Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Ramesh Chandra Jena
@RAMESHCH_JENA
Member of Legislative Assembly, Ganjam - Sanakhemundi, Odisha @INCIndia ;Sanakhemundi | Proud Odia |
Bhubneswar , India
Joined November 2024
124
Following
251
Followers
352
Posts
Ramesh Chandra Jena
@RAMESHCH_JENA
3 days ago
🌿 ପବିତ୍ର ରଜ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଗଣପର୍ବ ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଭାଇଚାରାର ପ୍ରତୀକ। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ରହୁ। 🙏🌾
#ରଜ_ପର୍ବ
#RajaFestival
#OdiaCulture
#ganjamdistict
#PeopleFirst
#Sanakhemundi
#rameshjena
Ramesh Chandra Jena
@RAMESHCH_JENA
8 days ago
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ •✓ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଜଣାଉଛି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। 🙏🌹 ନାରୀ ସଶକ୍ତିକରଣ, ସାହସୀ ନେତୃତ୍ୱ ଏବଂ ଜନସେବା ପ୍ରତି ତାଙ୍କର ଅବଦାନ ସଦା ସର୍ବଦା ଓଡ଼ିଶାବାସୀଙ୍କୁ ପ୍ରେରଣା ଯୋଗାଇବ। ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଆଗାମୀ ପିଢ଼ୀ ପାଇଁ ମାର୍ଗଦର୍ଶକ ହୋଇ ରହିବ। ଶତ ଶତ ନମନ। 🙏 #NandiniSatpathy #Jayanti #Tribute #Odisha #WomenLeadership #Respect #Congress
See More
Ramesh Chandra Jena
@RAMESHCH_JENA
13 days ago
"ଜୀବନ ବଞ୍ଚାଇବାର ସବୁଠୁ ସହଜ ଉପାୟ – ସ୍ୱେଚ୍ଛାକୃତ ରକ୍ତଦାନ।" "ଆସନ୍ତୁ ରକ୍ତଦାନ କରିବା, ମାନବତାର ବନ୍ଧନକୁ ଆହୁରି ଦୃଢ଼ କରିବା।" 🩸🇮🇳
#SanakhemundiCongress
Ramesh Chandra Jena
@RAMESHCH_JENA
about 1 month ago
ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ଗ୍ରାମରେ ସଙ୍କଟ ମୋଚନ ପ୍ରଭୁ ଶ୍ରୀ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ।
#SanakhemundiCongress
#Ganjamdistrict
#bajrangbali
#Odisha
#odishamla
#rameshjena
Ramesh Chandra Jena
@RAMESHCH_JENA
about 1 month ago
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହାନ୍ ପର୍ବ ସାବିତ୍ରୀ ବ୍ରତ ଉପଲକ୍ଷେ ସମସ୍ତ ସଧବା ମା’ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପ୍ରତ୍ୟେକ ସଧବା ନାରୀଙ୍କ ସୁଦୀର୍ଘ ଓ ମଙ୍ଗଳମୟ ଦାମ୍ପତ୍ୟ ଜୀବନ ପାଇଁ ପ୍ରାର୍ଥନା କରୁଛି ।
#SanakhemundiCongress
Ramesh Chandra Jena
@RAMESHCH_JENA
about 1 month ago
ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ କଂସାମାରି ଗ୍ରାମ ରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଅବସରରେ ଗ୍ରାମ ବାସୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିବା ୨ ପାର୍ଟି ପୌରାଣିକ ନାଟକ ରାମାୟଣ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗଦାନ।
#SanakhemundiCongress
#culture
#ganjamculture
#Ganjamdistrict
#Odisha
