Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ପ୍ରତିକ ପଟ୍ଟନାୟକ
@PRATIKPATTANA16
Joined March 2020
344
Following
88
Followers
5.2K
Posts
PRATIKPATTANA16
retweeted
Raghaba Ranjan
@SatapathyRaghab
25 days ago
ପାପ ଧୋଇଯିବ... ପୁଣ୍ୟ ମିଳିଯିବ.... ଯେବେ ତୋର କୃପା ହେବ.... ଆଜିର ଦିବ୍ୟ ଦର୍ଶନ 🌹 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🚩🙏
SatapathyRaghab's tweet video.
PRATIKPATTANA16
retweeted
Guruprasad Nath🇮🇳
@IAMGPN_Babu
28 days ago
ଭଗବାନ କୃଷ୍ଣ କହୁଛନ୍ତି, ଜୀବନରେ ଯାହା ହେଇଛି ତାହା ଭଲ ପାଇଁ ହେଇଛି, ଯାହା ହେଉଛି ତାହା ମଧ୍ୟ ଭଲ ପାଇଁ ହେଉଛି ଆଉ ଯାହା ହେବ ତାହା ମଧ୍ୟ ଭଲ ପାଇଁ ହିଁ ହେବ। ଆମେ ଅଯଥାରେ ଅତୀତକୁ ନେଇ ଦୁଃଖ କରୁ ଏବଂ ଭବିଷ୍ୟତକୁ ନେଇ ଚିନ୍ତା କରୁ କିନ୍ତୁ ଯିଏ ଏ ସତ୍ୟକୁ ବୁଝେ, ସେ କେବେ ବିଚଳିତ ହୁଏ ନାହିଁ। "ଜୟ ଜଗନ୍ନାଥ"🙏🙏🙏
See More
PRATIKPATTANA16
retweeted
Guruprasad Nath🇮🇳
@IAMGPN_Babu
about 1 month ago
ମଣିଷର ପରିଚୟ ତା'ର ପୋଷାକ କିମ୍ବା ଧନରେ ନୁହେଁ, ତା'ର ଭଲ ବ୍ୟବହାର ଓ ସୁନ୍ଦର ହୃଦୟରେ ଥାଏ। ତେଣୁ ସବୁବେଳେ ଭଲ ମଣିଷ ହେବାକୁ ଚେଷ୍ଟା କର। "ଜୟ ଜଗନ୍ନାଥ"🙏🙏🙏
PRATIKPATTANA16
retweeted
🦋šrαdhα🦋
@princess_sradha
about 2 months ago
ଓଁ ନମଃ ଭଗବତେ ବାସୁଦେବାୟ 🚩🙏
Who to follow
MANAS PANDA
@ManasPa60187330
Hi
Gopal Ram
@igopalram
ଅସୁମାରୀ ସ୍ବପ୍ନ ର କୁହୁଡ଼ି ମଧ୍ୟରେ 🌈 ବାଟ ମୁଁ ଚାଲେ ଏକା 😌 ଜୟ ଜଗନ୍ନାଥ 🙏 ଜୟ ମା କଟକ ଚଣ୍ଡୀ 💖 ସ୍ନାତକ ବାଣିଜ୍ୟ (ନିପୁଣତା) ସହ, ଖ୍ରୀଷ୍ଟ ମହାବିଦ୍ୟାଳୟ ,କଟକ
Tarun Padhi
@padhi_tarun
IMFA LTD, JAJAPUR
PRATIKPATTANA16
retweeted
ଓଡ଼ିଆ ଜଗତ
@odiajagat
2 months ago
ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର ରେ ବାବା ଧବଳେଶ୍ବର ମହାଦେବଙ୍କର ଅପୂର୍ବ ଦର୍ଶନ ❤️🥰🙏 ହର ହର ମହାଦେବ
PRATIKPATTANA16
retweeted
ଓଡ଼ିଆ ଜଗତ
@odiajagat
3 months ago
ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ରଥାରୂଢ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ❤️😍🙏
odiajagat's tweet video.
