Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Rabinarayan Sahu
@Rabinarayanpdm
CENTRAL CONVENOR (GANDHAMARDHAN SURAKHYA YUVA PARISAD)
Paikamal, India
Joined November 2019
71
Following
45
Followers
134
Posts
Rabinarayan Sahu
@Rabinarayanpdm
over 2 years ago
ପାଇକମାଳ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ N.A.C ଭାବେ ଘୋଷଣା କରିଥିବାରୁ ପାଇକମାଳ ଅଞ୍ଚଳବାସୀ ତଥା ଓଡ଼ିଶାର ମାନ୍ୟବର ଜନପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଇକମାଳ ଜନସାଧାରଣଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍।
#NAVEEN_ODISHA
@bjd_odisha
@Naveen_Odisha
@pranabpdas
@CMO_Odisha
Rabinarayanpdm's tweet video.
Rabinarayan Sahu
@Rabinarayanpdm
almost 3 years ago
ପବିତ୍ର କାଳୀପୂଜାରେ ଜଗତ ଜନନୀ ମାଁ କାଳୀଙ୍କ ଠାରେ ପ୍ରାର୍ଥନା ସଭିଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି ଓ ସମୃଦ୍ଧି। ଆଲୋକର ପର୍ବ ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।
#HappysafeDiwali
@bjd_odisha
@Naveen_Odisha
@pranabpdas
@prasana_acharya
Rabinarayan Sahu
@Rabinarayanpdm
almost 3 years ago
ଓ.ବି.ସି ମଞ୍ଚ ବୈଠକରେ ଓ.ବି.ସି ଯୁବ ମୋର୍ଚ୍ଚାର ପଦ୍ମପୁର ଉପଖଣ୍ଡ ସଭାପତି ଭାବେ ମତେ ମନୋନୀତ କରିଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତା ସମସ୍ତ ଗୁରୁଜନ,ଭାଇ,ଭଉଣୀ ତଥା ମାଁ ମାଉସୀଙ୍କୁ ମୋର ଭୁମିଷ୍ଟ ପ୍ରଣାମ ସହ ଆଶିର୍ବାଦ ଏବଂ ସହଯୋଗ କାମନା କରୁଛି।
#ଜୟମାଁ_ବିନ୍ଧ୍ୟବାସିନୀ
@Naveen_Odisha
@CMO_Odisha
@bjd_odisha
@pranabpdas
See More
Rabinarayan Sahu
@Rabinarayanpdm
almost 3 years ago
ସମସ୍ତ ଜନସାଧାରଣଙ୍କ ଜୀବନରେ ହସ,ଖୁସି,ସମୃଦ୍ଧି ଏବଂ ବୈଭବରେ ଭରପୁର କରିବା ପାଇଁ ମାଁ ଜଗତ ଜନନୀ ମାଁ ଦୁର୍ଗା ଙ୍କ ଠାରେ ପ୍ରାର୍ଥନା। ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା।
#ଜୟ_ମାଁ_ଦୁର୍ଗା
@bjd_odisha
@Naveen_Odisha
@pranabpdas
Who to follow
Abinash Bag
@bag_abinash
ସମାଜ ଲାଗିଁ ହିଁ କାମ୍ କରବାର୍ ଅଛେ । ମୁଇଁ ଯଦି ଗରୀବ ଅସହାୟ ଲୋକଙ୍କର୍ ଲାଗି କିଛି ବି କରି ପାରମି ବେଲେ ମୁଇଁ ଧଏନ୍ ମନେ କରମିଁ ।
Sushanta Kumbhar
@SushantaKumar57
Student, Social Activist 🇮🇳 Jai Bhim! 💙 Inquilab Jindabaad ✊
BIDYADHAR URMA
@PcbBidya
MA Political Science | Ex-Joint Secretary, Panchayat College | Future Policy Maker | Passionate about governance, leadership & social change | Odisha, Bargarh ❤
Rabinarayan Sahu
@Rabinarayanpdm
almost 3 years ago
ନୂତନ ଓଡ଼ିଶାର ନିର୍ମାତା, ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ହୃଦୟର ସମ୍ରାଟ,ବିକଶିତ ଓଡ଼ିଶାର ବିଶ୍ଵକର୍ମା ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଦିନରେ ହାର୍ଦ୍ଧିକ ଶୁଭେଚ୍ଛା।
#HAPPYBIRTHDAY_HCM
@Naveen_Odisha
@bjd_odisha
@CMO_Odisha
See More
Rabinarayan Sahu
@Rabinarayanpdm
almost 3 years ago
ବରଗଡ ପୋଲିସ ତରଫରୁ ତଥା ପାଇକମାଳ ପୋଲିସର ପ୍ରଚେଷ୍ଟାରେ ପାଇକମାଳ ମୂଖ୍ୟଛକ ଠାରେ ଆୟୋଜିତ ସାଇବର ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କଲି।ମୋବାଇଲ, କମ୍ପ୍ୟୁଟରକୁ ସତର୍କ ସହ ବ୍ୟବହାର କରି ସାଇବର ଠକେଇରୁ ବଞ୍ଚିତ ହେବା ଏବଂ ଏକ ସଚେତନ ନାଗରିକ ହେବା।
@CMO_Odisha
@MoSarkar5T
@Naveen_Odisha
@odisha_police
@pranabpdas
See More
Rabinarayan Sahu
@Rabinarayanpdm
almost 3 years ago
ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଅବସରରେ ମୋର ଭୂମିଷ୍ଟ ପ୍ରଣାମ।
#Happy_gandhi_and_sastri_jayanti
@bjd_odisha
@Naveen_Odisha
@pranabpdas
Rabinarayan Sahu
@Rabinarayanpdm
almost 3 years ago
ସମକୁ ମୋର ନୂଆଁଖାଇ ଜୁହାର
@bjd_odisha
@CMO_Odisha
@Naveen_Odisha
@pranabpdas
@ByomakeshRay
Rabinarayanpdm's tweet video.
