Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Nabarathi Bhukta
@Nabarathi34
ମୁଁ ଓଡିଆ ଜୟ ଜଗନ୍ନାଥ
Odisha
Joined April 2021
1.3K
Following
501
Followers
2.1K
Posts
Pinned Tweet
Nabarathi Bhukta
@Nabarathi34
almost 3 years ago
ପ୍ରକାଶିତ ଖବର ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ବିଲାବାଡି ଗ୍ରା.ପ ଏକ ଦୁର୍ଗମ ଅଞ୍ଚଳ. ଗ୍ରା.ପ ମୁଖ୍ୟ କାର୍ଯ୍ୟାଳୟ କୁ ରାସ୍ତା ଟିଏ ପହଂଚି ପାରିନି.ଅନେକ ଗ୍ରାମ ରାସ୍ତା ବିଜୁଳି ଆଦି ମୌଳିକ ସୁବିଧାରୁ ବଞ୍ଚିତ. ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ
@CMO_Odisha
@PradeepJenaIAS
See More
Nabarathi Bhukta
@Nabarathi34
5 days ago
ମଦକୁ ଘୃଣା କର ମଦୁଆକୁ ନୁହେଁ?
@spkandhamal
Nabarathi Bhukta
@Nabarathi34
6 days ago
@PRDeptOdisha
@RDOdisha
@DMKandhamal
@khajuripada
@CMO_Odisha
The condition of the road from Danga to Khalimatu MGNREGA has become deplorable as it is not being repaired every year, so its repair is urgently needed.
Nabarathi Bhukta
@Nabarathi34
6 days ago
2026 ପଞ୍ଚାୟତ ନିର୍ବାଚନ ଏବଂ 2029 ସାଧାରଣ ନିର୍ବାଚନ ହାରିବା ସୁନିଶ୍ଚିତ
Who to follow
JAGANNATH SETHI
@Jagannathsethi_
I love you My RJ
Gopal Ram
@igopalram
ଅସୁମାରୀ ସ୍ବପ୍ନ ର କୁହୁଡ଼ି ମଧ୍ୟରେ 🌈 ବାଟ ମୁଁ ଚାଲେ ଏକା 😌 ଜୟ ଜଗନ୍ନାଥ 🙏 ଜୟ ମା କଟକ ଚଣ୍ଡୀ 💖 ସ୍ନାତକ ବାଣିଜ୍ୟ (ନିପୁଣତା) ସହ, ଖ୍ରୀଷ୍ଟ ମହାବିଦ୍ୟାଳୟ ,କଟକ
Deepak Kumar Nayak (Reporter)
@DeepakK95396461
ମାନବ ସେବା ହିଁ ମାଧବ ସେବା ⭕❗⭕ 🙏🙏 🙏 ନୁହେଁ ମୁଁ ଲେଖକ ନୁହେଁ ମୁଁ କବି, ମନକୁ ଯାହା ଆସଇ ଲେଖେ ମୁଁ ଭାବି, ଦିନସାରା ମୋର ସାମ୍ବାଦିକତା , ସାରାରାତି କଟେ ଭାବି କବିତା✍
Nabarathi Bhukta
@Nabarathi34
6 days ago
Our village has not been connected to electricity. So if we tell someone, it will be resolved.
@TPSouthOdisha
Nabarathi Bhukta
@Nabarathi34
7 days ago
@bsnl_care
How do I give you my phone number?
