Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Prangya patri
@Missprangya
Journalist @News18Odia #achiever#dreamer Tweets are personal
Odisha, India
Joined December 2013
257
Following
297
Followers
894
Posts
Pinned Tweet
Prangya patri
@Missprangya
over 5 years ago
ଛୋଟ ବେଳେ ଶୁଣିଥିବା ' ଚତୁର କୁଆ ' ଗଳ୍ପର ନିଛକ ଉଦାହରଣ
#mondaythoughts
#MondayVibes
#storytelling
#stories
#Odisha
#odia
#culture
#birds
#Intelligence
Missprangya's tweet video.
Missprangya
retweeted
News18 Odia
@News18Odia
5 days ago
ବାଲେଶ୍ୱରରେ ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଦରଘା ମଇଦାନରେ ତାଜିଆ ଶୋଭାଯାତ୍ରା ଚାଲିଥିବା ସମୟରେ ହଠାତ୍ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଓ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଏହି ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
#Balasore
#OdishaNews
See More
News18Odia's tweet video.
Missprangya
retweeted
News18 Odia
@News18Odia
5 days ago
ସ୍ନାନଯାତ୍ରା ପାଇଁ ପୁରୀ ପୋଲିସର ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା। ବାହାର ରାଜ୍ୟ ବସ୍ ପାଇଁ ମାଳତୀପାଟପୁରରେ ପାର୍କିଂ। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ବସ୍ ପାଇଁ ସ୍ୱତନ୍ତ୍ର ରୁଟ୍ ଜାରି। ବାଇକ୍ ଓ ହାଲୁକା ଯାନ ପାଇଁ ମଧ୍ୟ ଅଲଗା ବ୍ୟବସ୍ଥା।
#PuriTraffic
#SnanaYatra
#OdishaNews
News18Odia's tweet video.
Prangya patri
@Missprangya
6 days ago
Fifteen months after stepping away from the bureaucracy, she is now set to begin a new chapter by entering active politics Finally Sujata Kartikeyan joined
#BJD
Who to follow
Enjola Mishra
@EnjolaMishra
Playback Singer/Live performer/YouTuber https://t.co/avVm4XSfmP https://t.co/ZZTpahLs5H
Pratika Priyadarshini
@hellopratika
Sr PR, Media & Communication | Journalist | Art Notion | Content Scribbler
Tejaswini Panda
@pand15_tejas
Indian🇮🇳
Missprangya
retweeted
News18 Odia
@News18Odia
7 days ago
ଏଲ-ନିନୋ ପ୍ରଭାବରେ ଜଳୁଛି ୟୁରୋପ। ଫ୍ରାନ୍ସରେ ତାପମାତ୍ରା ୪୪ ଡିଗ୍ରୀ ଟପିଲା। ଗରମରୁ ବଞ୍ଚିବାକୁ ନଦୀକୁ ଡେଇଁ ୪ ଦିନରେ ୪୪ ଜଣଙ୍କ ମୃତ୍ୟୁ। ବ୍ରିଟେନର ୧logger ସହରରେ ହିଟୱେଭ ଆଲର୍ଟ, ସ୍କୁଲ-କଲେଜ ବନ୍ଦ।
#EuropeHeatwave
#ElNino
#ClimateCrisis
#GlobalWarming
News18Odia's tweet video.
Missprangya
retweeted
News18 Odia
@News18Odia
15 days ago
ଆସିଲା ନୂଆ ଭିଡିଓ ଖୋଲିବ ସତ !
#ChameliOjha
#Kendrapara
#News18Odia
News18Odia's tweet video.
Missprangya
retweeted
News18 Odia
@News18Odia
15 days ago
ଚାମେଲି ଓଝାଙ୍କୁ ନେଇ ଡାକ୍ତର କ'ଣ କହିଲେ?
#ChameliOjha
#OdishaNews
#News18odia
News18Odia's tweet video.
