Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Odisha Audiobook
@OdishaAudiobook
Odisha Audiobook is an initiative to make Odia audio short stories and audio poems. Do send your stories and poems at
[email protected]
.
Joined June 2021
53
Following
103
Followers
23
Posts
OdishaAudiobook
retweeted
Odisha Audiobook
@OdishaAudiobook
about 3 years ago
"ଅରକ୍ଷିତକୁ ଦଇବ ସାହା" | ArakhitaKu Daiba Saha Story:
@_sr1970
Storyteller:
@directorsanjay
#ଅରକ୍ଷିତକୁ_ଦଇବ_ସାହା
|
#Arakhita_Ku_Daiba_Saha
#OdishaAudiobook
https://t.co/QonaYw69VO
Odisha Audiobook
@OdishaAudiobook
about 3 years ago
"ଅରକ୍ଷିତକୁ ଦଇବ ସାହା" | ArakhitaKu Daiba Saha Story:
@_sr1970
Storyteller:
@directorsanjay
#ଅରକ୍ଷିତକୁ_ଦଇବ_ସାହା
|
#Arakhita_Ku_Daiba_Saha
#OdishaAudiobook
https://t.co/QonaYw69VO
OdishaAudiobook
retweeted
Odisha Audiobook
@OdishaAudiobook
almost 4 years ago
ଯଦି ଆପଣଙ୍କ ପାଖରେ କିଛି ସମୟ ଅଛି ତେବେ ଏଇ ଗଳ୍ପ "ଜୁବିଲି ପାର୍କ" ଟିକୁ ଇଅରଫୋନ ଲଗେଇ ଶୁଣନ୍ତୁ I ମତାମତ ଅପେକ୍ଷାରେ I ଭଲ ଲାଗିଲେ ଶେୟାର କରନ୍ତୁ ନିଜ ବନ୍ଧୁମାନଙ୍କ ସହିତ I ଗଳ୍ପ:
@pureodiasaswata
ବର୍ଣ୍ଣନା:
@directorsanjay
#OdishaAudiobook
#Story
#JubileePark
#Baripada
https://t.co/R6f6kFIClq
Odisha Audiobook
@OdishaAudiobook
almost 4 years ago
ଯଦି ଆପଣଙ୍କ ପାଖରେ କିଛି ସମୟ ଅଛି ତେବେ ଏଇ ଗଳ୍ପ "ଜୁବିଲି ପାର୍କ" ଟିକୁ ଇଅରଫୋନ ଲଗେଇ ଶୁଣନ୍ତୁ I ମତାମତ ଅପେକ୍ଷାରେ I ଭଲ ଲାଗିଲେ ଶେୟାର କରନ୍ତୁ ନିଜ ବନ୍ଧୁମାନଙ୍କ ସହିତ I ଗଳ୍ପ:
@pureodiasaswata
ବର୍ଣ୍ଣନା:
@directorsanjay
#OdishaAudiobook
#Story
#JubileePark
#Baripada
https://t.co/R6f6kFIClq
Who to follow
ପତିତପାବନ ପାଣି | Patitapaban Pani
@pani_patita
Techie By Proffesion & Writer by Passion | “ଆଞ୍ଜୁଳାଏ ଅଭିମାନ, ଏମିତି ଏ ନୀରବତା, ତୁମ ପରେ ତୁମେ ” ର ଶିଳ୍ପୀ | ସମ୍ପାଦକ : ଗୌରୀପ୍ରଭା
Soumendra Kumar Sahoo
@soumendrak_
📊 AI #Observability Architect at @PepsiCo 💼 Prev worked at @FreshworksInc, @IBM, @Wipro, @Accenture, & @TCS 🎓M. Tech in Data Science from @bitspilaniindia
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️
@pureodiasaswata
Proud Odia | Odisha | Digital Arts | Nature | Culture | Food | Literature | Music | Politics | Society | Self | Technology | Travel | ODISHA Tales |
Odisha Audiobook
@OdishaAudiobook
over 4 years ago
ତୁମେ ଆସିଲ ଜୀବନ ପୁସ୍ତକ ପୃଷ୍ଠାରେ ଅଜଣା, ଅଚିହ୍ନା ଶବ୍ଦଟିଏ ହୋଇ... ତୁମ ଅର୍ଥ ବୁଝି ଏତେ ଭଲ ଲାଗିଲା ଯେ, ସେଇ ପୃଷ୍ଠାରେ ରହିଗଲି ପୁସ୍ତକଚିହ୍ନ ହୋଇ... ଲେଖା:
@pureodiasaswata
ଆବୃତ୍ତି:
@directorsanjay
#OdishaAudiobook
#Reels
#Shorts
OdishaAudiobook's tweet video.
