Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Journalist Rupesh
@Rupesh_Reporter
Journalist # Electronic & Print Media # ʙᴇ ꜱᴛʀᴏɴɢ #FIGHT# ᴀɢᴀɪɴꜱᴛ ᴄᴏʀʀᴜᴩᴛɪᴏɴ 👍
Joined October 2018
228
Following
75
Followers
148
Posts
Journalist Rupesh
@Rupesh_Reporter
9 days ago
#ରଥଯାତ୍ରା_ଗାଡ଼ି_ପାସ୍_୨୦୨୬
ପାସ୍ ରେ ନାହି ଗାଡ଼ି ନମ୍ବର କି ଗାଡ଼ି ମାଲିକ ନାମ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଏପରି ଅନେକ ପାସ୍। କିଏ ଦେଇଛି ? କାହାକୁ ଦେଇଛି ? କେଉଁ ଉଦ୍ଦେଶ୍ୟରେ ଦେଇଛି ? ପାସ୍ ର କଳା ବଜାରି ହୋଇଥିବାର ଅନୁମାନ ହେଉଛି । ଏହାର ଏକ ତଦନ୍ତ ହେବା ଜରୁରୀ । ନଚେତ୍ ଏ ପାସ୍ ପ୍ରହସନ ସରକାର ବନ୍ଦ୍ କରନ୍ତୁ ।
See More
Journalist Rupesh
@Rupesh_Reporter
23 days ago
କାକଟପୁର ମେଡ଼ିକାଲ ଛକ ମାର୍କେଟ କମ୍ପ୍ଲେକ୍ସ ଆଗରେ ରଡ଼ ଗୋଡ଼ି ବେପାର । ଯାତାୟାତରେ ଅସୁବିଧା । ଦୀର୍ଘ ବର୍ଷ ହେବ ବନ୍ଦ ପଡ଼ିଛି ମାର୍କେଟ କମ୍ପ୍ଲେକ୍ସ । ଆରମ୍ଭରୁ ଏହି ମାର୍କେଟ କମ୍ପ୍ଲେକ୍ସ ବ୍ୟବହାର ନହୋଇ ବନ୍ଦ ପଡ଼ିଛି । ପ୍ରତିବର୍ଷ କେବଳ କଲର ହେଉଅଛି
@dm_puri
@homeodisha
@KVSinghDeo1
@MohanMOdisha
@STAOdisha
See More
Journalist Rupesh
@Rupesh_Reporter
25 days ago
@dm_puri
@KVSinghDeo1
@RabiNaikBJP
କାକଟପୁର ମେଡ଼ିକାଲ ଛକ ମୁଖ୍ୟ ରାସ୍ତା ଏବେ ଏପରି ଖାଲ ଢିପ ଅବସ୍ଥାରେ । କାକଟପୁର ବ୍ଲକ୍ ପ୍ରଶାସନ ଦ୍ବାରା ଏହି ସମସ୍ୟା ସମାଧାନ ହେଉନାହିଁ । ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ଏପରି ଖାଲ ହୋଇ ପାଣି ଜମି ରହିବା କାରଣରୁ ଅନେକ ସମସ୍ୟା ସୃଷ୍ଟି ହେଉଛି । ଦୟାକରି ପଦକ୍ଷେପ ନେବା ପାଇଁ ଅନୁରୋଧ ।
See More
Journalist Rupesh
@Rupesh_Reporter
about 1 month ago
@dm_puri
@SPPuri1
ଆଜ୍ଞା,ଏହି ଦୃଶ୍ୟ ଉପରେ ଟିକେ ଦୃଷ୍ଟି ଦେବାକୁ ଅନୁରୋଧ (କାକଟପୁର । ବାରମ୍ବାର ଅଭିଯୋଗ ପରେ ମଧ୍ୟ Dj ଶଦ୍ଧ ଓ ଲେଜର ଲାଇଟ୍ ଉପରେ କୌଣସି ପ୍ରକାରର ପ୍ରତିବନ୍ଧକ କାକଟପୁର ପ୍ରଶାସନ ତରଫରୁ ଲାଗୁହେଉନାହିଁ । ଯାହାଫଳରେ ସମସ୍ୟା ସୃଷ୍ଟି କରୁଛି । ସବୁକିଛି ହେଉ, କିନ୍ତୁ ନିୟମ ଭିତରେ । ଅନ୍ୟକୁ କଷ୍ଟ ଦେଇ ନୁହେଁ ।
See More
Rupesh_Reporter's tweet video.
