Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ReciteWorld
@Recite_World
ReciteWorld is a virtual library of contents like Short Stories, Audio-books, Poems,Biographies etc. It is a program launched by Udaygiri Foundation Trust.
Bhubaneswar, Odisha
Joined December 2019
734
Following
467
Followers
45
Posts
Pinned Tweet
ReciteWorld
@Recite_World
about 2 years ago
ଆକାଶ ତଥାପି ସୁନୀଳ ଥିବାବେଳେ ଓ ତା'ର ଶ୍ୟାମଳିଆ ମୂଗ୍ଧତାର ହାତ ବଢ଼ାଇ ଦେଉଥିବାବେଳେ, ପୃଥିବୀ ହଠାତ୍ ସବୁଜିମା ହରାଇ କାହିଁକି ହୋଇପଡୁଛି ଗୈରିକ ଓ ରକ୍ତବର୍ଣ୍ଣ ? ଏହି "କାହିଁକି"ର ଉତ୍ତର ପାଇବା ପାଇଁ ରବିବାସରୀୟ ଗଳ୍ପ ଶୃଙ୍ଖଳାରେ ଆସନ୍ତୁ ଶୁଣିବା ସୁରେନ୍ଦ୍ର ମହାନ୍ତିଙ୍କ 'ଆକାଶ ତଥାପି ସୁନୀଳ’ https://t.co/UsPky7LfYi
ReciteWorld
@Recite_World
about 2 years ago
ମଧୁର କଳରବରେ କୂଜନିତ ଜୀବନ କାହିଁକି ହଠାତ୍ ନୀରବତାର ମହାସମାଧିକୁ ବରିନେଲା? ସେଦିନ ବିବାହ ବାର୍ଷିକୀରେ ପତି ରମାପଦ ଚୌଧୁରୀ କ'ଣ ଉପହାର ଦେଇଥିଲେ ପତ୍ନୀ ଉମାଙ୍କୁ? ଏହି ରହସ୍ୟର ପର୍ଦ୍ଦା ଉନ୍ମୋଚନ ନିମିତ୍ତ ରବିବାସରୀୟ ଗଳ୍ପ ଶୃଙ୍ଖଳାରେ ଆସନ୍ତୁ ଶୁଣିବା ଅଖିଳ��ୋହନଙ୍କର ମର୍ମଦାହକ ଗଳ୍ପ "ହଂସ ସଂଗୀତ’ https://t.co/rXWQJ8xFja
ReciteWorld
@Recite_World
about 2 years ago
ନିଭୃତ ପାଗଳ ଗାରଦ ଭିତରେ କେମିତି ସନାତନ ହଠାତ୍ ଚିତ୍ରଶିଳ୍ପୀଟିଏରେ ରୂପାନ୍ତରିତ ହୋଇଗଲେ ? ସନାତନଙ୍କ ଚିତ୍ରକଳା ମଣିଷ, ପ୍ରକୃତି ଓ ଜୀବନର କେଉଁ ଚିତ୍ର ଅଙ୍କନ କରୁଥିଲା ? ଏପରି "କାହିଁକି’ ର ସମାଧାନ ପାଇଁ ରବିବାସରୀୟ ଗଳ୍ପ ଶୃଙ୍ଖଳାରେ ଆସନ୍ତୁ ଶୁଣିବା ସୁରେନ୍ଦ୍ର ମହାନ୍ତିଙ୍କ ‘ପାଗଳା ଗାରଦର କାହାଣୀ’। https://t.co/Gu97BpE0J8
ReciteWorld
@Recite_World
about 2 years ago
ଗାଁ ତ ଥିଲା ଗୋଟିଏ ଅସମାପ୍ତ ମଧୁଝରା କବିତାଟିଏ । ଆଜି ମଣିଷର ଅହଂ ସେହି କବିତାର ଅକାଳ ମୃତ୍ୟୁ ଆଣିଛି । ଆସନ୍ତୁ ରବିବାସରୀୟ ଗଳ୍ପଶୃଙ୍ଖଳାରେ ସେହି କବିତାର ଅକାଳ ମୃତ୍ୟୁର କାରଣ ଖୋଜିବା ଅଖିଳମୋହନଙ୍କ ଅନ୍ୟତମ ଶ୍ରେଷ୍ଠ ଗଳ୍ପ "ଗୋଟିଏ କବିତାର ମୃତ୍ୟୁ’ ରେ । https://t.co/5gdB4cz1m9
Who to follow
Odiamelody
@odiamelody
To share the analogue legacy of Odia recordings
Suryakanta Mahapatra, 🇮🇳
@doctorTHEdaring
budding Gynecologist, love to serve the poor(in the memory of late friend)staying in the remote areas of district bolangir. Rts r nt endorsement.