Rabinarayan Sahu
@Rabinarayanpdm
about 3 years ago
·
Paikamal
ଗତକାଲି ପାଇକମାଳ ବିଜୁ ଏକ୍ସପ୍ରେସ ୱେ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିଲା।ପରିବେଶ କୁ ସୁରକ୍ଷିତ ରଖିବା ପାଇଁ ପ୍ରତିବର୍ଷ ଆମ ମାନଙ୍କୁ ଗଛ ଲଗାଇ ପ୍ରତ୍ୟେକ ଗଛର ଯତ୍ନ ନେବା ଉଚିତ୍।
@Naveen_Odisha
@CMO_Odisha
@pranabpdas
@bjd_odisha
@BJDITWing
@BYJD_Odisha
See More
Rabinarayan Sahu
@Rabinarayanpdm
over 3 years ago
·
Paikamal
ପାଇକମାଳ ଗ୍ରାମପଞ୍ଚାୟତର ସାଲେପାଲି ଗ୍ରାମ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ନାମସଂକୀର୍ତ୍ତନ ଓ ମାଣ୍ଡିଆଢିପା ଗ୍ରାମପଞ୍ଚାୟତ ବଇଦପାଲି ଗ୍ରାମର ନାମସଂକୀର୍ତ୍ତନରେ ଓଡ଼ିଶା ପାଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ସହ ଯୋଗଦାନକରି ସମସ୍ତ ଜନସାଧାରଣଙ୍କ ମଙ୍ଗଳକାମନା ପାଇଁ ପ୍ରାର୍ଥନା।
@Naveen_Odisha
@bjd_odisha
@pranabpdas
See More
Rabinarayan Sahu
@Rabinarayanpdm
over 3 years ago
·
Paikamal
#ଶଙ୍ଖ_ମୋର_ଗର୍ବ
#ନବୀନ_ମୋ_ଆଦର୍ଶ
@bjd_odisha
@Naveen_Odisha
@pranabpdas
@BJDITWing
@dr_arunsahoo
Rabinarayanpdm's tweet video.
Rabinarayan Sahu
@Rabinarayanpdm
over 3 years ago
·
Paikamal
ଗତକାଲି ୭୪ତମ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ମିଠାପାଲି ଗ୍ରାମ ପଞ୍ଚାୟତ ଠାରେ ମା ତାରିଣୀ ୟୁଥ କ୍ଲବ ତରଫରୁ ଆୟୋଜିତ କବି ସମ୍ମିଳନୀ ଓ ବୁଗିବୁଗି କାର୍ଯ୍ୟକ୍ରମରେ ଓଡ଼ିଶା ପଣ୍ୟାଗାର ନିଗମର ରାଜ୍ୟ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ସହ ଯୋଗଦାନ।
@Naveen_Odisha
@bjd_odisha
@pranabpdas
@BJDITWing
Rabinarayan Sahu
@Rabinarayanpdm
over 3 years ago
·
Paikamal
15/01/2023 ବିଜୁ ଜନତା ଦଳର ମୁଖପାତ୍ର ତଥା ଓଡିଶା ରାଜ୍ୟର ପଣ୍ୟାଗାର ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ବଢ଼େଇଙ୍କୁ ପାଇକମାଳ ବ୍ଲକ ବିଜୁ ଜନତା ଦଳ ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଗଲା।
@Naveen_Odisha
@pranabpdas
@bjd_odisha
@BJDITWing
@nabadasjsg
Rabinarayan Sahu
@Rabinarayanpdm
over 3 years ago
·
Paikamal
HAPPY NEW YEAR 2023
Rabinarayanpdm's tweet video.
