Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Pradeep Kumar Rout
@Pradeep45sipu
ନିଜ ବିଷୟରେ କଣ ଲେଖିବି,ସବୁ ତ ସେହି ଲୀଳାମୟ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ତାଙ୍କ ବିନା ଏ ଦୁନିଆରେ ସବୁକିଛି ପର।🙏🙏🙏🙏 🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏
Orissa, India
Joined July 2021
38
Following
51
Followers
63
Posts
Pradeep Kumar Rout
@Pradeep45sipu
2 months ago
କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଉଲିକୁପା ଗ୍ରାମର ଅଭିରାମ ଭତ୍ତା ଫର୍ମ ଯାଞ୍ଚ କରି କି ଶୀଘ୍ର ଦେବା ପାଇଁ ଅନୁରୋଧ ସାର
@SSEPD2
@DmKalahandi
@BdoNarla
@CMO_Odisha
@otv
ବିନମ୍ର ଅନୁରୋଧ ସାର
Pradeep Kumar Rout
@Pradeep45sipu
4 months ago
@TPWesternOdisha
ବିନା କାରଣରେ ଦୀର୍ଘ୍ 3,4 ଘଣ୍ଟା ହେଲାଣି ଆମ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଅଛି, ଦୟକରି ଜଲଦି ବ୍ୟବସ୍ଥା କର 903514181596 -Consumer ନି
Pradeep Kumar Rout
@Pradeep45sipu
4 months ago
@TPWesternOdisha
ଗତ କାଲି ସନ୍ଧ୍ୟାରୁ ଆମ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ଅଛି ଦୟାକରି ଏହା ଉପରେ ଧ୍ୟାନ ଦିଅନ୍ତୁ Consumer - 903514181596
Pradeep Kumar Rout
@Pradeep45sipu
6 months ago
ଦୀର୍ଘ ୩ଦିନ ହେଲାଣି ବର୍ଷା, ପବନରେ ଆମଘରକୁସଂଯୋଗ ହୋଇଥିବା ତାର ଛିଣ୍ଡିଯାଇଛି, ବାରମ୍ବାର ଅଭିଯୋଗକଲେ ବି କିଛି କାମ ନକରି ଅଭିଯୋଗ କୁ Resloved କରିଦିଆଯାଉଛି, ଦୟାକରି ଏହା ଉପରେ ଧ୍ୟାନ ଦିଅନ୍ତୁ
@tpnodl_odisha
Pradeep Kumar Rout
@Pradeep45sipu
about 1 year ago
@PravatiPOdisha
ଏଠାରେ ବସି ଥିବା ମହିଳା ମାନଙ୍କୁ ଦେଖିଲେ ଲାଗୁନି ଏମାନେ ସାଧାରଣ ଗରିବ ପରିବାରର ଯଦି ସତରେ ସୁଭଦ୍ରା ଯୋଜନା ର ସତ ଜାଣିବାକୁ ଚାହୁଁଛନ୍ତି ତାହେଲେ ଗାଁ ରେ ବୁଲି ଦେଖନ୍ତୁ। ଆଉ ରହିଲା ଏଥର ବି ବହୁତ ଗରିବ ଲୋକଙ୍କୁ ସୁଭଦ୍ରା ଟଙ୍କା ମିଳିନି।ନା ଶୁଭଦ୍ରା ପୋର୍ଟାଲ ଅପଡେଟ ଅଛି ନା toll-free number।
Pradeep Kumar Rout
@Pradeep45sipu
about 1 year ago
@BashiPakhala
ସରକାରଙ୍କୁ ଅନୁରୋଧ ରାସ୍ତା କଡ଼ରେ ବୋର୍ଡ ରେ ଡାଲା ଅଟୋ ନମ୍ବର ଲେଖିବାକୁ। କେତେବେଳେ ତେଲ ସରିଲେ କଲ କରି ଡାକିବାକୁ ପଡ଼ିବ।
Pradeep Kumar Rout
@Pradeep45sipu
about 1 year ago
ଏଥର ରାସ୍ତା କଡ଼ରେ ଡ଼ାଲା ଅଟୋ ନମ୍ବର ଲେଖିବାକୁ ସରକାରଙ୍କୁ ଅନୁରୋଧ କେତେବେଳେ ଯଦି ପେଟ୍ରୋଲ ସରିଗଲା ତ କଲ କରି ଡାକିବାକୁ ହେବ।
Bashi Pakhala 🪳
@bashipakhala
about 1 year ago
ରାସ୍ତାରେ ଯିବା ସମୟରେ ବାଇକରୁ ସରିଗଲା ତେଲ, ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ ସରକାର ମନା କରିଥିବାରୁ ସିଧା ଡାଲା ଅଟୋ ଡାକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବାଇକ ଟେକି ଆଣିଲେ ମଉସା.. କି କି ଘଟଣା ସବୁ ଦେଖିବାକୁ ମିଳୁଛି ଲୋକଙ୍କ ସରକାରରେ..