Nabarathi Bhukta
@Nabarathi34
7 days ago
@bsnl_care
Even though the tower was built two years ago, we are still not getting network services. So please resolve this as soon as possible.(AT-DANGA BLOCK-KHAJURIPADA DIST-KANDHAMAL PIN-762024)
Nabarathi34
retweeted
Sujit Sarangi
@SujitSarangi3
7 days ago
ବିଡିଓ (BDO) ବା ବ୍ଲକ ଉନ୍ନୟନ ଅଧିକାରୀ ଜଣେ ପ୍ରଶାସନିକ ଅଧିକାରୀ, ଯିଏକି ନିର୍ବାଚିତ ପ୍ରତିନିଧି (ଯେପରିକି ସରପଞ୍ଚ, ସମିତି ସଭ୍ୟ) ମାନଙ୍କ ସହ ମିଶି କାମ କରିବା କଥା। ଯଦି ଜଣେ ବିଡିଓଙ୍କ ଆଚରଣ ଉପରେ ପ୍ରଶ୍ନ ଉଠୁଛି, ତେବେ ତାହାକୁ କିଛି ପ୍ରମୁଖ ଦୃଷ୍ଟିକୋଣରୁ ବିଚାର କରାଯାଇପାରେ: ୧. କର୍ତ୍ତବ୍ୟ ଓ ଦାୟିତ୍ୱ (Role and Responsibility) ବିଡି���ଙ୍କ ମୁଖ୍ୟ କାମ ହେଉଛି ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା। ଏଥିପାଇଁ ସରପଞ୍ଚଙ୍କ ସହ ସମନ୍ୱୟ ରକ୍ଷା କରିବା ଅତ୍ୟନ୍ତ ଜରୁରୀ। ଯଦି ବିଡିଓ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ଭିଡିଓ ରେକର୍ଡିଂ ପାଇଁ 'ଅପରାଧୀ' ଭାବେ ଚିତ୍ରଣ କରୁଛନ୍ତି, ତେବେ ତାହା ପ୍ରଶାସନିକ ଅସହିଷ୍ଣୁତା ବୋଲି ବିବେଚନା କରାଯାଇପାରେ। ୨. ଭିଡିଓ ରେକର୍ଡିଂ ଓ ସ୍ୱଚ୍ଛତା (Transparency) ଆଜିକାଲିର ସୂଚନା ପ୍ରଯୁକ୍ତିବିଦ୍ୟା ଯୁଗରେ, ଭିଡିଓ ରେକର୍ଡିଂ ହେଉଛି ଏକ ବଡ଼ ପ୍ରମାଣ (Evidence)। ଅଫିସିଆଲ ସ୍ୱ���୍ଛତା: ଯଦି କାମ ସମ୍ପୂର୍ଣ୍ଣ ସ୍ୱଚ୍ଛ ଭାବେ ହେଉଥାଏ, ତେବେ ଜଣେ ଅଧିକାରୀ ଭିଡିଓ କଲେ ଭୟଭୀତ ହେବାର କାରଣ ନାହିଁ। ଆଇନଗତ ସ୍ଥିତି: କୌଣସି ଅଫିସିଆଲ୍ ଚାମ୍ବରରେ ଭିଡିଓ କରିବାକୁ କିଛି ସର୍ତ୍ତ ଥାଇପାରେ, କିନ୍ତୁ ଏହାକୁ 'ଦୁର୍ବ୍ୟବହାର' ସହ ଯୋଡ଼ି ସିଧା ଏଫଆଇଆର୍ (FIR) କରିବା, ପ୍ରଶାସନିକ କ୍ଷମତାର ଅପବ୍ୟବହାର ଭଳି ଲାଗୁଛି। ସରପଞ୍ଚ ହେଉଛନ୍ତି ଜନସାଧାରଣଙ୍କ ପ୍ରତିନିଧି। ଯଦି ସେ ନିଜ ପଞ୍ଚାୟତର କାର୍ଯ୍ୟ ପାଇଁ ଅଫିସରେ ପ୍ରଶ୍ନ କରୁଛନ୍ତି, ତେବେ ସେ ଅଧିକାରୀଙ୍କୁ ଉତ୍ତରଦାୟୀ (Accountable) କରିବାକୁ ଚେଷ୍ଟା କରୁଛନ୍ତି। ବିଡିଓଙ୍କର କାର୍ଯ୍ୟଶୈଳୀ ଯଦି ସେହି ପ୍ରଶ୍ନକୁ ଚାପି ଦେବା ପାଇଁ ହୋଇଥାଏ, ତେବେ ତାହା ଗଣତନ୍ତ୍ର ପାଇଁ ଚିନ୍ତାର ବିଷୟ।
See More
Nabarathi Bhukta
@Nabarathi34
8 days ago
@TPSouthOdisha
@DMKandhamal
@CMO_Odisha
@EnergyOdisha
@sambad_odisha
କେବେ କଣ ହେଇପାରିବ କୌଣସି ସମ୍ଭାବନା ଅଛି କି ଆପଣଙ୍କ ପାଖରେ
Nabarathi Bhukta
@Nabarathi34
8 days ago
@TPSouthOdisha
ଆଜ୍ଞା ଆମ ଗାଁ ଡ଼ଙ୍ଗା(ବ୍ଲକ-ଖଜୁରୀପଡା ଜିଲ୍ଲା-କନ୍ଧମାଳ ପଂଚାୟତ-ବିଲାବାଡ଼ି) ସାହି ଲୁଦୁଲୁଦି କୁ ବିଦ୍ୟୁତ ସଂଯୋଗ କେବେ ହେବ.ନା ଏମିତି ଅନ୍ଧାରର ରେ ହିଁ ଆମ ଜୀବନ ବିତିବ?????
