Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Mohan Majhi Fan Club
@MohanForOdisha
Fan Page of Odisha CM
Joined June 2024
10
Following
29
Followers
1K
Posts
Mohan Majhi Fan Club
@MohanForOdisha
about 1 month ago
ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ
@MohanMOdisha
ସମସ୍ତ ଓଡ଼ିଶାବାସୀ ଓ ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
#RathaYatra
MohanForOdisha's tweet video.
MohanForOdisha
retweeted
Mohan Charan Majhi
@MohanMOdisha
about 1 month ago
ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ନବଯୌବନ ଦର୍ଶନ 🙏🏻
Mohan Majhi Fan Club
@MohanForOdisha
about 1 month ago
ପବିତ୍ର ରଥଯାତ୍ରାର ଏହି ଅନନ୍ୟ ଅବସରରେ ସମସ୍ତ ଓଡ଼ିଶାବାସୀ ଏବଂ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
MohanForOdisha's tweet video.
MohanForOdisha
retweeted
Mohan Charan Majhi
@MohanMOdisha
about 2 months ago
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ । ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ପରିବହନ, ସୁରକ୍ଷା, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଓ ଭକ୍ତମାନଙ୍କ ସୁବିଧା ପାଇଁ ସମସ୍ତ ଆବଶ୍ୟକ ବ୍ୟବ��୍ଥାକୁ ପ୍ରାଥମିକତା ଦିଆଯାଇଛି ।ମହାପ୍ରଭୁଙ୍କ ଅପାର କୃପାରେ ସମସ୍ତଙ୍କ ସହଯୋଗ, ଶୃଙ୍ଖଳା ଓ ସେବାଭାବ ସହ ଏହି ବର୍ଷର ରଥଯାତ୍ରା ଭବ୍ୟ, ଦିବ୍ୟ ଓ ସ୍ମରଣୀୟ ହେବ । ଜୟ ଜଗନ୍ନାଥ 🙏।
See More
MohanMOdisha's tweet video.
Mohan Majhi Fan Club
@MohanForOdisha
about 2 months ago
ଆସନ୍ତା ଜୁଲାଇ ୧୬ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଯାଉଛି ଏହି ଅବସରରେ ଲୋକସେବା ଭବନରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
@MohanMOdisha
।
#Rathayatra2026
MohanForOdisha's tweet video.
MohanForOdisha
retweeted
Mohan Charan Majhi
@MohanMOdisha
3 months ago
ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ ଓଡ଼ିଶାର ଗମନାଗମନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ। ଏହି ରେଳ ସେବା ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ସୁଦୃଢ଼ କରିବା ସହ ରାଜ୍ୟର ପର୍ଯ୍ୟଟନ ଓ ବାଣିଜ୍ୟକୁ ବିଶେଷ ସମୃଦ୍ଧ କରିବ। ରେଳ ଭିତ୍ତିଭୂମିର ବ୍ୟାପକ ରୂପାନ୍ତରଣ ଜରି��ରେ ପ୍ରତିଟି ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ଆମେ ସଂକଳ୍ପବଦ୍ଧ। #DoubleEngineGovt #PragatiKaRail #Purvoday #ViksitOdisha #SamruddhaOdisha
@narendramod
i
@AshwiniVaishna
w
@RailMinIndi
a
@EastCoastRai
l
See More
MohanMOdisha's tweet video.
Mohan Majhi Fan Club
@MohanForOdisha
4 months ago
ଚଳିତ ବର୍ଷ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ସହ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି। ଏହି ସଫଳତା କେବଳ ସଂଖ୍ୟାର କଥା ନୁହେଁ, ଏହା ପ୍ରତ୍ୟେକ କୃଷକଙ୍କ ପରିଶ୍ରମ ଓ ନିଷ୍ଠାର ପରିଚୟ ।
Mohan Majhi Fan Club
@MohanForOdisha
4 months ago
ଲୋକଙ୍କ ସରକାରରେ ଓଡ଼ିଶାର କୃଷି କ୍ଷେତ୍ରରେ ଲେଖାଯାଉଛି ସଫଳତାର ନୂତନ ଅଧ୍ୟାୟ । ୨୦୨୪ ପରଠାରୁ କେବଳ ୨୨ ମାସ ମଧ୍ୟରେ ରାଜ୍ୟର କୃଷି ଅଭିବୃଦ୍ଧି ହାର ବଢିଛି । ଏହା ଆମ ସରକାରଙ୍କ ଦୃଢ଼ ନୀତି, ଦୃଷ୍ଟିଭଙ୍ଗୀ ଏବଂ ଚାଷୀଭାଇଭଉଣୀମାନଙ୍କ ପ୍ରତି ଅତୁଟ ପ୍ରତିବଦ୍ଧତାର ସ୍ପଷ୍ଟ ପ୍ରତିଫଳନ ।
MohanForOdisha's tweet video.