Pradeep Kumar Rout
@Pradeep45sipu
about 1 year ago
@heitibhaina
ହେଇଟି ଭାଇନା ସେବେ ତ ଆଇନ ତାବାଟେ ଯାଉଥିଲା ,ଏବେ ତୁରନ୍ତ ହଉଛି ବାକି ଅଧା ରାସ୍ତାରେ ଶୋଇ ଯାଉଛି। ନହେଲେ ଏତେ ଦିନ ହେଲା ପରେ ବି ବାଲେଶ୍ବର କେସ ର କିଛି ବି ଆଲୋଚନା ନାହିଁ କି ବଳଙ୍ଗା ରେ ଅଭିଯୁକ୍ତ ଧରା କେମିତି ପଡ଼ିଲେ ନି।
Pradeep Kumar Rout
@Pradeep45sipu
over 1 year ago
@IPR_Odisha
ଅତି ଦୁଃଖ ଓ ଦୁର୍ଦ୍ଦଶା ର ବିଷୟ କି 2023 ରେ ବହାରିଥିବା ବିଜ୍ଞପ୍ତିର ଫଳ 2024 ରେ ବାହାରିଥିଲେ ମଧ୍ୟ 2025 ମାର୍ଚ୍ଚ ମାସରେ ଖରାରେ କଣ ଦରକାର ଥିଲା physical କରିବାର। ଜଣେ ମେଧାବୀ ଛାତ୍ର ଚାକିରୀ କରିବା ଆଗରୁ ନିଜ ଜୀବନ ହାରେଇଲା। ଏହା ଉପରେ ଉପଯୁକ୍ତ ପଦେକ୍ଷପ ନିଆଯିବ ଉଚିତ।
Pradeep Kumar Rout
@Pradeep45sipu
almost 2 years ago
ମାନନୀୟ ମୁଖ୍ୟମନ୍ତ୍ରୀ
@MohanMOdisha
, ଉପମୁଖ୍ୟମନ୍ତ୍ରୀ
@PravatiPOdisha
, ସୁଭଦ୍ରା ଯୋଜନାରେ ଭୁଲବଶତଃ ସମସ୍ତେ opt out କରିଦେଇଛନ୍ତି।ଦୟାକରି ଏହି ପ୍ରସଙ୍ଗରେ ପୁନର୍ବିଚାର କରି ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଅନୁରୋଧ।
@odisha_subhadra
@CMO_Odisha
@bjd_odisha
@kanak_news
@NandighoshaTV
See More
Pradeep Kumar Rout
@Pradeep45sipu
almost 2 years ago
@socialTalks96
https://t.co/4gt4HiR89x
𝙔𝙖𝙙𝙖𝙫 𝑷𝒓𝒂𝒌𝒂𝒔𝒉 𝙆𝙪𝙢𝙖𝙧
@JajpuriaJadav
almost 2 years ago
ଓଡ଼ିଆ ଅସ୍ମିତା ଏବେ କୋଉଠି (ଚୂଲିରେ) ଦୟାକରି ଅନ୍ଧାଭକ୍ତ ମାନେ ଉତ୍ତର ରଖିବେ..🙏
JajpuriaJadav's tweet video.
