Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Manas Kumar
@ManasKu40868982
Zee_TV & Social_Worker & Odia film industry assistant director and actor coordinator.
Nayagarh, India
Joined September 2020
585
Following
91
Followers
478
Posts
Manas Kumar
@ManasKu40868982
5 months ago
କେଡେ ସୁନ୍ଦର ରାଇଜ ମୋର କେଡେ ମିଠା ମୋ ଭାଷା... ଓଡ଼ିଶା... ମୋ ଓଡ଼ିଶା🤗 ଓଡ଼ିଶା ଦିବସ (ଉତ୍କଳ ଦିବସ) ଅବସରରେ ସମସ୍ତଙ୍କୁ ହୃଦୟ ପୂର୍ଣ୍ଣ ଶୁଭେଚ୍ଛା ଓ ଶୁଭକାମନା ସହ ଅଭିନନ୍ଦନ। ଓଡ଼ିଆ ହେବାର ଗର୍ବକୁ ହୃଦୟରେ ଧରି ଆସନ୍ତୁ ଆମ ଭାଷା, ସାହିତ୍ୟ, କଳା-ସଂସ୍କୃତି ଓ ଐତିହ୍ୟ ପରମ୍ପରାକୁ ସୁରକ୍ଷିତ ରଖିବା।
#ବନ୍ଦେ_ଉତ୍କଳ_ଜନନୀ
।
See More
Manas Kumar
@ManasKu40868982
11 months ago
ଓଠ ରେ ହସ😁 ଆଖି ରେ ଖୁସି🤗 ଦୁଃଖ ର କିଛି ଚିହ୍ନ ନ ରହୁ...🙏ଏଇ ଦୀପାବଳୀ🪔🧨 ଆପଣଙ୍କ ଜୀବନରେ ଏତେ ଖୁସି ଆଣୁ ଯେ ଯାହାର କେବେ ସନ୍ଧ୍ୟା ନା ହେଉ ଶୁଭ ଦୀପାବଳୀର ହାର୍ଦ୍ଧିକ ଶୁଭେଛା ଓ ଶୁଭ କାମନା ସୁଭ ଦୀପାବଳୀ 🪔🪔💐🧨🧨💥🔥🪷🌼
Manas Kumar
@ManasKu40868982
about 1 year ago
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ ନିର୍ବିଘ୍ନମ୍ କୁରୁମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା । ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଗଜାନନ ସମସ୍ତଙ୍କୁ କେବଳ ଯେ ବିଦ୍ୟା ବୁଦ୍ଧି ଦିଅନ୍ତୁ ତାହା ନୁହେଁ ଭଲ ମଣିଷଟେ କରନ୍ତୁ ଏହାହିଁ ବିଘ୍ନ ବିନାଶକଙ୍କ ନିକଟରେ ମୋର ପ୍ରାର୍ଥନା।
See More
Manas Kumar
@ManasKu40868982
about 1 year ago
ଜନ୍ମବେଦି ଲୀଳା ସାରି ବାହୁଡ଼ିବେ ମୋ ସାଆନ୍ତେ ଚକାନୟନ..🙏⭕‼️⭕🙏 ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାବାହୁଙ୍କ କରୁଣାରୁ ଆପଣଙ୍କ ପ୍ରତିଟି ଘର ବାହୁଡ଼ା ହେଉ ସୁରକ୍ଷିତ ଓ ମଙ୍ଗଳମୟ।
Who to follow
Rabin
@Robinronny7
ଏମିତି ଏକ ମୁ ସାଗର ଯିଏ କେବେ ନଦୀରେ ମିଶି ପାରିଲା ନାହିଁ.
