Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Pr@deep Kum@r
@Pradeep_ku_
wright is wright if no one can do it.
Joined June 2021
2.6K
Following
3.1K
Followers
510
Posts
Pr@deep Kum@r
@Pradeep_ku_
3 months ago
ଏଠି ସବୁ କିଛି ବିକ୍ରି ହୁଏ (ସମ୍ପର୍କର ବି ଗୋଟେ ନିର୍ଦିଷ୍ଟ ଦାମ୍ ଅଛି)!!!!! ବାସ କିଣିବା ପାଇଁ ତୁମ ପାଖରେ ପ୍ରଚୁର ଟଙ୍କା ଥିବା ଦରକାର ।
#Rain
Pr@deep Kum@r
@Pradeep_ku_
3 months ago
ଆଖି ବି ବେଳେ ବେଳେ ଅବୁଝା ହୋଇ କହେ .... ଆଉ କଣ ମନେ ପଡୁନାହିଁ!!!! ଆଉ ତାରି ନାଁ ହେଉଛି ଲୁହ ।
#ଲୁହ
Pr@deep Kum@r
@Pradeep_ku_
3 months ago
ନାରୀର ଧୈର୍ଯ୍ୟକୁ ଯେତେବେଳେ କେହି ଦୁର୍��ଳତା ଭାବି ଭୁଲ୍ କରନ୍ତି, ସେତେବେଳେ ତାର ପ୍ରତିବାଦ ସମାଜର ଇତିହାସ ବଦଳାଇ ଦିଏ
#ନାର
ୀ
Pr@deep Kum@r
@Pradeep_ku_
3 months ago
ସାଆନ୍ତେ ଦେଉଳ କୁ ଯିବା ପୂର୍ବ ରୁ ବୁଝେଇ ଦେଇ ଗଲେ ଯେ... ରାଗିବା ମନେଇବା ବି ପ୍ରକୃତ ପ୍ରେମ ର ଉଦାହରଣ ।
#ରଥଯାତ୍ରା
Who to follow
Sw. Nanda Kishor Pradhan
@NandaKishorPra4
✴️Social worker ✴️helping hands to the needy people ✴️ Association of Twitter Activists #Sambalpur District Coordinator 🙏💐 Jay Maa Samaleswari 💐 🙏
Diptiranjan Dash
@Diptira35365398
ଅନ୍ୟାୟ ଅନୀତି ବିରୁଧ୍ଯରେ ସ୍ୱର ଉତ୍ତେ ।ଳନ କରିବା ମୋର କାମ.
𝐒𝐚𝐧𝐣𝐢𝐛 𝐁𝐢𝐬𝐰𝐚𝐥
@Sanjib_Biswal__
Social worker
Pr@deep Kum@r
@Pradeep_ku_
3 months ago
ବର୍ଷା ର ଭୁଲ!!! ନାଁ ଭିଜୁଥିବା ଲୋକ ର ଭୁଲ???
#thoughtoftheday
Pr@deep Kum@r
@Pradeep_ku_
5 months ago
Every sunrise brings a new beginning
#Odishapolitics
Pr@deep Kum@r
@Pradeep_ku_
5 months ago
ମୋତେ ଦାମିକିଆ ଉପହାର 🎁 ଖୁବ୍ ପସନ୍ଦ... ଯେମିତିକି... ସମୟ 🕣 :-ଯାହ କାହାକୁ ଦେଇଥିବା ସବୁଠାରୁ ମୂଲ୍ୟବାନ ଉପହାର। ବିଶ୍ୱାସ🤞:-ଦୁନିଆର ସବୁଠାରୁ ଦାମିକା ଉପହାର ଯାହା କିଣି ହେବ ନାହିଁ। ସମ୍ମାନ 🙏 :-ଯାହା ଏକ ମନୁଷ୍ୟ ର ସତ୍ତା ଏବଂ ଗୈରବ ର ପରିଚୟ ଆଉ କପେ ଚା ☕:-ଯାହା ସବୁ ଚିନ୍ତା କୁ କରେ ଦୁର,ଆଉ ମନକୁ ଦିଏ ଶାନ୍ତି.....
Pr@deep Kum@r
@Pradeep_ku_
5 months ago
ରାଜନୀତି କରିବାକୁ କାହାରି���ୁ ମନା ନାହିଁ। ଯଦି ଜଣେ ଯୋଗ୍ୟ ବ୍ୟକ୍ତି ରାଜନୀତିକୁ ଫେରୁଛି.. ଅସୁବିଧା କଣ !! ଅସୁବିଧା କାହାର !! ଯିଏ ଲୋକଂକ ମନ ଜିଣିବ ସେ ସଫଳ ହେବ। ଏଇତ ଗ��ତନ୍ତ୍ର। .
