Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
MEGHA GUNTHA
@MeghaGuntha
Joined February 2023
984
Following
138
Followers
28
Posts
MEGHA GUNTHA
@MeghaGuntha
about 8 hours ago
ପଟାଙ୍ଗିରେ ଅଦାଚାଷୀଙ୍କ ମୁଣ୍ଡରେ ଚଡକ ଭଲ ଦୁଇ ପଇସା ରୋଜଗାର କରିବା ଆଶାରେ ଧାରକରଜ କରିଅଦା ଚାଷ କରିଥିଲେ ଚାଷୀ।ହେଲେ ଏବେ ଫସଲରେପୋକ ଆକ୍ରମଣକୁ ନେଇ ବଡ଼ିଛିଚିନ୍ତା।କେଉଁ ପୋକ ଲାଗିଛି, କେଉଁ ଔଷଧ ପ୍ରୟୋଗ କଲେ ଫସଲ ବଞ୍ଚିବ ତାହା ଜାଣିପାରୁନାହାନ୍ତି ଚାଷୀ।ଔଷଧ ସିଛନସ୍ୱତେ ମିଳୁନି ଆଶାନୁରୂପ ଫଳ।
@krushibibhag
See More
MeghaGuntha's tweet video.
MEGHA GUNTHA
@MeghaGuntha
about 9 hours ago
ପଟାଙ୍ଗିରେ ଅଦାଚାଷୀଙ୍କ ମୁଣ୍ଡରେ ଚଡକ ଭଲ ଦୁଇ ପଇସା ରୋଜଗାର କରିବା ଆଶାରେ ଧାରକରଜ କରିଅଦା ଚାଷ କରିଥିଲେ ଚାଷୀ।ହେଲେ ଏବେ ଫସଲରେପୋକ ଆକ୍ରମଣକୁ ନେଇ ବଡ଼ିଛିଚିନ୍ତା।କେଉଁ ପୋକ ଲାଗିଛି, କେଉଁ ଔଷଧ ପ୍ରୟୋଗ କଲେ ଫସଲ ବଞ୍ଚିବ ତାହା ଜାଣିପାରୁନାହାନ୍ତି ଚାଷୀ।
@dmkoraput
-
@CMO_Odisha
MeghaGuntha's tweet video.
MEGHA GUNTHA
@MeghaGuntha
5 days ago
ସ୍ୱାମୀ ଆରପାରିକୁ ଚାଲିଗଲେ । ହେଲେ ତାଙ୍କ ପରେ ଏବେ ଜୀବନ ଜିଇଁବା ମୁସ୍କିଲ ହୋଇପଡ଼ିଛି । ବୟସର ଅପରାହ୍ନରେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ୭୨ ବର୍ଷୀୟା ଲାକି ମାରି ହେଉଛନ୍ତି ପୁକାଲି ପଞ୍ଚାୟତ ଝଙ୍କରଗୁଡା ଗ୍ରାମର ସ୍ୱାମୀଙ୍କ ମୃତ୍ୟୁକୁ ପ୍ରାୟ ବର୍ଷେ ବିତିଲାଣି । ହେଲେ ଏଯାଏଁ ମିଳିନି ବିଧବା ଭତ୍ତା । ଆଧାର କାର୍ଡ ନଥିବାରୁ ଭତ୍ତା ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। । ସ୍ୱାମୀଙ୍କ ମୃତ୍ୟୁ ପରେ ଚାଉଳ କାର୍ଡରୁ ତାଙ୍କ ନାଁ କଟିଯାଇଥିବା କହିଛନ୍ତି । ଆଧାର କାର୍ଡ ନ ଥିବାରୁ ଚାଉଳ ମିଳିପାରିନାହିଁ।
@CMO
-Odisha
@secyChief
@dmkoraput
@Zp
-Koraput
See More
MEGHA GUNTHA
@MeghaGuntha
5 days ago
ପଟାଙ୍ଗି ଭଳି ଏକ ପ୍ରମୁଖ ଅଞ୍ଚଳରେ ଯଦି ଅଳିଆ ଆବର୍ଜନା ଏବଂ ଡ୍ରେନ ସମସ୍ୟା ଦୀର୍ଘଦିନ ଧରି ଲାଗିରହେ ତେବେ ସ୍ୱଚ୍ଛତା ସହ ଜନସ୍ଵାସ୍ଥ୍ୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।କେବେ ହଟିବ ପଟାଙ୍ଗିର ଅଳିଆ ଆବର୍ଜନା, କେବେ ସଫା ହୋବ ଡ୍ରେନ
@koraputdm
MeghaGuntha's tweet video.
