Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Odisha Pulse
@PulseOdisha
Joined July 2023
18
Following
311
Followers
931
Posts
Odisha Pulse
@PulseOdisha
about 22 hours ago
ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡିର ବିକ୍ଷୋଭ..ମାଷ୍ଟରମାଇଣ୍ଡ ନବୀନ ପଟ୍ଟନାୟକ ବୋଲି ପଦାରେ ପକାଇଲେ ବିଜେଡି ନେତା... https://t.co/z1lqhWPpmC
Odisha Pulse
@PulseOdisha
2 days ago
ସ୍ଲୋଗାନ୍ ଶୁଣିଲେ ସମସ୍ତେ, କିନ୍ତୁ ସ୍କ୍ରିପ୍ଟ ଲେଖିଲା କିଏ ? ଓଡ଼ିଶାର ରାଜନୀତିରେ ଏବେ ସବୁଠୁ ବଡ଼ ପ୍ରଶ୍ନ—ପରଦା ପଛର ଚେହେରା କିଏ? https://t.co/QwQHAYuyzy
Odisha Pulse
@PulseOdisha
3 days ago
ରାଜନୈତିକ ସମୀକରଣ ବଦଳିଲେ ବଦଳିପାରେ ବିଜେଡିର ଆଭିମୁଖ୍ୟ... ଦଳର ଭବିଷ୍ୟତ ପାଇଁ ସୀମା ନିର୍ଦ୍ଧାରଣ ବିଲ୍ ଉପରେ ନୂଆ ନିଷ୍ପତ୍ତି ଆସିବ କି? https://t.co/AzBgLnW1Mr
Odisha Pulse
@PulseOdisha
4 days ago
ବନ୍ୟା ପ୍ରଭାବିତଙ୍କୁ ଭେଟିବେ କି ବିରୋଧୀ ଦଳ ନେତା ? ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ କି ନବୀନ ପଟ୍ଟନାୟକ ? https://t.co/cGpmnEj1QX
Odisha Pulse
@PulseOdisha
5 days ago
ଗୋଟିଏ ସ୍କୁଲର ଥାଳି ସାରା ଓଡ଼ିଶାକୁ ଗୋଟିଏ ପ୍ରଶ୍ନ କରିଛି ବିକାଶର ଅର୍ଥ କ'ଣ ? https://t.co/wRfDCmgwo3
Odisha Pulse
@PulseOdisha
8 days ago
Instagram ପ୍ଲାଟଫର୍ମରେ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳର ନେତାମାନେ କିପରି ସକ୍ରିୟ ଅଛନ୍ତି ? କିଏ ଅଧିକ ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରିପାରିଛନ୍ତି ? https://t.co/fYT4kgoWFw
Odisha Pulse
@PulseOdisha
9 days ago
ଦୁର୍ନୀତି ବିରୋଧରେ ଇଏ କି ଶୂନ୍ୟ ସହନଶୀଳତା ? ଦୁର୍ନୀତି ନିବାରଣ କ୍ଷେତ୍ରରେ ଆମର ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ବୋଲି ବୁଝିବା ନା ନାହିଁ ? https://t.co/1WfVMJYl3A
Odisha Pulse
@PulseOdisha
10 days ago
ଅସରପା ଆନ୍ଦୋଳନକୁ ସମର୍ଥନ କରିବା ପଛର ଉଦ୍ଦେଶ୍ୟ କ'ଣ ଥିଲା ଏମାନଙ୍କର ? ଏମାନେ ଏଥିରୁ ପାଇଲେ କ'ଣ ? https://t.co/IAx6cQTkii
Odisha Pulse
@PulseOdisha
11 days ago
ଫାଇଲ୍ ଚୋରି ମାମଲାରେ ଆଗକୁ ବଢ଼ିଲା ତଦନ୍ତ...ବିପଦ ଆଶଙ୍କାରେ ବିଜେଡି ! https://t.co/uTvIgNlpMq
Odisha Pulse
@PulseOdisha
12 days ago
ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଓଡ଼ିଶାର ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଥିଲା ଓ ଯେଉଁ ସବୁ ଆହ୍ୱାନର ସମ୍ମୁଖୀନ ସେମାନେ ହୋଇଥିଲେ ତାହା କ'ଣ କେହି ଭୁଲି ପାରିବେ ? https://t.co/ZOu7E3aKfq
Odisha Pulse
@PulseOdisha
13 days ago
ଧରା ପଡ଼ିଗଲା ଦୁଇ ସାଂସଦ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀଙ୍କ ଭିନ୍ନ ଆଭିମୁଖ୍ୟ... କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ବିଜେପିର ଜାତୀୟ ସ୍ତରର ନେତାମାନେ ଦୁଃଖ ପ୍ରକାଶ କରୁଥିବା ବେଳେ ଏହି ଦୁଇ ସାଂସଦଙ୍କ ହାବଭାବ ନେଇ ଦଳ ଭିତରେ ସନ୍ଦେହ... https://t.co/RLuCcfTPL7
See More
Odisha Pulse
@PulseOdisha
15 days ago
କିପରି ସଫଳ ହୁଏ ମହାପ୍ରଭୁଙ୍କ ରଥଯାତ୍ରା ? ସଫଳତାର ରହସ୍ୟ କ'ଣ ? ଏନେଇ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର... https://t.co/BZWa6xQFZZ
Odisha Pulse
@PulseOdisha
16 days ago
ଫାଇଲ୍ ଚୋରି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଲିସ ଜେରା ପାଇଁ ସମନ୍ କରିବ କି ? https://t.co/yITDGj4HQo
