Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Prachee Nanda OSPS (।)🌵
@PracheeNanda
କୁହନ୍ତି ସମୟ କାହାର କିଛି ରଖେନି,ସବୁ ଫେରେଇଦିଏ,ପାପ ପୁଣ୍ୟ ସବୁ,ଫେରେଇଲାବେଳେ କେବଳ ହସିଦିଏ,ତୁମ ବିବସତା ଉପରେ🍁 ASSISTANT DIRECTOR OF PROSECUTION CADER ⚖️(Home department)💼
puri,odisha
Joined June 2013
193
Following
6.4K
Followers
6.7K
Posts
Pinned Tweet
Prachee Nanda OSPS (।)🌵
@PracheeNanda
about 4 years ago
·
Banapur
ଜୀବନରେ ଯଦି କାହାପାଇଁ କିଛି ଭଲକାର୍ଯ୍ଯ କରିଛନ୍ତି ତାହାଲେ ସେ କାର୍ଯ୍ଯ କେବେହେଲେ ବ୍ୟର୍ଥ ଯିବନାହିଁ, ଆଉଯାହାପାଇଁ କରିଛନ୍ତି ସେହୁଏତ ଭୁଲିଯାଇପାରେ କିନ୍ତୁ ଇଶ୍ବର ନୁହଁନ୍ତି,ଭଗବାନ କେଉଁବାଟରେ କାହାମାଧ୍ୟମରେ ଆପଣଙ୍କ ଭଲ କର୍ମରମୁଲ୍ୟ ଆପଣଙ୍କୁ ନିଶ୍ଚୟ ଫେରେଇଦେବେ,ତେଣୁ ସବୁବେଳେ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯକରିବା ଉଚିତ।
Prachee Nanda OSPS (।)🌵
@PracheeNanda
about 21 hours ago
କୋଳାହଳ ଓ କୁଟିଳତା ର ଭିଡ ଭିତରେ . . ଏଇଠି ଅଛି ସମର୍ପଣ ଓ ଶାନ୍ତି ର ନାଦ ✍️
#ବାବା
🙏
PracheeNanda's tweet video.
Prachee Nanda OSPS (।)🌵
@PracheeNanda
about 21 hours ago
ତୋର ସବୁ ଲୀଳା ବୁଝିଲି, . . ତେଣୁ ଆଉ ଜିଦି ନୁହେଁ, ତୋ ଲୀଳା କୁ ଗୁରୁତ୍ୱ ଦେଲି ✍️
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
1 day ago
ବୁଝିବାକୁ ଗଲେ ଜୀବନ ଜଟିଳ, ବଞ୍ଚିବାକୁ ଗଲେ ଏହା ଏକ ଅଭ୍ୟାସ, . . ଭକ୍ତି କୁ ଠିକ ସେମିତି ବୁଝିବାକୁ ଚେଷ୍ଟା କଲେ ଅଡୁଆ ସୁତା, ଦୈନନ୍ଦିନ ଜୀବନରେ ଅଭ୍ୟାସ କଲେ ଶାନ୍ତି ର ପନ୍ଥା ✍️
#ହେ_ନାଥ
🙏
Who to follow
Rashmita Nayak
@Rashmita1993
social worker..... @what others think of me is none of my business.
ଆକାଂକ୍ଷା 🌚
@AAvilipsa
ଆକାଂକ୍ଷା ନାମରେ କଳିଟି🌷, ଅସୁମାରୀ ଆକାଂକ୍ଷା ସହ ସମୟ⏳ ଅପେକ୍ଷାରେ। ଆକାଂକ୍ଷା ଅଛି ଦିନେ ସେ ପ୍ରଷ୍ଫୁଟିତ🌺 ହେବ,କର୍ମ ରୂପି ବାସରେ ନିଜ ଚତୁଃପାର୍ଶ୍ଵ ମହକାଈବ✨। #ଅପେକ୍ଷାରେ_ଆକାଂକ୍ଷା
ସୁଜ୍ଞାନୀ ଭଟ୍ଟ
@D_pujabhatta
Prachee Nanda OSPS (।)🌵
@PracheeNanda
1 day ago
Do you remember when you joined X? I do!
