Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
SRIKANTA DASH.(SOCIAL WORKER)
@SRIKANTADASH91
Social Worker/Journalist
#ଜନ_ସେବା_ପାଇଁ_ଏ_ପରିଶ୍ରମ_ବ୍ୟର୍ଥ_ଯିବନାହିଁ
#ଧର୍ମର_ଜୟ_ହୋଇଛି_ଆଗକୁ_ମଧ୍ୟ_ହେବ
JOURNALIST/SOCIAL WORKER
Bhadrak, India
Joined September 2019
577
Following
162
Followers
737
Posts
SRIKANTA DASH.(SOCIAL WORKER)
@SRIKANTADASH91
1 day ago
@SSEPD2
@DM_Bhadrak
@CMO_Odisha
@MohanMOdisha
@PravatiPOdisha
@suryabanshibjp
ଆଜ୍ଞା ବୃଦ୍ଧା ଙ୍କ ଅଭିଯୋଗ କି ଏକା ସାଙ୍ଗରେ ସେ ୪ ଜଣ ଅନେଦନ କରିଥିଲି ସୁଦ୍ଧା ଅନ୍ୟ ମାନଙ୍କର ହୋଇଗଲାଣି ଭତ୍ତା ୟାଙ୍କର ଟାର୍ଗେଟ କଣ ପାଇଁ ହେଉନି?
SRIKANTA DASH.(SOCIAL WORKER)
@SRIKANTADASH91
3 months ago
ଏହି ବୃଦ୍ଧା ଜଣଙ୍କ 17/01/2024 ରୁ ଭତ୍ତା ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଭତା ଯୋଗାଇ ଦିଆଗଲା ନାହିଁ। ସତରେ କଣ ଆମ ବ୍ୟବସ୍ଥା ଏତେ ଖରାପ ଆଜ୍ଞା? ଥରେ ଦେଖନ୍ତୁ ଏହି ବୃଦ୍ଧା ମାଙ୍କୁ ଆଉ କେତେ ବର୍ଷ ହେଲେ ସେ ଭତା ପାଇବେ?
@DM_Bhadrak
@CMO_Odisha
@MohanMOdisha
@PravatiPOdisha
@SSEPD2
@suryabanshibjp
See More
SRIKANTA DASH.(SOCIAL WORKER)
@SRIKANTADASH91
21 days ago
@tpnodl_odisha
@EnergyOdisha
@CMO_Odisha
@DM_Bhadrak
ରାତି ସାରା ଅନ୍ଧାର ରେ ରଖିଲେ ଆମକୁ। ଏବେ ତ ଲାଇନ୍ ଦିଅନ୍ତୁ
@tpnodl_odisha
SRIKANTA DASH.(SOCIAL WORKER)
@SRIKANTADASH91
22 days ago
ବିନା ସୂଚନା, ବିନା ବର୍ଷା ପବନ ସତ୍ତ୍ୱେ ତରାଗୋ ରେ ଲାଇନ 2 ଘଣ୍ଟା ହେଲା କାଟିଛନ୍ତି କଣ ପାଇଁ? ଯଥାଶୀଘ୍ର ଲାଇନ୍ ଦେବାକୁ ଅନୁରୋଧ
@tpnodl_odisha
@EnergyOdisha
@CMO_Odisha
@DM_Bhadrak
@
Who to follow
Suvranshu senapati(Subhra)
@subhra_senapati
(https://t.co/BAJziSsN2k) ☝ନେତୃତ୍ୱ ନେବା ପାଇଁ ବୟସ ନୁହେଁ ସାହସ☝ଏବଂ ଦୃଢତା ଆବଶ୍ୟକ |✊ (https://t.co/3i8NFSzT8Y)
Sitansu Sekhar Mohapatra (Modi Ka Parivar)
@Sitansu1981
Service to Mankind is Service to God. Member Of Odisha Legislative Assembly (Bhadrak)
Shashi Sharma S.S
@AdvShashi1607
I Born on - 16-july 👼🎂
SRIKANTA DASH.(SOCIAL WORKER)
@SRIKANTADASH91
28 days ago