Jyoti Prakash Mohapatra
@jp_mohapatra
ସମୁଦ୍ରରେ ଏ ଗର୍ଜନ କାହାର ? ବୋଧେ ନଦୀର ଦୀର୍ଘ ନିରବତାର...
ReciteWorld
@Recite_World
about 2 years ago
କାହିଁକି ଗୋଟିଏ ଏତେବଡ ସାମନ୍ତ ସଭ୍ୟତା ଭୁଷୁଡ଼ି ପଡିଲା ? ମେଦିନୀରାୟ ତାଙ୍କ ଦୁର୍ଦ୍ଦିନରେ କିପରି ପାଳନ କଲେ ପୁଷ୍ୟାଭିଷେକ ? ସେହି କ୍ଷୟିଷ୍ଣୁ ସାମନ୍ତବାଦୀ ପରମ୍ପରା ତଥା ବିଭିନ୍ନ ପ୍ରଶ୍ନର ଯଥାର୍ଥ ଉତ୍ତର ପାଇଁ ରବିବାସରୀୟ ଗଳ୍ପଶୃଙ୍ଖଳାରେ ଆସନ୍ତୁ ଶୁଣିବା ସୁରେନ୍ଦ୍ର ମହାନ୍ତିଙ୍କ ‘ପୁଷ୍ୟାଭିଷେକ' । https://t.co/VQZ29kgTSW
ReciteWorld
@Recite_World
over 2 years ago
ହୋଟେଲ ଡ଼ାଫୋଡିଲ୍ ରେ ଅଦିନରେ ଅତିଥି ହୋଇଥିବା ସୁବ୍ରତ୍ କ'ଣ ସ୍ୱୀକାର କରିଥିଲେ ଆଉ କେତେଦିନର ଆତିଥ୍ୟର ଅନୁରୋଧ ? ଭାଗ୍ୟର କେଉଁ ବିଡମ୍ବନାର ଶିକାର ହୋଇଥିଲେ ବୃଦ୍ଧ ମହାରାଜ ସାହେବ ଆଉ ମିସିବାବା ? ରବିବାସରୀୟ ଗଳ୍ପଶୃଙ୍ଖଳାରେ ଆସନ୍ତୁ ଶୁଣିବା ସେହି ତିନିଜଣଙ୍କର କରୁଣ କାହାଣୀକୁ ‘ଅଦିନର ଅତିଥି’ ଗଳ୍ପରେ https://t.co/bL288Gu0uv
ReciteWorld
@Recite_World
over 2 years ago
ଅଭାବ ଓ ଅନାଟନ ସତ୍ତ୍ୱେ କିଛି ବ୍ୟକ୍ତି ତାଙ୍କର ମଣିଷପଣିଆକୁ ବଳି ଦେଇନଥାନ୍ତି । ପ୍ରତିକୂଳ ପରିବେଶ ସତ୍ତ୍ୱେ ନିଜ�� ମାନବିକପଣିଆକୁ ବଞ୍ଚାଇ ରଖିବାର ପ୍ରଚେଷ୍ଟା କରିଥାନ୍ତି । ରବିବାସରୀୟ ଗଳ୍ପଶୃଙ୍ଖଳାରେ ଆସନ୍ତୁ ଶୁଣିବା ମାନବିକତାର ମୂଲ୍ୟବୋଧ ଉପରେ ଆଧାରିତ ଗାଳ୍ପିକ ଅଖିଳମୋହନଙ୍କ ଗଳ୍ପ 'କାବୁଲିଓ୍ଵାଲା' https://t.co/HGCVMQUpNO
See More
ReciteWorld
@Recite_World
over 2 years ago
ଏକ ଭୟଙ୍କର ଯୁଗ-ସଂ��୍ରାନ୍ତିର କଳାକୋଣାର୍କ 'ମାଂସର କୋଣାର୍କ'।କୁହାଯାଏ ଯିଏ ନିଜ ଶୋଷକୁ ଯେତେ ପରିମାଣରେ ଚିହ୍ନିଛି,ସେ ସେହିପରି ଦାର୍ଶନିକ ଓ କଳାକାର।କ୍ଷୁଧାର ସୁଦୀର୍ଘ ଯନ୍ତ୍ରଣା ମଣିଷକୁ ତା'ର ନୈତିକ ବିଚାରର ପୁନଃ ମୂଲ୍ୟାୟନ ପାଇଁ ବାଧ୍ୟ କରେ।ରବିବାସରୀୟ ଗଳ୍ପଶୃଙ୍ଖଳାରେ ଆସନ୍ତୁ ଶୁଣିବା ମାଂସର କୋଣାର୍କhttps://t.co/9pmcbBJwnQ
