Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Manash Kumar Sethi
@Manash4Odisha
ଜୀବନରେ ସମ୍ପର୍କ ଏଭଳି ବନାନ୍ତୁ, ଯାହାକୁ ମିଛ କହିବାର ଆବଶ୍ୟକତା ପଡିବନି ଆଉ ଆପଣଙ୍କୁ ସତ ଜାଣିବାର Jay jagannatha
# Puri Astaranga, India
Joined February 2020
346
Following
177
Followers
3.1K
Posts
Manash4Odisha
retweeted
Raghaba Ranjan
@SatapathyRaghab
1 day ago
ସୁନ୍ଦର ମୁହଁଟିଏ କିଛି ଦିନ ପାଇଁ ମନେ ରୁହେ କିନ୍ତୁ ସୁନ୍ଦର ହୃଦୟଟିଏ ସାରା ଜୀବନ ପାଇଁ ମନରେ ସାଇତି ହୋଇ ରହିଯାଏ । "ଜୟ ଜଗନ୍ନାଥ" 🙏🌷 ଶୁଭ ରାତ୍ରି 🌷🙏
Manash4Odisha
retweeted
Tara
@Tara_garkoti
about 19 hours ago
Happy Wednesday Morning! ✨ Start your Wednesday, 8th July, with a smile, warm coffee, and fresh flowers. Have a beautiful, bright day ahead! ☀️☕
#GoodMorning
#HappyWednesday
#WednesdayVibes
#MorningInspiration
Manash4Odisha
retweeted
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
@journalist_Lipi
6 days ago
ଯେବେ ପର ଲୋକ/ବାହାର ଲୋକ କିଏ ଭରଷା ଭାଙ୍ଗନ୍ତି ନା ସେବେ କେବଳ ଆଶା ଭାଙ୍ଗିଥାଏ କିନ୍ତୁ ଯେବେ ଆମର କିଏ ନିଜର ଲୋକ ଭରଷା ଭାଙ୍ଗନ୍ତି ନା ଖାଲି ଆଶା ଭାଙ୍ଗି ନଥାଏ ସେ ମଣିଷଟି ନିଜେ ଭାଙ୍ଗିଯାଇଥାଏ.....✍️
#ତୁମପାଇଁକିଛି
Manash4Odisha
retweeted
Raghaba Ranjan
@SatapathyRaghab
11 days ago
ଯାହା ହାରାଇଛନ୍ତି ତାହାକୁ ଭୁଲିଯାଆନ୍ତୁ, ଯାହା ପାଇଛନ୍ତି ତାହା ପାଇଁ କୃତଜ୍ଞ ରୁହନ୍ତୁ, ଏବଂ ଆସନ୍ତାକାଲି ପାଇଁ ନୂଆ ଆଶା ସହ ଶୋଇପଡ଼ନ୍ତୁ। ✨ "ଜୟ ଜଗନ୍ନାଥ" 🙏🌹 ଶୁଭ ରାତ୍ରି 🌹🙏
Who to follow
Samir Rout
@SamirRout6
🧑🏻💻Social Activist ⛑️Blood Donor 📈Financial Advisor 🧑🏻 ସମସ୍ୟା ଅନେକ,ସମାଧାନ କରୁଥିବା ଲୋକ କମ୍,ତେଣୁ ସମସ୍ୟାକୁ ସବୁବେଳେ ନିଜେ ସମାଧାନ କରି ନିଜେ ସମାଧାନର ମାଧ୍ୟମ ହୁଅ l
Swadhin Mohanty
@Swadhin4Odisha
Name - swadhin Mohanty , at-Malada ps - Astarang Dist-Puri Education- B.S.C , Tech Education computer diploma & F/A Now teaching my own coaching centre.