ସନ୍ଧ୍ୟା ୫ ରୁ ଏ ପର୍ଯ୍ୟନ୍ତ ଲାଇନ୍ କଟା ଯାଇଛି ତରାଗୋ ରେ। ଦୟାକରି ଲାଇନ୍ ଟିକେ ଯଥାଶୀଘ୍ର ଦିଅନ୍ତୁ। ଭଣ୍ଡାରି ପୋଖରୀ ୧ ତରାଗୋ ଗାଁ।
@tpnodl_odisha
SRIKANTA DASH.(SOCIAL WORKER)
@SRIKANTADASH91
about 1 month ago
ଖାଲି ନାମକୁ ମାତ୍ର Ug ରୁ pg admission ଫ୍ରି ବୋଲି ଘୋଷଣା। ହେଲେ ପ୍ରକୃତ ଚିତ୍ର ଦେଖନ୍ତୁ।osou ରେ pg admission ବେଳେ ସରକାରଙ୍କ ଘୋଷଣା ର କିଛି ଝଲକ ଦେଖନ୍ତୁ। ଜୟ ଜଗନ୍ନାଥ
@CMO_Odisha
@EduMinOfIndia
@MohanMOdisha
@PravatiPOdisha
@suryabanshibjp
SRIKANTA DASH.(SOCIAL WORKER)
@SRIKANTADASH91
about 1 month ago
@DM_Bhadrak
Map ready ହେଇଯାଇଛି। ଯଥାଶୀଘ୍ର ସମାଧାନ ହୋଇଯିବ। ହେଲେ ଅଦ୍ୟାବଧି ଏହା ସମାଧାନ କରା ଗଲା ନାହିଁ ଯାହା ପାଇଁ ଆମେ ବହୁତ ହଇରାଣ ହେଉଛୁ। ଜିଲ୍ଲା ପ୍ରଶାସନକୁ ଅନୁରୋଧ ଆପଣ ନିଜେ ହସ୍ତକ୍ଷେପ କରି ଏହାର ସମାଧାନ ଯଥାଶୀଘ୍ର ଟିକେ କରନ୍ତୁ। ଆପଣଙ୍କର ଶୁଭ ଚିନ୍ତକ ଶ୍ରୀକାନ୍ତ ଦାଶ (ସାମ୍ୱାଦିକ/ସାମାଜିକ କର୍ମୀ)
SRIKANTA DASH.(SOCIAL WORKER)
@SRIKANTADASH91
about 1 month ago
ବନ୍ତ ବ୍ଲକ ତରାଗୋ ମୌଜାରେ ଦୀର୍ଘ ଦିନ ରୁ ବିସିପି ଚାଲିଛି।କେବେ BCP ହଟିବ ତହସିଲଦାର MADAM ଟିକେ କୁହନ୍ତୁ। ବହୁତ ଲୋକ ହଇରାଣ ହେଉଛନ୍ତି ଜମିଜମା କାର୍ଯ୍ୟ ପାଇଁ
@tahasildar54631
@DM_Bhadrak
@MohanMOdisha
@PravatiPOdisha
SRIKANTA DASH.(SOCIAL WORKER)
@SRIKANTADASH91
about 1 month ago
@DM_Bhadrak
ଆଜ୍ଞା ନମସ୍କାର। ଆପଣ ମୋପୂର୍ବ tweet ରେ ଗୋଟେ reply ଦେଇ ଜଣାଇଥିଲେ କି ବନ୍ତ ତହସିଲ ର x ଆକାଉଣ୍ଟ ଅଛି ବୋଲି। ହେଲେ ଦୁଃଖ ଆଉ ପରିତାପର ବିଷୟ ମୁଁ ଏହି ପୋଷ୍ଟ ଟି କୁ କେବେ କରିଥିଲି ଟିକେ ଧ୍ୟାନ ଦେବାକୁ ଅନୁରୋଧ। ତରାଗୋ ମୌଜା ରୁ କଣ ପାଇଁ BCP ହଟୁନାହିଁ? ତହସିଲଦାର ୬ ମାସ ପୂର୍ବରୁ ମୋତେ କହିଥିଲେ MAP READY ହେଲେ
SRIKANTA DASH.(SOCIAL WORKER)
@SRIKANTADASH91
about 1 month ago
@tahasildar54631
ତରାଗୋ ମୌଜା ରେ BCP work ଆଉ କେତେ ଦିନ ଲାଗିବ? ଯାହା ପାଇଁ ଅନେକ ଲୋକ ଜମି କିଣା ବିକା ରେ ହଇରାଣ ହେଉଛନ୍ତି। ତେଣୁ ଏହି bcp କେବେ ହଟିବ ଏହି ମୌଜା ରୁ ଜଣାଇବାକୁ ଅନୁରୋଧ।
@tahasildar54631
@DM_Bhadrak
@CMO_Odisha
SRIKANTA DASH.(SOCIAL WORKER)
@SRIKANTADASH91
about 1 month ago
@DM_Bhadrak
@CMO_Odisha
@BJP4Odisha
@PravatiPOdisha
@suryabanshibjp
ଧନ୍ୟବାଦ ଆଜ୍ଞା 🙏ଏବେ ଲୋକଙ୍କ ସମସ୍ୟା ଯଥାଶୀଘ୍ର ସମାଧାନ ହେବ ଆଶା।
