Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Rusikeshdalai
@Rusikeshda61846
Joined July 2023
87
Following
10
Followers
32
Posts
Rusikeshdalai
@Rusikeshda61846
3 days ago
·
Kashinagara
#ବ୍ରହ୍ମପୁରସାଂସଦ
#BerhampurMP
#gumma
#gajappati
#dmgajapati
Rusikeshdalai
@Rusikeshda61846
3 days ago
·
Parlakhemundi
୯ କୋଟିର ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ୨ ବର୍ଷ! ତଥାପି କାମ ଅସମ୍ପୂର୍ଣ୍ଣ। ଦୁର୍ଗମ ଅଞ୍ଚଳବାସୀ କେବେ ପାଇବେ ଉନ୍ନତ ସ୍ୱାସ୍ଥ୍ୟସେବା? ନିର୍ମାଣ ବିଳମ୍ବର କାରଣ ଓ ଦାୟୀ କିଏ—ତଦନ୍ତ କରି ଶୀଘ୍ର କାମ ସମ୍ପୂର୍ଣ୍ଣ କରାଯାଉ।
@CMO_Odisha
@HFWOdisha
#Gajapati
#Gumma
#HealthCare
#OdishaGovernment
See More
Rusikeshdalai
@Rusikeshda61846
about 1 month ago
·
Kashinagara
ଉପାନ୍ତ ଅଞ୍ଚଳରେ ଥିବା ଗୁମ୍ମା ବ୍ଲକ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି।କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଯେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ତୁଳନାରେ ବିକାଶର ଅଗ୍ରଗତିରେ ପଛରେ ରହିବା ଏବେ ସରକାର ଏବଂ ଗୁମ୍ମା ବ୍ଲକ ବାସୀଙ୍କ ପାଇଁ ଏବେ ଚିନ୍ତାର ବିଷୟ ହେଉଛି।ଏଥିପାଇଁ ଧ୍ୟାନ ଦେବାକୁ ଅନୁରୋଧ
See More
Rusikeshdalai
@Rusikeshda61846
4 months ago
ଗଜପତି ଜିଲ୍ଲାରେ ମାନବିକତା ନଥିବା ଦର୍ଶାଇ ମୃତ୍ୟୁ ବରଣ କରିଥିବାର ପ୍ରମାଣ ପତ୍ର ନଥିବା ଯୋଗୁଁ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଶରୀର ଆଣିବା ପାଇଁ ସରକାରୀ ସହାୟତା ଯୋଗାଇ ନଦେବା।ଅତି ଦୁଃଖ ଆଉ ପରିତାପର ବିଷୟ।ହଁ ଆମେ ସମସ୍ତେ ମାନିବାକୁ ପ୍ରସ୍ତୁତ ଯେ ନିୟମ ଅନୁସାରେ ପ୍ରମାଣ ଆବଶ୍ୟକ କିନ୍ତୁ ଅନୁସନ୍ଧାନ କରି ସହାୟତା ଯୋଗାଇ ଦିଆଯିବା କଥ
See More
Rusikeshdalai
@Rusikeshda61846
4 months ago
ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ନେଉଥିବା ବେଳେ ଆଦିବାସୀ ଅଞ୍ଚଳରେ ଥିବା ସରଳ ବ୍ୟକ୍ତି ମାନଙ୍କୁ ସରକାରୀ କର୍ମଚାରୀ ମାନେ ଯଦି ଏପରି କାର୍ଯ୍ୟ କରିବେ ତାହେଲେ ବାସ୍ତବରେ ଆଦିବାସୀ ସୁରକ୍ଷିତ ତ? ଏପରି ଦାୟିତ୍ୱ ହୀନତା କର୍ମଚାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ ହେବ
See More
Rusikeshdalai
@Rusikeshda61846
4 months ago
·
Gumma
ଉପାନ୍ତ ଅଞ୍ଚଳରେ ବିକାଶର ଧାରା ବୃଦ୍ଧି କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।କିନ୍ତୁ କିଛି ସରକାରୀ ବାବୁ ମାନଙ୍କ ଅଭିଳାଷର ଅସରନ୍ତି ଆଶା ଅନ୍ଧ କରି ଦେଇଥିବା ପରିଲକ୍ଷିତ ହୋଇଛି।
Rusikeshdalai