Odisha Pulse
@PulseOdisha
17 days ago
ବିଜେଡି ସରକାର ସମୟରେ ଅନେକ ଅପରାଧିକ ତଥା ସମ୍ବେଦନଶୀଳ ମାମଲା, ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଆଦି ଘଟଣା ଏବେ ବି ସଧାରଣ ଲୋକଙ୍କ ମନରେ ରହିଛି... କେବେ କ'ଣ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବା ତାଙ୍କର କେହି ମନ୍ତ୍ରୀ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ କି ? https://t.co/WsoWkcTY6f
Odisha Pulse
@PulseOdisha
18 days ago
ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିବା ପଛର ଅସଲ କାରଣ କ'ଣ ? https://t.co/Vv36mzmvHp
Odisha Pulse
@PulseOdisha
19 days ago
ଅସରପା ଜନତା ପାର୍ଟିକୁ ସମର୍ଥନ ନେଇ ନବୀନ ପଟ୍ଟନାୟକ ଓ ତଥାଗତ ସତପଥୀଙ୍କ ମଧ୍ୟରେ ପ୍ରତିଯୋଗିତା... କିଏ ହେବ ଏକ ନମ୍ବର ଅସରପାପନ୍ଥୀ? https://t.co/CIgVOsr4JT
Odisha Pulse
@PulseOdisha
20 days ago
କାହିଁକି ବାରମ୍ୱାର ବଦଳୁଛି ବିଜେଡିର ନିଷ୍ପତ୍ତି ? ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ନିଜେ ସବୁ ନିଷ୍ପତ୍ତି ନେଉଛନ୍ତି ତ ?https://t.co/jvAX7yP0X3
Odisha Pulse
@PulseOdisha
22 days ago
ଫାଇଲ୍ ଚୋରି ତଦନ୍ତ ଯିବ କେତେ ଦୂର ? ନବୀନ ପଟ୍ଟନାୟକଙ୍କ ଅଫିସ୍ ସହ ଜଡ଼ିତ ଅନ୍ୟ ପ୍ରଭାବଶାଳୀ ବାବୁ ଏପରିକି ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ସମନ୍ ଜାରୀ ହେବ କି ? https://t.co/pyuyDmEurZ
Odisha Pulse
@PulseOdisha
23 days ago
ଚଳିତ ବର୍ଷର ରଥଯାତ୍ରା... କୋଟି କୋଟି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ କ୍ଷୋଭ...ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ "ହେ ମହାପ୍ରଭୁ କ'ଣ ଶୃଙ୍ଖଳିତ ରଥଯାତ୍ରା ହୋଇ ପାରିବ ନାହିଁ " ? https://t.co/QH1tpKqjBc
Odisha Pulse
@PulseOdisha
24 days ago
ମୌସୁମୀ ଅଧିବେଶନ ପୂର୍ବରୁ ବିଜେଡିକୁ ନେଇ ବଢ଼ିଲା ଚର୍ଚ୍ଚା... ଡିଲିମିଟେସନ୍ ବିଲ୍ ସପକ୍ଷରେ ମତ ଦେବା ବ୍ୟତୀତ ବିଜେଡି ପାଖରେ ବିକଳ୍ପ ଅଛି କି ? https://t.co/CSl0v5PUF9
Last Seen Users on Sotwe
🇹🇴🇳🇴 Liivaiy ⛓️💥
Seen from
New Zealand
ianW
Seen from
Brazil
Türk ifşa videoları
Seen from
Turkey
Bh chubby 🐻🇧🇭
Seen from
Turkey
Marouf Sattam
Seen from
Egypt
Jules Jordan
Seen from
United States
Lông Cặc Của Chú Khoa Vương💦
Seen from
Vietnam
Wow Chinese Hub
Seen from
Turkey
Black
Seen from
Turkey
sessizbeyinsiz
Seen from
Netherlands
Trends for you
1
WNBA
Under 10K tweets
2
Good Sunday
Under 10K tweets
3
#UFCVegas120
Under 10K tweets
4
Tosin
Under 10K tweets
5
White Privilege
Under 10K tweets
6
Delap
Under 10K tweets
7
#SundayVibes
Under 10K tweets
8
#InternationalCatDay
Under 10K tweets
9
#bb28
Under 10K tweets
10
Blessed Sunday
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.5M followers
9
KATY PERRY
@katyperry
89M followers
10
Taylor Swift
@taylorswift13
82.9M followers
11
Lady Gaga
@ladygaga
74.4M followers
12
Virat Kohli
@imvkohli
71.9M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.8M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.1M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