Who to follow
Md Imran faruki
@MdImran56048511
Proud Indian 🇮🇳 Indian Muslim Politics | Ground Reality Nation First
तन्हा एक लड़का 😎
@Mohamma60589207
मेरे 👉#बारे में सोचा 🤔करो, #तुम्हारी 🤗सोच में #इजाफा 🖕होगा !!
Saddam Hossain
@BabaAli1930350
MEGHA GUNTHA
@MeghaGuntha
5 days ago
·
Pottangi
ଉପାନ୍ତରେ ବାଟ ହୁଡ଼ିଛି ବିକାଶ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ରାଳେଗାଡା ପଞ୍ଚାୟତର ବଡ଼ାପାଡୁ ଗାଁକୁନାହିଁ ପକ୍ଙ୍କ।ରାସ୍ତା
@dmkoraput
MeghaGuntha's tweet video.
MEGHA GUNTHA
@MeghaGuntha
5 days ago
ରାୟପୁର–ବିଶାଖାପାଟଣାକୁ ଯୋଡୁଥିବା ଗୁରୁତ୍ୱପୂର୍ଣ୍ଣ NH-26ର ପଟାଙ୍ଗି ନିକଟ ପଡାଲଗୁଡା ଠାରେ କଲଭର୍ଟ ନିର୍ମାଣ କାମ ପ୍ରାୟ ୨ ବର୍ଷ ଧରି ଅଧପନ୍ତରିଆ ହୋଇ ପଡ଼ିଛି। ଏହା ଯୋଗୁଁ ଦୈନିକ ଯାତାୟାତ କରୁଥିବା ଗାଡ଼ି ଚାଳକ ଓ ଯାତ୍ରୀମାନେ ଦୁର୍ଭୋଗ ଭୋଗୁଛନ୍ତି। ସମ୍ପୃକ୍ତ ବିଭାଗ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ସହ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବାକୁ ଅନୁରୋଧ।
@CMO_Odisha
@odisha_transport
@NHAI_Official
#NH26 #Pottangi #Koraput #RoadSafety #Odisha
See More
MeghaGuntha's tweet video.
MeghaGuntha's tweet video.
MeghaGuntha's tweet video.
MeghaGuntha's tweet video.
MEGHA GUNTHA
@MeghaGuntha
5 days ago
·
Pottangi
@dmkoraput
ପଟାଙ୍ଗି ଅଞ୍ଚଳରେ ଅଳିଆ ଆବର୍ଜନା ଜମି ରହିଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଦୟାକରି ସଂପୃକ୍ତକର୍ତ୍ତୃପକ୍ଷ ଘଟଣା ସ୍ଥଳ ପରିଦର୍ଶନ କରି ଅଳିଆ ସଫା କରିବା ସହ ନିୟମିତ ଆବର୍ଜନା ସଂଗ୍ରହର ବ୍ୟବସ୍ଥା କରନ୍ତୁ
MeghaGuntha's tweet video.
MeghaGuntha's tweet video.
MeghaGuntha's tweet video.
MeghaGuntha's tweet video.
MEGHA GUNTHA
@MeghaGuntha
5 days ago
ପଟାଙ୍ଗି ଅଞ୍ଚଳରେ ଅଳିଆ-ଆବର୍ଜନା ଜମି ରହିଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୟାକରି ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରି ଶୀଘ୍ର ଅଳିଆ ସଫା କରିବା ସହ ନିୟମିତ ଆବର୍ଜନା ସଂଗ୍ରହର ବ୍ୟବସ୍ଥା କରନ୍ତୁ।
@dmkoraput
#Pottangi
#Koraput
#Odisha
#CleanPottangi
MEGHA GUNTHA
@MeghaGuntha
about 1 year ago
@Rainmaker1973
Doll
MEGHA GUNTHA
@MeghaGuntha
about 3 years ago
@poliakter5508 Very nice
MEGHA GUNTHA
@MeghaGuntha
about 3 years ago
ବଦଳୁଛି କୋଟିଆର ଚିତ୍ର।ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଭିତି ଭୂମିର ଉନ୍ନତି ଘଟିବା ସହ ଶିକ୍ଷାକ୍ଷେତ୍ରରେ ଭଲ ଉନ୍ନତି ଆସିଛି ଦେଖନ୍ତୁ ନନ୍ଦିଘୋଷ ଟିଭିରେ
MeghaGuntha's tweet video.