Tapan ତପନ 🌸
@malliktapan68
||ଜୟ ଜଗନ୍ନାଥ||🙏🙏🙏🙏
Mukundadev sahoo
@SahooMukundadev
Manas Kumar
@ManasKu40868982
about 1 year ago
ଶ୍ରୀନୀଳାଦ୍ରି ସିଂହ କୋଟି ଓଡ଼ିଆଙ୍କ ମଉଡମଣି ବ୍ରହ୍ମାଣ୍ଡ ମାଲିକ ଭକ୍ତଙ୍କୁ ଭେଟିବାକୁ ବଡ଼ଦାଣ୍ଡକୁ ଆଗମନ କରୁଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ସମଗ୍ର ବିଶ୍ୱର ମଙ୍ଗଳ ଓ କଲ୍ୟାଣ ଏବଂ ପ୍ରଗତି ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚରଣକମଳରେ ପ୍ରାର୍ଥନା କରୁଛ।
See More
Manas Kumar
@ManasKu40868982
about 1 year ago
ବନସ୍ତେ ଡାକିଲା ଗଜ... ! ବରଷକେ ଥରେ ଆସିଛି ରଜ.... !! ଆମ ଓଡିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ଉତ୍ସବ ପବିତ୍ର ରଜପର୍ବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହି ପର୍ବ ସଭିଙ୍କ ମନରେ ଆନନ୍ଦ, ଉଲ୍ଲାସ ଓ ଉତ୍ସାହ ଭରିଦେଉ।
Manas Kumar
@ManasKu40868982
over 1 year ago
ହୋଲି କେବଳ ଏକ ଉତ୍ସବ ନୁହେଁ ଏହା ହେଉଛି ମିଳନ ଏବଂ ମାନବିକତାର ପରିଚୟ! ଏହି ଦିନ ହେଉଛି ଜୀବନର ସମସ୍ତ ଦୁଃଖ ଓ ଅଭିମାନ ଭୁଲି, ଆନନ୍ଦର ରଙ୍ଗରେ ଡୁବିବା ଦିନ। ଆସନ୍ତୁ ଏକ ନୂତନ ଆରମ୍ଭ କରିବା, ଦୂଷ୍ଟତା ଓ ଦ୍ୱେଷକୁ ପଛରେ ରଖି ପ୍ରେମ, ଭାଇଚାରା ଓ ଏକତା ର ରଙ୍ଗରେ ଆମେ ରଙ୍ଗିତ ହେବା। ନୂଆ ଆଶା ଓ ଆନନ୍ଦର ସଂଦେଶ ଦେଉ ଏହି ହୋଲି ଉତ୍ସବରେ।
See More
Manas Kumar
@ManasKu40868982
over 1 year ago
ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ବିଦ୍ୟାର୍ଥୀଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ମା ସରସ୍ବତୀଙ୍କୁ ଏତିକି ପ୍ରାର୍ଥନା।
#VasantPanchami
See More
Manas Kumar
@ManasKu40868982
over 1 year ago
ସତ୍ୟ ଓ ଅହିଂସାର ପୂଜାରୀ, ଜାତିର ପିତା ଆମ ସମସ୍ତଙ୍କ ସ୍ନେହର ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ମୋର ତାଙ୍କୁ କୋଟି କୋଟି ପ୍ରଣାମ। ଦେଶ ତାଙ୍କ ପ୍ରତି ସର୍ବଦା କୃତଜ୍ଞ। ଆଜି, ଆମେ ତାଙ୍କର ଆଦର୍ଶ ଓ ମୂଲ୍ୟବୋଧକୁ ମନେ ପକେଇବା ଉଚିତ, ଯାହା ପାଇଁ ସେ ସାରା ଜୀବନ ସମର୍ପିତ ଥିଲେ।
#ମହାତ୍ମାଗାନ୍ଧୀ
Manas Kumar
@ManasKu40868982
over 1 year ago
"ସୂର୍ଯ୍ୟ ଉଦୟ ପରେ ନୂଆ ଆଶାର ଆରମ୍ଭ। ☀️ ଏହି ମକର ସଂକ୍ରାନ୍ତିରେ ଆପଣଙ୍କ ଜୀବନ ମଧ୍ୟ ଖୁସିର କିରଣରେ ଭରିଯାଉ। 🌾🪁 ମକର ସଂକ୍ରାନ୍ତିର ଶୁଭେଚ୍ଛା! 🙏✨" . . . . .
