Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
farmers of Karchamal, Chirma, Modeigm G. P
@MadeigamMandal
Farmers of Nabarangpur District
Madeigam, Karchamal, Chirma
Joined April 2025
46
Following
4
Followers
111
Posts
farmers of Karchamal, Chirma, Modeigm G. P
@MadeigamMandal
3 months ago
ପ୍ରତ୍ୟେକ ଦିନ 3ଟା ରୁ ବିଦ୍ୟୁତ ସେବା ଆମ ଏରିଆ ରେ ବନ୍ଦ ହେବା କେତେ ଯୁକ୍ତିଯୁକ୍ତ?
@TPSouthOdisha
ନିଦ୍ରା ରେ ସୋଇଛନ୍ତି କି tata ପାୱାର କର୍ମଚାରି କର୍ମରେ ଏତେ ଅବହେଳା କଣ ପାଇଁ? ଚିର୍ମା ଫିଡର ବିଦ୍ୟୁତ ସେବା ବନ୍ଦ ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହେଉନାହିଁ!@KVSinghDeo1
@CMO_Odisha
@BJP4Odisha
farmers of Karchamal, Chirma, Modeigm G. P
@MadeigamMandal
3 months ago
ପ୍ରତ୍ୟୋକ ଦିନ ସକାଳ 10 ରୁ ଅନିର୍ଦ୍ଧିଷ୍ଟ କାଳ କୋଷଗୁମୁଡା section ଚିର୍ମା ଫିଡର ରେ ବିଦ୍ୟୁତ ସେବା ଠପ ହେବା କେତେ ଯୁକ୍ତି ଯୁକ୍ତ। ସରକାର ଗ୍ରୀଷ୍ମ ଋତୁ ରେ ଲାଇନ କାଟିବାକୁ ମୋନା କଲେ। ଆପଣଙ୍କୁ କିଏ ଅଧିକାର ଦେଲା ବିନା ସୂଚନା ରେ ଲାଇନ cut କରିବା ପାଇଁ ଏହାର ସମାଧାନ କେଵେ ହବ।
@TPSouthOdisha
@CMO_Odisha
@KVSinghDeo1
farmers of Karchamal, Chirma, Modeigm G. P
@MadeigamMandal
3 months ago
ଆଜି ପୁଣି ସକାଳ 10 ବିନା ସୂଚନା ରେ ବିଦ୍ୟୁତ ସେବା ବନ୍ଦ ହୋଇଛି କୋଷଗୁମୁଡା section ଚିର୍ମା ଫିଡର ଅଞ୍ଚଳ ରେ ଏହି ସମସ୍ୟା ର ସମାଧାନ କେତେ ବେଳେ ହେବ ଗ୍ରୀଷ୍ମ ଋତୁ ରେ ବିଦ୍ୟୁତ କୋଟା ଯିବା କେତେ ଯୁକ୍ତି ଯୁକ୍ତ। ଏପଟେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ
@MohanMOdisha
ଜୀ ଗ୍ରୀଷ୍ମ ଋତୁରେ ବିଦ୍ୟୁତ କୋଟା ଯିବ ନାହିଁ
@KVSinghDeo1
See More
MadeigamMandal's tweet video.
farmers of Karchamal, Chirma, Modeigm G. P
@MadeigamMandal
3 months ago
ଆଜି ପୁଣି ଦିନ 3 ଟା ରୁ ବିଦ୍ୟୁତ ସେବା ବନ୍ଦ ହୋଇଛି କୋଷଗୁମୁଡା section ଚିର୍ମା ଫିଡର ଅଞ୍ଚଳ ରେ ଏହି ସମସ୍ୟା ର ସମାଧାନ କେତେ ବେଳେ ହେବ ଗ୍ରୀଷ୍ମ ଋତୁ ରେ ବିଦ୍ୟୁତ କୋଟା ଯିବା କେତେ ଯୁକ୍ତି ଯୁକ୍ତ। ଏପଟେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ
@MohanMOdisha
ଜୀ ଗ୍ରୀଷ୍ମ ଋତୁ ରେ ବିଦ୍ୟୁତ କୋଟା ଜୀବନାହିଁ କହିଲେ .