#odishamla
#rameshjena
See More
Ramesh Chandra Jena
@RAMESHCH_JENA
about 2 months ago
ମାଧ୍ଯମିକ ଶିକ୍ଷା ପରିଷଦର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ସମସ୍ତଙ୍କର ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
#BSEODISHA
#results
Ramesh Chandra Jena
@RAMESHCH_JENA
about 2 months ago
ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇ-ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏🏻 ଆପଣଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ମାଧ୍ୟମରେ, ଆପଣ ଆମ ଜାତିର ମୂଳଦୁଆକୁ ମଜବୁତ କରନ୍ତି। ଆପଣଙ୍କ ସଂଘର୍ଷ ଏବଂ ଅବଦାନ ହେଉଛି ଭାରତ ନିର୍ମାଣ ପଛରେ ପ୍ରକୃତ ଶକ୍ତି। ଭାରତର ପ୍ରଗତିରେ ଆପଣଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରି ଆପଣଙ୍କ ଶ୍ରମକୁ ସମ୍ମାନ, ଆପଣଙ୍କ ଅଧିକାର ସୁରକ୍ଷିତ ଏବଂ ଆପଣଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଆମେ ପ୍ରତିବଦ୍ଧ। ଆପଣମାନଙ୍କର ହସରେ ଲୁଚିରହିଛି ଆଗାମୀ ଦିନର ଆଶା... #ଶ୍ରମକୁ_ନମନ #ଶ୍ରମିକଙ୍କୁ_ସମ୍ମାନ #ଅନ୍ତର୍ଜାତୀୟ_ଶ୍ରମିକ_ଦିବସ
See More
Ramesh Chandra Jena
@RAMESHCH_JENA
about 2 months ago
ଆଜି ‘ଜାତୀୟ ପଞ୍ଚାୟତିରାଜ ଦିବସ’ ଅବସରରେ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ଗ୍ରାମବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ... ଗ୍ରାମୀଣ ବିକାଶ ହେଉଛି ଦେଶର ପ୍ରକୃତ ପ୍ରଗତିର ମୂଳ ଆଧାର। ପଞ୍ଚାୟତିରାଜ ବ୍ୟବସ୍ଥା ଆମ ଗଣତନ୍ତ୍ରର ମୂଳ ଭିତ୍ତି, ଯାହା ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତିକୁ ସୁନିଶ୍ଚିତ କରେ । ଆସନ୍ତୁ, ଆମେ ସମସ୍ତେ ଏକତ୍ର ହୋଇ ପଞ୍ଚାୟତଗୁଡ଼ିକୁ ଅଧିକ ସଶକ୍ତ କରିବା ସହିତ ସ୍ୱୟଂଶାସିତ ଓ ସମୃଦ୍ଧ ଗାଁ ଗଠନ ପାଇଁ ସଂକଳ୍ପବଦ୍ଧ ହେବା... #PanchayatiRajDiwas2026
See More
Ramesh Chandra Jena
@RAMESHCH_JENA
about 2 months ago
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାକୁ ବିକାଶର ରାସ୍ତାରେ ଆଗକୁ ବଢ଼ାଇବା ସହ ଲୋକଙ୍କ ଉନ୍ନତିରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ।
#janakiballabhpatnaik
Ramesh Chandra Jena
@RAMESHCH_JENA
about 2 months ago
🌾 ଅକ୍ଷୟ ତୃତୀୟାର ଅନେକ ଅନେକ ଅଭିନନ୍ଦନ🌾 ଓଡ଼ିଆ ଜାତିର ଅନନ୍ୟ ପର୍ବ "ଅକ୍ଷୟ ତୃତୀୟା" ଅବସରରେ ସମସ୍ତ ଜନ ସାଧାରଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାବାରିରେ ଆଜି ମୋ ମାଟିର ଚଷାପୁଅ କୃଷିକାର୍ଯ୍ୟ ଅନୁକୂଳ କରି ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅବାଧରେ ସମ୍ପାଦନ କରୁ, ଆଜିର ପବିତ୍ର ଦିନରେ ମୋର ଏହି ବିନମ୍ର ପ୍ରାର୍ଥନା। #ଅକ୍ଷୟତୃତୀୟା #odiatradition #odiaculture
See More
Ramesh Chandra Jena
@RAMESHCH_JENA
2 months ago
ମୋ କ୍ଷମତା ଆପଣଙ୍କ ହାତରେ ମୁଁ ସଦା ସର୍ବଦା ଆପଣଙ୍କ ସାଥିରେ ।।
#MLASANAKHEMUNDI
Ramesh Chandra Jena
@RAMESHCH_JENA
2 months ago
ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବ ବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭକାମନା । ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ଅସୀମ ସୁଯୋଗ ଏବଂ ସମୃଦ୍ଧି ଆଣିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରୁଛି ।
@highlight
#Ganjamdistrict
#culture
#Odisha
#odishamla #rameshjena
See More
Ramesh Chandra Jena
@RAMESHCH_JENA
2 months ago
ପ୍ରିୟ NSUI ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ଥାପନା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। NSUI ସଦା ଯୁବମନଙ୍କୁ ନେତୃତ୍ୱ ଦେଇ, ଛାତ୍ରଛାତ୍ରୀଙ୍କ ଅଧିକାର ଓ ଆକାଙ୍କ୍ଷା ପାଇଁ ନିର୍ଭୀକ ଭାବେ ସଂଘର୍ଷ କରୁଥିବା ଏକ ଗୌରବମୟ ପରମ୍ପରାର ଧାରକ। ଆସନ୍ତୁ, ଆମେ ସମସ୍ତେ ମିଶି ନ୍ୟାୟ, ଗଣତନ୍ତ୍ର ଓ ସଂବିଧାନିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ସହିତ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମ ଅତୁଟ ସଙ୍କଳ୍ପକୁ ପୁନରୁଚ୍ଚାରଣ କରିବା।
See More
Ramesh Chandra Jena
@RAMESHCH_JENA
2 months ago
ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷତ୍ତମପୁର ବ୍ଲକ ର ଷୋଳଘର ଗ୍ରାମ ଠାରେ ଆୟୋଜିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ଙ୍କ ମନ୍ଦିର ପ୍ରତିଷ୍ଠା ରେ ଯୋଗଦାନ କରି ଶ୍ରୀ ଶ୍ରୀ ରାଧାକୃଷ୍ଣ କୃପା ଲାଭ କରିଥିଲି...
#SanakhemundiCongress
#KhalikotCongress
#Ganjamdistrict
#culture
#Odisha
Ramesh Chandra Jena
@RAMESHCH_JENA
3 months ago
ଉତ୍କଳ ଦିବସ ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
#hailight
#utkaldibash
Ramesh Chandra Jena
@RAMESHCH_JENA
3 months ago
ମୋ ନିର୍ବାଚନ ମଣ୍ଡଳୀର ସମସ୍ତ ସଦସ୍ୟ ମୋ ପରିବାରର ସଦସ୍ୟ, ସମସ୍ତଙ୍କର ସୁବିଧା ଅସୁବିଧା ମୋର ସମସ୍ୟା,ନିଜର କାର୍ଯ୍ୟର ବ୍ୟସ୍ତତା ଯୋଗୁଁ ସମୟ ଦେଇ ପାରୁନାହିଁ କିନ୍ତୁ ମୁଁ ସବୁବେଳେ ଆପଣଙ୍କ ସହ ଥିଲି , ଅଛି ,ଆଉ ରହିଥିବି , ମୁଁ ଆପଣଙ୍କ କାର୍ଯ୍ୟ ନିମନ୍ତେ ନିଜକୁ ନିୟୋଜିତ କରିଛି, ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି, ଯେଉଁ ସମୟ ନିର୍ବାଚନ ମଣ୍ଡଳୀରେ ରହିବି ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ନିଶ୍ଚିତ ଭାବରେ କରିବି , ମୋର ଆଶା ଓ ବିଶ୍ୱାସ ଆପଣଙ୍କ ଭଲପାଇବା ଏହିପରି ଅତୁଟ ରହିବ ।। ।। ଇତି।। ଆପଣଙ୍କ ସେବକ ରମେଶ ଚନ୍ଦ୍ର ଜେନା (ବିଧାୟକ, ସାନଖେମୁଣ୍ଡି) #SanakhemundiCongress #Ganjamdistrict #odishamla #OdishaPolitics #rameshjena #Odisha
See More
Ramesh Chandra Jena
@RAMESHCH_JENA
3 months ago
ହେ ମାଁ ତୁମକୁ ସ୍ୱାଗତ। 🙏🙏🙏 ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଁ ଦଣ୍ଡ କାଳୀଙ୍କ "ଦଣ୍ଡ ନାଚ"ର ୨୧ ଦିନିଆ ଦଣ୍ଡ ଯାତ୍ରା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି, କିଛି ଦିନ ପରେ ୧୮ ଏବଂ ୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହେବ। ଜିଲ୍ଲାର ପ୍ରତେକ ଜନସାଧାରଣ ଏହି ପର୍ବକୁ ଅତି ଆନନ୍ଦର ସହିତ ଚାହିଁ ରହିଥାନ୍ତି । ମାଁ ଦଣ୍ଡ କାଳୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ହସ ଖୁସିରେ ଭରିଯାଉ, ମାଁଙ୍କ ନିକଟରେ ମୋର ଏତିକି କାମନା । ଜୟ ମାଁ ଦଣ୍ଡକାଳୀ 🙏🙏🙏 #SanakhemundiCongress #Ganjamdistrict #ganjamculture #culture #odishamla #rameshjena #Odisha
