Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Manas Kumar Sahu
@ManasKuSahu
State Secretary @BJYM / President, Bdk Auto. College 2012 / Presidential Candidate, Vanivihar 2014 / Research Scholar in Mathematics / Ex-NEC Member @ABVPVoice
Bhubaneshwar, India
Joined November 2017
294
Following
1.5K
Followers
1.8K
Posts
Manas Kumar Sahu
@ManasKuSahu
1 day ago
ଟ୍ରେନ ଯୋଗେ ଜୟପୁରରୁ ଭୁବନେଶ୍ୱର ଯିବା ସମୟରେ କୋରାପୁଟ ଷ୍ଟେସନରେ କୋରାପୁଟ କଫି ପିଇବାର ସୁଯୋଗ ମିଳିଲା।
Manas Kumar Sahu
@ManasKuSahu
4 days ago
ଆଜି ସନ୍ଧ୍ୟାରେ ମୋର ଧର୍ମପତ୍ନୀ ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ଦର୍ଶନ ଲାଭକରି ଆଶୀର୍ବାଦ ଭିକ୍ଷା କଲି 🚩🙏
#jagannath
Manas Kumar Sahu
@ManasKuSahu
6 days ago
ଘରେ ଘରେ ପୋଡ଼ ପିଠାର ମହକ, ବାଡ଼ିପଟେ ସଜେଇ ହୋଇଥିବା ରଜ ଦୋଳି, ଆଉ ପାନଖିଆର ସେହି ମିଠା ସ୍ୱାଦ... ଓଡ଼ିଶାର ଏହି ଅନନ୍ୟ ଗଣପର୍ବ 'ରଜ' ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ। ଧରିତ୍ରୀ ମାତା ଏବଂ ନାରୀଶକ୍ତିର ଉତ୍ସବ—ରଜ ପର୍ବ ଅବସରରେ ଆପଣଙ୍କୁ ଓ ଆପଣଙ୍କ ସମଗ୍ର ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା |
See More
Manas Kumar Sahu
@ManasKuSahu
7 days ago
ଗାଁ ରେ ତାସ ଖେଳ |
Who to follow
Irasis Acharya (Modi ka Parivar)
@irasisacharya
MLA Bhatli Assembly Constituency, State Secretary, Bharatiya Janata Party, Odisha Pradesh,(@BJP4India)
Gargee Banerjee
@Gargeetweets
Res.Sch.B.Mgt.https://t.co/kN5NIDhuXi fmMumbai Univ. ,https://t.co/XyemOEqlGU., RMDDegcollege,FreeThinker,NEC member @abvpodisha,Girls Inch.,ABVP East zone,Tweets r pers.view
Sarpanch_Bhaleswar
@Srpnch_Bhaleswr
AWARDS- | CHANGE MAKER OF THE YEAR | LOK PRIYA JAN PRATINIDHI | SWAYAMSIDHHA SAMMAN | Ac managed by (SAROJ DEVI) Sarpanch Bhaleswar GP Nuapada District,Odisha
Manas Kumar Sahu
@ManasKuSahu
10 days ago
ଜସ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଜୀଙ୍କ ୧୨ ବର୍ଷର ସଫଳ ଓ ଜନମୁଖୀ ନେତୃତ୍ୱ ଭାରତ ପାଇଁ ଏକ ଗୌରବମୟ ଅଧ୍ୟାୟ। ଦେଶର ସବୁଠାରୁ ଦୀର୍ଘ ସମୟ ସେବା ପ୍ରଦାନ କରିଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
Manas Kumar Sahu
@ManasKuSahu
13 days ago
ସକାଳୁ ସକାଳୁ ଯୁବବନ୍ଧୁ ମାନଙ୍କ ସହିତ ଚା ଖଟି |
Manas Kumar Sahu
@ManasKuSahu
14 days ago
ଜୟ ବାବା ଆଖଣ୍ଡଳମଣି
Manas Kumar Sahu
@ManasKuSahu
20 days ago
ଉମରକୋଟର ଲୋକପ୍ରିୟ ବିଧାୟକ ତଥା ଓଡିଶା ସରକାରରେ ବିଦ୍ୟାଳୟ ଓ ଗଣଶିକ୍ଷା,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ
@NityanandaBJP
ଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା
See More
Manas Kumar Sahu
@ManasKuSahu
25 days ago
ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ
@BibhutiJena93
ଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
Manas Kumar Sahu
@ManasKuSahu
27 days ago
କେନ୍ଦ୍ରୀୟ ଯୋଜନା ଅନୁସାରେ ଗୋଟିଏ ଦିନରେ ସବୁ ପଂଚାୟତରେ ବୈଠକ ,ସେଇ ଯୋଜନା ଅନୁସାରେ ଆଜି ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁଙ୍ଗା ପଂଚାୟତ ସାଙ୍ଗଠନିକ ବୈଠକରେ ଯୋଗଦେଲି |
Manas Kumar Sahu
@ManasKuSahu
27 days ago
କେନ୍ଦ୍ରୀୟ ଯୋଜନା ଅନୁସାରେ ଗୋଟିଏ ଦିନରେ ସବୁ ପଂଚାୟତରେ ବୈଠକ ,ସେଇ ଯୋଜନା ଅନୁସାରେ ଆଜି ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ପଂଚାୟତ ସାଙ୍ଗଠନିକ ବୈଠକରେ ଯୋଗଦେଲି |
Manas Kumar Sahu
@ManasKuSahu
2 months ago