See More
ReciteWorld
@Recite_World
over 2 years ago
ମହାନଗରୀର ଚାକଚକ୍ୟ ଅନ୍ତରାଳରେ ଅନ୍ଧକାରର ମହାକାରୁଣ୍ୟଟିଏ ଯେପରି କେଉଁଠି ଛପି ରହିଛି । ଯେଉଁଠି ��ାସ୍ତବତା ସହିତ ରହସ୍ୟଘନ ତମିସ୍ରାର ଅଭିସାର ଚାଲିଥାଏ। ଏହି ମହାନଗରୀ କଲିକତାର ଏକ ଦୁଃଖଦ ଘଟଣାର ପୃଷ୍ଠଭୂମି ଉପରେ ‘ମହାନଗରୀର ରାତ୍ରି' ଗଳ୍ପର କଥାବସ୍ତୁ । ରବିବାସରୀୟ ଗଳ୍ପଶୃଙ୍ଖଳାରେ ଆସନ୍ତୁ ଶୁଣିବା https://t.co/dsbgY7KiZ5
ReciteWorld
@Recite_World
over 2 years ago
ଲୀଳା ଏବଂ ଅଭିଜିତଙ୍କ ଫ୍ଲାଇଟ୍ ଠିକଣା ସମୟରେ ଏଆରପୋର୍ଟ ଛାଡିଲା କି ? ମିସେସ୍ କାପାସିଆ ଓ ତାଙ୍କ ଚପଳମତି ପୁତ୍ର କ୍ଳାଇବ୍ ତାଙ୍କ ଦୁର୍ଘଟଣାଗ୍ରସ୍ତ ସ୍ୱାମୀଙ୍କୁ ଭେଟିପାରିଲେ କି ?ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ ଆସନ୍ତୁ ଶୁଣିବା ଗାଳ୍ପିକ ଅଖିଳମୋହନଙ୍କର ହୃଦୟ ବିଦାରକ ଗଳ୍ପ ଗୋଟିଏ ଉଡ଼ାଜାହାଜ ସମ୍ପର୍କରେ। https://t.co/NxzK4wHs0v
ReciteWorld
@Recite_World
over 2 years ago
ରୋମାଣ୍ଟିକ୍ ଭାବାନୁଭୂତି ସହିତ ଆଣ୍ଟି-ରୋମାଣ୍ଟିକ୍- ପରସ୍ପର ବିରୋଧୀ ଭାବକଳ୍ପକୁ ଯ���ଏ ଏକାତ୍ମ କରାଇ ଦେଇପାରନ୍ତି, ସେହି ପ୍ରଥିତଯଶା ଗାଳ୍ପିକ ହେଉଛନ୍ତି ସୁରେନ୍ଦ୍ର ମହାନ୍ତି । ରବିବାସରୀୟ ଗଳ୍ପଶୃଂଖଳାରେ ଆସନ୍ତୁ ଶୁଣିବା ତାଙ୍କର ଏକ ଭିନ୍ନ ଧରଣର ଗଳ୍ପ ସବୁଜପତ୍ର ଓ ଧୂସର ଗୋଲାପ । https://t.co/4wsTfiTzwf
ReciteWorld
@Recite_World
over 2 years ago
ମୃତ୍ୟୁକୁ ଅପେ��୍ଷା କରିଥିବା ସମ୍ରାଟ୍ ବାହାଦୁର୍ ଶାହାଜାଫରଙ୍କ କୋମ୍ପାନୀ ସରକାରଙ୍କ ନିକଟରେ କ'ଣ ଥିଲା ଶେଷ ମାଗୁଣି? ପୁରଣ ହୋଇଥିଲାକି ତାଙ୍କର ଶେଷ ମାଗୁଣି? ଏହାର ସବିଶେଷ ବିବରଣୀ ଜାଣିବା ନିମିତ୍ତ ରବିବାସରୀୟ ଗଳ୍ପ ଶୃଙ୍ଖଳାରେ ଆସନ୍ତୁ ଶୁଣିବା ସୁରେନ୍ଦ୍ର ମହାନ୍ତିଙ୍କ ‘ସୂର୍ଯ୍ୟାସ୍ତର ସାହାନାଇ' । https://t.co/je8BhnEQus