#MakarSankranti
#OdiaFestivals
#HappyMakarSankranti
#KiteFestival
#TraditionalCelebration
#SunGodWorship
#FestiveVibes
#SankrantiSpecial
See More
Manas Kumar
@ManasKu40868982
over 1 year ago
ମୋ ଜୀବନ ର ରଫ ଖାତାରୁ ଆଉ ଏକ ପୃଷ୍ଠା ସରିଗଲା। ଆଜିଠାରୁ ପୁଣି ଏକ ନୂତନ ପୃଷ୍ଠା ଆରମ୍ଭ ହେଲା ଆଉ ଏହି ପୃଷ୍ଠା ରେ ମୋ ଜୀବନ ଖାତା ସାଙ୍ଗରେ ଆଉ ଜଣଙ୍କ ଜୀବନ ଖାତା ଯୋଡି ହୋଇଗଲା।
Manas Kumar
@ManasKu40868982
almost 2 years ago
ନୟାଗଡ଼ ଜିଲ୍ଲା ପୁଲିସ ର ଦବଙ୍ଗ୍ ଗିରି। ନୟାଗଡ଼ ଜିଲ୍ଲା ପୁଲିସ ବିଭାଗ ନୀଦିଷ୍ଟ ଏଏସ୍ଆଇ ଙ୍କ ଧମକ୍ ପରକ୍ରିୟା ପ୍ରିତିରେ ତାଙ୍କ ସହ ନ ରହିଲେ ଗୋଟିଏ ପରିବାର କୁ ଗୁଳି କର କରିଦେବେ ହତ୍ୟା ବୋଲି ମିଳୁଛି ଧମକ୍। ଗୋଟିଏ ପରିବାରର ର ଚାରିଜଣଙ୍କୁ ଚାରିକିଲୋ ମିଟର ଦୂରତା ରୁ ଗୁଳିକରି କରିବେ ହତ୍ୟା ବୋଲି ଦେଲେ ଧମକ୍।
See More
Manas Kumar
@ManasKu40868982
almost 2 years ago
ଦୀପ ମାଟିର ହେଉ କି ସୁନାର ତାହା ମହତ୍ତ୍ଵପୂର୍ଣ୍ଣ ନୁହେଁ । ଏହା କେତେ ପରିମାଣର ସ୍ଥାନ ଅଧିକାର କରୁଛି ତାହା ମହତ୍ତୂପୂର୍ଣ୍ଣ ...🪔 ସେହିପରି ମଣିଷ ଗରିବ ହଉ କି ଧନୀ ତାହା ମହତ୍ତ୍ଵପୂର୍ଣ୍ଣ ନୁହେଁ ତାର ସୁନ୍ଦର ବ୍ୟବହାର ବହୁତ ଗୁରୁତ୍ବପୁର୍ଣ ଅଟେ ।।
#ହାପି_ଦୀପାବଳୀ
🎇🪔🪔......
ManasKu40868982's tweet video.
Manas Kumar
@ManasKu40868982
almost 2 years ago
ଭୟଭୀତ ହେବାର ନାହିଁ; ଧର୍ଯ୍ୟର ସହ ମୁକାବିଲା କରିବା। ବାତ୍ୟା ଦାନା ପାଇଁ ସବୁ କିଛି ପ୍ରସ୍ତୁତି ସରିଛି। ପ୍ରସ୍ତୁତ ଅଛନ୍ତି ଅଗ୍ନିଶମ ବାହିନୀ। ଯବାନ ରେଡି, ଗାଡ଼ି ବି ରେଡି। ଅତ୍ୟାଧୁନିକ ଯନ୍ତ୍ରପାତି ବି ଅପ୍ଟୁଡେଟ୍। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବାତ୍ୟା ଦାନା କୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି।
See More
ManasKu40868982's tweet video.
Manas Kumar
@ManasKu40868982
almost 2 years ago
ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନାର୍ଥେ🙏🙏 ବର୍ଷର ବାରମାସ ମଧ୍ୟରେ କାର୍ତ୍ତିକ ଶ୍ରୀବିଷ୍ଣୁଙ୍କର ଅତି ପ୍ରିୟ ମାସ। ଏଥିରେ ତାଙ୍କୁ ଦାମୋଦର ରୂପରେ ଉପାସନା କରାଯାଏ।
#ଜୟ_ଜଗନ୍ନାଥ
ManasKu40868982's tweet video.