See More
Ramesh Chandra Jena
@RAMESHCH_JENA
3 months ago
ମୋର ପ୍ରିୟ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀବାସୀ, ସମସ୍ତଙ୍କୁ ମୋର ପ୍ରଣାମ । ଆଜି ମୁଁ ଯେଉଁ ପରିଚୟ ପାଇଛି ସେ ସବୁ ପଛରେ ଆପଣମାନଙ୍କ ଅତୁଟ ଭଲପାଇବା, ସ୍ନେହ, ଶ୍ରଦ୍ଧା ଓ ସହଯୋଗ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ସମ୍ଭବ ହୋଇ ପାରିଛି। ବର୍ତ୍ତମାନ କିଛି କୂଚକ୍ରାନ୍ତକାରୀ ବ୍ୟକ୍ତି ମୋ ବିଷୟରେ ଅପପ୍ରଚାର କରି ଆମ ସଂଗଠନ, ଏକତା ଓ ମନୋବଳକୁ ଭାଙ୍ଗିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଏଣୁ ଆପଣମାନେ ସେମାନଙ୍କ କଥାରେ ଭ୍ରମିତ ନହୋଇ, ଆପଣଙ୍କ ମନ ମତିଷ୍କକୁ ଶାନ୍ତ ରଖି ସତ୍ୟାସତ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ। ମୁଁ ଆପଣଙ୍କ ସୁଖ ଦୁଃଖରେ ଥିଲି, ଅଛି ଏବଂ ଆଗକୁ ମଧ୍ୟ ରହିବି... ଆପଣଙ୍କ ସେବକ ରମେଶ ଚନ୍ଦ୍ର ଜେନା (ବିଧାୟକ, ସାନଖେମୁଣ୍ଡି) #SanakhemundiCongress #Ganjamdistrict #odishamla #OdishaPolitics #rameshjena #Odisha
See More
Ramesh Chandra Jena
@RAMESHCH_JENA
3 months ago
ଇଦ୍ ର ପବିତ୍ର ଅବସରରେ ସମସ୍ତ ମୁସଲମାନ ସମ୍ପ୍ରଦାୟ ଭାଇଭଉଣୀମାନଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ଆପଣମାନଙ୍କ ଜୀବନରେ ଶାନ୍ତି, ସମୃଦ୍ଧି, ସୁଖ ଓ ସମ୍ମିଳନ ନେଇଆସୁ। ସମସ୍ତଙ୍କୁ ଇଦ୍ ମୁବାରକ। 🌙✨
#EidMubarak
Last Seen Users on Sotwe
gokhantest
Seen from
Thailand
Yaresita pequeña
Seen from
Puerto Rico
mustafa kerim
Seen from
Turkey
Minh Bảo
Seen from
Vietnam
𝒞𝒽𝒾𝒶𝓇𝒶ᥫ᭡𓂃𝓱♡𝓳 🫧
Seen from
Italy
31vakti
Seen from
Turkey
🔞 Jaybaesun 🌞
Seen from
Philippines
Kasırgalı
Seen from
Turkey
Ayesha Afd
Seen from
Pakistan
Area Sensitif
Seen from
United States
Trends for you
1
Messi
Under 10K tweets
2
Austria
Under 10K tweets
3
KUN for MFW 2026
Under 10K tweets
4
#LVMSpoilers
Under 10K tweets
5
Caleb
Under 10K tweets
6
Algeria
Under 10K tweets
7
Oracle AI Trade
Under 10K tweets
8
#NOOS
Under 10K tweets
9
#AIAgent
Under 10K tweets
10
#NIKKECinderellaVote
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.7M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.2M followers
10
Taylor Swift
@taylorswift13
81M followers
11
Lady Gaga
@ladygaga
72.6M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.1M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.8M followers
19
X
@x
60.9M followers
20
Selena Gomez
@selenagomez
60.3M followers
Olivia
Online
✨
⭐
💫