@TPSouthOdisha
farmers of Karchamal, Chirma, Modeigm G. P
@MadeigamMandal
3 months ago
ଲୋକଙ୍କ ସରକାର ଘୋଷଣା କଲେ ଗ୍ରୀଷ୍ମ ଋତୁ ରେ ବିଦ୍ୟୁତ cut ହବ ନାଇଁ କିନ୍ତୁ ଚିର୍ମା ଫିଡର କୋଷଗୁମୁଡା ସେକଟର ବାର ବାର ବିଦ୍ୟୁତ କୋଟା ଯାଉଛି ସାଧାରଣ ଆଦିବାସୀ ଲୋକଙ୍କୁ କାହିଁକି ଏତେ ହଇରାଣ କରାଯାଉଛି ଆଜ୍ଞା । ଏହାର ସମାଧାନ କେବେ ହବ।
@BDO_KOSAGUMUDA
@TPSouthOdisha
@KVSinghDeo1
@CMO_Odisha
@MohanMOdisha
See More
farmers of Karchamal, Chirma, Modeigm G. P
@MadeigamMandal
4 months ago
ଆଜି ରାତି 10 ଟା ରୁ ଚିର୍ମା ଫିଡର ବିଦ୍ୟୁତ ସେବା ଆମ ଏରିଆ ରେ ବନ୍ଦ ହେବା କେତେ ଯୁକ୍ତିଯୁକ୍ତ?
@TPSouthOdisha
ନିଦ୍ରା ରେ ସୋଇଛନ୍ତି ���ି tata ପାୱାର କର୍ମଚାରି କର୍ମରେ ଏତେ ଅବହେଳା କଣ ପାଇଁ? ଚିର୍ମା ଫିଡର ବିଦ୍ୟୁତ ସେବା ବନ୍ଦ ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହେଉନାହିଁ!@KVSinghDeo
1 @CMO_Odis
ha @
farmers of Karchamal, Chirma, Modeigm G. P
@MadeigamMandal
5 months ago
@TPSouthOdisha
@BJP4Odisha
@CMO_Odisha
@BDO_KOSAGUMUDA
@KVSinghDeo1
ରାତି ସୋରିଯିବ ବିଦ୍ୟୁତ ସେବା ଆସିବ ନାଇଁ ... JE କଣ ରାତିରେ ଶୋଇବାକୁ ଅଛି କି... ଆମେ କଣ ପାଇଁ ଅନ୍ଧ���ର ରେ ରହିବୁ... ଆପଣଙ୍କୁ ��ୁଣି ଅବଗତ କରୁଛୁ ଯେ ଚିର୍ମା ଫିଡର ଅଞ୍ଚଳ ରେ କର୍ଚାମାଳ ଗାଁ ରେ 3 ଟି ଆବାସିକ ବିଦ୍ୟାଳୟ ଅଛି । ପିଲା ଅନ୍ଧାର ରେ ରହୁଛନ୍ତି କାଲି ସକାଳେ ଯଦି କୌଣସି ଘଟଣା ଘଟେ ସେଥିପା
ଇଁ @TPSouthOdi
sha ଦାୟୀ କି
See More
farmers of Karchamal, Chirma, Modeigm G. P
@MadeigamMandal
5 months ago
ପ୍ରତ୍ୟକ ଦିନ ଚିର୍ମା ଫିଡର ରେ ଦିନ 2 ଟା ରୁ ବିଦ୍ୟୁତ ସେବା ବନ୍ଦ କରାଯାଉଛି। କାହା ସ୍ୱାର୍ଥ ରେ Tata power line cut କରୁଚ। ଆମେ ସାଧାରଣ ଲୋକଙ୍କୁ ନିରୀହ ଆଦିବାସୀ ଅଞ୍ଚଳ ର ଲୋକଙ୍କୁ ଏତେ ହଇରାଣ କଣ ପାଇଁ କରାଯାଉଛି। ସରକାର ଏଥି ପ୍ରତି କେବେ ଦୃଷ୍ଟି ଗୋଚର ହେବ।
@TPSouthOdisha
@BJP4Odisha
@CMO_Odisha
@BDO_KOSAGUMUDA
farmers of Karchamal, Chirma, Modeigm G. P
@MadeigamMandal
5 months ago
@TPSouthOdisha
@BJP4Odisha
@CMO_Odisha
@BDO_KOSAGUMUDA
ଆଜ୍ଞା ପୁଣି ସେହି ଅବସ୍ଥା ଟିକେ ବର୍ଷା ରେ ବିଦ୍ୟୁତ cut କଣ ପାଇଁ ଆମକୁ ହଇରାଣ କୋରାଯଉଛି ଏହି ସମସ୍ୟା ର ସମାଧାନ କେବେ କରିଵେ କହିବ କି... ଚିର୍ମା ଫିଡର ରେ ପୁଣି ବିଦ୍ୟୁତ ସମସ୍ୟା ବନ୍ଦ ଏହାର ସମାଧାନ କେତେ ବେଳେ କୋରିବେ?