#MyXAnniversary
❤️
Prachee Nanda OSPS (।)🌵
@PracheeNanda
4 days ago
ସୂର୍ଯ୍ୟ ର ତେଜରେ ସବୁ ଜଳି ଯାଉଥିବା ବେଳେ ସୁଖ ପାଏ ସୂର୍ଯ୍ୟମୁଖୀ, . . ସେମିତି ନିରାଶା ର ବାଦଲ ଭିତରୁ ରାହା କେବଳ ତୋ ଚକା ଆଖି ✍️
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
5 days ago
ଭଗବାନ କେବେ ବି ନୀରବ ନୁହେଁ, . . ସେ ସବୁବେଳେ ପରୀକ୍ଷା ମାଧ୍ୟମ ରେ ଆମଜୁ ଶିକ୍ଷା ଦିଅନ୍ତି 🍁
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
6 days ago
ଯୋଉଠି ବନ୍ଧନ ମୁକ୍ତି ଲାଗେ . . ସେ ବନ୍ଧନ ହଉଛି ତୋ ଭକ୍ତି, ଆଉ ଯୋଉଠି ମୁକ୍ତି ବି ବନ୍ଧନ ଲାଗେ ସେ ଯାଗା ହଉଛି ମୋହ ଗ୍ରସ୍ତ ପୃଥିବୀ ✍️
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
6 days ago
@Swagati03229138
ଅଶେଷ ଶୁଭେଚ୍ଛା 💐
Prachee Nanda OSPS (।)🌵
@PracheeNanda
6 days ago
ନିହାଣ ମୁନରେ ଖାଏ ହଜାରେ ଚୋଟ ତଥାପି ହସେ ପାଇ ମୁଁ ନିହାଣ ଭେଟ✍️
#ଅନ୍ତହୀନ_ଶବ୍ଦ
🍁
Prachee Nanda OSPS (।)🌵
@PracheeNanda
7 days ago
ଶିଶୁ ଯେମିତି ମା କୋଳରେ ଶାନ୍ତି ପାଏ, . . ଭକ୍ତ ସେମିତି ଭଗବାନ ଙ୍କ ପାଖରେ ଅନୁଭବ କରିଥାଏ.
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
8 days ago
@RabiPar44227394
😂😂
Prachee Nanda OSPS (।)🌵
@PracheeNanda
8 days ago
ପ୍ରେମ ର ଅର୍ଥ ମନ କୁ ବୁଝିବା ମନର ବ୍ୟସ୍ତତା କୁ ଜାଣିଯିବା ଆଶାନ୍ତ ମନକୁ ଶାନ୍ତି ର ମାର୍ଗ ସହିତ ଯୋଡିବା ହିଁ ପ୍ରେମ ର ଯଥାର୍ଥତା ସେଇ ପ୍ରେମ ର ନା ଅନ୍ତ ଅଛି ନା ପ୍ରାରମ୍ଭ ସେ ଶିବ ✍️
#ବାବା
🙏
PracheeNanda's tweet video.