.. #OdishaPolit
ics
Pr@deep Kum@r
@Pradeep_ku_
6 months ago
#may
Pr@deep Kum@r
@Pradeep_ku_
7 months ago
ଜୟ ଜଗନ୍ନାଥ 🙏 ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
Pr@deep Kum@r
@Pradeep_ku_
7 months ago
#ବନ୍ଦେ_ଉତ୍କଳ_ଜନନୀ
ଆମ ମାତୃଭାଷା ‘ଓଡ଼ିଆ’ର ଶାସ୍ତ୍ରୀୟ ମାନ୍ୟତା ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ।
#VandeUtkalJanani
Pr@deep Kum@r
@Pradeep_ku_
7 months ago
🚩 श्री रामचंद्र जी की जय 🚩
Pr@deep Kum@r
@Pradeep_ku_
7 months ago
ଯେଉଁ ମାନେ ନୀତି ଆଉ ନୈତିକତା ର ଭାଷଣ ଦେଉଛନ୍ତି ସେଇମାନଙ୍କ ପାଇଁ!!! ୨୫ ବର୍ଷ ସାହାଯ୍ୟ ଆଉ ସହଯୋଗ ପରେ ୫ ବର୍ଷ ସାଥିରେ ରହିପାରୁନ = ବୃଦ୍ଧାବସ୍ଥା ରେ ବୃଦ୍ଧାଶ୍ରମ କୁ ପଠଉ ଥି��ା ସନ୍ତାନ ସହ ତୋମେ ସମାନ
#thouughtoftheda
y
Pr@deep Kum@r
@Pradeep_ku_
8 months ago
#Forests
are the lungs of our Earth
#Worldforestday
Pradeep_ku_
retweeted
Pr@deep Kum@r
@Pradeep_ku_
almost 3 years ago
There are somany gifts for a women but the greatest gift for a women is respect
#Respectwomen
Pr@deep Kum@r
@Pradeep_ku_
9 months ago
#AISashakt
Pr@deep Kum@r
@Pradeep_ku_
10 months ago
ସବୁ ତୋରି ଇଚ୍ଛା
#ଜୟଜଗନ୍ନାଥ
Pr@deep Kum@r
@Pradeep_ku_
10 months ago
ଭୋଗ ନେଇନଥିଲି ବାବା!!! ଭାବ ନେଇଥିଲି ଭାବରେ ଗ୍ରହଣ କରିବ!!! 🌹
#HappyNewYear2026
Pr@deep Kum@r
@Pradeep_ku_
10 months ago
ସରକାର ତୁମେ ଫାଇନ ଦିଅ ରାସ୍ତାରେ ଖାଲ ଥିଲେ 5000ଟଙ୍କା ଫାଇନ୍ ଗୋରୁ ଗାଇ ରାସ୍ତାରେ ବୁଲିଲେ 8000 ଟଙ୍କା ଫାଇନ୍ ରାସ୍ତା କଡରେ ଲାଇଟ୍ ନ ଥିଲେ 15,000 ଟଙ୍କା ଫାଇନ୍ ରାସ୍ତା ଉପରେ ପାଣି କି କାଦୁଅ ଜମିଲେ 25,000 ଟଙ୍କା ଫାଇନ୍ ପିଚୁ କିମ୍ବା ଢ଼ଳେଇ ରାସ୍ତା ନ ଥିଲେ 30,000 ଟଙ୍କା ଫାଇନ୍ ମୁଁ ଜଣେ ସାଧାରଣ ଜନତା
#cmoodisha
Pr@deep Kum@r
@Pradeep_ku_
11 months ago
ଯାହାକୁ ଭାବିଲେ ମନ ଖୁସି ହୋଇଯାଇ!!! ସେ ସୁନ୍ଦର ଅନୁଭୁତି ହେଉଛ ତୁମେ!!!
#ଜୟଜଗନ୍ନାଥ
Last Seen Users on Sotwe
Didier Drogba
Seen from
Turkey
Pìyā
.
Seen from
France
الباشا
Marl ♠️
Seen from
Spain
سجاد ❤️🫦
Seen from
Oman
A___22
Seen from
Egypt
Rocky Boy
Seen from
Turkey
Mr. Goji
Seen from
Brazil
الملكه Nano
Seen from
Netherlands
Trends for you
1
Halloween
Under 10K tweets
2
Gabby Williams
Under 10K tweets
3
Poland
Under 10K tweets
4
Ohio State
Under 10K tweets
5
Ryan Day
Under 10K tweets
6
Good Sunday
Under 10K tweets
7
Fahey
Under 10K tweets
8
#UFCVegas123
Under 10K tweets
9
Tusk
Under 10K tweets
10
Canelo
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