ReciteWorld
@Recite_World
over 2 years ago
ଏକ ଦାୟିତ୍ୱପୂର୍ଣ୍ଣ ଭରସାଯୋଗ୍ୟ ଟ୍ରେନ୍ ଡ୍ରାଇଭର୍ କିପରି ମୁଣ୍ଡହୀନ କବନ୍ଧ ପାଲଟିଗଲେ? କାହିଁକି ଲୋକମାନେ ଡିଷ୍ଟାଣ୍ଟ୍ ସିଗ୍ନାଲ୍ ପାଇଁ ଆତଙ୍କିତ ରହିଥିଲେ? ଏହି ସମ��୍ତ ରହସ୍ୟଭରା ପ୍ରଶ୍ନର ସମୁଚିତ ଉତ୍ତର ପାଇଁ ଏଥର ରବିବାସରୀୟ ଗଳ୍ପ ଶୃଙ୍ଖଳାରେ ଆସନ୍ତୁ ଶୁଣିବା ଅଖିଳମୋହନଙ୍କର 'ରୁବିର ରୁବାଇୟାତ୍' । https://t.co/xZGlXR1jZz
ReciteWorld
@Recite_World
over 2 years ago
କ'ଣ ଥିଲା ୧୯୬୬ ମସିହାର ପୃଥିବୀ; ଯାହାକୁ ପୃଷ୍ଠପେଟ୍ଟିକା ରୂପେ ଗ୍ରହଣ କରି ସ���ରେନ୍ଦ୍ର ମହାନ୍ତି ଲେଖିଥିଲେ ୨୦୬୬ ମସିହା ପାଇଁ ଏକ ସମ୍ଭାବିତ ଗଳ୍ପ? ପରିବର୍ତ୍ତନ ହୋଇପାରେ ଆଗାମୀ ଅର୍ଦ୍ଧଶତାବ୍ଦୀ ମଧ୍ୟରେ। ଆସନ୍ତୁ ଭବିଷ୍ୟତ ପୃଥିବୀର ସେହି ରୂପଟିକୁ ପ୍ରତ୍ୟକ୍ଷ କରିବା ରବିବାସରୀୟ ଗଳ୍ପ 'ଖ୍ରୀ.ଅ.୨୦୬୬' ରେ https://t.co/n8KBeZTFGs
See More
ReciteWorld
@Recite_World
over 2 years ago
ଭାରତର ସ୍ୱାଧୀନତା ଆନ୍ଦୋଳନ କିପରି ପରିଣତି ଲାଭ କରିଥିଲା? ଭବିଷ୍ୟତ ଭାରତର ସ୍ଵପ୍ନ, ସମ୍ଭାବନା ଓ ବାସ୍ତବତାକୁ ସାଥିରେ ଧରି କିପରି ଉଡୁଥିଲା ତ୍ରିରଙ୍ଗା ପତାକା? ସେହି ଅଶ୍ରୁଳ ଇତିହାସର ଦୁଃଖଦ ��ରିଣତି ଜାଣିବା ପାଇଁ ରବିବାସରୀୟ ଗଳ୍ପଶୃଂଖଳାରେ ଆସନ୍ତୁ ଶୁଣିବା ସୁରେନ୍ଦ୍ର ମହାନ୍ତିଙ୍କ 'ପତାକା ଉତ୍ତୋଳନ'। https://t.co/c9lB6f3zaW
ReciteWorld
@Recite_World
over 2 years ago
ସାମନ୍ତବାଦୀ ସଂସ୍କୃତିର ପଟ୍ଟପରିବର୍ତ୍ତନ ଯୁଗସନ୍ଧିରେ ଏକ ସରଳା, ଅସୁନ୍ଦରୀ ତରୁଣୀର ଭାଗ୍ୟ ବିପର୍ଯ୍ୟୟର ବିଡ଼ମ୍ବିତ ଚିତ୍ର ହେଉଛି 'ସୁବର୍ଣ୍ଣମୟୀ ଉପାଖ୍ୟାନ'। ରବିବାସରୀୟ ଗଳ୍ପ ଶୃଙ୍ଖଳାରେ ଆସନ୍ତୁ ଶୁଣିବା ଅଖିଳମୋହନଙ୍କ ଏହି ହୃଦୟ ବିଦାରକ ଗଳ୍ପ https://t.co/x0F6WBW5MB