Prachee Nanda OSPS (।)🌵
@PracheeNanda
8 days ago
ଯୋଉଠି ଅଧିକାର ନାହିଁ, ସେ ଜିନିଷର ମୋହ ମାନସିକ ପୀଡ଼ା ଛଡା ଆଉ କିଛି ଦିଏନି, . . ଆଉ ଅଧିକାର, ମୋହ ଯୋଉଠି କେବେ ବି ସରେନି, ବଢ଼ି ବଢ଼ି ଚାଲେ ସେ ଯାଗା ହଉଛି ତୋ ଦ୍ୱାର ✍️
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
9 days ago
ଦୁନିଆରେ ସମସ୍ତେ ନିଜ ନିଜ ଜାଗାରେ ନିଜକୁ ଠିକ ବୋଲି ସାବ୍ୟସ୍ତ କରିବାରେ ବ୍ୟସ୍ତ, . . କିନ୍ତୁ ପ୍ରକୃତରେ କେହି ବି ଠିକ ନଥାନ୍ତି,ତୋ ଛଡା ✍️
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
9 days ago
ମୁଁ ବିଶ୍ୱାସ କରେ କି, ନିଜର ଶକ୍ତି କେତେ ଅଛି ନିଜେ ଅବଗତ ହେଇ, ନିର୍ଭିକ ଭାବେ ଜୀବନ ଜିଇଁବା ହିଁ ଜୀବନର ଏକ ଅନନ୍ୟ ଉପଲବ୍ଧି ✍️
#ଅନ୍ତହୀନ_ଶବ୍ଦ
🍁
Prachee Nanda OSPS (।)🌵
@PracheeNanda
10 days ago
ପାଦ ମନ୍ଦିର ଯାଏଁ ନେଇଯାଏ, . . ଓ ଆଚାରଣ ଭଗବାନ ଙ୍କ ପର୍ଯ୍ୟନ୍ତ ✍️
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
11 days ago
ଅନ୍ଧାର ଯେତେ ଯନ୍ତ୍ରଣା ଦାୟକ ହେଲେ ବି, . . ତୋ ଉପରେ ଭରସା ଆଲୋକ ରୂପକ ଉପଶମ ✍️
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
14 days ago
ତୁ କହିଛୁ, ଯୋଉ ଲୋକ ଯାହା ପାଇଁ ଅସମର୍ଥ,ସେ ଲୋକ କୁ ତୁମେ କେବେ ବି କୌଣସି ଜିନିଷ ଚାହିଁକି ବି ଦେଇ ପାରିବନି, . . ତେଣୁ ଭ୍ରମରେ ଭ୍ରମିତ ହୁଅନି, ସତ୍ୟ କୁ ସ୍ୱୀକାର କର ✍️
#ହେ_ନାଥ
🙏
Prachee Nanda OSPS (।)🌵
@PracheeNanda
16 days ago
ଛୁଟି ଦିନ ❤️
Prachee Nanda OSPS (।)🌵
@PracheeNanda
16 days ago
ମନ ଯେତେବେଳେ ସ୍ଥିର ହବାକୁ ଲାଗେ, ସେତେବେଳ ବାହ୍ୟ ଜିନିଷ ପ୍ରତି ଆକର୍ଷଣ କମ, . . ଓ ତୋ ପ୍ରତି ସମର୍ପଣ ବେଶି ହବାକୁ ଲାଗେ ✍️
#ହେ_ନାଥ
🙏
Last Seen Users on Sotwe
🌻⃝🐝ᴀʟᴍɪɴᴀ вαl🍯⃫⃟⃤
Seen from
Turkey
nayya🎀
Seen from
United States
George
Seen from
United States
Azgın alev
Seen from
Turkey
jekkytoy3
Seen from
France
🍑Twerk🍑Divas🍑
Seen from
Turkey
Turkvideo
Seen from
Turkey
Kelly McShane
Seen from
Brazil
Yonna \ ♡ /
Seen from
Brazil
انا
Seen from
Egypt
Trends for you
1
#WWERaw
Under 10K tweets
2
Siri
Under 10K tweets
3
NCAA
Under 10K tweets
4
Dane
Under 10K tweets
5
Good Nut
Under 10K tweets
6
Jeffries
Under 10K tweets
7
USS Liberty
Under 10K tweets
8
Lubbock
Under 10K tweets
9
Scooby
Under 10K tweets
10
Parliamentarian
Under 10K tweets
Most Popular Users
1
Elon Musk
@elonmusk
240.2M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.1M followers
5
Narendra Modi
@narendramodi
107M followers
6
Rihanna
@rihanna
97.3M followers
7
NASA
@nasa
92.1M followers
8
Justin Bieber
@justinbieber
90.6M followers
9
KATY PERRY
@katyperry
86.9M followers
10
Taylor Swift
@taylorswift13
80.7M followers
11
Lady Gaga
@ladygaga
72.3M followers
12
Kim Kardashian
@kimkardashian
69.4M followers
13
Virat Kohli
@imvkohli
68.7M followers
14
YouTube
@youtube
68.6M followers
15
Bill Gates
@billgates
63.5M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.2M followers
19
X
@x
60.9M followers
20
Selena Gomez
@selenagomez
60M followers
Olivia
Online
✨
⭐
💫