@DMKandhamal
@CMO_Odisha
@EnergyOdisha
@sambad_odisha
Nabarathi Bhukta
@Nabarathi34
8 days ago
@MohanMOdisha
@narendramodi
ଏତେ ବଡ ଇଂଲିଶ ଲେଖିଛ ଯେ ପ୍ରଥମେ ସେଇଟା ବୁଝୁଛ ତ ଆପଣ
Nabarathi34
retweeted
State Transport Authority, Odisha
@STAOdisha
10 days ago
ପୁରୁଣା ଗାଡ଼ି କିଣିବା କିମ୍ବା ବିକିବା ସମୟରେ ଠକାମିରୁ ବଞ୍ଚନ୍ତୁ! କେବଳ ପରିବହନ ବିଭାଗ ଦ୍ଵାରା ପଞ୍ଜିକୃତ (Registered) ଡିଲରଙ୍କ ଠାରୁ ହିଁ ଗାଡ଼ି କିଣନ୍ତୁ କିମ୍ବା ବିକ୍ରି କରନ୍ତୁ। ସମସ୍ତ ପଞ୍ଜିକୃତ ଡିଲରଙ୍କ ତାଲିକା ଅନଲାଇନରେ ଉପଲବ୍ଧ ରହିଛି। ଆଜି ହିଁ ଭିଜିଟ୍ କରନ୍ତୁ: https://t.co/0pw2BVVVbC
#UsedCarsPurchase
#OnlineServices #Vahan #OdishaTransport #SafeBuying
See More
Nabarathi Bhukta
@Nabarathi34
14 days ago
CJP କୁ ବିରୋଧ କରୁଥିବା ��ୋକଙ୍କୁ ମୋର ଗୋଟିଏ ପ୍ରଶ୍ନ ଯଦି ବିରୋଧ କରୁଛ ତ ତାଙ୍କ ଅଭିଯୋଗ କୁ ବି ଥରେ ଶୁଣିକି ସମାଧାନ କର..... ତା ପରେ ବିରୋଧ କରିବ
Nabarathi34
retweeted
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
18 days ago
ଆମର ପ୍ରତିଶ୍ରୁତି: ଓଡ଼ିଶାର ସମସ୍ତ ଖଣିଜ ସମ୍ପଦରେ ଓଡ଼ିଆମାନଙ୍କର ପ୍ରଭୁତ୍ୱ ରହିବ। ଜିଲ୍ଲା ଖଣିଜ ପାଣ୍ଠିର ସଦୁପଯୋଗ କରାଯିବା ସହ ଓଡ଼ିଆ ଯୁବପିଢିଙ୍କ ପାଇଁ ୭୦ଭାଗ ନିଯୁକ୍ତି ସଂରକ୍ଷଣ ରହିବ ଏହା ସହ ଖଣିଜ ପ୍ରଭାବିତ ��ଞ୍ଚଳର ଲୋକମାନଙ୍କୁ ଖଣିର ଲାଭାଂଶରେ ଅଂଶୀଦାର ମଧ୍ୟ କରିବୁ।
#ସର୍ବାଗ୍ରେଓଡ଼ିଶ
ା
#ସର୍ବାଗ୍ରେଓଡ଼ି
ଆ
See More
Nabarathi Bhukta
@Nabarathi34
19 days ago
ରାଜ୍ୟର ଅବସ୍ଥା ବେହାଲ କିନ୍ତୁ ରାଜ୍ୟପାଳ ଙ୍କ ମୁଁହ ଚୁପ
Nabarathi34
retweeted
Kishor Meher .
@bairakhpali
19 days ago
ଆଉ କେତେ ଦିନ ଏହି ରାଜ୍ୟପାଳ ପଦବୀ ରଖି ଥିବା?.ଗୋଟେ ସାମନ୍ତବାଦୀ ବ୍ୟବସ୍ଥା ଟିଏ କୁ ବଞ୍ଚେଇ ,କିଛି ବୃଦ୍ଧା ବୃଦ୍ଧ ରାଜନେତା ତଥା ଅମଲା ଅବା ଦଳୀୟ ନେତାଙ୍କୁ କର ଦାତାଙ୍କ ଅର୍ଥ ବିନିମୟରେ ପୋଷିବା କେତେ ଦୂର ଠିକ୍!
