Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
SWADHIKAR
@SWADHIKAR3
This channel has a wide area of network through out Odisha and connects the state in mobile with mobile technology with younger generation
Bhubaneswar
Joined April 2021
301
Following
347
Followers
2.1K
Posts
SWADHIKAR
@SWADHIKAR3
almost 3 years ago
@AmritaSinh74366 Yes
SWADHIKAR
@SWADHIKAR3
almost 4 years ago
@shrilekhajena
ପାଖିଆ
SWADHIKAR
@SWADHIKAR3
about 4 years ago
@manasrmangaraj
@Naveen_Odisha
Congratulations
SWADHIKAR
@SWADHIKAR3
over 4 years ago
#ବରିଷ୍ଠ_ସାମ୍ୱାଦିକ_ପଦ୍ମଶ୍ରୀ_ବିନୋଦ_ଦୁଆଙ୍କ_ପରଲୋକ
। କୋରୋନାରୁ ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ
#VinodDua
#VinodDuapassesaway
#Seniorjournalist
#SwadhikarNews
#BreakingNews
Who to follow
Ardhendu Das
@ArdhenduDasOdia
Journalist
ଡ଼ଃ ସସ୍ମିତ ପାତ୍ର I Dr. Sasmit Patra
@sasmitpatra
Thought Leader | Transformation Catalyst | Legislative Architect | Consensus Navigator | Public Policy Innovator MP, Rajya Sabha ; National Spokesperson, BJD
Directorate of Fisheries, Odisha
@OdishaFisheries
SWADHIKAR
@SWADHIKAR3
over 4 years ago
#ଆଜିଠୁ_ଯାତ୍ରା_ଅପେରା_ଡ୍ରାମା_ଓ_ମେଲୋଡ଼ିକୁ_ଅନୁମତି
#SRCଙ୍କ_ପକ୍ଷରୁ_ନୂଆ_ଗାଇଡଲାଇନ୍_ଜାରି
। କୋଭିଡ କଟକଣା ଭିତରେ ଉତ୍ସବ ପାଳନ ପାଇଁ ମିଳିଲା ଅନୁମତି । ଆଜିଠୁ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡ଼ି ପାଇଁ ଜିଲ୍ଲାପାଳ, SP, ମ୍ୟୁନିସିପାଲ କମିସନଙ୍କ ଅନୁମତି ନେବା ଜରୁରୀ
#BreakingNews
@SRC_Odisha
#SwadhikarNews
See More
SWADHIKAR
@SWADHIKAR3
over 4 years ago
ବରଗଡ଼:
#ବିଜେପୁରରେ_ପହଞ୍ଚିଲେ_ମୁଖ୍ୟମନ୍ତ୍ରୀ
ବରଗଡ଼ ଜିଲ୍ଲାରେ ପାନୀୟ ଜଳ, ଶିକ୍ଷା,ଗମନାଗମନ, ପର୍ଯ୍ୟଟନ ବିକାଶ ପାଇଁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ। ବିଜେପୁରରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ। ସମାବେଶରେ ଶ୍ରମ, ସ୍ବାସ୍ଥ୍ୟ ଓ ଅର୍ଥ ମନ୍ତ୍ରୀ ସାମିଲ
#BreakingNews
@CMO_Odisha
See More
SWADHIKAR
@SWADHIKAR3
over 4 years ago
#KBN_ଗ୍ରୁପର_ଗିରଫ_୫_ଜଣଙ୍କୁ_ରିମାଣ୍ଡରେ_ନେଲା_ପୋଲିସ
କୋର୍ଟଙ୍କ ଅନୁମତି ପରେ ୫ ଜଣଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । କେବିଏନ୍ ଗ୍ୟାଙ୍ଗ ସମ୍ପର୍କରେ ସବିଶେଷ ତଥ୍ୟ ବାହାର କରିବା ସହ ଫେରାର ଅନ୍ୟ ସଦସ୍ୟଙ୍କ ପାଖରେ ପହଞ୍ଚିବାକୁ ସୁରାଗ ସଂଗ୍ରହ କରିବ ପୋଲିସ
#BhubaneswarCrime
@cpbbsrctc
#KBNGyang
#SwadhikarNews
See More
SWADHIKAR
@SWADHIKAR3
over 4 years ago
#ଆଜି_ସଂଧ୍ୟାରେ_ସ୍ଥଳଭାଗ_ଅତିକ୍ରମ_କରିବ_ଅବପାତ
ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବା ସମ୍ଭାବନା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା
#WeatherUpdate
@mcbbsr
See More