Rupesh_Reporter's tweet video.
Rupesh_Reporter's tweet video.
Rupesh_Reporter's tweet video.
Who to follow
Manoj kumar biswal
@ManojBi47057262
samarendra dixit
@samarendradixi1
Kedar Biswal. Seneior Citizen.
@KedarBiswa
Diploma in Science. S.C.S. College, Puri. 1975.
Journalist Rupesh
@Rupesh_Reporter
about 1 month ago
ପୁରୀ ଜିଲ୍ଲା କାକଟପୁରରେ ଦୁର୍ନୀତି ଏବେ ଚରମ ସୀମାରେ । ଅଧିକାରୀଙ୍କ ନାମରେ ଗ୍ରାମବାସୀଙ୍କ ସଙ୍ଗୀନ ଅଭିଯୋଗ
@dm_puri
@homeodisha
Journalist Rupesh
@Rupesh_Reporter
about 1 month ago
Journalist Rupesh
@Rupesh_Reporter
about 2 months ago
କାକଟପୁର ବ୍ଲକ୍ ସୁହାଣପୁର ରାସ୍ତା କାର୍ଯ୍ୟ ପାଇଁ ୮୨ ଲକ୍ଷ ଟଙ୍କା ସରକାରୀ ଅନୁଦାନ । ମେଟାଲ୍ ମୋରମ ନିମ୍ନ ମାନର କାର୍ଯ୍ୟ କରି ଲୁଟ୍ କରାଯାଉଛି । JE SDO ଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ, କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଉପରସ୍ତ ଅଧିକାରୀ ଏହାପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
See More
Journalist Rupesh
@Rupesh_Reporter
about 2 months ago
@SPPuri1
@ChildrensHD
@TPCentralOdisha
@dm_puri
@MohanMOdisha
@homeodisha
Thank you somuch
#Odisha_police
#kakatpur_puri_police
Journalist Rupesh
@Rupesh_Reporter
about 2 months ago
@SPPuri1
kindly ପଦକ୍ଷେପ ନିଅନ୍ତୁ । ଏପରି ଅମାନୁଷିକତା ଭାବରେ ଶିଶୁକୁ ମାଡ ମାରିବା ବଡ ଅପରାଧ । ଘଟଣା ଟି ପୁରୀ ଜିଲ୍ଲା କାକଟପୁର ବସଷ୍ଟାଣ୍ଡ ପରିସର । ବ୍ୟକ୍ତି ଜଣଙ୍କ ବିଦ୍ୟୁତ୍ ବିଭାଗର ମେଣ୍ଟେନାନ୍ସ କର୍ମଚାରୀ ବୋଲି ଯାହା ସୂଚନା ରହିଛି ।
@ChildrensHD
@TPCentralOdisha
Rupesh_Reporter's tweet video.
