Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Spiritual Knowledge Odia
@OdiaSpiritual
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ JaiJagannatha
Bhubaneswar
Joined September 2021
20
Following
42
Followers
638
Posts
Spiritual Knowledge Odia
@OdiaSpiritual
26 days ago
ନଟିଆ ଠାକୁରଙ୍କ ମୁଣ୍ଡରେ ନଟଖଟିଆ ଟାହିଆ ନଥିବ, ଏ କଥା କେମିତି ସହିହେବ? ତଥାପି ତୋର ସେ ଚକା ଚକା ନୟନ, ସେ ଅପୂର୍ବ ହସ ଓ ଅନନ୍ତ କରୁଣା ଭକ୍ତ ହୃଦୟକୁ ଆଜି ବି ଆନ୍ଦୋଳିତ କରୁଛି। ମହାବାହୁଙ୍କୁ ଦେଖିବା ପାଇଁ ଅସଂଖ୍ୟ ଭକ୍ତଙ୍କ ମନ ବ୍ୟାକୁଳ ହୋଇଉଠିଛି। ହଲି ଦୋହଲି ଆସୁଛନ୍ତି କାଳିଆ ସାଆନ୍ତ।
@arvindpadhee
@SJTA_Puri
See More
Spiritual Knowledge Odia
@OdiaSpiritual
26 days ago
ଆରେ କାଳିଆ, କାହିଁ ତୋ ଟାହିଆ... କାହିଁକି ମୁହଁ ଶୁଖି ଯାଇଛି ତୋର, କାଳିଆ? କିଛି ଅବ୍ୟବସ୍ଥା ହେଲା କି? କାହିଁକି ବିନା ଟାହିଆରେ ଆସିଲୁ ତୁ? ତୋର ସେ ପ୍ରିୟ ନଟଖଟିଆ ଟାହିଆ କାହିଁ? ଏ କି ବିଡ଼ମ୍ବନା ପ୍ରଭୁ! ମନ ମାନୁନି, ଆଖି ବିଶ୍ୱାସ କରୁନି।
#SpiritualKnowledgeOdia
#SJTA
Spiritual Knowledge Odia
@OdiaSpiritual
27 days ago
ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ l
#SpiritualKnowledgeOdia
#JayJagannath
#RathYatra
#PuriDham
#RathaYatra2026
#RathJatra
#Puri
#Odisha
See More
Spiritual Knowledge Odia
@OdiaSpiritual
almost 2 years ago
ଆଜି କାର୍ତ୍ତିକ ମାସର ପ୍ରଥମ ଗୁରୁବାରରେ ମା' ତୋରଣ ଲକ୍ଷ୍ମୀଙ୍କ ଅପୂର୍ବ ଦର୍ଶନ🙏 https://t.co/jURY4sKYyh
#SpiritualKnowledgeOdia
#JayJagannatha
#JayJagannath
#JaiJagannatha
#PuriDham
#ShreeMandira
#SanskrutiOdia
#Srimandir
#ShreeMandir
#JagannathDarshanPuri
#Puri
#Odisha
#JagannathPuri
See More
Who to follow
Anurag singh
@AnchorAnurag
TV journalist, Cricket lover... Anchor @TNNavbharat
Earth Care Awards
@EarthCareAwards
The Awards is aimed at highlighting & awarding the actions of direct relevance to India to tackle challenges posed by climate change mitigation and adaptation.