SRIKANTA DASH.(SOCIAL WORKER)
@SRIKANTADASH91
2 months ago
ଭଦ୍ରକ ଜିଲ୍ଲା ରେ ସମସ୍ତ ତହସିଲ ରେ X ଆକାଉଣ୍ଟ ଥିବା ବେଳେ ବନ୍ତ ତହସିଲ ରେ କଣ ପାଇଁ ଏହା ନାହିଁ? ଯାହା ପାଇଁ ଲୋକଙ୍କ ସମସ୍ୟା ଦିନକୁ ଦିନ ବଢ଼ି ବଢ଼ି ଯାଉଛି ଗୋଟେ କି ଅଭିଯୋଗ ସମାଧାନ ହେଇ ପାରୁନି।ଏଥିପ୍ରତି ଜିଲ୍ଲାପାଳ sir ଧ୍ୟାନ ଦେବେ କି
@DM_Bhadrak
@CMO_Odisha
@BJP4Odisha
@PravatiPOdisha
@suryabanshibjp
See More
SRIKANTADASH91's tweet video.
SRIKANTA DASH.(SOCIAL WORKER)
@SRIKANTADASH91
about 2 months ago
@tpnodl_odisha
@EnergyOdisha
@CMO_Odisha
@BJP4Odisha
2 ଘଣ୍ଟା reply ଦେବାର ହୋଇଗଲା ହେଲେ ଏ ପର୍ଯ୍ୟନ୍ତ ଲାଇନ୍ ଦେଇ ପାରିଲେ ନାହିଁ। ରାତି 9.32 ହେଲାଣି ବିନା କାରଣ ରେ ଲାଇନ କଣ ପାଇଁ କାଟିଛନ୍ତି
@tpnodl_odisha
SRIKANTA DASH.(SOCIAL WORKER)
@SRIKANTADASH91
about 2 months ago
ଦିନ 2 ଘଟିକା ଠାରୁ ଅଦ୍ୟାବଧି ତରାଗୋ ରେ ବିନା କାରଣ ରେ ଲାଇନ କାଟି କଣ ପାଇଁ ଅସୁବିଧା ରେ ପକାଉଛନ୍ତି ସଧାରଣ ଳୋକଙ୍କୁ? ଯଥାଶୀଘ୍ର ଲାଇନ୍ ଦେଇ ଲୋକଙ୍କ ପ୍ରିୟ ପାତ୍ର ହୁଅନ୍ତୁ। ଭଣ୍ଡାରି ପୋଖରୀ ୧
@tpnodl_odisha
@EnergyOdisha
@CMO_Odisha
@BJP4Odisha
SRIKANTA DASH.(SOCIAL WORKER)
@SRIKANTADASH91
about 2 months ago
ଗତକାଲି ରାତି ଠାରୁ ଅଦ୍ୟାବଧି ତରାଗୋ ମହାଦେବ ସାହି ରେ ଲାଇନ ଲୋ ଭୋଲ୍ଟେଜ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ। ଏବେଠୁ ଅତି ମାତ୍ରା ରେ ଗରମ ପଡ଼ିଲାଣି। ଯଥାଶୀଘ୍ର ଲାଇନ୍ କୁ ସୁଧାରିବାକୁ ଅନୁରୋଧ ଭଣ୍ଡାରି ପୋଖରୀ 1
@tpnodl_odisha
@CMO_Odisha
@EnergyOdisha
SRIKANTA DASH.(SOCIAL WORKER)
@SRIKANTADASH91
2 months ago
ସାମାନ୍ୟ ବର୍ଷା ରେ ଅପରାହ୍ନ ୪ ଟା ବେଳୁ ଅଦ୍ୟାବଧି ଲାଇନ୍ କାଟି ଗରମ ରେ ରହିବାକୁ କଣ ପାଇଁ ବାଧ୍ୟ କରୁଛନ୍ତି ଆଜ୍ଞା? ତରାଗୋ ଗାଁ ଏବେ ପୁରା ଅନ୍ଧାର ଯଥାଶୀଘ୍ର ଲାଇନ୍ ଦିଅନ୍ତୁ ଭଣ୍ଡାରିପୋଖରୀ ୧
@tpnodl_odisha
@EnergyOdisha
@CMO_Odisha
SRIKANTA DASH.(SOCIAL WORKER)
@SRIKANTADASH91
2 months ago
ନା ପବନ ନା ବର୍ଷା ଦିନ ସାରା ଲାଇନ୍ କାଟି ଦହାଗଞ୍ଜ କଣ ପାଇଁ କରୁଛନ୍ତି
@tpnodl_odisha
ଦିନ ୧୨ ଟା ରୁ ଅଦ୍ୟାବଧି ଲାଇନ୍ କଣ ପାଇଁ କାଟିଛନ୍ତି? ତରାଗୋ ଏରିଆ, ଭଣ୍ଡାରି ପୋଖରୀ ୧
@tpnodl_odisha
@EnergyOdisha
@
SRIKANTA DASH.(SOCIAL WORKER)
@SRIKANTADASH91
2 months ago
@tdr_chan
