Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Subrat Kumar Sahoo
@SahooSubrat388
Joined August 2023
12
Following
2
Followers
31
Posts
Subrat Kumar Sahoo
@SahooSubrat388
2 days ago
@jiangmangmang
只有三天没有迟到吗?哈哈哈哈哈
SahooSubrat388
retweeted
ojta_2023
@ojta2023
about 2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି କାର୍ଯ୍ୟକ୍ଷମ ହେଉନାହିଁ,ମୁଖ୍ୟମନ୍ତ୍ରୀ ଙ୍କ ନିୟମିତ କରିବାର ନିଷ୍ପତ୍ତି କୁ ମାନ୍ୟବର କୋର୍ଟ ରୋକ୍ ଲଗାଇଛନ୍ତି।ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସତ୍ୟପାଠଦାଖଲକରିନାହାନ୍ତି।ଖାଲି ସମୟ ମାଗୁଛନ୍ତି।କନିଷ୍ଠ ଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି।ତୁରନ୍ତ ସମାଧାନ କରନ୍ତୁ।
@CMO_Odisha
See More
SahooSubrat388
retweeted
ojta_2023
@ojta2023
about 2 months ago
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ।
@CMO_Odisha
@MohanMOdisha
@NityanandaBJP
@SMEOdisha
See More
SahooSubrat388
retweeted
ojta_2023
@ojta2023
5 months ago
ଶିକ୍ଷକ ମାନଙ୍କ ଅସମ୍ମାନ ସହିବୁ ନାହିଁ,ଶିକ୍ଷକ ଙ୍କ ଆଖିରେ ଲୁହ ଦେଖିବୁ ନାହିଁ,ଢେଙ୍କାନାଳ ଜିଲ୍ଲା ଏବଂ ଟାଙ୍ଗି ବ୍ଲକ ରେ ଘଟିଥିବା ଜନଗଣନାକାରୀ ଙ୍କ ଉପରେ ମାଡ଼ ଘଟଣା ନିନ୍ଦନୀୟ।ତୁରନ୍ତ ଏ ଘଟଣାର ସମାଧ��ନ ନେହେଲେ ଜନଗଣନା ବର୍ଜନ କରିବୁ।
@MohanMOdish
a
@dpradhanbj
p
@CensusIndia202
7
@DCOOdish
a
@pavankalya
n
@CMO_Odish
a
See More
SahooSubrat388
retweeted
ojta_2023
@ojta2023
7 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ।
@CMO_Odisha
@NityanandaBJP
@SMEOdisha
@dpradhanbjp
See More
SahooSubrat388
retweeted
Nityananda Gond
@NityanandaBJP
7 months ago
ଲୋକଙ୍କ ସରକାରରେ ତୃଣମୂଳ ସ୍ତରରୁ ସୁଦୃଢ ହେଉଛି ଶିକ୍ଷା ବ୍ୟବସ୍ଥା।
#OdishaBudget2026
#SamruddhaOdishaBudget
SahooSubrat388
retweeted
ojta_2023
@ojta2023
7 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷ��ା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର କରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ବିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ?
@MohanMOdish
a
@dpradhanbj
p
@NityanandaBJ
P
@SMEOdish
a
@SecyChie
f .
See More
SahooSubrat388
retweeted
ojta_2023
@ojta2023
8 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
SahooSubrat388
retweeted
ojta_2023
@ojta2023
9 months ago
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଜନ୍ମଦିନ ର ଅନେକ ଶୁଭେଚ୍ଛା ଓ ଶୁଭକାମନା,ମହାପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ,ଓଡିଶା ର ପ୍ରଗତି କୁ ଏକ ନୂତନ ଦିଗ ମିଳୁ ଏତିକି କାମନା।କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଘୋଷଣାକୁ ତ୍ୱରିତ ଭାବେ ସରକାରୀ ନିର୍ଦ୍ଦେଶନାମା ରେ ପରିଣତ କରିବାକୁ ଅନୁରୋଧ
@MohanMOdisha
See More
SahooSubrat388
retweeted
ojta_2023
@ojta2023
9 months ago
ଦୀର୍ଘ ୪ ମାସ ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ୨୦୨୫ ମସିହା ସରିବାକୁ ବସିଲା,କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ଙ୍କ ନିୟମିତ କେବଳ ଘୋଷଣାରେ ସୀମିତ।ଏଯାଏ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ,କେବେ ହେବୁ ନିୟମିତ ?
@CMO_Odisha
@dpradhanbjp
@NityanandaBJP
@SMEOdisha
@SamalManmohan7
SahooSubrat388
retweeted
ojta_2023
@ojta2023
10 months ago
ରାଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା ��େବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ।
@MohanMOdish
a
@CMO_Odish
a
@dpradhanbj
p
@NityanandaBJ
P
@SMEOdish
a
@SecyChie
f
See More
Subrat Kumar Sahoo
@SahooSubrat388
about 1 year ago
@MohanMOdisha
ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ନିଆଯାଇଥିବା ଏହି ଐତିହାସିକ ପଦକ୍ଷେପ ପାଇଁ Odisha Junior Teachers’ Association ପକ୍ଷରୁ ଶ୍ରଦ୍ଧେୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା। 🙏 ଶିକ୍ଷକ ଦିବସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିବେଦନ।
Subrat Kumar Sahoo
@SahooSubrat388
about 1 year ago
@dpradhanbjp
Thanks a lot Respected Sir for your time. We believe that you will understand the sorrows and pain of the Junior Teacher Schematic and take immediate appropriate action to regularise them.
Last Seen Users on Sotwe
MikeWhiteboy
Seen from
Netherlands
.ดอกไม้ป่า(แลกรี)
Seen from
Thailand
Ahmedmahmoud
Seen from
Egypt
Parth_rana
Seen from
Turkey
沐沐子
Seen from
Malaysia
emel
Seen from
Turkey
ชักว่าวเด้ามันส์
Seen from
Thailand
Rahma the Sub 🏳️⚧️
Seen from
Indonesia
stw binor
Seen from
Canada
ALIST FOOT STARS 👣
Trends for you
1
#SmackDown
Under 10K tweets
2
Northwestern
Under 10K tweets
3
Kalvin
Under 10K tweets
4
Kasey Kahne
Under 10K tweets
5
Rocco Becht
Under 10K tweets
6
Virginia Tech
Under 10K tweets
7
#ALLCAPS
Under 10K tweets
8
Sami
Under 10K tweets
9
Montana
Under 10K tweets
10
#LGRW
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