@Rusikeshda61846
5 months ago
ବନ ବିଭାଗର ଉଦାସୀନତା ଯୋଗୁଁ ଆଜି ଉପାନ୍ତ ଅଞ୍ଚଳରେ ଥିବା ମୂଲ୍ୟବାନ ପାହାଡ଼ ଆଜି ପଡୁଚାଷ ହେବାକୁ ଯାଉଛି।sir ଏଥିପ୍ରତି ଧ୍ୟାନ ଦିଅନ୍ତୁ ନହେଲେ ଆସନ୍ତା ଦିନରେ ପର୍ବତ ଶିଖରରୁ ଜିବନର ଅତି ଆବଶ୍ୟକ ଅମ୍ଳଜାନ ଅଭାବ ହେବାକୁ ଯାଉଛି।
Rusikeshdalai
@Rusikeshda61846
5 months ago
@Vkpandianfancl1
ଓଡ଼ିଶାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ବିକଳ ଚିତ୍ର।
Rusikeshdalai
@Rusikeshda61846
5 months ago
ଉପାନ୍ତ ଅଞ୍ଚଳରେ ବିକାଶର ବିକଳ ଚିତ୍ର"ବିକଶିତ ଗାଁ ବିକଶିତ ଓଡ଼ିଶା"ଗଠନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ।
Rusikeshdalai
@Rusikeshda61846
6 months ago
@DM_Gajapati
@CMO_Odisha
@IPR_Odisha
Rusikeshdalai
@Rusikeshda61846
6 months ago
ଅଭିଯୋଗ ସୁଶାଣୀ ଅନୁଷ୍ଠିତ କରାଯାଉଛି କିନ୍ତୁ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉଥିବା ନଥିବା ଯୋଗୁଁ ଲୋକେ ଅଯଥା ଟଙ୍କା ଖର୍ଚ୍ଚ କରି ଏହି ଶିବିରରେ ଉପସ୍ଥିତ ଅଛନ୍ତି।ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଜରୁରୀ ସେବା ଦେବାରେ ଅସଫଳ ଗ��ମ୍ମା ବ୍ଲକ ଓ ଗଜପତି ଜିଲ୍ଲା ପ୍ରଶାସନ।@
Rusikeshdalai
@Rusikeshda61846
7 months ago
Sir please ଦୟାକରି ଉପାନ୍ତ ଅଞ୍ଚଳରେ ଏପରି ନିଶା ବୃଦ୍ଧି ପାଇବା।ଗୁମ୍ମା ଅଞ୍ଚଳରେ ଥିବା ସରଳ ସମାଜ ପାଇଁ ଆଦୁ ଶୁଭଙ୍କର ନୁହେଁ।ଦୟାକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।
Rusikeshdalai
@Rusikeshda61846
8 months ago
Sir ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ।ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀ ମାନେ ସହର ମଧ୍ୟରେ ଥିବା ଡ଼ିଗ୍ରୀ କଲେଜ ଯିବା ଆସିବା ଫଳରେ ଆର୍ଥିକ ସମସ୍ୟା ସୃଷ୍ଟି ଏବଂ ସମୟର ବ୍ୟତିକ୍ରମ ମଧ୍ୟ ହୋଇଥାଏ।
Rusikeshdalai
@Rusikeshda61846
8 months ago
ଓଡ଼ିଶାର ଲୋକେ ଅତି ସରଳିଆ ସ����ିପାଇଁ ତ ପରିବର୍ତ୍ତନ ଆଣିବାକୁ ପ୍ରଥମେ ସରଳିଆ ଲୋକ ମାନେ ୨୪ବର୍ଷର ସରକାରଙ୍କୁ ପ୍ରତିକ୍ଷାନ କରିଥିଲେ।କିନ୍ତୁ ୧୮ମାସର ସରକାରର ଯଦି ସଂଯମତା ରହିବ ନାହିଁ ତାହେଲେ ପୁଣି ସରଳିଆ ଲୋକଙ୍କ ସହିବା ଟା ଯେ ସଂଯମତା ତାହା ନୁହେଁ।sir ଏପରି ସମସ୍ୟା ଉପରେ ଟିକେ ଧ୍ୟାନ ଦିଅନ୍ତୁ🙏🙏🙏
See More
Rusikeshdalai
@Rusikeshda61846
8 months ago
@DM_Gajapati
@CMO_Odisha
@WCDOdisha
@IPR_Odisha
Congratulations 🎉🎉🎉🥇🥇🥇🥇🏆🎖️🎖️🎖️🎖️
Rusikeshdalai
@Rusikeshda61846
9 months ago
