Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Odisha Sports Journalists Association (OSJA)
@OdishaOsja
Hello and Welcome to the Official Twitter handle of Odisha Sports Journalists Association.
Bhubaneswar
Joined August 2020
107
Following
375
Followers
185
Posts
Odisha Sports Journalists Association (OSJA)
@OdishaOsja
12 days ago
@sports_odisha
ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଜଣାଶୁଣା ଫୁଟବଲ୍ କୋଚ୍ ଶୁଭେନ୍ଦୁ ପଣ୍ଡା, ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ପ୍ୟାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ
@sports_odisha
@IndiaSports
Odisha Sports Journalists Association (OSJA)
@OdishaOsja
12 days ago
କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ । ଏହି ଅବସରରେ କ୍ରୀଡ଼ା ସଚିବ ଭୂପେନ୍ଦ୍ର ସିଂହ ପୁନିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।
#WorldSportsJournalistsDay
OdishaOsja
retweeted
Odisha Sports
@sports_odisha
12 days ago
ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ବିଶ୍�� କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କ୍ରୀଡ଼ା ସାମ୍ବାଦିକମାନଙ୍କର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶାରେ ତୃଣମୂଳ ସ୍ତରରୁ ଶୀର୍ଷ ପର୍ଯ୍ୟନ୍ତ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଓଡ଼ିଶାର ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଯୋଗ ଦେଇଥିବା ବେଳେ ଚିତ��ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। #WorldSportsJournalistsDay
See More
Odisha Sports Journalists Association (OSJA)
@OdishaOsja
4 months ago
କାର୍ଯ୍ୟକାରୀ କମିଟିରେ କେ. ରବି, ସମ୍ବିତ ମହାପାତ୍ର, ଜ୍ଞାନରଂଜନ ମିଶ୍ର, ଡି. ନିରଂଜନ ରେଡ୍ଡୀ, ଶକ୍ତି ପ୍ରସାଦ ନନ୍ଦ, ବେଣୁଧର ଦାସ, ତୁଷାର କୁମାର ସେନାପତି ସ୍ଥାନ ପାଇଛନ୍ତି। ସନ୍ଦୀପ ମିଶ୍ର ପୌରୋହିତ୍ୟ କରିଥିବାବେଳେ ସମୀକ୍ଷା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Who to follow
Hockey Association of Odisha
@OdishaHockey
Official Account of Hockey Association of Odisha #ଓଡ଼ିଶାରଖେଳ
Bimal Kumar Raul ବିମଳ କୁମାର ରାଉଳ
@KumarBimal3
Journalist and Odia Story teller # ଈଶ୍ବର ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ ସଂକଳନ)
Satyasundar Barik
@satyabarik
Journalist with The Hindu https://t.co/zqzGhor8yY Ex-PTI, Ex-Asian Age
Odisha Sports Journalists Association (OSJA)
@OdishaOsja
4 months ago
ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ସାଧାରଣ ପରିଷଦ ବୈଠକ (ଏଜିଏମ୍) ଶନିବାର ଭୁବନେଶ୍ବରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ୨୦୨୫-୨୬ ଆର୍ଥିକ ବର୍ଷର ଆୟବ୍ୟୟ ଉପସ୍ଥାପନ ସହିତ ୨୦୨୬-୨୭ କାର୍ଯ୍ୟ ଖସଡ଼ା ନିର୍ଦ୍ଧାରଣ କରାଯାଇଥିଲା।
Odisha Sports Journalists Association (OSJA)
@OdishaOsja
4 months ago
ଅନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉପ-ସଭାପତି ଭାବେ ହିମାଂଶୁପତି ମିଶ୍ର, ସଂଜୀବ ବିଶ୍ବାଳ, ଦେବୀପ୍ରସନ୍ନ ମହାନ୍ତି ଏବଂ ��ୁଗ୍ମ ସମ୍ପାଦକ ଭାବେ ଦେବାଶିଷ ସୁନ୍ଦରାୟ, ଶୁଭଲକ୍ଷ୍ମୀ ବଳ, ବିମଳ କୁମାର ରାଉଳ ମନୋନୀତ ହୋଇଛନ୍ତି।
Odisha Sports Journalists Association (OSJA)
@OdishaOsja
6 months ago
��୍ୟାଡ୍ମିଣ୍ଟନ୍ର ବିଶ୍ବସ୍ତରୀୟ ଭିତ୍ତିଭୂମି ‘ସଟଲ୍’ ପରିସରରେ ସର୍ବନିମ୍ନ ଆବଶ୍ୟକତା ସହିତ ଏକ ମିଡିଆ ସେଣ୍ଟର୍ କରାଯିବ ବୋଲି ଓସ୍ଜାର ବିଭିନ୍ନ ଦାବି ପ୍ରସଙ୍ଗରେ ନିଜ ବକ୍ତବ୍ୟ ବେଳେ ଘୋଷଣା କରିଥିଲେ ମନ୍ତ୍ରୀ।
Odisha Sports Journalists Association (OSJA)
@OdishaOsja
6 months ago
ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ, ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀ ଏବଂ କ���ରୀଡ଼ା ପ୍ରୋତ୍ସାହନରେ ବିଶେଷ ଅବଦାନ ରଖୁଥିବା ଏମ୍ଜିଏମ୍ ଗ୍ରୁପ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଛି।
Odisha Sports Journalists Association (OSJA)
@OdishaOsja
6 months ago
ପ���ରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସମ୍ମାନିତ ��ତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ।
Odisha Sports Journalists Association (OSJA)
@OdishaOsja
6 months ago