@TPSouthOdisha
@BDO_KOSAGUMUDA
@CMO_Odisha
@KVSinghDeo1
See More
farmers of Karchamal, Chirma, Modeigm G. P
@MadeigamMandal
5 months ago
@TPSouthOdisha
@CMO_Odisha
@BJP4Odisha
@KVSinghDeo1
ଆପଣଙ୍କର ସବୁ ଦିନ ଏହି ବେବସ୍ଥା କି? କଣ ପାଇଁ ଆଜ୍ଞା ଏତେ ହଇରାଣ କରୁଛନ୍ତି। ଗରିବ ଆଦିବାସୀ ଅଂଚଳ ଲୋକଙ୍କ��� ଏମିତି ଅତ୍ୟାଚାର କରିବା କେତେ ଯୁକ୍ତି ଯୁକ୍ତ କୁହନ୍ତୁ । ସବୁ ଦିନ ବିଦ୍ୟୁତ cut ହେବ କେତେ ଯୁକ୍ତି ଯୁକ୍ତ କୁହନ୍ତୁ
farmers of Karchamal, Chirma, Modeigm G. P
@MadeigamMandal
5 months ago
ଆଜି ରାତି 12 ରୁ ପୁଣି ଚିର୍ମା ଫିଡର ରେ ବିଦ୍ୟୁତ କୋଟିଛି। ଏହାର ମରାମତି କ��ତେ ବେଳେ ହବ ଆମ ଏରିଆ ରେ ବିଦ୍ୟୁତ କେତେ ବେଳେ ଆସିବ tata ପାୱାର ଚିର ନିଦ୍ରା ରେ ସୋଇଛି କି।
@TPSouthOdish
a
@CMO_Odish
a
@BJP4Odish
a
@KVSinghDeo
1
farmers of Karchamal, Chirma, Modeigm G. P
@MadeigamMandal
5 months ago
@TPSouthOdisha
@CMO_Odisha
@BJP4Odisha
@KVSinghDeo1
କିଛି ସମସ୍ୟା ସମାଧାନ ହ���ନି ! କଣ ପାଇଁ ଆଜ୍ଞା ସବୁ ଦିନ ରାତିରେ ବିଦ୍ୟୁତ cut ହୋଉଛି ଏହାର ସମାଧାନ କଣ ପାଇଁ ହଉନି... ଆମେ ଆପଣକୁ ସବୁ ବେଳେ କଣ ପାଇଁ ଟୁଇଟ କରିବୁ । ଆପଣଙ୍କ କର୍ମଚାରି ଏଥି ପ୍ରତି କାହିଁକି କି ଦୃଷ୍ଟି ଦଉନାହାନ୍ତି କୁହନ୍ତୁ। ଲୋକଙ୍କ ସରକାର ମୋହନ ସରକାର ସବୁ ବେଳେ ଲୋକଙ୍କ ପାଖକୁ ଯାଇକି ସମସ୍ୟା ର ସମାଧାନ କରନ୍ତି।
See More
farmers of Karchamal, Chirma, Modeigm G. P
@MadeigamMandal
5 months ago
@TPSouthOdisha
@CMO_Odisha
@BJP4Odisha
@KVSinghDeo1
କଣ କାର୍ଯ୍ୟ ଜାରି ରହିଛି । ଯିଏ ଯା ଘରେ ମଦ ପିଇକି ଲାଇନ man JE ଶୋଇଲେ ଣି ଆପଣ ଖାଲି msz ଟିକେ ଦେଇଦେଲେ ଆମେ ବୁଝି ଯିବୁ କି । ସରକାର ର କଥା କୁ ଏତେ ଅବହେଳା କଣ ପାଇଁ sir କଣ ଆମେ bill ପୋଇଠ କରୁ ନାହୁଁ କି? ଦିନ 3 ଟା ରୁ ଲାଇନ ନାଇଁ . ଚିର୍ମା ଫିଡର ରେ ..
