Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ପଦ୍ମିନୀ ନାଏକ
@Pdmpoetry
Joined October 2025
328
Following
51
Followers
21
Posts
ପଦ୍ମିନୀ ନାଏକ
@Pdmpoetry
4 months ago
Happy Holi2026🙏 https://t.co/bcRDQoGVVy
ପଦ୍ମିନୀ ନାଏକ
@Pdmpoetry
8 months ago
ଯାହା ସାଥିରେ ଆପଣ ଯେତେବେଳେ ବି ଯାହା କଥା ହୁଅନ୍ତୁ ମୁହଁରେ ରେ ହସ ରଖି କଥା ହୁଅନ୍ତୁ ଆପଣଙ୍କ ସାଥିରେ କଥା ହେଉଥିବା ମଣିଷ ତାଙ୍କ ଜୀବନରେ ଯେତେବି ଦୁଃଖ ଥାଉ ଆପଣଙ୍କ ହସ ହସ ମୁହଁ ଦେଖି ତାଙ୍କ ଦୁଃଖ ଭୁଲି ସେ ବି କ୍ଷଣ କ ପାଇଁ ହେଉ ପଛେ ସେ ବି ହସିଦେବେ ତାଙ୍କ ଦୁଃଖ କୁ ଭୁଲି🥰 ♥️
@Pdmpoetry
ପଦ୍ମିନୀ ନାଏକ
@Pdmpoetry
8 months ago
ଯାହା ସହିତ ଆପଣଙ୍କର ଯେ କୌଣସି ସମ୍ପର୍କ ଥାଉନା କାହିଁକି ପ୍ରଥମେ ସମ୍ପର୍କ ର ମୂଲ୍ୟ ବୁଝ, ନିଜ ସମ୍ପର୍କ କୁ ସମୟ ଦିଅ, ଯେତେ ରାଗ, ଅଭିମାନ, ଝଗଡା ହେଉନା କାହିଁକି ଜଣେ ଜଣଙ୍କ ଠାରୁ ଦୂରେଇ ଯିବା ବା କାଥା ନ କହି ରହିବା ଏଇ ଭାବନା କେବେବି ମନରେ ରଖ ନାହିଁ ♥️🥰🙏
#ପଦ୍ମିନୀନାଏକ
@pdmpoetry
(padmini naik)
See More
ପଦ୍ମିନୀ ନାଏକ
@Pdmpoetry
8 months ago
ନିଜେ ହସେ ଆଉ ମୋ ସାଥିରେ ଥିବା ମଣିଷମାନଙ୍କୁ ମୁ ହସାଏ ♥️ ଗୋଟେ ଦିନ ଖୁବ୍ ଯନ୍ତ୍ରଣାରେ ଛଟ ପଟ ହୁଏ 😭 ଏମିତି ଲାଗେ ଯେମିତି ମୁ ମୃତ୍ୟୁ ସହିତ ଲଢେଇ କରୁଛି କିନ୍ତୁ ମୁ ପୁଣି ହସେ 😁 ଏଇତ ମୋ ସୁଖ ଦୁଃଖର ଜୀବନ ♥️
#ପଦ୍ମିନୀନାଏକ
@pdmpotery (padmini Naik)
ପଦ୍ମିନୀ ନାଏକ
@Pdmpoetry
8 months ago
ଦେଖୁଛୁ କାଳିଆ କାଇଁଚ ମାଳିଆ ରତ୍ନ ସିଂହାସନେ ବସି, ଧର୍ମ ଏଠି ପରା ନିଇତି କାନ୍ଧୁଛି ଅଧର୍ମ ଯାଉଛି ବଢ଼ି ।।
#ପଦ୍ମିନୀନାଏକ
ପଦ୍ମିନୀ ନାଏକ
@Pdmpoetry
8 months ago