ଭଦ୍ରକ ଜିଲ୍ଲା ରେ ସମସ୍ତ ତହସିଲ ରେ X ଆକାଉଣ୍ଟ ଥିବା ବେଳେ ବନ୍ତ ତହସିଲ ରେ କଣ ପାଇଁ ଏହା ନାହିଁ? ଯାହା ପାଇଁ ଲୋକଙ୍କ ସମସ୍ୟା ଦିନକୁ ବଢ଼ି ବଢ଼ି ଯାଉଛି ହେଲେ ଗୋଟେ କି ଅଭିଯୋଗ ସମାଧାନ ହେଇ ପାରୁନି। ଏଥିପ୍ରତି ଜିଲ୍ଲାପାଳ sir ଧ୍ୟାନ ଦେବେ କି
@DM_Bhadrak
@CMO_Odisha
SRIKANTA DASH.(SOCIAL WORKER)
@SRIKANTADASH91
3 months ago
@SSEPD2
@DM_Bhadrak
@CMO_Odisha
@MohanMOdisha
@PravatiPOdisha
@suryabanshibjp
Sir ଆଉ କେତେ ଦିନ ଲାଗିବ ଏହି ବୃଦ୍ଧା ମା ଙ୍କୁ ଭତ୍ତା ପାଇବାକୁ
SRIKANTA DASH.(SOCIAL WORKER)
@SRIKANTADASH91
3 months ago
@SSEPD2
@DM_Bhadrak
@CMO_Odisha
@MohanMOdisha
@PravatiPOdisha
@suryabanshibjp
ଆଜ୍ଞା କେବେ ସୁଦ୍ଧା ଏହି ବୃଦ୍ଧା ମା ଜଣଙ୍କ ଭତ୍ତା ପାଇବେ ଟିକେ ଜଣାନ୍ତୁ
Last Seen Users on Sotwe
เปรี้ยก บ้านปูน
Seen from
Thailand
@@@@gay Vietnam
Seen from
Vietnam
donut
Seen from
Thailand
Gulnaz
Seen from
France
Mein Ka Lay
goseng gokil
Seen from
Indonesia
Galeri Ai 💦
Seen from
Indonesia
ayy
Seen from
Indonesia
brinity base
Seen from
United States
TÜRK VİPP
Seen from
Turkey
Trends for you
1
#BABYSHIB
Under 10K tweets
2
Russ
Under 10K tweets
3
Karoline
Under 10K tweets
4
Hong
Under 10K tweets
5
Lakers
Under 10K tweets
6
Crowley
Under 10K tweets
7
Good Thursday
Under 10K tweets
8
Press Secretary
Under 10K tweets
9
#JarvixOS
Under 10K tweets
10
#YouManiacSeries
Under 10K tweets
Most Popular Users
1
Elon Musk
@elonmusk
241.3M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.5M followers
9
KATY PERRY
@katyperry
89.1M followers
10
Taylor Swift
@taylorswift13
83.1M followers
11
Lady Gaga
@ladygaga
74.5M followers
12
Virat Kohli
@imvkohli
72.1M followers
13
Kim Kardashian
@kimkardashian
70.5M followers
14
YouTube
@youtube
68.8M followers
15
Neymar Jr
@neymarjr
65M followers
16
Bill Gates
@billgates
64.7M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.2M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