Manas Kumar
@ManasKu40868982
almost 2 years ago
ନବରାତ୍ରିର ପ୍ରଥମ ଦିନ ଏବଂ ପବିତ୍ର ମହାଳୟା ଉପଲକ୍ଷେ ସଭିଙ୍କୁ ଶୁଭେଚ୍ଛା । ପାର୍ବଣର ଏହି ପବିତ୍ର ଅବସରରେ ମା ସମଗ୍ର ଓଡ଼ିଶାରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ ।
Manas Kumar
@ManasKu40868982
almost 2 years ago
#ଅହିଂସା_ପରମୋ_ଧର୍ମ
ସ୍ୱାଧୀନତା ସଂଗ୍ରାମର ମହାନାୟକ ଜାତିର ପିତା ମହାତ୍ମା ଗାନ୍ଧୀ (ବାପୁ)ଙ୍କ ୧୫୫ତମ ଜନ୍ମଜୟନ୍ତୀ ଅବସରରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଗାନ୍ଧିଜୀଙ୍କ ନୀତି ଆଦର୍ଶ ତଥା ମାନବିକକତାର ମନ୍ତ୍ର ଆମ ଜୀବନର ପଥ ପ୍ରଦର୍ଶକ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ।
See More
ManasKu40868982's tweet video.
Manas Kumar
@ManasKu40868982
about 2 years ago
ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ ।
#ଜନ୍ମାଷ୍ଟମୀ
Manas Kumar
@ManasKu40868982
about 2 years ago
ନିଜ ଦୁଃଖର କାରଣ ସବୁବେଳେ ନା ନିଜ ଭିତରେ ଖୋଜିବାକୁ ଚେଷ୍ଟା କର... 🤔କାରଣ ଅନ୍ୟ ମାନଙ୍କ ପାଖରେ କେବଳ ସହାନୁଭୂତି ହିଁ ମିଳିବ ସମାଧାନ ନୁହଁ...🫣 କେହି କେବେ ନିଜର ସୁଖ ତ୍ୟାଗ କରି ତୁମ ପାଇଁ ସମାଧାନ ବାହାର କରିବେନି.. 🥀 ତେଣୁ ନିଜର ସୁଖ ନିଜ ଭିତରେ ଖୋଜ ନିଜ ଜୀବନ ର ଖୁସି ନିଜ ହାତ ମୁଠାରେ ଅଛି !!.. 🎉 🥰❤️
See More
Manas Kumar
@ManasKu40868982
about 2 years ago
ଆଜିର ଏଇ ୭୮ ତମ ସ୍ଵାଧୀନତା ଦିବସ ଅବସରରେ ନୟାଗଡ଼ ଜିଲ୍ଲାରେ ନୂତନ କରି ଯୋଗ ଦେଇଥିବା ଜିଲ୍ଲାପାଳ ଙ୍କ ଦ୍ୱାରା ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରୀନାଥ ଛକଠାରେ ଆହୋଜିତ ଜାତୀୟ ପତାକା ଉତ୍ତୋଳନ ସମାରୋହ ଏବଂ ନୟାଗଡ଼ ସାମ୍ବାଦିକ ଭବନ ଠାରେ ଆୟୋଜିତ ଜାତୀୟ ପତାକା ଉତ୍ତୋଳନ ସମୟର କିଛି ମୁହୂର୍ତ୍ତ 🇮🇳🇮🇳🇮🇳
#ସ୍ଵାଧୀନତାଦିବସ
#୭୮ସ୍ଵାଧୀନତାଦିବସ
See More
Last Seen Users on Sotwe
۷ɛŋơɱ
Carter James 💕 Scottsdale 9/18 & Boston 9/22 & 23
Seen from
Turkey
emel
Seen from
Turkey
Zobr
Seen from
United Kingdom
Vallen_
Seen from
Singapore
دوله 56
ちぃЁёちゃん☆☆☆
Seen from
Japan
bastianbintang
Seen from
United States
.
Seen from
Turkey
Arief
Seen from
Malaysia
Trends for you
1
Mamdani
Under 10K tweets
2
Allegations
Under 10K tweets
3
Pentagon
Under 10K tweets
4
Bush
Under 10K tweets
5
#NeverForget
Under 10K tweets
6
Rosh Hashanah
Under 10K tweets
7
Zverev
Under 10K tweets
8
Saudi Arabia
Under 10K tweets
9
#CalvinKleinSS27xLINGLING
Under 10K tweets
10
Gayle King
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.2M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.2M followers
16
Bill Gates
@billgates
65M followers
17
Selena Gomez
@selenagomez
63M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