ଏ କ୍ଷେତ୍ରରେ ଯଦି କୌଣସି ପ୍ରତିବଂଧକ ଆସୁଛି କି ପ୍ରସ୍ତାବ ରହିଛି ଆମ ଦୃଷ୍ଟିକୁ ଆଣିବାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅନୁରୋଧ କରିଥିଲେ। ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକାକୁ ସ୍ବୀକୃତି ଜଣାଇବା ସହ ଖୁବ୍ ଶୀଘ୍ର କଳିଙ୍ଗ ଷ୍ଟାଡିୟମ୍ରେ ଏକ କ୍ରୀଡ଼ା ସଂଗ୍ରହାଳୟର ବ୍ୟବସ୍ଥା କରାଯିବ।
Odisha Sports Journalists Association (OSJA)
@OdishaOsja
6 months ago
ସରକାରଙ୍କ କ୍ରୀଡ଼ା ବ୍ୟବସ୍ଥା ବ୍ୟତୀତ ସାମ୍ବାଦିକତା ହିଁ ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ ଯାହା କ୍ରୀଡ଼ା ଓ କ୍ରୀଡ଼ା ବିକାଶରେ ଉପଯୁକ୍ତ ଯୋଗଦାନ ରଖୁଛି। ସରକାର ଏବେ ଓଡ଼ିଶାରେ ତୃଣମୂଳସ୍ତରରୁ ଖେଳର ସାମଗ୍ରିକ ବିକାଶ ପାଇଁ କାମ କରୁଛନ୍ତି।
Odisha Sports Journalists Association (OSJA)
@OdishaOsja
6 months ago
ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ‘ଓସ୍ଜା’ ବା ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ୨୦୧୮ମସିହାରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ‘ଓସ୍ଜା’ର ସ��ାପତି ସନ୍ଦୀପ ମିଶ୍ର ପୌରୋହିତ୍ୟ କରିବା ସହ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ସୁରେଶ ସ୍ବାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
Odisha Sports Journalists Association (OSJA)
@OdishaOsja
10 months ago
କଳିଙ୍ଗ ଷ୍ଟାଡିୟମ୍ରେ ମଙ୍ଗଳବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ସ୍ମରଣିକାକୁ କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ମନ��ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ)ର ସଭାପତି ତଥା ବିଧାୟକ ଟଙ୍କଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛିନ୍ତି
See More
OdishaOsja
retweeted
Odisha Sports
@sports_odisha
11 months ago
ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରି ଦେଶ ତଥା ରାଜ୍ୟ ପାଇଁ ସୁନାମ ଆଣିଥିବା କ୍ରୀଡ଼ାବି���୍ ଏବଂ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ, ଶ��
ରୀ @DrHariBa
buK ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀ, କ୍ରୀଡ଼ା ଓ ଯୁବସେବା ବିଭାଗ, ଶ୍
ରୀ @suryabanshi
bjp, ବିଧାୟକ, ଏକାମ୍ର, ଶ୍
ରୀ @babusinghodi
sha, କ୍ରୀଡ଼ା ସଚିବ ଶ୍
ରୀ @sachinramjad
hav ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଶ୍
ରୀ @vijayyedd
ula ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଭବ୍ୟ ସମାରୋହରେ କ୍ରୀଡ଼ା ବିଭାଗର ଅଧିକାରୀବୃନ୍ଦ, ବିଭିନ୍ନ କ୍ରୀଡ଼ା ସଂଘର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଜାତୀୟ କ୍ରୀଡ଼ା ଦିବସ ପାଳନ କର��ବା ସହ ପୁରସ୍କୃତ କ୍ରୀଡ଼ାବିତ୍ ଏବଂ ପ୍ରଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ। #NationalSportsDay2025 #KhelegaDeshKhilegaDesh #NSD2025 #NationalSportsDay #EkGhantaKhelKeMaidaanMein
See More
Odisha Sports Journalists Association (OSJA)
@OdishaOsja
about 1 year ago
Team OSJA celebrates World Sports Journalists Day at Utkal Karate School, Bhubaneswar
#worldsportsjournalistday
Last Seen Users on Sotwe
روايات رهف
ใครซักคน🩷คู่แท้รับชายเดี่ยวฟิวแฟน🩷
Seen from
Thailand
kadıoğlu 07 34
Seen from
Germany
Abby Elizabeth Miller
บัว สาวใหญ่ กลัดมัน
Seen from
Thailand
sex tự quay
Seen from
Vietnam
ひろ🍒🥧
Seen from
Japan
Vitor Sergio Rodrigues VSR
Seen from
Brazil
mert
Seen from
Turkey
Daddyandi
Seen from
France
Trends for you
1
Spain
Under 10K tweets
2
España
Under 10K tweets
3
Digne
Under 10K tweets
4
Dembele
Under 10K tweets
5
#FRAESP
Under 10K tweets
6
Deschamps
Under 10K tweets
7
Rabiot
Under 10K tweets
8
Cucurella
Under 10K tweets
9
Doue
Under 10K tweets
10
Cherki
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.4M followers
5
Narendra Modi
@narendramodi
107M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88.1M followers
10
Taylor Swift
@taylorswift13
82M followers
11
Lady Gaga
@ladygaga
73.5M followers
12
Virat Kohli
@imvkohli
70.6M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.4M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.2M followers
20
X
@x
60.8M followers
Olivia
Online
✨
⭐
💫