SWADHIKAR
@SWADHIKAR3
over 4 years ago
#ଅକାଶଙ୍କୁ_ଆଜି_ଜେରା_କରିବ_ED
ଟାଟା ନାଁରେ ଫେକ୍ ନିଯୁକ୍ତି ନେଇ ଠକେଇ ମାମଲା ଝାରପଡ଼ା ଜେଲ୍ରେ ଆକାଶ ପାଠକଙ୍କୁ ଜେରା କରିବ ଇଡି । ବେଆଇନ ଅର୍ଥ କାରବାର ନେଇ ଆଜି ଇଡିର ୩ ଜଣିଆ ଟିମ୍ କରିବ ପଚରାଉଚରା
#BreakingNews
#SwadhikarNews
#Bhubaneswar
SWADHIKAR
@SWADHIKAR3
over 4 years ago
#ଆଜି_ପାକିସ୍ତାନ_ଅଷ୍ଟ୍ରେଲିଆ_ଟକ୍କର
#T20WorldCup
ର ଦ୍ବିତୀୟ ସେମିଫାଇନାଲରେ ଆଜି ଆବୁଧାବିରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ। ଫାଇନାଲ ପୂର୍ବର ଫାଇନାଲ ଉପରେ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର
@TheRealPCB
@CricketAus
@ICC
#SwadhikarNews
SWADHIKAR
@SWADHIKAR3
over 4 years ago
#ଗାଙ୍ଗପୁର_ଥାନା_ଶ୍ରେଷ୍ଠ
ଦେଶରେ ଏକ ଶ୍ରେଷ୍ଠ ଥାନାର ସୁନାମ ଅର୍ଜନ କଲା ଗଞ୍ଜାମ ଗାଙ୍ଗପୁର ଥାନା। ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରୁ ଶ୍ରେଷ୍ଠତା ପୁରସ୍କାର, କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପରେ ଗୃହ ବିଭାଗର ନିଷ୍ପତ୍ତି। ଆସନ୍ତା ୧୯ରେ ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ଗୃହମନ୍ତ୍ରୀ
@odisha_police
@Ganjam_Admin
#SwadhikarNews
See More
SWADHIKAR
@SWADHIKAR3
over 4 years ago
#ବିଲଡର_ଗୟାଧର_ଜେନା_ଗିରଫ
ଭୁବନେଶ୍ୱର: 5 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଲଡର ଗୟାଧର ଜେନା ଗିରଫ। ଜମି ଦେବା ନାଁରେ ଟଙ୍କା ନେଇଥିବା ଅଭିଯୋଗରେ ଗିରଫ । ପୂର୍ବରୁ ୪ ଥର ଗିରଫ ହୋଇଛନ୍ତି ଗୟାଧର ଜେନା
@cpbbsrctc
#Bhubaneswar
@dcpbbsr
#BreakingNews
#SwadhikarNews
SWADHIKAR
@SWADHIKAR3
over 4 years ago
ଭୁବନେଶ୍ୱର:
#KBN_ଗ୍ୟାଙ୍ଗ
ମୁଖ୍ୟ
#ବୁବୁ_ଜେନା_ଘରେ
କମିସନରେଟ୍ ପୋଲିସର ଚଢ଼ାଉ। କାଲି ଗ୍ୟାଙ୍ଗର ୨ ସଦସ୍ୟ ଚେଙ୍ଗ ଓ ସଞ୍ଜୟ ଘର ଭାଙ୍ଗିଥିଲା ପୋଲିସ। ଘର ଭାଙ୍ଗିବା ପରେ ଉଭୟ ଖୋର୍ଦ୍ଧା SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ
#Odisha
#Bhubaneswar
@cpbbsrctc
@dcpbbsr
#BreakingNews
#SwadhikarNews
See More
SWADHIKAR
@SWADHIKAR3
over 4 years ago
#୧୩ରେ_ଆଉ_ଏକ_ଲଘୁଚାପ
ଆସନ୍ତା ୧୩ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା। ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ଘନିଭୂତ ହେବା ଆଶଙ୍କା
@mcbbsr
@Indiametdept
#WeatherUpdate
#SwadhikarNews
SWADHIKAR
@SWADHIKAR3
over 4 years ago
ରାଜ୍ୟର ସର୍ବବୃହତ ଓମଫେଡର ଅତ୍ୟାଧୁନିକ ଅଟୋମେଟିକ ପ୍ଲାଣ୍ଟର ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ। ଓମ୍ଫେଡ୍ ଚାଷୀଭାଇଙ୍କ ନିଜ ଅନୁଷ୍ଠାନ, ଏହା ୩ ଲକ୍ଷ ଚାଷୀ ଭାଇ ଭଉଣୀଙ୍କ ଅବଦାନ। ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଆମେ ଓମ୍ଫେଡ କରିଛୁ । ରାଜ୍ୟ ସରକାର ସର୍ବଦା ଚାଷୀଙ୍କ ସହ ଅଛନ୍ତି:
@CMO_Odisha
@Naveen_Odisha
See More
SWADHIKAR
@SWADHIKAR3
over 4 years ago
କଟକରେ
#ରାଜ୍ୟର_ସର୍ବବୃହତ_ଓମଫେଡର_ଅତ୍ୟାଧୁନିକ_ଅଟୋମେଟିକ_ପ୍ଲାଣ୍ଟକୁ_ଲୋକାର୍ପଣ_କଲେ_ମୁଖ୍ୟମନ୍ତ୍ରୀ
। ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହେବା ସହ ୨ ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ ହେବ
@CMO_Odisha
@Naveen_Odisha
#SwadhikarNews
#Omfed
#Cuttack
See More
SWADHIKAR
@SWADHIKAR3
over 4 years ago
#ଯମୁନା_ନଦୀ_ସାରା_ଖାଲି_ଫେଣ_ଆଉ_ଫେଣ
ଯମୁନା ନଦୀର ଏ ଭୟଙ୍କର ସ୍ଥିତି ପାଇଁ ଦାୟୀ କିଏ ? କାହିଁକି ଏତେ ମାତ୍ରାରେ ପ୍ରଦୂଷିତ ହେଲା ଯମୁନାର ଜଳ ?
@ArvindKejriwal
#Toxic_Foam
#Yamuna_River
#Delhi
#SwadhikarNews
#BreakingNews
SWADHIKAR
@SWADHIKAR3
over 4 years ago
ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି
#ବ୍ରହ୍ମଗିରିରେ_ବୋମାମାଡ଼_ଘଟଣା
#ବୋମାମାଡ଼_ପରେ_ବ୍ରହ୍ମଗିରିର_ନାଥପୁର_ଗାଁ_ପୁରୁଷଶୂନ୍ୟ
। ଘର ପୋଡ଼ି ଯାଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ; ଡଗ୍ ସ୍କ୍ୱାଡ୍ ଦ୍ୱାରା ନାଥପୁର ଗାଁରେ ତନ୍ନତନ୍ନ ଯାଞ୍ଚ, ମିଳିଲା ୩୬ଟି ବୋମା
#BreakingNews
#SwadhikarNews
@SPPuri1
See More
SWADHIKAR
@SWADHIKAR3
over 4 years ago
#୧୪୧_ଜଣଙ୍କୁ_ପଦ୍ମ_ପୁରସ୍କାର
ଦେଶର ସୁନାମଧନ୍ୟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର । ଆଜି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପଦ୍ମ ବିଭୂଷଣ- ୭ ଜଣ ପଦ୍ମ ଭୂଷଣ- ୧୦ ଜଣ ଏବଂ ଅନ୍ୟ ସମସ୍ତ ବ୍ୟକ୍ତି ପଦ୍ମଶ୍ରୀରେ ସମ୍ମାନିତ
@rashtrapatibhvn
#BreakingNews
#SwadhikarNews
See More
Last Seen Users on Sotwe
Türk Gay İfşa
Seen from
Turkey
ชอบสาวไหญ่///แนวครอบครัว
Seen from
Thailand
や
Seen from
Bahrain
Tango Live Vides
Seen from
Switzerland
Bboyy
Seen from
Malaysia
irem
Seen from
Turkey
🛑 TR PORN 365 🛑
Seen from
Turkey
Master man
Seen from
Turkey
KONTEN VIDEO & VCS IBU HAMIL 9 BULAN
Seen from
Indonesia
Gay Istanbul
Seen from
Turkey
Trends for you
1
Adley
Under 10K tweets
2
Cashman
Under 10K tweets
3
Detmers
Under 10K tweets
4
Aaron Rodgers
Under 10K tweets
5
Mike Elias
Under 10K tweets
6
Luke Weaver
Under 10K tweets
7
Lassie
Under 10K tweets
8
Breslow
Under 10K tweets
9
Bubic
Under 10K tweets
10
Dustin May
Under 10K tweets
Most Popular Users
1
Elon Musk
@elonmusk
241.1M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.8M followers
10
Taylor Swift
@taylorswift13
82.7M followers
11
Lady Gaga
@ladygaga
74.2M followers
12
Virat Kohli
@imvkohli
71.6M followers
13
Kim Kardashian
@kimkardashian
70.3M followers
14
YouTube
@youtube
68.7M followers
15
Neymar Jr
@neymarjr
64.5M followers
16
Bill Gates
@billgates
64.5M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
61.9M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