Prasan jena
@Prasanjena3
Manash4Odisha
retweeted
🤜Dee🤛
@Dee35172673
about 1 month ago
One day, you will find a piece of your soul in the eyes of someone who has spent their entire life searching for you.♥️
Manash4Odisha
retweeted
Nityananda Gond
@NityanandaBJP
about 2 months ago
ଆଜି ଆମ ବିବାହ ବାର୍ଷିକୀର ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୋଟି କୋଟି ପ୍ରଣାମ ଜଣାଇବା ସହ ସୁଖମୟ ଜୀବନ ପାଇଁ ଆଶୀର୍ବାଦ କାମନା କରୁଛି।
Manash4Odisha
retweeted
Nibedita Niki Das
@NikiNibedita
3 months ago
ତୁମେ ଯେତେ ବେଳେ ତାଙ୍କୁ value ଦେଉଥିଲ ସେ ତୁମକୁ ignore କରୁଥିଲେ। କିନ୍ତୁ ମନେ ରଖ ହୀରା କେବେ ଶସ୍ତା ବଜାର ରେ ମିଳେ ନାହିଁ।
#ଏଣୁ_ତେଣୁ
Manash4Odisha
retweeted
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
@journalist_Lipi
3 months ago
ସବୁ ପସନ୍ଦ ଆସୁଥିବା ଜିନିଷ ଭାଗ୍ୟରେ ନଥାଏ କଷ୍ଟ ହେଲେ ବି ବେଳେବେଳେ ଏ ସତ୍ୟକୁ ଗ୍ରହଣ କରିବାକୁ ପଡିଥାଏ ଓ ନିଜକୁ ବୁଝାଇବାକୁ ପଡିଥାଏ..........✍️
#ତୁମପାଇଁକିଛି
Manash4Odisha
retweeted
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
@journalist_Lipi
3 months ago
ହଁ ମୁଁ ସେଇ ଝିଅ ଯିଏ ସବୁ କିଛି ଜାଣିବି ତୋତେ ଭଲ ପାଇବାର ସାହସ କରିଥିଲା,ହଁ ମୁଁ ସେଇ ଝିଅ ଯିଏ ତୋ ମିଛ ଭଲ ପାଇବା ଉପରେ ବି ବିଶ୍ୱାସ ରଖି ଚାଲିଥିଲା, ହଁ ମୁଁ ସେଇ ଝିଅ ଯିଏ ତୋତେ ଆଉ କାହା ପାଖରେ ଦେଖି ବି କ୍ଷମା କରି ତୋ ସହ ରହିବାକୁ ବି ରାଜିଥିଲା........... ✍️
#ତୁମପାଇଁକିଛି
Manash4Odisha
retweeted
𝄞❥❤️🅛🅘🅟🅘❤️𝄢🪽
@LipiSah42322681
3 months ago
*ମଣିଷ ମଣିଷ ଭିତରେ ହିଁ ବହୁତ ଫରକ ଥାଏ, କେଉଁ ମଣିଷ ହୀରାକୁ ବି ଫିଙ୍ଗିଦିଏ ଆଉ କେଉଁ ମଣିଷ କାଚକୁ ବି ସମ୍ଭାଳି କି ବି ରଖିଥାଏ.... *🙏 ଜୟ ଜଗନ୍ନାଥ 🙏*
Manash4Odisha
retweeted
𝄞❥❤️🅛🅘🅟🅘❤️𝄢🪽
@LipiSah42322681
3 months ago
*କିଛି ଜିନିଷକୁ ହସି ହସି ଭୁଲିଯିବା ଭଲ, କାହିଁକି ନା ତାକୁ ମନରେ ଯେତେ ବାନ୍ଧି ରଖିବ ସେତେ କଷ୍ଟ ହେବ, ସେ କାହାର ସ୍ମୃତି ହେଉ କି କିଏ ଦେଇଥିବା ଦୁଃଖ ହେଉ......।* . *🙏 ଜୟ ଜଗନ୍ନାଥ 🙏*
Manash4Odisha
retweeted
ଅଫେରା ବାଟୋଇ....✍︎
@_Someonealone__
3 months ago
ଯେତେବେଳେ ଜଣେ ବୁଝେ ନାହିଁ ମନ କଥା, ତେବେ ସେଠାରେ କଣ କରିବା ଦରକାର !?