Pradeep Kumar Rout
@Pradeep45sipu
almost 2 years ago
@heitibhaina
ହେଇଟି ଭାଇନା ଆଉ ଆମ ମୋହନ ସାର କହିଛନ୍ତି 10 ଦିନ ପରେ ସୁଭଦ୍ରା ମିଳିବ ଆଉ ମାଡ଼ମ କହିଲେ ନଭେମ୍ବର ଶେଷ ସୁଦ୍ଧା ମୁଁ ଭାବୁଛି ନଭେମ୍ବର ମାସ ଆଉ 10ଦିନ ହେଇଯାଇଛିକି। ଟିକେ ବୁଝିକି କହିବେ ତ। ଆଉ ସେ ମାଆ ମାନଙ୍କୁ 1000 ମାସକୁ କେବେ ଦେବେ ଟିକେ ଧମେନ୍ଦ୍ର ସାରଙ୍କୁ ବି ପଚାରିବ।
Pradeep Kumar Rout
@Pradeep45sipu
about 2 years ago
@SSEPD2
@CMO_Odisha
@NityanandaBJP
@BPSethi
@niyati_pattnaik
How to check beneficiary list please reply,🙏🙏🙏🙏
@SSEPD2
@NityanandaBJP
@CMO_Odisha
Pradeep Kumar Rout
@Pradeep45sipu
about 2 years ago
@socialTalks96
@BJP4Odisha
https://t.co/GHSEvvmIgc
Bashi Pakhala 🪳
@bashipakhala
about 2 years ago
ଏଇଟା କଣ ଠିକ ହେଲାକି? ଲୋକଙ୍କୁ ଯଦି ଘରେ ଚାବି ପକେଇ ରଖିବ ତାହେଲେ ମୋଦୀ ଆସିଥିଲେ କାହିଁକି?? କଣ କେବଳ PR ଷ୍ଟଣ୍ଟ ପାଇଁ??
bashipakhala's tweet video.
Pradeep Kumar Rout
@Pradeep45sipu
about 2 years ago
@socialTalks96
https://t.co/GHSEvvmaqE
Bashi Pakhala 🪳
@bashipakhala
about 2 years ago
ଏଇଟା କଣ ଠିକ ହେଲାକି? ଲୋକଙ୍କୁ ଯଦି ଘରେ ଚାବି ପକେଇ ରଖିବ ତାହେଲେ ମୋଦୀ ଆସିଥିଲେ କାହିଁକି?? କଣ କେବଳ PR ଷ୍ଟଣ୍ଟ ପାଇଁ??
bashipakhala's tweet video.
Pradeep Kumar Rout
@Pradeep45sipu
about 2 years ago
@BJP4Odisha
@MohanMOdisha
https://t.co/GHSEvvmaqE
Bashi Pakhala 🪳
@bashipakhala
about 2 years ago
ଏଇଟା କଣ ଠିକ ହେଲାକି? ଲୋକଙ୍କୁ ଯଦି ଘରେ ଚାବି ପକେଇ ରଖିବ ତାହେଲେ ମୋଦୀ ଆସିଥିଲେ କାହିଁକି?? କଣ କେବଳ PR ଷ୍ଟଣ୍ଟ ପାଇଁ??
bashipakhala's tweet video.