Odisha Audiobook
@OdishaAudiobook
over 4 years ago
ଯେତେ ବୁଝେଇଲେ, କଣ ଏ ମନ ଆଉ ବୋଲ ମାନୁଛି? ହୁଁ, ଦୋଷ ବା ଆଉ କାହାକୁ ଦେବି ? ମାସଟା ପା ଫେବୃୟାରୀ ଚାଲିଛି... ଲେଖା:
@directorsanjay
ଆବୃତ୍ତି:
@directorsanjay
#OdishaAudiobook
#Reels
#Shorts
OdishaAudiobook's tweet video.
Odisha Audiobook
@OdishaAudiobook
over 4 years ago
କଳା ଧଳା ସ୍ମୃତି ସବୁ ହାତରେ ନେଇ, ସମୟ ପଥରେ, ମନ ବୁଲି ବାହାରିଛି... କାଳେ ହଜିଯିବ, ସେ ପୁରୁଣା ପଥରେ... ହୃଦୟକୁ ବି ସାଙ୍ଗରେ ନେଇଯାଇଛି... ଲେଖା:
@pureodiasaswata
ଆବୃତ୍ତି:
@directorsanjay
#OdishaAudiobook
#Reels
#Shorts
OdishaAudiobook's tweet video.
Odisha Audiobook
@OdishaAudiobook
over 4 years ago
ପ୍ରେମର ସାତ ରଙ୍ଗ "ଶାଶ୍ଵତ" ପ୍ରେମରେ ହୃଦୟର ସ୍ପନ୍ଦନ "ଶାଶ୍ଵତ" ପ୍ରେମ ଚଳପଥରେ ପ୍ରତିଟି ପାଦଚିହ୍ନ "ଶାଶ୍ଵତ" ପ୍ରେମିକା ସହିତ ପ୍ରତିଟି ମୁହୂର୍ତ୍ତ "ଶାଶ୍ଵତ" ଯେଉଁ ପ୍ରେମ "ଶାଶ୍ଵତ" ନୁହେଁ, ସେ ପ୍ରେମ, ପ୍ରେମ ନୁହେଁ… ଲେଖା:
@pureodiasaswata
ଆବୃତ୍ତି:
@directorsanjay
#OdishaAudiobook
#Reels
#Shorts
See More
OdishaAudiobook's tweet video.
Odisha Audiobook
@OdishaAudiobook
over 4 years ago
ନିଶାର୍ଦ୍ଧରେ ଝରକା ଖୋଲି ବେଳେବେଳେ ମୁଁ ଭାବେ... ଚାହିଁ ଆକାଶରେ ହସୁଥିବା ଜହ୍ନକୁ, ଝିଲ୍ ମିଲ୍ ତାରାକୁ, ପଡୁଥିବା ଝିପିଝିପି ବର୍ଷାକୁ, ମହକୁଥିବା ରଜନୀଗନ୍ଧାକୁ... ଏ ରାତି କଣ ସରିବନି? ସୂର୍ଯ୍ୟ କଣ ଆଉ ଫେରିବନି? ଲେଖା:
@pureodiasaswata
ଆବୃତ୍ତି:
@directorsanjay
#OdishaAudiobook
#Reels
#Shorts
See More
OdishaAudiobook's tweet video.