Rabinarayan Sahu
@Rabinarayanpdm
over 3 years ago
·
Paikamal
ଆସନ୍ତା ୮ ତାରିଖ ବର୍ଷା ସିଂ ବରିହାଙ୍କ ଉପରେ ପଦ୍ମପୁର ବାସି ଆଶୀର୍ବାଦ ର ବର୍ଷା କରି ବିକାଶର ପଥେ ଆଗକୁ ବଢ଼ିବେ। ପଦ୍ମପୁର ଅଞ୍ଚଳ ବାସୀଙ୍କୁ ମୋର ନତମସ୍ତକ ପ୍ରଣାମ।
@Naveen_Odisha
@nabadasjsg
@bjd_odisha
@BJDITWing
@pranabpdas
@dr_arunsahoo
@Pranab3333
@deepalidas95
@debesh_bjd
Rabinarayanpdm's tweet video.
Rabinarayan Sahu
@Rabinarayanpdm
almost 4 years ago
·
Paikamal
ଗତ ତା.୨୮/୧୦/୨୦୨୨ରିଖ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ଶୋଭାଯାତ୍ରାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ (କପିଲମୁନି ଆଶ୍ରମ) ଚାଷୀଙ୍କ ହକର ଲଢେଇରେ ସାମିଲ ହୋଇ ଆନ୍ଦୋଳନକୁ ଓହ୍ଲାଇଲା। ଶୀଘ୍ର ବରଗଡ ଜିଲ୍ଲା ଚାଷୀଙ୍କ ବିମାରାଶି ଦେବାପାଇଁ ଅନୁରୋଧ।
@Naveen_Odisha
@CMO_Odisha
@MoSarkar5T
@PradeepJenaIAS
See More
Rabinarayan Sahu
@Rabinarayanpdm
almost 4 years ago
·
Paikamal
ପବିତ୍ର କାଳିପୂଜା ଓ ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ।ମାଁ କାଳୀଙ୍କ ଠାରେ ପ୍ରାର୍ଥନା ସମସ୍ତଙ୍କୁ ସୁଖ,ସମୃଦ୍ଧି ଦେଇ ସୁସ୍ଥ ରଖିଥାନ୍ତୁ ଓ ନିଜର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇ ଦୀପାବଳି ପାଳନ କରନ୍ତୁ।
#HAPPY_DIWALI
@Naveen_Odisha
@bjd_odisha
@BJDITWing
@pranabpdas
@Pranab3333
See More
Rabinarayan Sahu
@Rabinarayanpdm
almost 4 years ago
·
Paikamal
୪.୫ କୋଟି ଓଡ଼ିଶା ବାସୀଙ୍କ ମଉଡମଣି ଜନପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ୭୭ତମ ଜନ୍ମ ଦିନର ହାର୍ଦିକ ଅଭିନନ୍ଦନ।
#HappyBirthday_naveenpatnaik
@Naveen_Odisha
@bjd_odisha
@BJDITWing
Rabinarayan Sahu
@Rabinarayanpdm
almost 4 years ago
·
Paikamal
Sir,Kindly receive letter from Shri Dhabaleswar Sahu SENIOR LEADER BJD padampur constituency, District-Bargarh mob-9556066868
@pranabpdas
@Naveen_Odisha
@CMO_Odisha
@bjd_odisha
@BJDITWing
@Pranab3333
@MoSarkar5T
Rabinarayan Sahu
@Rabinarayanpdm
almost 4 years ago
·
Paikamal
Sri Naveen Patnaik sir receive letter from Shri Dhabaleswar sahu (SENIOR LEADER BJD) padampur constituency District-Bargarh,mob-9556066868,8658956888.
@ByomakeshRay
@tripathy_devi
@CMO_Odisha
@bjd_odisha
@BJDITWing
@Pranab3333
Last Seen Users on Sotwe
Mehmet121
secret stories X
Seen from
Poland
Anannya
Moonriage 💫 (still recovering)
Seen from
United States
badxlucy
Seen from
Turkey
Arab Wife Secrets
lê hoàn
Seen from
Vietnam
bunny 🎀
Seen from
France
Sokekontol
❉𝓞𝓹𝓮𝓷~𝓚𝓪𝓻𝓮𝓶20𝓚~𝓜𝓲𝓷𝓭❉
Seen from
Saudi Arabia
Trends for you
1
Lake America
Under 10K tweets
2
Mapquest
Under 10K tweets
3
Wilson
Under 10K tweets
4
GTA 6
Under 10K tweets
5
Reagan
Under 10K tweets
6
Janelle
Under 10K tweets
7
Dillon Gabriel
Under 10K tweets
8
Kyle Williams
Under 10K tweets
9
Will Howard
Under 10K tweets
10
Chris Sale
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.6M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.8M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.8M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