Sir ପ୍ରକୃତରେ ସରକାରୀଙ୍କ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛନ୍ତି ସରକାରୀ କର୍ମଚାରୀ ମାନେ।ଅନ୍ତେବାସୀଙ୍କ ଦୟିନୀୟ ଅବସ୍ଥା ଉପରେ ସତେ ମଣିଷ ପଣିଆ ହଜି ଯାଇଛି।
Rusikeshdalai
@Rusikeshda61846
9 months ago
Sir ସରକାର ଗ୍ରାମାଞ୍ଚଳରେ ବିକାଶ ପାଇଁ ଅନବରତ ବିଭିନ୍ନ ଯୋଜନା ଆରମ୍ଭ କରୁଛନ୍ତି କିନ୍ତୁ ଗୁମ୍ମା ବ୍ଲକରେ ତାହା ବାସ୍ତବରେ କାର୍ଯ୍ୟକାରୀ ହେଉଛି କୀ ନାହିଁ ତାହା ଏବେ ଚିନ୍ତାର ବିଷୟ।ଆପଣଙ୍କ ଉଦ୍ୟମରେ ନୂତନ ଓଡ଼ିଶାର ବିକାଶ ସମ୍ବାବନା ରହିଛି।କିନ୍ତୁ କିଛି ବାବୁ ମାନଙ୍କ ପାଇଁ ଉଦାସୀନତା ମନୋଭାବ ଯୋଗୁଁ ବିକାଶର ଧାରା ବେକାର ଦିଗରେ।
See More
Rusikeshdalai
@Rusikeshda61846
10 months ago
ସମାଜରେ ଅନେକ ଦୁଃଖୀ ଅଛନ୍ତି ସତ କିନ୍ତୁ କାଳୁଙ୍କ ଭାଗ୍ୟରେ ଜନ୍ମରୁ ଦୁଖଃ ଦୁର ହେବା ତ ଦୂରର କଥା ଜୀବନ ସାରା ଦୁଖଃ ଲାଗି ରହିଛି।କିନ୍ତୁ ସରକାରୀ ��ହାୟତା ପ୍ରଦାନ କରିବା ଦ୍ବାରା କାଳୁଙ୍କ ଦୁଖଃ ଅଳ୍ପମାତ୍ରାରେ କ୍ଷୀଣ ହେବ ବୋଲି ଆଶା ।
Rusikeshdalai
@Rusikeshda61846
12 months ago
@Vkpandianfancl1
Sir myself rusikesh from gajapati lets talk
Rusikeshdalai
@Rusikeshda61846
12 months ago
The state government has made extensive arrangements to bring about a revolution in the education sector in the rural areas. But due to the negligent attitude of the government officials,please pay attention to this🙏🙏🙏
Last Seen Users on Sotwe
brenda gon
Seen from
Guatemala
คู่แท้GenX CoupleAH2 | SEX🔞 | LIFE |
Seen from
Greece
Old dude & young lady 💫
Seen from
Turkey
Erotikvideolar
Seen from
Turkey
lewie 🍑
Seen from
Saudi Arabia
Koleksi Indo Viral
Seen from
Indonesia
Mas Uncut💦
Seen from
Thailand
salah abdo
Seen from
Egypt
Jonathan Ross
Seen from
Singapore
TANTE KERDUS
Seen from
Indonesia
Trends for you
1
Lindsay Clancy
Under 10K tweets
2
Isak
Under 10K tweets
3
$CHUMP
Under 10K tweets
4
Reddington
Under 10K tweets
5
Logan Allen
Under 10K tweets
6
Labor Day
Under 10K tweets
7
Fetterman
Under 10K tweets
8
Taylor Townsend
Under 10K tweets
9
Yeat
Under 10K tweets
10
Root
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.8M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.1M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.1M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