Odisha Audiobook
@OdishaAudiobook
over 4 years ago
@TapaswiniPatra4
@pureodiasaswata
@directorsanjay
🙏
Odisha Audiobook
@OdishaAudiobook
over 4 years ago
ତୁ କୁହୁଡ଼ିର କ୍ଷଣସ୍ଥାୟୀ ରୂପେଲି ଧୂଆଁ, ମୁଁ ସୂର୍ଯ୍ୟ ଆଲୋକରେ ସ୍ବପ୍ନ ଅସରନ୍ତି... ତୁ ମରୀଚିକାରେ କୁହୁଳୁଥିବା ଜଳମଗ୍ନ ନିଆଁ, ମୁଁ ଗ୍ରୀଷ୍ମଦିନ ରାସ୍ତାର ଧୂଳୀଭରା ମାଇଲଖୁଣ୍ଟି... ଲେଖା:
@pureodiasaswata
ଆବୃତ୍ତି:
@directorsanjay
#OdishaAudiobook
#Reels
#Shorts
OdishaAudiobook's tweet video.
Odisha Audiobook
@OdishaAudiobook
over 4 years ago
@LRana_IN 🙏
Odisha Audiobook
@OdishaAudiobook
over 4 years ago
ଏହି ଭଳି ଚାରି ଧାଡ଼ିରେ ଲେଖା କିଛି କେବେ ନିଜେ ଲେଖିଛନ୍ତି ଯଦି ପଠେଇବେ । ତାକୁ ଦେବା ନୂଆ ରୂପ,କ୍ଷୁଦ୍ର Audio Visual ତିଆରି କରି । ଆମ email id:
[email protected]
#OdishaAudiobook
Odisha Audiobook
@OdishaAudiobook
over 4 years ago
କେବେ ଭିଡ଼ ଭିତରେ ଚିହ୍ନା ଚେହେରା ଖୋଜିଛି.. କେବେ ନିଶବ୍ଦ ରାତିରେ ନୀରବତା ଖୋଜିଛି... କେବେ ରାତିରେ ଦିନ, ଦିନରେ ରାତିକୁ ଖୋଜିଛି... କେବେ ନିଜ ଭିତରେ ମୁଁ ନିଜକୁ ଖୋଜିଛି... ଲେଖା:
@pureodiasaswata
ଆବୃତ୍ତି:
@directorsanjay
#OdishaAudiobook
#Reels
#Shorts
OdishaAudiobook's tweet video.
Odisha Audiobook
@OdishaAudiobook
over 4 years ago
କେବେ ଭିଡ଼ ଭିତରେ ଚିହ୍ନା ଚେହେରା ଖୋଜିଛି.. କେବେ ନିଶବ୍ଦ ରାତିରେ ନୀରବତା ଖୋଜିଛି... କେବେ ରାତିରେ ଦିନ, ଦିନରେ ରାତିକୁ ଖୋଜିଛି... କେବେ ନିଜ ଭିତରେ ମୁଁ ନିଜକୁ ଖୋଜିଛି... ଲେଖା:
@pureodiasaswata
ଆବୃତ୍ତି:
@directorsanjay
#OdishaAudiobook
#Reels
#Shorts
OdishaAudiobook's tweet video.
Odisha Audiobook
@OdishaAudiobook
over 4 years ago
@GALPAKABITA
ଧନ୍ୟବାଦ 🙏 ଆଜ୍ଞା ପଠେଇପାରିବେ 🙏
Odisha Audiobook
@OdishaAudiobook
over 4 years ago
ପଠେଇଲେଣି ?