Journalist Rupesh
@Rupesh_Reporter
about 2 months ago
@Jagan_sahoo1
@CMCCuttack @CuttackDM ଫାଡ଼ି ଦିଅ ଭାଇ
Journalist Rupesh
@Rupesh_Reporter
about 2 months ago
ପୁରୀ ଜିଲ୍ଲା କାକଟପୁର ବ୍ଳକ୍ କାକଟପୁର ପଞ୍ଚାୟତ ରେ ଦୀର୍ଘ ବର୍ଷ ହେବ PEO ସ୍ଥାୟୀ ଭାବରେ ନିଯୁକ୍ତିରେ ରହି, ଏପରି ଦୁର୍ନୀତି କରି ସରକାରୀ ଅର୍ଥକୁ ହଡ଼ପ କରି ଆସୁଛନ୍ତି । ୨୦୨୪ରେ ୭୫ ଲକ୍ଷରୁ ଅଧିକ ଟଙ୍କା ସଫେଇ, ମନରେଗାରେ ହଡ଼ପ କରିବାର ଅଭିଯୋଗ ହୋଇଥିଲା । ବର୍ତ୍ତମାନ ପୁଣି ଏପରି ଅଭିଯୋଗ ଆସିଛି । ତେଣୁ କାର୍ଯ୍ୟନୁଷ୍ଠାନ ଦାବି ।
See More
Journalist Rupesh
@Rupesh_Reporter
2 months ago
ବାରମ୍ବାର ଏପରି ନିମ୍ନ ମାନର କାର୍ଯ୍ୟ ହେଉଥିବାର ଖବର ପ୍ରସାରଣ ପରେ ମଧ୍ୟ, JE SDO ନିରବତା ପ୍ରଶ୍ନ ସୃଷ୍ଟି କରୁଛି । ଗୋଟିଏ ବର୍ଷାରେ ସମ୍ପୂର୍ଣ ଧୋଇ ହୋଇ ନଷ୍ଟ ହୋଇଯାଇପାରେ ଏହି ନୂତନ ରାସ୍ତା । QUALITY CONTROL TEAM ଦ୍ଵାରା ଏହି ରାସ୍ତା କାର୍ଯ୍ୟର ତଦନ୍ତ କରାଯାଇ, କାର୍ଯ୍ୟନୁଷ୍ଠାନ ନିଆଯିବାକୁ ଅନୁରୋଧ । କାକଟପୁର_ ଦେଉଳିମଠ
See More
Journalist Rupesh
@Rupesh_Reporter
2 months ago
@dm_puri
@SPPuri1
@MohanMOdisha
ନିଶା ମୁକ୍ତ ଓଡିଶା କରିବା ଉଦ୍ଦେଶ୍ୟ କାକଟପୁର ଅସ୍ତରଙ୍ଗ ରେ ବିଫଳ କଣ ପାଇଁ ? ରାତି ୧୨/୧ ଟା ପର୍ଯ୍ୟନ୍ତ ଅନେକ ଫାଷ୍ଟ୍ ଫୁଡ୍ ଦୋକାନ ଖୋଲା ରହୁଛି । ନିଶା ସେବନ କରିବା ପାଇଁ ଉଚିତ୍ ସ୍ଥାନ ଏବେ ଫାଷ୍ଟ ଫୁଡ୍ ଦୋକାନ ଭିତରେ ଥିବା ବନ୍ଦୀ କୋଠରୀ । ଯେଉଁଠି ମିଳେ ମଦ । ଚକ୍ର Failed?
See More
Journalist Rupesh
@Rupesh_Reporter
2 months ago
କେନାଳ ରେ କେବଳ ବର୍ଷା ପାଣି ଛଡା ଯାଉଛି ୩ ମାସ ପାଇଁ । ଅନ୍ୟ ୯ ମାସ ଶୁଖିଲା ପଡୁଛି କଣ ପାଇଁ ? ପ୍ରତି ବର୍ଷ ସଫେଇ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି । କିନ୍ତୁ ପାଣି ଆସୁନାହିଁ । ଏହାପରେ ଯେଉଁଠି ସବୁ ଚାଷ ବିଲକୁ ଯାଇଥିବା କାଡ଼ା ନାଳ ଥିଲା ଏବେ ସବୁ ଜମି ମାଫିଆ ମାନେ ପୋତି ଦେଲେଣି
#kakatpurkhabar
See More
Journalist Rupesh
@Rupesh_Reporter
2 months ago
ଅଟକ ଥିବା ଯୁବକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୁଖ୍ୟ ହତ୍ୟାକାରୀ କିଏ ? ତଦନ୍ତ ରିପୋର୍ଟ କେବେ ଆସିବ ?
@dm_puri
@SPPuri1
@MohanMOdisha
@KVSinghDeo1
Journalist Rupesh
@Rupesh_Reporter
2 months ago
who will take action? When,and how against officials for such substandard road construction work?