ReciteWorld
@Recite_World
over 2 years ago
ଜୀବନ ନା ନିର୍ବାଣ,ସଂସାର ନ ସଂସାର-ମୁକ୍ତିସାଧନା,ପ୍ରବୃତ୍ତିର ଜ���ଗାନ ନା ନିବୃତ୍ତିର ଅଭିଯାନ,ନିର୍ବିକଳ୍ପ ସାଧନା ଓ କାମନା କବଳିତ ଆତ୍ମାର ଧରାବତରଣ; କେଉଁଟି ବଡ଼ ଓ ଶ୍ରେଷ୍ଠ ? ଏପରି ବହୁ ପ୍ରଶ୍ନର ଉତ୍ତର ପାଇଁ ଆସନ୍ତୁ ଶୁଣିବା ରବିବାସରୀୟ ଗଳ୍ପ ଶୃଙ୍ଖଳାରେ ସୁରେନ୍ଦ୍ର ମହାନ୍ତିଙ୍କ ମଧୁମତ୍ତାର ରାତ୍ରି https://t.co/LTwqtCjKXh
See More
ReciteWorld
@Recite_World
over 2 years ago
ରବିବାସରୀୟ ଗଳ୍ପ ଶୃଙ୍ଖଳାର ତୃତୀୟ କ୍ଷୁଦ୍ରଗଳ୍ପ ହେଉଛି ସୁରେନ୍ଦ୍ର ମହାନ୍ତିଙ୍କର 'ବାସିମଡ଼ା' ୲ ନିଧି କାନଗୋଇ ଜୀବନର ଅନ୍ତିମ ପରିଣତି କ'ଣ ହୋଇପାରେ? ଶଙ୍କର ଗାରଡ଼, ଶବର ଉପଯୁକ୍ତ ସଂସ୍କାର କରେ କି? ଶତ୍ରୁ-ମିତ୍ର ଭେଦରେ କ'ଣ ଥିଲା ପ୍ରତିକ୍ରିୟା ସାଇଭାଇମାନଙ୍କର ? ଉତ୍ତର ଜାଣିବାପା���ଁ ଆସନ୍ତୁ ଶୁଣିବା https://t.co/VaCDpKQ6Hg
ReciteWorld
@Recite_World
over 2 years ago
ରବିବାସରୀୟ ଗଳ୍ପ ଶୃଙ୍ଖଳାର ଦ୍ଵିତୀୟ କ୍ଷୁଦ୍ରଗଳ୍ପ ହେଉଛି ଅଖିଳମୋହନଙ୍କ ଚମତ୍କାରୀ ଗଳ୍ପ 'ସିଦ୍ଧାର୍ଥର ଉପକଥା' । ଚିକିତ୍ସାବିଜ୍ଞାନରେ ସର୍ବୋଚ୍ଚ ଡିଗ୍ରୀ ଲାଭ କରିଥିବା ସିଦ୍ଧାର୍ଥ, ବିଳାସ �� ଅଭିଜାତର ଲୌହ ପ୍ରାଚୀର ଭାଙ୍ଗି କ'ଣ ହେଇପାରିଥିଲେ ଗୌତମବୁଦ୍ଧଙ୍କ ପରି ��ୃହତ୍ୟାଗୀ ? ଆସନ୍ତୁ ଶୁଣିବା https://t.co/F0wM7jtFnZ
ReciteWorld
@Recite_World
over 2 years ago
ରବିବାସରୀୟ ଗଳ୍ପ ଶୃଙ୍ଖଳାର ପ୍ରଥମ କ୍ଷୁଦ୍ରଗଳ୍ପ ହେଉଛି ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଗଳ୍ପ ସାରିପୁତ୍ତ। ପୁତ୍ର-ପ୍ରତୀକ୍ଷିତା ବିଧବା ମାତା ରୂପଶ୍ରୀ ନିଜ ସଂସାରତ୍ୟାଗୀ ପୁତ୍ର ତଥା ବୁଦ୍ଧଙ୍କ ଶିଷ୍ୟ-ଶିରୋମଣି ସାଧକଶ୍ରେଷ୍ଠ ସାରିପୁତ୍ତଙ୍କ ପାଇଁ କେଉଁ ପ୍ରକାରର ଆଶୀର୍ବଚନ କରିଛନ୍ତି ଆସନ୍ତୁ ଶୁଣିବା..https://t.co/aCNXFXHZHI