Odisha Audiobook
@OdishaAudiobook
over 4 years ago
ଆପଣଙ୍କ ଲିଖିତ କ୍ଷୁଦ୍ର ଗଳ୍ପ, କବିତା ଅଥବା ନିଜସ୍ୱ ଅନୁଭୂତିକୁ, ଓଡ଼ିଶା Audiobook ମାଧ୍ୟମରେ ଶତାଧିକ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମ ସହ ସମ୍ପର୍କ କରନ୍ତୁ। ମନୋନୀତ ଗଳ୍ପ କିମ୍ବା କବିତାର ଲେଖକ/ଲେଖିକାଙ୍କୁ ଉପଯୁକ୍ତ ଶ୍ରେୟ ଦିଆଯିବ ।
#OdishaAudioBook
Odisha Audiobook
@OdishaAudiobook
over 4 years ago
ଆପଣଙ୍କ ଲିଖିତ କ୍ଷୁଦ୍ର ଗଳ୍ପ, କବିତା ଅଥବା ନିଜସ୍ୱ ଅନୁଭୂତିକୁ, ଓଡ଼ିଶା Audiobook ମାଧ୍ୟମରେ ଶତାଧିକ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମ ସହ ସମ୍ପର୍କ କରନ୍ତୁ। ମନୋନୀତ ଗଳ୍ପ କିମ୍ବା କବିତାର ଲେଖକ/ଲେଖିକାଙ୍କୁ ଉପଯୁକ୍ତ ଶ୍ରେୟ ଦିଆଯିବ ।
#OdishaAudioBook
Odisha Audiobook
@OdishaAudiobook
over 4 years ago
"ନେମ ମାଉସୀର ନାଲିଆ ବେଡ଼ସିଟ୍" | Nema MausiRa Nalia Bedsheet Story: Stalin Das Storyteller:
@directorsanjay
#ନେମ_ମାଉସୀର_ନାଲିଆ_ବେଡ଼ସିଟ୍
#Nema_MausiRa_Nalia_Bedsheet
#OdishaAudiobook
https://t.co/L1WyKppxqm
Odisha Audiobook
@OdishaAudiobook
about 5 years ago
"ନେମ ମାଉସୀର ନାଲିଆ ବେଡ଼ସିଟ୍" | Nema Mausira Nalia Bedsheet ମୁକ୍ତିଲାଭ ଅପେକ୍ଷାରେ... RELEASING SOON...
#ନେମ_ମାଉସୀର_ନାଲିଆ_ବେଡ଼ସିଟ୍
#NemaMausiraNaliaBedsheet
#OdishaAudiobook
https://t.co/Oe5YkbCv95
Odisha Audiobook
@OdishaAudiobook
about 5 years ago
“ଆସ ଗୋ ପ୍ରିୟେ” | Asa Go Priye Poem:
@pureodiasaswata
Recitation:
@directorsanjay
#ଆସ_ଗୋ_ପ୍ରିୟେ
#AsaGoPriye
#OdishaAudiobook
https://t.co/1RSloxfZ4J
Last Seen Users on Sotwe
balok kayu
Seen from
Indonesia
George_ Kavla🇦🇱🏳️🌈
Seen from
Greece
Smellyfootguy121
Seen from
United States
Koleksiyon Premium
Seen from
Singapore
🕸️MILF LOVE🕸️
Seen from
Turkey
Indo Viral Tiktok
Seen from
Indonesia
Tristin Caleb
Seen from
United States
Baka_Neko🔞
Seen from
Netherlands
ร้านค้าบางปะกง
XEN
Seen from
Vietnam
Trends for you
1
Olivia Miles
Under 10K tweets
2
Dodgers
Under 10K tweets
3
Dana Bash
Under 10K tweets
4
Rays
Under 10K tweets
5
Mitch Keller
Under 10K tweets
6
Junior
Under 10K tweets
7
Carville
Under 10K tweets
8
Max Miller
Under 10K tweets
9
Jordan Salinas
Under 10K tweets
10
Brewers
Under 10K tweets
Most Popular Users
1
Elon Musk
@elonmusk
241.1M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.8M followers
10
Taylor Swift
@taylorswift13
82.7M followers
11
Lady Gaga
@ladygaga
74.2M followers
12
Virat Kohli
@imvkohli
71.6M followers
13
Kim Kardashian
@kimkardashian
70.3M followers
14
YouTube
@youtube
68.7M followers
15
Bill Gates
@billgates
64.5M followers
16
Neymar Jr
@neymarjr
64.5M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
61.8M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