Mohan Majhi Fan Club
@MohanForOdisha
4 months ago
ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ଆୟୋଜିତ କୃଷି ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି।
Mohan Majhi Fan Club
@MohanForOdisha
4 months ago
କଟକଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
‘ଆମ ବିହନ ରଥ’ ଏବଂ ‘କୃଷି ରଥ’ର ଶୁଭାରମ୍ଭ କରିଛନ୍ତି।
Mohan Majhi Fan Club
@MohanForOdisha
4 months ago
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ପୂଜାର୍ଚ୍ଚନା କରିବା ସହିତ ଅକ୍ଷି ମୁଠି ଅନୁକୂଳ କରିଛନ୍ତି।
Mohan Majhi Fan Club
@MohanForOdisha
4 months ago
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
��ମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
MohanForOdisha's tweet video.
Mohan Majhi Fan Club
@MohanForOdisha
4 months ago
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ
@MohanMOdisha
କହିଛନ୍ତି, ସେ ଥିଲେ ଓଡ଼ିଶାକୁ ଭଲପାଉଥିବା ବ୍ୟକ୍ତିତ୍ବ। ବିକଶିତ ଓଡ଼ିଶା ଏବଂ ଓଡ଼ିଆ ଅସ୍ମିତାର ପୁନର୍ଜୀବନ ପାଇଁ ତାଙ୍କ ଅଧୁରା ସ୍ବପ୍ନକୁ ସମସ୍ତେ ମିଶି ପୂରଣ କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ।
MohanForOdisha's tweet video.
Mohan Majhi Fan Club
@MohanForOdisha
5 months ago
ମହାଦେବଙ୍କ ଚରଣାରବିନ୍ଦରେ ସାରା ଓଡ଼ିଶାର ମଙ୍ଗଳ କାମନା କଲି। ଜନ୍ମମାଟିର ଋଣ ଶୁଝିବା ସହ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରିବା ପାଇଁ ପ୍ରଭୁ ମୋତେ ଆହୁ���ି ଶକ୍ତି ଦିଅନ୍ତୁ।
Mohan Majhi Fan Club
@MohanForOdisha
5 months ago
ଜୟ ବାବା ଚନ୍ଦ୍ରଶେଖର ଜନ୍ମମାଟିର ସ୍ନେହ ଆଉ ଆରାଧ୍ୟଙ୍କ ଆଶୀର୍ବାଦ ସବୁବେଳେ ଅନନ୍ୟ। ଆଜି କେନ୍ଦୁଝରର ଅଧିଷ୍ଠାତା ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@mohanmodisha
।
MohanForOdisha's tweet video.
Mohan Majhi Fan Club
@MohanForOdisha
5 months ago
ଜନଗଣନା -୨୦୨୭ ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ
@MohanMOdisha
ଙ୍କ ବାର୍ତ୍ତା
#Census2027
MohanForOdisha's tweet video.
Mohan Majhi Fan Club
@MohanForOdisha
5 months ago
୨୦୨୭ରୁ ଆରମ୍ଭ ହେବାକୁ ଯାଉଛି ଭାରତର ଜନଗଣନା। ଏହା ପୂର୍ବରୁ ଏକ ଡିଜିଟାଲ-ପ୍ରଥମ ପଦ୍ଧତି ଆରମ୍ଭ ହୋଇଛି। ଯେଉଁଥିରେ ଘରୋଇ ସୂଚନା ସ୍ଵଗଣନା ହେଉଛି। ଆଜି ଏହି ��୍ରକ୍ରିୟାରେ ମାନନୀୟ ମୁଖ୍ୟମନ୍ତ୍ରୀ ସାମିଲ ହୋଇ https://t.co/2sJQf5Haiu ପୋର୍ଟାଲ ମାଧ୍ଯମରେ ନିଜ ଘର ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ।
Mohan Majhi Fan Club
@MohanForOdisha
5 months ago
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଜାତୀୟ ଜନଗଣନା ଆରମ୍ଭ ପରିପ୍ରେକ୍ଷୀରେ ତାଙ୍କ ସରକାରୀ ବାସଭବନରେ ସେଲ୍ଫ ଏନୁମରେସନ୍(ସ୍ଵଗଣନା) କରିଛନ୍ତି।
Mohan Majhi Fan Club
@MohanForOdisha
5 months ago
ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି��ୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।
Mohan Majhi Fan Club
@MohanForOdisha
5 months ago
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।
MohanForOdisha's tweet video.
Mohan Majhi Fan Club
@MohanForOdisha
5 months ago
ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ���୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ��ମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।
Last Seen Users on Sotwe
MİLF HUNTER🔥
Seen from
Turkey
ملكه مريم العراقيه 🐶🐕🦺
Gay Paylaşımlar 💜
Seen from
Turkey
Lê An khang
Seen from
Vietnam
🌸 NVG slut 🌸
Seen from
India
ᴘʀᴏғᴇsᴏ̈ʀ 🔥
Seen from
Turkey
Abdi Ismail Samatar
puede
Seen from
Australia
el razita
Seen from
United States
黑LU9
Seen from
Egypt
Trends for you
1
Cal Raleigh
Under 10K tweets
2
Jesse
Under 10K tweets
3
Merrill
Under 10K tweets
4
#LaCasaDeLosFamososMéxico
Under 10K tweets
5
Abdul
Under 10K tweets
6
Mexicali
Under 10K tweets
7
#mcrminneapolis
Under 10K tweets
8
Jake Cronenworth
Under 10K tweets
9
Estrada
Under 10K tweets
10
Brink
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.5M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.5M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.7M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.7M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.6M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