ହୃଦୟରେ ଅଛୁ କିନ୍ତୁ ମୋ ଭାଗ୍ୟରେ ନାହୁଁ ପ୍ରତି ମୂର୍ହୁତର ସମୟ ତୋ ଠାରୁ ଚାହେଁ କିନ୍ତୁ ପାଇବି କାହୁଁ । ତୁ ଅଛୁ ବହୁତ୍ ଦୂରେ ମୋ ସାମ୍ନା ରେ ନାହୁଁ ପ୍ରତି ମୂର୍ହୁତ ରେ ତୋ ଦୁଃଖର ଭାଗୀଦାର ହେବାକୁ ଚାହେଁ, କିନ୍ତୁ ପାଇବି କାହୁଁ ।।
#ପଦ୍ମିନୀନାଏକ
ପଦ୍ମିନୀ ନାଏକ
@Pdmpoetry
8 months ago
ଦୁଃଖ ଭିନ୍ନ ଭିନ୍ନ ମାଧ୍ୟମରେ ଆସିଥାଏ ଆଜ୍ଞା ଫରକ୍ ଏତିକ୍ ଆପଣଙ୍କ ଦୁଃଖ ସମୟରେ କେଉଁ ମାନେ ଆପଣଙ୍କ ହାତ ଧରିଥିଲେ ଆଉ କେଉଁ ମାନେ ଆପଣଙ୍କ ହାତ ଛାଡିଥିଲେ ।
#ପଦ୍ମିନୀନାଏକ
ପଦ୍ମିନୀ ନାଏକ
@Pdmpoetry
8 months ago
ସର୍ବଦା ନିଜର ବ୍ୟବାହର କୁ ଉତ୍ତମ ରଖ, କାରଣ ଆପଣଙ୍କ ବ୍ୟବାହର ଆପଣଙ୍କୁ ପରିଚୟ ଦେବ ଆପଣଙ୍କ ସଂସ୍କାର କିପରି ?
#ପଦ୍ମିନୀନାଏକ
ପଦ୍ମିନୀ ନାଏକ
@Pdmpoetry
8 months ago
ଓଠର ଅକୁହା କଥା.... ଆଖିର ନିରବତା.... ହୃଦୟର ଯନ୍ତ୍ରଣା.... ମନର ଚଳ ଚଞ୍ଚଳତା.... ଥରେ ପଢି, ଦେଖି ଦେଇ ଯା ♥️
#love
#sad
#Romantic
#ପଦ୍ମିନୀନାଏକ
ପଦ୍ମିନୀ ନାଏକ
@Pdmpoetry
8 months ago
ଉଡ଼ୁଥିଲି ଥିଲି ଦିନେ ଖୋଲା ଆକାଶରେ ବନ୍ଦୀ କଲୁ ମୋତେ ତୋ ପଞ୍ଜୁରୀରେ, ପାଇଯାଏ ଯେବେ ତୋ ପ୍ରେମରେ ସ୍ପର୍ଶ ନାଚି ଉଠେ ମୋ ମନ ଅଗଣାରେ ❤️💃
#love
#romantic
#feeling
#ପଦ୍ମିନୀନାଏକ
#pdmpotery
ପଦ୍ମିନୀ ନାଏକ
@Pdmpoetry
8 months ago
କି ଯାଦୁ କରିଛୁ କହି ଯା ଥରେ ମନେ ପଡୁ ତୁ ପ୍ରତି ମୂର୍ହୁତରେ, ଗପିଯାଏ କେତେ କଥା ତୋ ସାଥୀରେ ପଡ଼ି ସାରିଛି ମୁ ତୋ ପ୍ରେମରେ♥️🫶
#love
#feelinglove
#romantic
#ପଦ୍ମିନୀନାଏକ
#pdmpotery
ପଦ୍ମିନୀ ନାଏକ
@Pdmpoetry
8 months ago
My own voice motivation 🗣️🎙️ Please follow me 👇 https://t.co/cxB8zeGMlC
Pdmpoetry's tweet video.