ପ୍ରତିକ ପଟ୍ଟନାୟକ
@PRATIKPATTANA16
3 months ago
@Bisubayaisu
Get well soon
PRATIKPATTANA16
retweeted
🦋šrαdhα🦋
@princess_sradha
3 months ago
ତୁଳସୀର ପ୍ରିୟ ତୁଳସୀର ଦଳ ତୁଳସୀ ଭୂଷଣ ହୋଇ ତୁଳସୀ ରସିକ ବିଜେ ହୁଏ ବିନା ଟାହିଆରେ ❤️
#ଜଗା
ପ୍ରତିକ ପଟ୍ଟନାୟକ
@PRATIKPATTANA16
3 months ago
@SatapathyRaghab
ଜୟ ଶ୍ରୀ ଜଗନ୍ନାଥ
PRATIKPATTANA16
retweeted
ଓଡ଼ିଆ ଜଗତ
@odiajagat
3 months ago
।। ଶ୍ରୀମନ୍ଦିରରେ ରଥଯାତ୍ରା ବା ଘୋଷଯାତ୍ରା ଭାଗ - ୧ ।। ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଲୀଳାମୟ ଠାକୁର । ମହାପ୍ରଭୁଙ୍କର ବହୁ ପର୍ବପର୍ବାଣି ଅନୁଷ୍ଠିତ ହୁଏ । କୁହାଯାଇଛି - ‘ବାର ମାସରେ ତେର ପର୍ବ ।' ଏହି ତେର ସଂଖ୍ୟାଟି ବେଶ୍ ସାଙ୍କେତିକ । ଅବଶ୍ୟ ମହାପ୍ରଭୁଙ୍କର ଗୋଟିଏ ବର୍ଷ ମଧ୍ୟରେ ବାର ଗୋଟି ପ୍ରଧାନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହା ବ୍ୟତୀତ ଶ୍ରୀମନ୍ଦିରରେ ଅନେକ ପର୍ବପର୍ବାଣ, ଯାତ୍ରା, ଉପଯାତ୍ରା ପାଳିତ ହୁଏ । ବିଭିନ୍ନ ଯାନିଯାତ୍ରାର ଏକ ମହୋତ୍ସବ ପୀଠ ହେଉଛି ଶ୍ରୀମନ୍ଦିର । ତେବେ ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ବାଦଶ ଯାତ୍ରା । ନିମ୍ନ ଶ୍ଳୋକରେ ପ୍ରତିପାଦିତ ହୋଇଛି - "ମଞ୍ଚାସ୍ନାନଂ ରଥୋବର ଗତିଃ, ଶୟନଂ ଚାୟନଂ ଦ୍ଵେ । ପାର୍ଶ୍ୱ ବୃତ୍ତି ଶୟନ ନିବୃତ୍ତି, ପାର୍ବଣଂ ପୁଷ୍ୟପୂଜା ।। ଦୋଳ କେଳି ଦମନକ ଚାପି , କମ୍ପପୂର୍ଣ୍ଣି ତୃତୀୟାଂ । ଏଷାଂ ଯାତ୍ରାଂ ଭୁବନ ବନ୍ଦିତାଂ, ଦ୍ୱାଦଶେୟୋ ନରେନ୍ଦ୍ର ।।" ଅର୍ଥାତ୍ ଏହି ଦ୍ବାଦଶ ଯାତ୍ରା ହେଉଛନ୍ତି- (୧) ଦେବସ୍ନାନ (୨) ଶ୍ରୀଗୁଣ୍ଡିଚା (୩) ହରିଶୟନ (୪) ଦକ୍ଷିଣାୟନ (୫) ପାର୍ଶ୍ଵ ପରିବର୍ତ୍ତନ (୬) ଦେବୋତ୍ଥାପନ ଯାତ୍ରା (୭) ପ୍ରାବରଣ ଯାତ୍ରା (୮) ପୁଷ୍ୟାଭିଷେକ ଯାତ୍ରା (୯) ଉତ୍ତରାୟଣ ଯାତ୍ରା (୧୦) ଦୋଳଯାତ୍ରା (୧୧) ଦମନକ ଯାତ୍ରା ଏବଂ (୧୨) ଅକ୍ଷୟ ତୃତୀୟା ବା ଚନ୍ଦନଯାତ୍ରା । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ହେଉଥିବା ନୀଳାଦ୍ରି ମହୋଦୟକୁ ମିଶାଇ ତେର ଯାତ୍ରା କଥା କୁହାଯାଇଛି । ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ନମଃ ।
See More
PRATIKPATTANA16
retweeted
H & FW Dept Odisha
@HFWOdisha
3 months ago
ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଅନନ୍ୟ ବରଦାନ 'ବେଲପତ୍ର'! ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଜିଠାରୁ ହିଁ ନିଜ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କରନ୍ତୁ ଓ ସୁସ୍ଥ ରୁହନ୍ତୁ।
@moayush
@CMO_Odisha
@MahalingMukesh
@MoHFW_INDIA
@AyushmanNHA
PRATIKPATTANA16
retweeted
ଓଡ଼ିଆ ଜଗତ
@odiajagat
3 months ago
।। ଶ୍ରୀମନ୍ଦିର ସହିତ ଜଡିତ ରଥଯାତ୍ରା କାର୍ଯ୍ୟକ୍ରମ ସୂଚନା ।। ୧୪.୦୭.୨୦୨୬, ମଙ୍ଗଳବାର - ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ୧୫.୦୭.୨୦୨୬, ବୁଧବାର - ରଥ ଆଜ୍ଞାମାଳ ବିଜେ ୧୬.୦୭.୨୦୨୬, ଗୁରୁବାର - ଶ୍ରୀଗୁଣ୍ଡିଚା ଯାତ୍ରା | ରଥଯାତ୍ରା ୨୦.୦୭.୨୦୨୬, ସୋମବାର - ହେରା ପଞ୍ଚମୀ ୨୧.୦୭.୨୦୨୬, ମଙ୍ଗଳବାର - ଦକ୍ଷିଣ ମୋଡ଼ ୨୩.୦୭.୨୦୨୬, ଗୁରୁବାର - ସନ୍ଧ୍ୟା ଦର୍ଶନ ୨୪.୦୭.୨୦୨୬, ଶୁକ୍ରବାର - ବାହୁଡା ଯାତ୍ରା ୨୫.୦୭.୨୦୨୬, ଶନିବାର - ହରି ଶୟନ ଏକାଦଶୀ ଓ ସୁନାବେଶ ୨୬.୦୭.୨୦୨୬, ରବିବାର - ଅଧରପଣା ୨୭.୦୭.୨୦୨୬, ସୋମବାର -ନୀଳାଦ୍ରି ବିଜେ🙏
See More
PRATIKPATTANA16
retweeted
Raghaba Ranjan
@SatapathyRaghab
3 months ago
ଛୋଟିଆ ମିଠା କଥା ପଦେ ମଣିଷର ହୃଦୟକୁ ଜିତି ଥାଏ କିନ୍ତୁ ଛୋଟିଆ କଟୁ କଥା ପଦେ ମଣିଷର ହୃଦୟକୁ ଭାଙ୍ଗି ଦେଇଥାଏ। ମଣିଷକୁ ମାଡ଼ ନୁହେଁ କଟୁ କଥା ଅଧିକ ଆଘାତ ଦେଇଥାଏ ।
#ଜୟ_ଶ୍ରୀ_ଜଗନ୍ନାଥ
🙏🚩⭕‼️⭕
PRATIKPATTANA16
retweeted
Shree Jagannatha Temple Office, Puri
@SJTA_Puri
3 months ago
ମହାପ୍ରଭୁଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଅନ୍ତିମ ଚରଣରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ଶ୍ରୀବିଗ୍ରହଙ୍କ ତିନି ରଥରେ କଳସ, ଓଲଟ ଶୁଆ ଏବଂ ଅଁଳା ଉଠି ରଥର ପୋଟଳ ଖପୁରୀରେ ସ୍ଥାପନ କରାଯାଇଛି। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏
#Rathayatra2026
#JaiJagannatha
#RathaJatra2026
#RathaYatra
#ShreeJagannathaDhaam #Puri
See More
PRATIKPATTANA16
retweeted
Raghaba Ranjan
@SatapathyRaghab
3 months ago
ଜୀବନରେ ଏମିତି ଜିଇଁ କି ରୁହ ଯେ ଯଦି କେହି ହସେ ଆପଣଙ୍କ ଯୋଗୁଁ ହସୁ ଆପଣଙ୍କ ଉପରେ ନୁହେଁ , ଆଉ ଯଦି କେହି କାନ୍ଦେ ଆପଣଙ୍କ ପାଇଁ କାନ୍ଦୁ, ଆପଣଙ୍କ ଯୋଗୁଁ ନୁହେଁ । "ଜୟ ଜଗନ୍ନାଥ"🙏🚩⭕‼️⭕ 🙏🌹 ଶୁଭ ସକାଳ 🌹🙏