@CMO_Odisha
@BDO_KOSAGUMUDA
See More
farmers of Karchamal, Chirma, Modeigm G. P
@MadeigamMandal
5 months ago
ଆଜି ଆପରାହ୍ନ 4ଟା ରୁ ବିଦ୍ୟୁତ ସେବା ଆମ ଏରିଆ ରେ ବନ୍ଦ ହେବା କେତେ ଯୁକ୍ତିଯୁକ୍ତ?
@TPSouthOdisha
ନିଦ୍ରା ରେ ସୋଇଛନ୍ତି କି tata ପାୱାର କର୍ମଚାରି କର୍ମରେ ଏତେ ଅବହେଳା କଣ ପାଇଁ? ଚିର୍ମା ଫିଡର ବିଦ୍ୟୁତ ସେବା ବନ୍ଦ ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହେଉନାହିଁ!@KVSinghDeo1
@CMO_Odisha
@BJP4Odisha
farmers of Karchamal, Chirma, Modeigm G. P
@MadeigamMandal
5 months ago
@TPSouthOdisha
@CMO_Odisha
@BJP4Odisha
କଣ ଆପଣଙ୍କ ଟିମ କାମ କରୁଛନ୍ତି ନା ଚିର ନିଦ୍ରା ରେ ସୋଇ ଛନ୍ତି ବିଦ୍ୟୁତ ସେବା କେତେ ବେଳେ ଯୋଗେଇବେ। ଆପଣକୁ ପୁଣି ଥରେ ଅବଗତ କରୁଛୁ ଯେ ଚିର୍ମା ଫିଡର ଅଂଚଳ କର୍ଚାମାଳ ଗ୍ରାମ ରେ 3ଟି ଆଶ୍ରମ ହଷ୍ଟେଲ ଅଛି ପିଲା ଅନ୍ଧାର ରେ ରହିଵେ କେମିତି?କଣ ଆପଣଙ୍କ ପିଲା ରହି ପାରିବେ କି ? ଏତେ ଅବହେଳା କଣ ପାଇଁ ?
@TPSouthOdisha
@KVSinghDeo1
See More
farmers of Karchamal, Chirma, Modeigm G. P
@MadeigamMandal
5 months ago
ଆଜି ଆପରାହ୍ନ 4ଟା ରୁ ଚିର୍ମା ଫିଡର ରେ ବିଦ୍ୟୁତ ସରବାହ ବନ୍ଦ ହେଇଛି। କଥା ଦେଇ କଥା ରଖିବା ସରକାର
@CMO_Odisha
Tata ପାୱାର କୁ ଟେକି ଦେଇ ଛନ୍ତି.. ମା��୍ଚ୍ଚ ମାସ ଖରା ଵି ହୋଉଛି ପ୍ରଥମ ଶ୍ରେଣୀ ରୁ ନବମ ପିଲା ପରୀକ୍ଷା ଦଉଛନ୍ତି ଚିର୍ମା ଫିଡର ରେ ବିଦୂତ ସେବା ବନ୍ଦ. ସରକାର ଏଥିପ୍ରତି ଦୃଷ୍ଟି ଦେବେ କି? @bjp@TPSouthOdisha
farmers of Karchamal, Chirma, Modeigm G. P
@MadeigamMandal
6 months ago
@TPSouthOdisha
@CMO_Odisha
@BJP4Odisha
କେତେ ସମୟ ଲାଗିବ ସବୁ ଦିନ ଆମେ କାହିଁକି ଅସୁବିଧା ରେ ସମୁଖୀନ ହେବୁ। କଣ ପାଇଁ ଏତେ ଅବହେଳା । ଖରା ଦିନ ରେ କଣ ପାଇଁ ଲୋକଙ୍କୁ ହଇରାଣ କୋରା ହୋଉଛି।
@TPSouthOdisha
@BDO_KOSAGUMUDA
farmers of Karchamal, Chirma, Modeigm G. P
@MadeigamMandal
6 months ago
ପ୍ରତ୍ୟେକ ଦିନ 12 ଟା ରୁ ବିଦ୍ୟୁତ ସେବା ଆମ ଏରିଆ ରେ ବନ୍ଦ ହେବା କେତେ ଯୁକ୍ତିଯୁକ୍ତ?