Chandrakanti ( ଚୁଟକି )
@ChandrakantiPr3
https://t.co/RLFxLLCxCJ Nursing graduate, #Nursing_Officer,#Govt_of_Odisha #Writer 🖊️#ଗଳ୍ପକାନ୍ତି #Poetic_Nurse 🥰 #His_Beloved 🌙 #ବାପାମାଆ😘 #ଓଡ଼ିଆ_ଝିଅ #ଜୟ_ଜଗନ୍ନାଥ
Spiritual Knowledge Odia
@OdiaSpiritual
about 2 years ago
ରଥରେ ମହାପ୍ରଭୁଙ୍କ 'ସୁନାବେଶ' କାହିଁକି ହୁଏ ? ହରିଶୟନ ଏକାଦଶୀ କ'ଣ ଏହାର ମାହାତ୍ମ୍ୟ ଜାଣନ୍ତୁ ? https://t.co/nIZq54VDym
Spiritual Knowledge Odia
@OdiaSpiritual
about 2 years ago
ଜୟ ଜଗନ୍ନାଥ
@IPR_Odisha
@MohanMOdisha
@SJTA_Puri
@arvindpadhee
Abhaya Kumar Behera
@AbhayaTalcher
about 2 years ago
ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ X ପୋଷ୍ଟ ହେଉଥିବା ଭିଡିଓ ଏବଂ ଫୋଟଚିତ୍ରର ମାନକୁ ବଢାନ୍ତୁ। ପୂର୍ବରୁ ପୋଷ୍ଟ ହେଉଥିବା ଭିଡିଓ ଓ ଫୋଟଚିତ୍ର ଖୁବ୍ ଉନ୍ନତ ଥିଲା, ଏବେ ଏହାର Picselକୁ ଯଥେଷ୍ଟ କମ୍ କରାଯାଉଛି। ଯାହାକି କୋରାନା ସମୟରେ ଉଚ୍ଚକୋଟୀର ଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦୟାକରି ଧ୍ୟାନ ଦିଅନ୍ତୁ।
@arvindpadhee
See More
Spiritual Knowledge Odia
@OdiaSpiritual
about 2 years ago
ଆମେ ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉପାସନା କରିବା ଠିକ୍ ନୁହେଁ ? ଶୁଣନ୍ତୁ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ମୁଖରୁ ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉପାସନା ନକରିବା କାରଣ ? ସଂପୂର୍ଣ୍ଣ ଭିଡିଓ ଦେଖନ୍ତୁ ମତାମତ ନିଶ୍ଟୟ ଦିଅନ୍ତୁ ଜୟ ଜଗନ୍ନାଥ ସ୍ବାମୀ Plz Watch & Share & Subscribe 🙏⭐🙏 https://t.co/OKzJag3f2e
Spiritual Knowledge Odia
@OdiaSpiritual
about 2 years ago
ରଜ ସଂକ୍ରାନ୍ତିରେ ଦକ୍ଷିଣଦ୍ବାର ମହାବୀରଙ୍କ ଦିବ୍ୟ ଆଳତି🙏 https://t.co/CiSAEB0mYy
Spiritual Knowledge Odia
@OdiaSpiritual
about 2 years ago
ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର। ନୂତନ ସରକାରଙ୍କ ପ୍ରଥମ ନିଷ୍ପତ୍ତି । ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତି ପରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହି ଭକ୍ତମାନଙ୍କ ପାଇଁ ଚାରିଦ୍ୱାର ଖୋଲାଯିବ।... ଜୟ ଜଗନ୍ନାଥ ମହାପ୍ରଭୁ🙏
#Spiritualknowledgeodia
#JayJagannath
@MohanMajhiBJP
See More
Spiritual Knowledge Odia
@OdiaSpiritual
about 2 years ago
ବର୍ଷା ପାଇଁ ଅଧାରେ ଅଟକିଲା ମହାପ୍ରଭୁଙ୍କ ଚାପ🙏 https://t.co/rUqAp9upDn
Spiritual Knowledge Odia
@OdiaSpiritual
about 2 years ago
ଆଜି ଚନ୍ଦନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି 🙏 https://t.co/KMRGMasSMY
Spiritual Knowledge Odia
@OdiaSpiritual
about 2 years ago
ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରୀ ଚାପରେ ମହାପ୍ରଭୁ🙏 https://t.co/A86XcdEu8E
Spiritual Knowledge Odia
@OdiaSpiritual
about 2 years ago
⭕ ଆଜି ନୃସିଂହ ଚତୁର୍ଦ୍ଦଶୀ ⭕ ବ୍ରହ୍ମାଙ୍କ ମୁଖରୁ ଉଚ୍ଚାରିତ ମହାଶକ୍ତିଶାଳୀ ନୃସିଂହମନ୍ତ୍ର:- ଓଁ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବୋତୋମୁଖମ୍ | ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ମୃତ୍ୟୋଂ ନମାମ୍ୟହମ୍ || https://t.co/Xek2D1MnfI
Spiritual Knowledge Odia
@OdiaSpiritual
about 2 years ago
ନରେନ୍ଦ୍ରରେ ଚାପ ଖେଳି ଶ୍ରୀମନ୍ଦିରକୁ ବାହୁଡିଲେ ମହାପ୍ରଭୁ🙏 https://t.co/ZYx6vCxe6k
Spiritual Knowledge Odia
@OdiaSpiritual
over 2 years ago
ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ🙏 Watch Full Video In YouTube 👇👇👇 https://t.co/imvflXowOM
#PadmaBesha
#JaiJagannatha
#Spiritualknowledgeodia
#PadmaBesha
#Padma
#Besha
#ପଦ୍ମବେଶ
#Padmabesha
#Padmabesha2024
Spiritual Knowledge Odia
@OdiaSpiritual
about 3 years ago
ମହାପ୍ରଭୁଙ୍କ ଅପାର କୃପା, ଆପଣମାନଙ୍କ ଭଲ ପାଇବା ପାଇଁ ଆମ ୟୁଟ୍ୟୁବ ଚ୍ୟାନାଲ 100K ସବସ୍କାଇବର ଛୁଇଁ ପାରିଛି। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ । ଆପଣଙ୍କ ଏହି ଭଲ ପାଇବା ଏହିଭଳି ଜାରିରହୁ। ମହାପ୍ରଭୁ ଏହିଭଳି ଆଶୀର୍ବୀଦ କରୁଥାନ୍ତୁ। ଜୟ ଜଗନ୍ନାଥ 🙏 https://t.co/eRf1IJrkoE
#JaiJagannatha
#100ksubscribes
#100k
See More
Spiritual Knowledge Odia
@OdiaSpiritual
about 3 years ago
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକୁ ପହଣ୍ଡି ବିଜେ ଅପୂର୍ବ ଦୃଶ୍ୟ ⭕❗⭕🙏 'Pahandi Bije' of 'Mahaprabhu Shree Jagannatha' to 'Nandighosha Ratha'.