Manash4Odisha
retweeted
ଲକ୍ଷ୍ମୀପ୍ରିୟା ସ୍ଵାଇଁ (ଲିପି)
@journalist_Lipi
3 months ago
ସେ କୁହନ୍ତି ମୋର କୁଆଡେ ନାକ ଅଗରେ ରାଗ କିନ୍ତୁ ମୁଁ କହେ ରାଗି ନୁହେଁ ଯିଏ ମୋର ସିଏ ଏକା ମୋର ତା ମୁହଁରୁ ଆଉ କାହା କଥା ଶୁଣିଲେ ରାଗିବିନି କେମିତି........ ✍️
#ତୁମପାଇଁକିଛି
Manash4Odisha
retweeted
ଅଫେରା ବାଟୋଇ....✍︎
@_Someonealone__
3 months ago
କଥା କଥିତ କିଛିଟା ଓଡ଼ିଆ ନିୟୁଜ୍ ଚେନେଲ୍ (ଭାସ୍କର) କିଛି ଦିନ ହେବ ଏମିତି ଭଙ୍ଗୀରେ ଖବର ପ୍ରସାରିତ କରୁଛନ୍ତି। ଖବର ପରିବେଷଣରେ କୌଣସି ଶାଳୀନତା ନାହିଁ। ଏମିତି ଖବର ସଂସ୍ଥାଙ୍କ ଉପରେ ସରକାରଙ୍କ ଅଙ୍କୁଶ ଲାଗିବା ଦରକାର। ଏମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏମିତି ବିକୃତ କରି ସାରିଲେଣି ନକହିବା ଭଲ। ଉଦାହରଣ - ବାପାଲୋ....
Manash4Odisha
retweeted
Luma Mohanty❤️
@LuisMohanty
3 months ago
*ମଣିଷ ସବୁବେଳେ ଦୁଇଟି ଜାଗାରେ ହାରିଯାଏ, ଗୋଟିଏ ତା ପରିବାର,ଆଉ ଗୋଟିଏ ତା ମନ ପସନ୍ଦର ମଣିଷ ପାଖରେ ।* *ଜୟ ଜଗନ୍ନାଥ 🙏💐*
Manash4Odisha
retweeted
𝄞❥❤️🅛🅘🅟🅘❤️𝄢🪽
@LipiSah42322681
4 months ago
ଜୀବନରେ ବେଶୀ ସମ୍ପର୍କ ଦରକାର ନାହିଁ, କିନ୍ତୁ ଯୋଉ ସମ୍ପର୍କ ଅଛି ତା ଭିତରେ ଜୀଵନ ଥିବା ଦରକାର୍। ଜୟ ଶ୍ରୀ କୃଷ୍ଣ 🙏
Manash4Odisha
retweeted
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
@SangitaSethy
4 months ago
ଯାହା ଜୀବନପଥ ଜଟିଳ ଥାଏ ତା ପଥଶ୍ରମ ଲାଘବ ପାଇଁ ଈଶ୍ୱର ଭଲ ମଣିଷ ମାନଙ୍କୁ ଖଞ୍ଜିଥାନ୍ତି ତା ଜୀବନରେ। ଯାହାର ଜୀବନ ପଥ ସହଜ ତାଙ୍କ ଜୀବନରେ ଜଟିଳ ଲୋକ ଥାନ୍ତି। ସୁଖଦୁଃଖ ମିଶ୍ରଣ ହିଁ ଜୀବନ। କାହାକୁ ପୁରା ଭଲ କିଛି ମିଳେନାହିଁ। 😊
#ଜୀବନଦର୍ଶନ
Manash4Odisha
retweeted
Guruprasad Nath🇮🇳
@IAMGPN_Babu
4 months ago
ଦୁନିଆରେ ଏମିତି ମଣିଷ ଅଛନ୍ତି ଅନ୍ୟକୁ ଏତେ ମିଠାମିଠା କଥା କହି ବୁଝେଇ ଦିଅନ୍ତି କିନ୍ତୁ ଯେଉଁଠି ନିଜେ ବୁଝିବାର ପାଳି ଆସେ ସେଇଠି ଏମିତି ଅବୁଝା ହୁଅନ୍ତି ଯେମିତି ସେ ଏକା ଦୁନିଆରେ ଜ୍ଞାନୀ ମଣିଷ ଟିଏ । "ଜୟ ଜଗନ୍ନାଥ"🙏🙏🙏
Manash4Odisha
retweeted
Bisu ବାୟା isu
@Bisubayaisu
5 months ago
ଜଗନ୍ନାଥଙ୍କ ପାଖେ ଏତିକି ଗୁହାରି ଖୁସିରେ ଭରୁ ତୁମ ସଂସାର ଜନ୍ମଦିନର ଏହି ଶୁଭ ଅବସରରେ, ଘେନ ବନ୍ଧୁ ମୋର ଅନେକ ଆଦର। ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ରହୁ। ତୁମର ପ୍ରତିଟି ସ୍ୱପ୍ନ ସତ ହେଉ ଏବଂ ଆଗାମୀ ଦିନଗୁଡ଼ିକ ସଫଳତାରେ ଭରିଯାଉ।