Last Seen Users on Sotwe
antepbisex
Seen from
Indonesia
Foz
Seen from
Malaysia
คลิปหลุด จากทางบ้าน v.2
Seen from
Thailand
午夜 AV
Fidel Soto Cruz
Seen from
Peru
Phim Gây Việt
Seen from
Vietnam
Hamish Douglas
Seen from
Japan
🇰🇼 محمد المطيري
Seen from
Kuwait
Desi Viral Clips
Seen from
Pakistan
Seno
Seen from
Indonesia
Trends for you
1
#loveislandusa
Under 10K tweets
2
#TonyAwards
Under 10K tweets
3
#BaddiesUSA
Under 10K tweets
4
Bibi
Under 10K tweets
5
Pratt
Under 10K tweets
6
Raman
Under 10K tweets
7
Philippines
Under 10K tweets
8
Tonys
Under 10K tweets
9
Mormons
Under 10K tweets
10
Javier Assad
Under 10K tweets
Most Popular Users
1
Elon Musk
@elonmusk
240.2M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109M followers
5
Narendra Modi
@narendramodi
107M followers
6
Rihanna
@rihanna
97.3M followers
7
NASA
@nasa
92.1M followers
8
Justin Bieber
@justinbieber
90.6M followers
9
KATY PERRY
@katyperry
86.9M followers
10
Taylor Swift
@taylorswift13
80.7M followers
11
Lady Gaga
@ladygaga
72.2M followers
12
Kim Kardashian
@kimkardashian
69.4M followers
13
YouTube
@youtube
68.6M followers
14
Virat Kohli
@imvkohli
68.6M followers
15
Bill Gates
@billgates
63.4M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.2M followers
19
X
@x
60.9M followers
20
Selena Gomez
@selenagomez
60M followers
Olivia
Online
✨
⭐
💫