ଓ ହେଲମେଟ ଟଙ୍କା କମାନ୍ତୁ। ସେମାନେ ଯେତେବେଳେ ଇଲେକ୍ସନ ସମୟରେ ବୁଲିବେ ଚେକ୍ କର କେଉଁ ସବୁ ଗାଡ଼ିର ଇଁସୁରେନ୍ସେ ଓ ପ୍ୟୁସିସି ନାହିଁ ଓ ଫିତ୍ମେଣ୍ଟ ବି ନାହିଁ।
Who to follow
ashis praharaj
@praharajodisha
निष्ठा से देश के लिए समर्पित,जय हिन्द
Chandra sekhar senapati
@Dilwalesekhar
Bussinessman of Gunupur
dorawandersworld
@DoraKottapalli
Passionate to travel the beautiful world… Hiking 🥾 Camping 🏕 Movie ❤️Tennis
Jaya Patro
@JayaPatro2
about 17 hours ago
@BJP4Odisha
ସତରେ କି? ନା ଆଉ କେହି ଗୁଜରାଟୀ କୁ ଏୟାରପୋର୍ଟ ଭଳି ବିକ୍ରି କରିବେ? ଭାଇ ଭିତିରିଆ ବୂଝ୍।ଓଡ଼ିଶା ସରକାର ଏବେ ପ୍ରତି ପଞ୍ଚାୟତ କୁ ତିନି କୋଟି ଦେବେ ଏହିଭଳି ଆମର��� ଓଡ଼ିଶା ରେ ପାଖ ପାଖି ୬୫୦୦ ଟି ପଞ୍ଚାୟତ ଅଛି ।ଏପଟେ ଚିନି କଳ ସବୁ ପୁନାହୋ ଉଦ୍ଧାର ହେବ ଏହି ସବୁ ଟଙ୍କା ଆସିବ କେଉଁଠୁ? ଏହା ନିଶ୍ଚିତ ଏକ କଥା କୁହା କପିଳା ନୁହେଁ ତ୍?
See More
Jaya Patro
@JayaPatro2
1 day ago
@1kandarpa
@Vkpandianfancl1
ତୁମେ ଯାଅ ତୁମକୁ କେହି ମନା କରିଛି କି? ବିଜେପି ��ଦି ମନା କରିଛି ଯାଅନି କାଳେ ପୁଣି ଫ୍ଲଡ ଆସିଲେ ପାତାଳ କୁ ଚାଲିଯିବ।
Jaya Patro
@JayaPatro2
2 days ago
@BJP4Odisha
ଆପଣ ଙ୍କ ଦୂ��ଦୃଷ୍ଟି ଅତି ପ୍ରଖର ଆଜ୍ଞା। ଓଡ଼ିଶା ର ସବୁ କାମ ଆପଣଙ୍କ ଚୋର,ମିଛୁଆ ବିଜେପି ଦଳ କରିଛି ନୁହେଁ ବହୁତ୍ ଭୁଲ ହୋଇଗଲା ବିଜେପି କୁ ଭୋଟ ଦେଇ।ଆସନ୍ତା ଇଲେକ୍ସନ ଆଗରୁ ଆପଣ ଙ୍କ ବିଜେପି କୁ ଭୋଟ ନ ଦେବା ପାଇଁ ସୋସିଆଲ ମିଡିଆ ରେ ପ୍ରଶ୍ନ ହେବ।ଏଣୁ ଜାଗ୍ରତ ହେବାକୁ ଅନୁରୋଧ।
Jaya Patro
@JayaPatro2
3 days ago
@debendraprusty
ଏହା ମିଛ କଥା ଏହାକୁ କୌଣସି ଜନ ସାଧାରଣ କହିବେ ନାହି,ଆପଣଙ୍କ ବ୍ୟତୀତ।
Jaya Patro
@JayaPatro2
4 days ago
@kanak_news
ଏହି ଗୁଡ଼ିକ ଦିବା ସପନ ଦେଖୁଛନ୍ତି ନୁହେଁ
Jaya Patro
@JayaPatro2
4 days ago
@otvnews
ଏମାନଙ୍କ ର କିଛି କାମ ନାହିଁ କି, ମୋଦି ଙ୍କ ମିଛ କି ବାର୍ତ୍ତା ଶୁଣୁଛନ୍ତି
Jaya Patro
@JayaPatro2
4 days ago
@otvkhabar
ମନମୋହନ ଭାଇ, ତୁମେ ��ଉ କଣ ରଖିଛ କି ଓଡ଼ିଶା ରେ ସବୁ ଗୁଜରାଟୀ ଙ୍କୁ ଦେଇ ଦେଇଛ, ଟିକେ ଭାବ ଆସନ୍ତା ୨୦୨୯ ରେ କେନ୍ଦ୍ର ରେ ବିଜେପି ଆସିବ ନାହି ଓ ବିଜେପି ଓଡ଼ିଶା ରେ ଆସିଲ ବ୍ୟଚ୍ଚନ୍ସ ତେବେ ତୁମକୁ ଲୋକ ଗୋଡେଇ ଗୋଡେଇ ବାଦେଇବେ ଓ ପୋଲିସ ବି ତୁମକୁ ସାହୋଜଗ କରିବ ନାହିଁ ଓ ସେତେବେଳ ମୋଦି , ଶାହା,ଧର୍ମେନ୍ଦ୍ର ସବୁ ଦୁବେଇ,ଲଣ୍ଡନ ରେ ଥିବେ
See More
Jaya Patro
@JayaPatro2
4 days ago
@ArgusNews_in
Don't misguided odisha people on showing authenticity of Dharmendra Pradhan Letter & odisha people are not fool. So go back.