@ImPujaRani
ତୁମ ପରି ଜଣେ ବିଶ୍ୱସ୍ତ ବନ୍ଧୁ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି।
Manash4Odisha
retweeted
Bisu ବାୟା isu
@Bisubayaisu
5 months ago
ଜୀବନସାରା ଶାନ୍ତିରେ ରହିବା ପାଇଁ ହେଲେ ଅଧିକ ଧନ ସମ୍ପତ୍ତିର ଆବଶ୍ଯକ ନଥାଏ। ମନକୁ ବୁଝିଲା ପରି ଜଣେ ବନ୍ଧୁ କିମ୍ବା ଜୀବନ ସାଥି ହିଁ ଯଥେଷ୍ଟ। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏
Last Seen Users on Sotwe
Sevdamuratbursa
Seen from
Turkey
Săn Trai Ngon
Seen from
Vietnam
91国产精选
Seen from
Malaysia
Apem Legit
Seen from
France
Mel
Seen from
Indonesia
amateurlatin
Seen from
United Kingdom
kuden
Seen from
Vietnam
ALİ TÜRK
Seen from
Turkey
แอบถ่ายพี่สาวคนในครอบครัว
Seen from
Thailand
عامیر
Seen from
Pakistan
Trends for you
1
Platner
Under 10K tweets
2
Argentina
Under 10K tweets
3
lovescapeai
Under 10K tweets
4
Belgium
Under 10K tweets
5
Mitch McConnell
Under 10K tweets
6
Grok 4.5
Under 10K tweets
7
More Info in Article Below
Under 10K tweets
8
Islamic Republic of Japan
Under 10K tweets
9
Emmy
Under 10K tweets
10
Colombia
Under 10K tweets
Most Popular Users
1
Elon Musk
@elonmusk
240.8M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
111M followers
5
Narendra Modi
@narendramodi
107M followers
6
Rihanna
@rihanna
97.7M followers
7
NASA
@nasa
92.2M followers
8
Justin Bieber
@justinbieber
91M followers
9
KATY PERRY
@katyperry
87.9M followers
10
Taylor Swift
@taylorswift13
81.7M followers
11
Lady Gaga
@ladygaga
73.3M followers
12
Virat Kohli
@imvkohli
70.2M followers
13
Kim Kardashian
@kimkardashian
69.9M followers
14
YouTube
@youtube
68.7M followers
15
Bill Gates
@billgates
64M followers
16
Neymar Jr
@neymarjr
63M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61M followers
20
X
@x
60.8M followers
Olivia
Online
✨
⭐
💫