ପଟିଆ ସ୍ଥିତ ଶିବପୁତ୍ର ଗୌଶାଳା ପରିସରରେ ଆୟୋଜିତ "ବନ୍ଧୁ ମିଳନ ୨୦୨୬" କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିଲା। ଗୌମାତାଙ୍କ ସେବା ଓ ଗୌସେବକମାନଙ୍କ ନିଷ୍ଠା ଦେଖି ମୁଁ ସତରେ ମନ୍ତ୍ରମୁଗ୍ଧ। ଗୌମାତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ସମସ୍ତ ଗୌସେବକ ଭାଇଭଉଣୀମାନଙ୍କୁ ମୋର କୋଟି କୋଟି ପ୍ରଣାମ ଓ ସାଧୁବାଦ। ଜୟ ଗୌମାତା 🚩🙏🏻
See More
Manas Kumar Sahu
@ManasKuSahu
2 months ago
ନୂତନ କରି ଦାଇତ୍ୱ ପାଇଥିବା ଆମ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ଆମ ସମସ୍ତଙ୍କର ପ୍ରିୟ ଭଦ୍ରକର ଲୋକପ୍ରିୟ ବିଧାୟକ
@Sitansu1981
(ଚନ୍ଦୁ ନନା ) ଙ୍କୁ ଭଦ୍ରକରେ ଜୋରଦାର ସ୍ୱାଗତ |
ManasKuSahu
retweeted
Sitansu Sekhar Mohapatra (Modi Ka Parivar)
@Sitansu1981
2 months ago
ଏହି ସମ୍ମାନକୁ ମୁ ସେବାର ଏକ ଦାୟିତ୍ୱ ଭାବେ ଗ୍ରହଣ କରି ଭଦ୍ରକ ଜିଲ୍ଲାର ସାମଗ୍ରିକ ଉନ୍ନତି ଓ ଲୋକମାନଙ୍କର କଲ୍ୟାଣ ପାଇଁ ନିରନ୍ତର ପ୍ରୟାସ କରିବି।
ManasKuSahu
retweeted
Sitansu Sekhar Mohapatra (Modi Ka Parivar)
@Sitansu1981
2 months ago
ଏହି ପବିତ୍ର ଅବସରରେ ଗୋଶାଳା ପରିସରରେ ଗୋମାତାଙ୍କ ପୂଜା କରି ତାଙ୍କର ଆଶୀର୍ବାଦ ଲାଭ କରିବା ମୋ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭୂତି ରହିଲା।
Manas Kumar Sahu
@ManasKuSahu
3 months ago
Keep your face to the sunshine and you cannot see a shadow. ...
Manas Kumar Sahu
@ManasKuSahu
3 months ago
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଦିବସ ତଥା ଶ୍ରୀରାମ ନବମୀ ଉପଲକ୍ଷେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀରାମ ହେଉଛନ୍ତି ଧର୍ମର ଆଦର୍ଶ, ମର୍ଯ୍ୟାଦାର ପରିଚୟ ଓ ନ୍ୟାୟର ପଥଦର୍ଶକ । ତାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖମୟ ଓ ଆନନ୍ଦମୟ ହେଉ ଏତିକି କାମନା । *ଜୟ ଶ୍ରୀ ରାମ 🙏*
See More
ManasKuSahu's tweet video.
Manas Kumar Sahu
@ManasKuSahu
3 months ago
Thanks to manisha Samal and group for congratulate to me .
Manas Kumar Sahu
@ManasKuSahu
4 months ago
ଶୁଭେଛା ଓ ଅଭିନନ୍ଦନ ସମସ୍ତଙ୍କୁ ସମ୍ପର୍କ ଓ ଭାଇଚାରାର ପର୍ବ ହୋଲି ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁଙ୍କ କରୁଣାରୁ ଏହି ପବିତ୍ର ପର୍ବ ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ରଙ୍ଗୀନ କରିଦେଉ ଏତିକି କାମନା। ଆସନ୍ତୁ ସମସ୍ତେ ଏକାଠି ହୋଇ ଆନନ୍ଦ, ଉତ୍ସାହର ସହ ଏହି ପର୍ବ ପାଳନ କରିବା।
See More
Manas Kumar Sahu
@ManasKuSahu
4 months ago
ଗତକାଲି Sashikanta Mishra ଏବଂ Soumya Aishwarya Mohanty ର ବିବାହ ଅଭ୍ୟର୍ଥନା ଉତ୍ସବରେ ଯୋଗଦେଇ ଶୁଭେଛା ଜଣେଇବା ଅବସରରେ।
Last Seen Users on Sotwe
دكتـور آدم المسيحــــي
Seen from
Germany
Mickey
Seen from
Egypt
Adana01
Seen from
Turkey
Da-youth
Seen from
United States
mendoza 🤩🤩🤩🤩
Seen from
Turkey
Fukmean
Seen from
Oman
粗硬攝隱私
Seen from
Poland
Unknown weird
Seen from
Germany
rafiquerafi
Seen from
Oman
okong emox
Seen from
Indonesia
Trends for you
1
Ivory Coast
Under 10K tweets
2
#UFCVegas119
Under 10K tweets
3
Costa de Marfil
Under 10K tweets
4
Wirtz
Under 10K tweets
5
Nmecha
Under 10K tweets
6
Netherlands
Under 10K tweets
7
Corey Day
Under 10K tweets
8
Amad
Under 10K tweets
9
Scottie
Under 10K tweets
10
Mebounds
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
109.9M followers
5
Narendra Modi
@narendramodi
107M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.4M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.1M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