Missprangya
retweeted
News18 Odia
@News18Odia
15 days ago
୨୦ ତାରିଖରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଗୋଷାଣୀ ପୀଠକୁ ଯିବେ। ଏହି ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି ଓ କଡ଼ା ସୁରକ୍ଷା ବ୍ୟବସ୍ଥା।
#PMModi
#OdishaVisit
#Mayurbhanj
News18Odia's tweet video.
Missprangya
retweeted
News18 Odia
@News18Odia
26 days ago
ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ ନୋଟ୍...
#RBI
#PlasticNotes
#PolymerNotes
#News18odia
News18Odia's tweet video.
Missprangya
retweeted
News18 Odia
@News18Odia
3 months ago
ଟ୍ରମ୍ପଙ୍କ 'ଫାୟାରିଂ' ଲିଷ୍ଟରେ ପୋଲା ପଡ଼ିଲେ ବଡ଼ ବଡ଼ ଅଧିକାରୀ! ପାମ୍ ବୋଣ୍ଡି, କ୍ରିଷ୍ଟି ନୋଏମ୍ ଏବଂ ସେନାମୁଖ୍ୟ ବିଦା। ଏବେ କାଶ ପଟେଲ ଓ ତୁଳସୀ ଗାବାର୍ଡଙ୍କ ଉପରେ ଝୁଲୁଛି ଖଣ୍ଡା।
#USPolitics
#Trump
#Firing
#KashPatel
#TulsiGabbard
#BreakingNews
#GlobalUpdate
News18Odia's tweet video.
Missprangya
retweeted
News18 Odia
@News18Odia
3 months ago
ହରମୁଜ ସଙ୍କଟର ସମାଧାନ ପାଇଁ ଭାରତକୁ ବ୍ରିଟେନର ଆମନ୍ତ୍ରଣ! ୩୫ ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଭାରତର ବୈଦେଶିକ ସଚିବ। ଆଶ୍ଚର୍ଯ୍ୟଜନକ ଭାବେ ବୈଠକରୁ ବାଦ୍ ପଡ଼ିଲା ଆମେରିକା।
#StraitOfHormuz
#India
#Diplomacy
#OilTransport
#BreakingNews
#GlobalAffairs
News18Odia's tweet video.
Missprangya
retweeted
News18 Odia
@News18Odia
3 months ago
ବଡ଼ବିଲରେ ୨୬ ହାତୀଙ୍କ ଆତଙ୍କ! ଟାଟା କାଟାମାଟି ଗେଟ୍ ଆଗରେ ଡେରା ପକାଇଲେ ଗଜରାଜ। ଘଣ୍ଟାଏ କାଳ ଯାତାୟାତ ବାଧାପ୍ରାପ୍ତ। ବନ ବିଭାଗ ଦ୍ୱାରା ଠାକୁରାଣୀ ଜଙ୍ଗଲକୁ ଘଉଡ଼ାଗଲା।
#Keonjhar
#Elephant
#Barbil
#Odisha
#BreakingNews
#ForestDept
News18Odia's tweet video.
Missprangya
retweeted
News18 Odia
@News18Odia
3 months ago
ମାଲକାନଗିରିରେ ଗ୍ୟାସ୍ କଳାବଜାରୀ ଉପରେ ଯୋଗାଣ ବିଭାଗର କଡ଼ା ପ୍ରହାର! ହୋଟେଲରୁ ୩୦ଟି ସିଲିଣ୍ଡର ଜବତ। କଳାବଜାରୀଙ୍କୁ ରୋକିବାକୁ ପ୍ରଶାସନର ବଡ଼ ପଦକ୍ଷେପ।
#Malkangiri
#LPG
#BlackMarket
#Odisha
#BreakingNews
#PoliceRaid
News18Odia's tweet video.