MEGHA GUNTHA
@MeghaGuntha
about 3 years ago
OAS ପରୀକ୍ଷାରେ ଚମକିଲେ କୋଟିଆ ପୁଅ, ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ମାତଲମ୍ବା ଗ୍ରାମର ସୈ।ରଭ ଖିଲ ରଖିଛନ୍ତି 346ରେଙ୍କ
MeghaGuntha's tweet video.
MEGHA GUNTHA
@MeghaGuntha
about 3 years ago
MeghaGuntha's tweet video.
MEGHA GUNTHA
@MeghaGuntha
about 3 years ago
ଜଲାପୁଟ ଡେମର ଆନ୍ଧ୍ରସୀମାନ୍ତରେ ଓଡ଼ିଆ ସ୍ୱାଗତମ ଫଳକଉଛେଦ ଘଟଣା।ଘଟଣା ସ୍ଥଳକୁ ପହଂଚି ସ୍ଥିତି ଅନୁଧ୍ୟାନ କଲେ ନନ୍ଦପୁର ବିଡ଼ିଓ ନନ୍ଦପୁର ତହସିଲଦାର
MEGHA GUNTHA
@MeghaGuntha
about 3 years ago
@BarikRanjita
Hii
MeghaGuntha
retweeted
Ranjita Barik
@BarikRanjita
about 3 years ago
My dear Dipu... My one and only awesome friend.. Wish you all the happiness and prosperity🥰🥰
#HappyBirthdayDipuuu
..
MEGHA GUNTHA
@MeghaGuntha
over 3 years ago
@SaratKumarDha10
@MaharanaNimain
@CMO_Odisha
@dmkoraput
@PRDeptOdisha
ପକୃତରେ ଯାହାକୁ ଚାଲ ଛପର ଘର ଅଛି ତା ପାଇଁ କିଛିନାହିଁ, ଯାହା ପାଖରେ ମୁଣ୍ଡ ଗେଂଯିବା ପାଇଁ ଘର ଖଣ୍ଡେ ଅଛି ତାଙ୍କ ପାଇଁ ସବୁକିଛି
MEGHA GUNTHA
@MeghaGuntha
over 3 years ago
@Pmoresd Very nice beautiful
MEGHA GUNTHA
@MeghaGuntha
over 3 years ago
@SritamDas
Happy Birthday
MEGHA GUNTHA
@MeghaGuntha
over 3 years ago
@CharubalaB
Happy birthday ,jai sri ram
Last Seen Users on Sotwe
mbuhsapa
Seen from
Indonesia
BERKE
Seen from
Turkey
hot tango
Seen from
Egypt
al kiak
Seen from
United States
คุณแม่เลี้ยงเดี่ยว
Seen from
Thailand
İÇERİK DENİZİ
Seen from
Netherlands
sex videos wala
Seen from
Qatar
Sedat bursa
Seen from
Turkey
Gavat Kocaların Boynuz Yeme Mekanı
Seen from
Turkey
Aasif Sheikh
Trends for you
1
Eagles
Under 10K tweets
2
Justin Herbert
Under 10K tweets
3
Josh Allen
Under 10K tweets
4
Cowboys
Under 10K tweets
5
Sirianni
Under 10K tweets
6
Bengals
Under 10K tweets
7
Jets
Under 10K tweets
8
#OlandriaxCultureCon
Under 10K tweets
9
Zac Taylor
Under 10K tweets
10
Burrow
Under 10K tweets
Most Popular Users
1
Elon Musk
@elonmusk
241.8M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