ପଦ୍ମିନୀ ନାଏକ
@Pdmpoetry
8 months ago
@LTutorial75956
ଭଲ ଅଛି
ପଦ୍ମିନୀ ନାଏକ
@Pdmpoetry
8 months ago
ତୁ ଅଛୁ ମୋ ହୃଦୟ, ଆତ୍ମା ରେ ଏ ଆଖି ଖୋଜେ ତତେ ପ୍ରତି ମୂର୍ହୁତରେ ତୁ ଦେବତା ଟିଏ ମୋ ମନ ମନ୍ଦିରରେ ପ୍ରତି ମୂର୍ହୁତରେ ଆସୁ ମୋ ଭାବନାରରେ।।
ପଦ୍ମିନୀ ନାଏକ
@Pdmpoetry
8 months ago
ଭାରି ବିଚିତ୍ର ଏ ମଣିଷ ଦୁନିଆଁ ଆଜ୍ଞା । ଏଠି ଖରାପ ମଣିଷ ଅଧିକ... ଭଲ ମଣିଷ କମ୍। ଏଠି ମିଛ ଅଧିକ... ସତ କମ୍ । ଏଠି ଅନ୍ୟାୟ ଅଧିକ... ନ୍ୟାୟ କମ୍। ଏଠି ସ୍ବାର୍ଥ ପ୍ରେମ ଅଧିକ... ପ୍ରକୃତ ପ୍ରେମ କମ୍। ଏଠି ସ୍ୱାର୍ଥ ସମ୍ପର୍କ ଅଧିକ... ପ୍ରକୃତ ସମ୍ପର୍କ କମ୍।
#Motivation
#PadminiNaik
ପଦ୍ମିନୀ ନାଏକ
@Pdmpoetry
8 months ago
@LTutorial75956
ଧନ୍ୟବାଦ୍ ଆଜ୍ଞା
ପଦ୍ମିନୀ ନାଏକ
@Pdmpoetry
8 months ago
ଜଗାରେ ନେବୁ ନାହିଁ କେବେ ମୋତେ ଅଧର୍ମ ବାଟେ ଦୋଷୀ କରି ଛିଡ଼ା କରେଇ ବୁନି ମୋତେ ତୋ ଧର୍ମ ଦାଣ୍ଡେ।
ପଦ୍ମିନୀ ନାଏକ
@Pdmpoetry
8 months ago
@devidpoetry
ଧନ୍ୟବାଦ୍ ❤️
ପଦ୍ମିନୀ ନାଏକ
@Pdmpoetry
8 months ago
ସୂର୍ଯ୍ୟ ଦେବ ବାହୁଡ଼ିଲେଣି ମାଆ କୋଳକୁ ଗାଈ ବାଛୁରୀ ବାହୁଡ଼ିଲେଣି ଘରକୁ କେଉଁଠି ଅଛୁ ରେ ଧନ ସଞ୍ଜ ହେଲାଣି ବାହୁଡି ଆରେ ଧନ ମୋ କୋଳ କୁ । ନୁହେଁ ମୁ ଯଶୋଦା ନୁହେଁ ମୁ ଦେବକୀ ମୁ ତୋର ସେଇ ମାଆ ସବୁ ଖୁସି ମିଳି ଯାଏ ମୋତେ, ତୋ ହସ ହସ ମୁହଁ ଦେଖି ।
ପଦ୍ମିନୀ ନାଏକ
@Pdmpoetry
8 months ago
ତୁମ ସପନରେ ଉଜାଗର ଥିଲି କାଳେ ଦେଖା ହୋଇଯିବ ବୋଲି। ଆସିଲନି ସାଥୀ ପାହିଗଲା ରାତି ପାହାନ୍ତି ସକାଳଟା ଆଜି ଫିକା ଫିକା ଲାଗୁଛି।।
Last Seen Users on Sotwe
Lisa Wallis
Seen from
Singapore
AMATÖR TÜRK
Seen from
Turkey
Trương Bùi Quốc Thiện
Seen from
Vietnam
family sex
zoro sanji
patpat
Seen from
Indonesia
daaa1
Seen from
Indonesia
แม่ม่ายสาวใหญ่ยโสทักมาคับ
Seen from
Thailand
حسون ٢٥
Burak
Seen from
Turkey
Trends for you
1
Spain
Under 10K tweets
2
#AllStarGame
Under 10K tweets
3
Good Wednesday
Under 10K tweets
4
Standard Time
Under 10K tweets
5
Jordan Walker
Under 10K tweets
6
NDAA
Under 10K tweets
7
Lamar
Under 10K tweets
8
España
Under 10K tweets
9
Digne
Under 10K tweets
10
Rodri
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.4M followers
5
Narendra Modi
@narendramodi
107M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88.1M followers
10
Taylor Swift
@taylorswift13
82M followers
11
Lady Gaga
@ladygaga
73.5M followers
12
Virat Kohli
@imvkohli
70.6M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.4M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.2M followers
20
X
@x
60.8M followers
Olivia
Online
✨
⭐
💫