Jaya Patro
@JayaPatro2
4 days ago
@dpradhanbjp
@Naveen_Odisha
ଧର୍ମେନ୍ଦ୍ର ବାବୁ, ଆପଣଙ୍କ ଦଳ ସତ୍ୟ କୁ ଲୁଚାଉଛି, ଓ ଓଡ଼ିଶା ର ଲୋକ ମାନେ ଏତେ ବୋକା ଭାବନ୍ତୁ ନାହିଁ, ଆମର ସବୁ ଥାଇ ବି ଆମର ଅଧିକାର ନାହି ଏହି ଅଧିକାର ହାସଲ କରିବା ପାଇଁ ଲଢ଼େଇ ଦରକାର୍ ଓ ଓଡ଼ିଶା ର ଅବହେଳିତ ଆଦିବାସୀ ଭାଇ ମାନେ ଓ ଜନ ଆନ୍ଦୋଳନ ଆରମ୍ଭ କରିବେ। ଏଣୁ ଆପଣ ମାନଙ୍କୁ ଦିଲ୍ଲୀ ଦରବାର ପଠା ଯାଇଛି ଓଡ଼ିଶା ପାଇଁ ସ୍ୱର ଦେବ
See More
Jaya Patro
@JayaPatro2
4 days ago
@BJP4Odisha
ବିଜେପି ଦଳ ଯଦି ଓଡ଼ିଶା ର ଉନ୍ନତି ��ାହୁଁଥିଲେ ଭଲ କାମ କର।MMDR ବିଲ୍ କୁ withdraw କର।ନଚେତ୍ ଆଗାମୀ ଦିନରେ ତୁମେ ଗାଁ କୁ ବି ଯାଇ ପାରିବ ନାହିଁ।
Jaya Patro
@JayaPatro2
5 days ago
@News18Odia
ଅଯଥା ଟଙ୍କା କାହିଁକି ଖର୍ଚ୍ଚ କରୁଛନ୍ତି ଗରିବ ଙ୍କୁ ଦିଆ ଯାଉ।
Jaya Patro
@JayaPatro2
6 days ago
@BJP4Odisha
BJP leaders have propaganda more & advertising their party through Banners & social media platform. Can Odisha Sarkar explain from which fund these are expenditured & give a balance sheet to public.
Jaya Patro
@JayaPatro2
10 days ago
@Anu_mohanty79
@dpradhanbjp
@Naveen_Odisha
ଏହା ଭୁଲ୍ କହୁଛନ୍ତି ଓ ଆପଣ ବିଜେପି କୁ ସପୋର୍ଟ କରୁଛନ୍ତି। ନଚେତ୍ ଏମିତି କହି ନଥାନ୍ତେ। ପେପର୍ ଲିକ୍ ବିଷୟରେ କହିବାକୁ ଗଲେ ୨୦ ଜଣ ନିରୀହ ପିଲା ସୁସାଇଡ କଲେ ଏଥିପାଇଁ ଦାୟୀ କିଏ? ଆପଣ ଙ୍କ ର ଗାଈ କ୍ଷୀର ଦେଉଛି କିନ୍ତୁ ଆପଣ ବିକ୍ରି କରି ପାରିବେ ନାହିଁ, ବେପାରୀ ଙ୍କୁ ଦେବେ ଓ ବେପାରୀ ଯେଉଁ ରେଟ ରେ ବିକ୍ରି କଲେ ବି କହି ପାରିବେନି?
See More
Jaya Patro
@JayaPatro2
11 days ago
@BJP4Odisha
କାହାକୁ ପଚାରି MMDR ୨୦୨୬ କି ଅନୁମୋଦନ ଦେଲ ଜବାବ୍ ଦିଅ?
Jaya Patro
@JayaPatro2
11 days ago
@BJP4Odisha
ତୁମର ଦୁଇ ବର୍ଷ ର ହିସାବ ଦିଅ ଜନତା ଙ୍କ ଟଙ୍କା ର। କାହା କ��� ପଚାରି ରଙ୍ଗ କରିଛ ?
Jaya Patro
@JayaPatro2
11 days ago
@BJP4Odisha
ତୁମେ ଓଡ଼ିଆ ଙ୍କ ଭାତ ଥାଳି,ଜୀବିକା ସବୁ କେନ୍ଦ୍ର କୁ ଦେଇ ପୁଣି ସାମ୍ବାଦିକ ସମ୍ମିଳନୀ କରୁଛ ଲଜ୍ୟା ଟିକେ ଅଛି ତୁମ ଦଳକୁ।ଏହା ଉପରେ ନିଶ୍ଚିତ ଆଦିବାସୀ, ଜନଜାତି ତୁମର ବାବରତା କୁ ଜବାବ୍ ଦେବେ।
Last Seen Users on Sotwe
Maxpitss
Seen from
Vietnam
Naomi
Seen from
Indonesia
boody bnoty 🏳️🌈💋
Seen from
Saudi Arabia
🏳️⚧️PupZed.bsky.social👊🐾
Seen from
Thailand
سـكـس الـعرب
pasutri fantasi sederhana (BNA)
Seen from
Indonesia
かむかむ
Anu🎀
Seen from
United States
Rizal Firmansyah
Seen from
Malaysia
✝️ Isabella Brooks ✝️
Seen from
Canada
Trends for you
1
LOVE MAZE
Under 10K tweets
2
#WENMONTHLY
Under 10K tweets
3
#AEWDynamite
Under 10K tweets
4
hobi
Under 10K tweets
5
Baepsae
Under 10K tweets
6
Clippers
Under 10K tweets
7
#ChaseTheNewDawn
Under 10K tweets
8
Austin Wells
Under 10K tweets
9
#LeaguesCup
Under 10K tweets
10
Yamamoto
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.8M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.2M followers
12
Virat Kohli
@imvkohli
73M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