Nabarathi34
retweeted
Argus News
@ArgusNews_in
19 days ago
#ହାଜତ_ମୃତ୍ୟୁ
: ଥାନାର ସବୁ କର୍ମଚାରୀଙ୍କୁ ବଦଳି କବିସୂର୍ଯ୍ୟନଗର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣା IPS ନିତିଶି କୁମାର ମିଶ୍ରଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି SI ସମୀର ରାଉତ, ASI ବୈକୁଣ୍ଠ ନାଥ ଜେନାଙ୍କୁ ସସ୍ପେଣ୍ଡ କନଷ୍ଟେବଳ ସୁମନ ସାହୁଙ୍କୁ ମଧ୍ୟ ସସ୍ପେଣ୍ଡ ହୋ��ଗାର୍ଡ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରିବାକୁ ନିର୍ଦ୍ଦେଶ ହୋମଗାର୍ଡ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ବହି��୍କାର କରିବାକୁ ନିର୍ଦ୍ଦେଶ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ବଦଳି ନିର୍ଦ୍ଦେଶ #Kabisuryanagar #GanjamPolice #PoliceSuspension #ThirdDegree #OdishaPolice #IPStransfer #PoliceAction #OdishaNews #Balichai #LawAndOrder
See More
Nabarathi Bhukta
@Nabarathi34
19 days ago
@ArgusNews_in
IPS କୁ କାହିଁକି ବହିଷ୍କାର କରାଗଲାଣି
Nabarathi34
retweeted
Titu panda
@Titupanda2
20 days ago
ଏ ଲୋକକୁ ତୁରନ୍ତ ଗିରଫ ��ରାଯାଉ। ଆଜ୍ଞା
@OdishaCe
o ଏଭଳି କରାଯିବ କି SIR? ଆପଣଙ୍କ ନିର୍ଦେଶ ରହିଛି କି? ତୁରନ୍ତ ୟାକୁ ଗିରଫ କରନ୍ତୁ।
@DGPOdish
a
@BJP4Odish
a
@Naveen_Odish
a
Titupanda2's tweet video.
Nabarathi34
retweeted
ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
21 days ago
ଆସନ୍ତା ମାସ ୮ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଆମେ ଏକାଠି ହେବା। ଆମ ଜିଲ୍ଲାର ଆବଶ୍ୟକତା ଗୁଡ଼ିକ ଉପରେ ଆଲୋଚନା କରିବା ଓ ପ୍ରଶାସନ ସହାୟତାରେ ସେଗୁଡ଼ିକ ପୁରଣ କରିବା ପାଇଁ ଚେଷ୍ଟା କରିବା।
#ଆମକନ୍ଧମାଳଆମଦାୟିତ୍ୱ
#ସର୍ବାଗ୍ରେଓଡ଼ିଶା
#ସର୍ବାଗ୍ରେଓଡ଼ିଆ
#ଓଡ଼ିଆପାଇଁଓଡ଼���
ଶ
ା #ଓଡ଼ିଆସ୍ୱାଭିମ
ାନ
See More
Nabarathi34
retweeted
Sujit Sarangi
@SujitSarangi3
23 days ago
ମିଡିଆ ବି ଏକପାଖିଆ. ଯେତେବେଳେ ପିଲା IAS, ଓଏସ ସରକାରୀ ଚାକିରୀ ପାଉଛନ୍ତି ତାଙ୍କ ଘରକୁ ଯାଇ ବାପା ମାଙ୍କ ସାକ୍ଷାତକାର ନେଉଛି. କିନ୍ତୁ ଯେତେବେଳେ କିଏ ଲାଞ୍ଚ ନେଇ ଧରା ପଡୁଛି ସେତବେଳେ ତ କାହିଁକି ଘରକୁ ଯାଇ ତାଙ୍କ ବାପା ମା ଙ୍କୁ ପଚାରୁନି ଯେ ପୁଅ/ଝିଅ ଲାଞ୍ଚ ନେବା ପାଇଁ କାହାଠୁ ପ୍ରେରଣା ପାଇଥିଲେ ବୋଲି?🤔
Last Seen Users on Sotwe
Limon ama Sulu 🍋
Seen from
Turkey
SINCHAN_OME
Seen from
Indonesia
Thích Bú Cu
Seen from
Vietnam
pecintaibu2434
Seen from
Malaysia
toilet slave
Seen from
Jordan
Produk Jawa 🔫
Seen from
Germany
🔞 chica trans venezolana
Seen from
Dominican Republic
Akıncı
Seen from
Turkey
jojoe225544
Seen from
Thailand
Vince™
Seen from
Kenya
Trends for you
1
Juneteenth
Under 10K tweets
2
Fauci
Under 10K tweets
3
Good Saturday
Under 10K tweets
4
Iran
Under 10K tweets
5
Australia
Under 10K tweets
6
Israel
Under 10K tweets
7
Lebanon
Under 10K tweets
8
#USMNT
Under 10K tweets
9
#SmackDown
Under 10K tweets
10
Turkey
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.9M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.3M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