@dm_puri
@KVSinghDeo1
@dpradhanbjp
Journalist Rupesh
@Rupesh_Reporter
3 months ago
କାକଟପୁରର ବିଭିନ୍ନ ସ୍ଥାନରେ ଏବେ ବି ଏପରି ଅନେକ ବୋର୍ଡ ଲାଗି ରହିଛି । କାକଟପୁର ପ୍ରଶାସନ ତରଫରୁ ଏହାକୁ ଯଥାଶୀଘ୍ର ଉଛେଦ କରିବା ପାଇଁ ନିର୍ଦ୍ଦେଶ ହେଉ । ନଚେତ୍ ଜନସାଧାରଣ ଭ୍ରମିତ ହେଉଛନ୍ତି, ବାସ୍ତବିକ୍ ମୁଖ୍ୟମନ୍ତ୍ରୀ କିଏ " ଶ୍ରୀନବୀନ ପଟ୍ଟନାୟକ ନା ଶ୍ରୀମୋହନ୍ ଚରଣ ମାଝି । ସରକାର ପରିବର୍ତ୍ତନ କୁ ଦୁଇ ବର୍ଷ ହେଲାଣି । କିନ୍ତୁ..
See More
Journalist Rupesh
@Rupesh_Reporter
3 months ago
@SPPuri1
ଆଜ୍ଞା ଦୁଃଖ ଓ ଯନ୍ତ୍ରଣା ସହିତ ଜଣାଉଛି, ବାରମ୍ବାର ଅଭିଯୋଗ ପରେ ମଧ୍ୟ କାକଟପୁର ଅଂଚଳରେ Dj sound ପାଈଁ କୌଣସି ପ୍ରତିବନ୍ଧକ ବା କାର୍ଯ୍ୟାନୁଷ୍ଠାନ ନନିଆଯିବା କାରଣ ହେତୁ, ଆମ ପାଇଁ ବଡ ବିପଦ ସଂକେତ ପାଲଟିଛି । ୧୧୨ କୁ କଲ କରି ଅଭିଯୋଗ ଦେଲେ ମଧ୍ୟ, ରୋକ୍ ଲାଗୁନାହିଁ। ଆପଣଙ୍କୁ ଅନୁରୋଧ , ଯନ୍ତ୍ରଣା ରୁ ମୁକ୍ତି ଦିଅନ୍ତୁ
See More
Rupesh_Reporter's tweet video.
Journalist Rupesh
@Rupesh_Reporter
3 months ago
କାକଟପୁର ସବ୍ ରେଜିଷ୍ଟ୍ରାର ଅଫିସ କ୍ୱାର୍ଟର ମରାମତି ନାମ ରେ ସରକାରୀ ଅର୍ଥ ଲୁଟ୍ ସହିତ ଦୁର୍ନୀତି ହୋଇଥିବାର ଅଭିଯୋଗ କୁ ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପରସ୍ଥ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ
@dm_puri
@CMO_Odisha
@homeodisha
Journalist Rupesh
@Rupesh_Reporter
3 months ago
@CMO_Odisha
@KVSinghDeo1
@odisha_police
@STAOdisha
@cybercopodisha
@PrithivirajBJP
ଏହାର ସମ୍ପୂର୍ଣ୍ଣ ତଦନ୍ତ କରାଯାଇ କାର୍ଯ୍ୟାନଷ୍ଠାନ ନିଆଯାଉ। ବିଜେପି ସରକାରରେ ଏପରି ଭୁଲ୍ କାର୍ଯ୍ୟ କୁ ପ୍ରଷୟ ନଦିଆଯାଉ।
Last Seen Users on Sotwe
夏夜
Seen from
United States
Navel Fanatic
Seen from
India
Pavithra
Seen from
Malaysia
My Family Pies 🧑🧑🧒🧒
istri pemuas kamu
Seen from
Indonesia
XOXMalay HQ
Seen from
Malaysia
اجمل المشاهير 🔞
BADABING BADABOONG 519
Seen from
Malaysia
BM4D
Seen from
India
Madam Ji
Seen from
Pakistan
Trends for you
1
Ghost Rider
Under 10K tweets
2
David Jonsson
Under 10K tweets
3
#AEWCollision
Under 10K tweets
4
Jonquel Jones
Under 10K tweets
5
Chadwick
Under 10K tweets
6
#Svengoolie
Under 10K tweets
7
Johnny Blaze
Under 10K tweets
8
Captain Carter
Under 10K tweets
9
Skenes
Under 10K tweets
10
#AAAVeranoDeEscandalo
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.5M followers
10
Taylor Swift
@taylorswift13
82.4M followers
11
Lady Gaga
@ladygaga
73.9M followers
12
Virat Kohli
@imvkohli
71.2M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.1M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.6M followers
20
X
@x
60.8M followers
Olivia
Online
✨
⭐
💫