Missprangya
retweeted
News18 Odia
@News18Odia
3 months ago
"ଅସ୍ତ୍ରବିରତିର ପ୍ରଶ୍ନ ଉଠୁନାହିଁ" - ଇରାନକୁ ଟ୍ରମ୍ପଙ୍କ ଚେତାବନୀ। 💥 ଆମେରିକା ଓ ଇସ୍ରାଏଲ୍ର ଲକ୍ଷ୍ୟ କେବଳ ବିଜୟ। ଯୁଦ୍ଧ ଜାରି ରହିବ ବୋଲି ଘୋଷଣା କଲେ ଟ୍ରମ୍ପ। ଆଲୋଚନା ହୋଇପାରେ, ହେଲେ ଯୁଦ୍ଧ ବନ୍ଦ ହେବନି।
#Trump
#Iran
#USA
#WarUpdate
#BreakingNews
#OdishaNews
News18Odia's tweet video.
Missprangya
retweeted
News18 Odia
@News18Odia
3 months ago
୩ ଦିନରେ ଅଣ୍ଡା ଦେଲେଣି ୨ ଲକ୍ଷରୁ ଅଧିକ ବିରଳ କଇଁଛ। ୫ ବର୍ଷ ପରେ ଆଇଲାଣ୍ଡରେ ହେଉଛି ଗଣ ଅଣ୍ଡାଦାନ। ସୁରକ୍ଷା ପାଇଁ ବନ ବିଭାଗ ସତର୍କ, ଥର୍ମାଲ ଡ୍ରୋନ୍ ମାଧ୍ୟମରେ ଚାଲିଛି ଗଣନା। 📸🎥
#OliveRidley
#Ganjam
#Odisha
#RushikulyaRookery
#Nature
#SeaTurtles
#OdishaPride
News18Odia's tweet video.
Missprangya
retweeted
News18 Odia
@News18Odia
3 months ago
ଆଜିଠୁ ଓଡ଼ିଶାରେ କଡ଼ାକଡ଼ି ଟ୍ରାଫିକ ଯାଞ୍ଚ! 🚦 ମାର୍ଚ୍ଚ ୨୧ରୁ ୩୧ ଯାଏଁ ଚାଲିବ ସ୍ପେଶାଲ ଡ୍ରାଇଭ। ପୋଲିସ ଓ ଆରଟିଓଙ୍କ ମିଳିତ ଚେକିଂରେ ଧରାପଡ଼ିବେ ନିୟମ ଉଲ୍ଲଙ୍ଘନକାରୀ। ହେଲମେଟ, ଲାଇସେନ୍ସ ଓ ମଦ୍ୟପାନ ଯାଞ୍ଚ ଉପରେ ଗୁରୁତ୍ୱ।
#Odisha
#TrafficAlert
#RoadSafety
#RTO
#OdishaPolice
News18Odia's tweet video.
Missprangya
retweeted
News18 Odia
@News18Odia
3 months ago
ବିଜେଡିରେ କ୍ରସ୍ଭୋଟିଂ କଳି! ୬ ବିଧାୟକଙ୍କ ଜବାବ- "ନୋଟିସ ବେଆଇନ"। ⚖️ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବାଧ୍ୟ କରିବା ଭାରତୀୟ ନ୍ୟାୟ ସଂହିତାର ଉଲ୍ଲଙ୍ଘନ ବୋଲି ଦର୍ଶାଇଲେ ବିଦ୍ରୋହୀ ବିଧାୟକ। ପାଲଟା ଜବାବ ରଖିଲେ ପ୍ରମୀଳା ମଲ୍ଲିକ।
#BJD
#Odisha
#Politics
#CrossVoting
#BreakingNews
News18Odia's tweet video.
Missprangya
retweeted
News18 Odia
@News18Odia
4 months ago
ବ୍ରିଟେନ ସହ ମୁହାଁମୁହିଁ ଟ୍ରମ୍ପ! ଆମେରିକାର ସାଥ୍ ଛାଡିଲା ବ୍ରିଟେନ। ପଶ୍ଚିମ ଦେଶଙ୍କ ମଧ୍ୟରେ ବଡ଼ ଫାଟ।
#Iran
#Israel
#Trump
#WarUpdate
#GlobalPolitics
News18Odia's tweet video.