#RathaYatra
#Spiritualknowledgeodia
#RathaYatra2023
#JaiJagannatha
#ShreeMandira
#SanskrutiOdia
#RathaYatra2023
#Pahandi
See More
Spiritual Knowledge Odia
@OdiaSpiritual
about 3 years ago
ଭକ୍ତିମୟ ପରିବେଶରେ ମା' ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ପହଣ୍ଡି ବିଜେ ଅପୂର୍ବ ଦୃଶ୍ୟ 🙏 Pahandi Bije of 'Maa Subhadra' to 'Darpadalana ratha'.
#RathaYatra
#Spiritualknowledgeodia
#RathaYatra2023
#JayJagannatha
#JaiJagannatha
#ShreeMandira
#SanskrutiOdia
#RathaYatra2023
#JayJagannatha
#Pahandi
See More
Spiritual Knowledge Odia
@OdiaSpiritual
about 3 years ago
ଭକ୍ତିମୟ ପରିବେଶରେ ବଡ଼ଠାକୁର ଶ୍ରୀବଳଭଦ୍ର ତାଳଧ୍ଵଜ ରଥକୁ ପହଣ୍ଡି ବିଜେର ଅପୂର୍ବ ଦୃଶ୍ୟ 🙏 'Pahandi Bije' of 'Badathakura Shree Balabhadra' to the 'Taladhwaja Ratha'.
#RathaYatra
#Spiritualknowledgeodia
#RathaYatra2023
#JaiJagannatha
#ShreeMandira
#SanskrutiOdia
#RathaYatra2023
#Pahandi
See More
Spiritual Knowledge Odia
@OdiaSpiritual
about 3 years ago
ଶ୍ରୀସୁଦର୍ଶନ ଦେବ ରଥକୁ ପହଣ୍ଡି ବିଜେ ଅପୂର୍ବ ଦୃଶ୍ୟ 🙏 The 'Pahandi Bije' of Shree 'Sudarshana Deba'.
#RathaYatra
#Spiritualknowledgeodia
#RathaYatra2023
#JayJagannatha
#JaiJagannatha
#ShreeMandira
#SanskrutiOdia
#JayJagannatha
#RathaYatra2023
#Pahandi
Last Seen Users on Sotwe
HariGeetha23
Seen from
India
yang enak enak
Seen from
Indonesia
gdsfbsdu
فحل من بغداد جاد
Daddy Adam 🐻
Seen from
Belgium
سالب جزائري 🇩🇿
Seen from
Canada
revandi handika
Seen from
Malaysia
TK.
Seen from
Thailand
حمزة الجزائري
Seen from
Algeria
عاشق النيج من بغداد
Trends for you
1
Christmas Day
Under 10K tweets
2
Good Tuesday
Under 10K tweets
3
Colombia
Under 10K tweets
4
#WWERaw
Under 10K tweets
5
#Madden27
Under 10K tweets
6
#teenageer
Under 10K tweets
7
Woke 1
Under 10K tweets
8
Haiti
Under 10K tweets
9
WNBA
Under 10K tweets
10
Taco Tuesday
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.5M followers
9
KATY PERRY
@katyperry
89.1M followers
10
Taylor Swift
@taylorswift13
83M followers
11
Lady Gaga
@ladygaga
74.5M followers
12
Virat Kohli
@imvkohli
72M followers
13
Kim Kardashian
@kimkardashian
70.5M followers
14
YouTube
@youtube
68.8M followers
15
Neymar Jr
@neymarjr
64.9M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.1M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