ପ୍ରତିକ ପଟ୍ଟନାୟକ
@PRATIKPATTANA16
3 months ago
@SatapathyRaghab
ଜୟ ଶ୍ରୀ ଜଗନ୍ନାଥ
PRATIKPATTANA16
retweeted
Guruprasad Nath🇮🇳
@IAMGPN_Babu
3 months ago
ଯେଉଁ ଲୋକ ସର୍ବଦା ରାଗି ହୋଇଥାନ୍ତି ଏବଂ ଅନ୍ୟକୁ ଖରାପ କହିଥାନ୍ତି ସେମାନଙ୍କ ଉପରେ ମା’ ଲକ୍ଷ୍ମୀ ରାଗି ଯାଇଥାନ୍ତି । ଯେଉଁ ବ୍ୟକ୍ତି ପଦେ ମିଠା ବଚନ କହୁଥିବ, ସମସ୍ତ କର୍ତ୍ତବ୍ୟ କରୁଥିବ, ଭଗବାନଙ୍କ ଭକ୍ତି କରୁଥିବ ସେହି ବ୍ୟକ୍ତିଙ୍କ ଘରେ ମା’ ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି। "ଜୟ ଜଗନ୍ନାଥ"🙏🙏🙏
PRATIKPATTANA16
retweeted
Raghaba Ranjan
@SatapathyRaghab
3 months ago
ସମୟ ସବୁବେଳେ ସମାନ ରହେନି। ଆଜି ଯାହାକୁ ତମେ ଦୁର୍ବଳ ଭାବୁଛ, କାଲି ସେହି ଲୋକ ନିଜ କାମ ଓ ସଫଳତାରେ ତମକୁ ଉତ୍ତର ଦେଇପାରେ। ମନେ ରଖ, ଅନ୍ୟ ପାଇଁ ଖୋଳିଥିବା ଗାତ ଦିନେ ନା ଦିନେ ନିଜେ ପଡ଼ିବାକୁ ପଡ଼ିପାରେ। "ଜୟ ଜଗନ୍ନାଥ"🙏⭕‼️⭕ 🙏🌹 ଶୁଭ ସକାଳ 🌹🙏
PRATIKPATTANA16
retweeted
Raghaba Ranjan
@SatapathyRaghab
3 months ago
"ଜୀବନରେ କିଛି ହରାଇଲେ ଦୁଃଖ କରନି, ହୋଇପାରେ ତୁମ ପାଇଁ ତାଠାରୁ ଭଲ କିଛି ଅପେକ୍ଷା କରୁଛି।"🙏🏻 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏⭕‼️⭕
PRATIKPATTANA16
retweeted
Snehasish Mohanty
@Er_Snehasish
3 months ago
ଆଜିର ସୁନ୍ଦର ଛବି !
Last Seen Users on Sotwe
gay ass pics 🔞🍑 GAY PORN +18
Seen from
Kenya
14 12
Seen from
Indonesia
evli cift hatay
Seen from
Turkey
Sişman Düşkünü❣❣❣
Seen from
Italy
Mallu Poorikal 40K
Seen from
India
ELENA
ابو علي
Seen from
Egypt
VManiak Jilbab
Seen from
Indonesia
Porn Tube
Seen from
India
Horny Camgirls💦
Seen from
Indonesia
Trends for you
1
Ukraine
Under 10K tweets
2
Nebraska
Under 10K tweets
3
Marcel Reed
Under 10K tweets
4
Marv
Under 10K tweets
5
Pope
Under 10K tweets
6
Solanke
Under 10K tweets
7
Carrick
Under 10K tweets
8
Tielemans
Under 10K tweets
9
Podz
Under 10K tweets
10
Texas A&M
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