@TPSouthOdisha
ନିଦ୍ରା ରେ ସୋଇଛନ୍ତି କି tata ପାୱାର କର୍ମଚାରି କର୍ମରେ ଏତେ ଅବହେଳା କଣ ପାଇଁ? ଚିର୍ମା ଫିଡର ବିଦ୍ୟୁତ ସେବା ବନ୍ଦ ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହେଉନାହିଁ!@KVSinghDeo1
@CMO_Odisha
@BJP4Odisha
farmers of Karchamal, Chirma, Modeigm G. P
@MadeigamMandal
6 months ago
ପ୍ରତ୍ୟେକ ଦିନ ରାତି 3 ଟା ରେ ବିଦ୍ୟୁତ ସେବା ଆମ ଏରିଆ ରେ ବନ୍ଦ ହେବା କେତେ ଯୁକ୍ତିଯୁକ୍ତ?
@TPSouthOdisha
ନିଦ୍ରା ରେ ସୋଇଛନ୍ତି କି tata ପାୱାର କର୍ମଚାରି କର୍ମରେ ଏତେ ଅବହେଳା କଣ ପାଇଁ?ଚିର୍ମା ଫିଡର ବିଦ୍ୟୁତ ସେବା ବନ୍ଦ ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହେଇ ପାରୁନାହିଁ।
@BJP4Odisha
@KVSinghDeo1
farmers of Karchamal, Chirma, Modeigm G. P
@MadeigamMandal
7 months ago
ଏହି ଫୋଟୋ ଥି ହେଲା ନବରଙ୍ଗପୁର ଜିଲ୍ଲା, କୋଷଗୁମୁଡା ବ୍ଲକ ରେ ଥିବା
@TheOfficialSBI
ଦିନ 3ଟା ଯାଇଁ ବ୍ୟାଙ୍କ କର୍ମଚାରି ଖାଇବା ଛୁଟି କହିକି ଲୋକଙ୍କୁ ହଇରାଣ କରୁଛନ୍ତି। କଣ ସରକାର ଏଥି ପାଇଁ ଦରମା ଦିଆ ହୋଉଛି... ସରକାର ଏଥି ପ���ରତି ଦୃଷ୍ଟି ଦେବା କଥା ନା ନାହିଁ ..
. @CMO_Odis
ha
@FinMinInd
i
a @CGMSBIB
hu
See More
MadeigamMandal's tweet video.
Last Seen Users on Sotwe
Meryam Khan
Seen from
Pakistan
سكس حصريات العرب
Seen from
Switzerland
iboyybaee
Seen from
Canada
VManiak Jilbab
Seen from
Indonesia
deydey’🧜🏽♂️
Seen from
France
Sher Muhammad
Seen from
Pakistan
Şampiyonlar Ligi
Seen from
Turkey
えてモン
Seen from
United States
Jenniya Mimes
Seen from
Algeria
El Reino del placer
Seen from
Indonesia
Trends for you
1
Barrett
Under 10K tweets
2
Yayoi Kusama
Under 10K tweets
3
Nepal
Under 10K tweets
4
Ken Carson
Under 10K tweets
5
Ha-Seong Kim
Under 10K tweets
6
Suarez
Under 10K tweets
7
Honeymooners
Under 10K tweets
8
#Hugging
Under 10K tweets
9
#AEWDynamite
Under 10K tweets
10
Kuminga
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.5M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.8M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.7M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