Missprangya
retweeted
News18 Odia
@News18Odia
4 months ago
ଇରାନର ନୂଆ 'ସୁପ୍ରିମ ଲିଡର୍' ହେଲେ ମୁଜତବା ଖାମିନେଇ। ମୃତ ଆଲି ଖାମିନାଇଙ୍କ ପୁଅଙ୍କୁ ମିଳିଲା ସର୍ବୋଚ୍ଚ କ୍ଷମତା। ଆସେମ୍ବଲି ଅଫ୍ ଏକ୍ସପର୍ଟ କଲା ନାମ ଘୋଷଣା। ବିଶ୍ୱ ରାଜନୀତିରେ ବଡ଼ ପରିବର୍ତ୍ତନ! 🌍
#IranNews
#MujtabaKhamenei
#SupremeLeader
#Breaking
News18Odia's tweet video.
Missprangya
retweeted
News18 Odia
@News18Odia
4 months ago
ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ଲଗାତାର ୨ୟ ଥର ବିଶ୍ୱ ବିଜୟୀ ହେଲା ଭାରତ। ✅ ସଞ୍ଜୁ ସାମସନ (୮୯ ରନ୍) - ପ୍ଲେୟାର ଅଫ୍ ଦି ସିରିଜ୍ ✅ ଯଶପ୍ରୀତ ବୁମରା (୪/୧୫) - ପ୍ଲେୟାର ଅଫ୍ ଦି ମ୍ୟାଚ୍ ✅ ଭାରତ - ୨୫୫/୨ (୨୦ ଓଭର) ହିଷ୍ଟ୍ରି ରିପିଟ୍! 🇮🇳🔥
#TeamIndia
#T20WorldCup
#Champions
#SanjuSamson
See More
News18Odia's tweet video.
Missprangya
retweeted
News18 Odia
@News18Odia
4 months ago
କେନ୍ଦ୍ରାପଡ଼ାରେ ଭିଜିଲାନ୍ସ ଚଢ଼ାଉ 🔍 ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଅଫିସ ଓ ଘର ସମେତ ୭ ସ୍ଥାନରେ ରେଡ୍ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ ତଦନ୍ତ ଚାଲିଛି…
#VigilanceRaid
#KendraparaNews
#OdishaUpdate
News18Odia's tweet video.
Last Seen Users on Sotwe
น้ำหวานขี้เง่นนน .☘︎ ݁˖
Seen from
United States
Chxno
Seen from
Philippines
Seend Khan
Seen from
Italy
Rio Pemuas Ibu Ibu Tua
Seen from
Indonesia
Dixie Herrera
Seen from
Mexico
Larra
Seen from
Turkey
anamkhanofficial
Seen from
Japan
Aviva.
Seen from
France
hanita
Seen from
Indonesia
DeryaDeniz
Seen from
Turkey
Trends for you
1
Harry Kane
Under 10K tweets
2
Congo
Under 10K tweets
3
Lakers
Under 10K tweets
4
PlayStation
Under 10K tweets
5
Empire State Building
Under 10K tweets
6
#CFB27
Under 10K tweets
7
Mitch
Under 10K tweets
8
Nintendo
Under 10K tweets
9
#ENGCOD
Under 10K tweets
10
Rob Pelinka
Under 10K tweets
Most Popular Users
1
Elon Musk
@elonmusk
240.6M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.6M followers
5
Narendra Modi
@narendramodi
107M followers
6
Rihanna
@rihanna
97.7M followers
7
NASA
@nasa
92.2M followers
8
Justin Bieber
@justinbieber
90.9M followers
9
KATY PERRY
@katyperry
87.7M followers
10
Taylor Swift
@taylorswift13
81.5M followers
11
Lady Gaga
@ladygaga
73M followers
12
Virat Kohli
@imvkohli
69.9M followers
13
Kim Kardashian
@kimkardashian
69.8M followers
14
YouTube
@youtube
68.7M followers
15
Bill Gates
@billgates
63.9M followers
16
Neymar Jr
@neymarjr
62.7M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.8M followers
Olivia
Online
✨
⭐
💫