Pradeep Kumar Rout
@Pradeep45sipu
about 2 years ago
@otvkhabar
Sir ଆମେ ଆପଣଙ୍କ ଓଡିଆ, ହିନ୍ଦୀ ଶୁଣିଲୁ ଟିକେ ବଙ୍ଗାଳୀ ଭାଷାରେ ଶୁଣିବାକୁ ଅପେକ୍ଷା ରହିଲା,next time ଟିକେ video ରେ voice ଦେବେ
Pradeep Kumar Rout
@Pradeep45sipu
over 2 years ago
@otvnews
ରାଜ୍ୟ Bjp କୁ ଭରଷା ନାହିଁ ସେଇ ପାଇଁ ବାହାର ନେତାକୁ ଡାକି ପ୍ରଚାର କରା ଯାଉଛି। ଓଡ଼ିଶା ବାସୀ ଭଲ ଭାବରେ ବୁଝିବେ Bjp ର ମୁଖ୍ୟମନ୍ତ୍ରୀ ବି ଏଇ ମାନେ ମିଶିକି ବାଛିବେ, ଦେଲେ ଓଡ଼ିଶାକୁ ଲୋଟିବାକୁ ଭଲ ହେବ।
Pradeep Kumar Rout
@Pradeep45sipu
over 2 years ago
@pranabpdas
@dpradhanbjp
ଯେଁଉ ମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଆ ପୁଅ ବୋଲି କହୁଛନ୍ତି ତ ତାଙ୍କୁ ପ୍ରଶ୍ନ କରନ୍ତୁ ଗତ ୧୦ବର୍ଷ ସେ କୁଆଡେ ଥିଲେ, କଣ ପାଇଁ ଓଡ଼ିଶାରୁ ନିର୍ବାଚନ ଲଢ଼ୁ ନ ଥିଲେ?ଆଜି ଟିକେଟ ମିଳିଛି ବୋଲି ଆସି କି ବଡ ବଡ ଭାଷଣ ମାରୁଛନ୍ତି। ଆପଣ ବି ତ ଅନ୍ୟ ରାଜ୍ୟ ପାଇଁ ନିର୍ବାଚନ ଲଢିଥିଲେ
Pradeep Kumar Rout
@Pradeep45sipu
over 2 years ago
@BJP4Odisha
ଧନ୍ୟ ତୁମ ରାଜନୀତି
@BJP4Odisha
ଲଜ୍ୟା ଲାଗିବା କଥା, ଟିକେ ମନେ ପକେଇବ ଗତ କିଛି ଦିନ ତଳେ ଜଣେ ପରିବେଶ ପ୍ରେମୀ ଆମରଣ ଅନଶନରେ ବସିଥିଲେ ପରିବେଶ ସୁରକ୍ଷା ପାଇଁ ଆଉ ତୁମ ସରକାର ସେ ପ୍ରତି ଟିକେ ଦୁଷ୍ଟି ବି ଦେଲେନି। ଲଜ୍ୟା BJP ଆମ ଦେଶ ପାଇଁ ଅଭିଶାପ।
Last Seen Users on Sotwe
Behind
Seen from
Malaysia
🇫🇮Jarkko🇫🇮✝️
Perdiiyansyah
Seen from
Indonesia
Mylove mb
Seen from
Singapore
AREA VCZ
Seen from
Indonesia
PUKIMAK
Seen from
Indonesia
Legend of The White Dragon
☁️ Yuri ☁️ (Comms: CLOSED)
Seen from
Thailand
Sofia🥇🏆🏆🦁🪽
Seen from
Turkey
ชอบดมกางเกงในเสือใน
Seen from
Thailand
Trends for you
1
Eagles
Under 10K tweets
2
Parker Washington
Under 10K tweets
3
Bagent
Under 10K tweets
4
Minkah Fitzpatrick
Under 10K tweets
5
Liverpool
Under 10K tweets
6
Jaylon Johnson
Under 10K tweets
7
Liam Coen
Under 10K tweets
8
Brock Bowers
Under 10K tweets
9
Wirtz
Under 10K tweets
10
#HereWeGo
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