Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Samaja Ra Darpan
@SamajaRaDarpan
#Samaja
ra Darpan Help Group is social service organization all over odisha.
Bhubaneshwar, India
Joined September 2017
290
Following
413
Followers
279
Posts
Samaja Ra Darpan
@SamajaRaDarpan
3 months ago
@tpnodl_odisha
ଆପଣ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ପ୍ରତିବଦ୍ଧକର । କିନ୍ତୁ ଦୂର୍ଭାଗ୍ୟର ବିଷୟ ଉକ୍ତ ଅଭିଯୋଗଟି ସମାଧାନ କରାଯାଇ ପାରିନାହିଁ । ଆଶା କରେ ତୁରନ୍ତ ପଦକ୍ଷେପ ନିଆଯାଉ ।
Samaja Ra Darpan
@SamajaRaDarpan
4 months ago
ଶାଳଣିଆ ସବଷ୍ଟେସନ ଅନ୍ତର୍ଗତ ଜମ୍ଭରା ଗ୍ରାମସ୍ଥିତ ଖେଳପଡିଆ ମଝିରେ ଏକ ବିପଦ ପୁର୍ଣ ଅବସ୍ଥାରେ ୧୧କେଭିର ଇଲେକ୍ଟ୍ରୀ ଖୁଣ୍ଟ ଅଛି । ଯାହାକି ଖେଳପଡିଆରେ ଖେଳୁଥିବା ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ଭୟଭୀତ ଅଛନ୍ତି । ଯଥାଶିଘ୍ର ଏହାର ସମାଧାନ କରିବାକୁ ଅନୁରୋଧ
@tpnodl_odisha
SamajaRaDarpan's tweet video.
Samaja Ra Darpan
@SamajaRaDarpan
over 1 year ago
ଶାଳଣିଆ ସବଷ୍ଟେସନ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ୧୬ ଘଣ୍ଟାରୁ ଉର୍ଧ୍ବ ସମୟ ହେଲା ଲାଇନ୍ କଟାଯାଇଛି । ସପ୍ଲାଇ କେବେ ଦିଆଯିବ ? @tpnodl_balasore
Samaja Ra Darpan
@SamajaRaDarpan
over 1 year ago
ଶାଳଣିଆ ସବଷ୍ଟେସନ ଅନ୍ତର୍ଗତ ଶାଳବଣି ସାହି ରାସ୍ତା ମଝିରେ ୭ଫୁଟ୍ ଉର୍ଧ୍ବରେ ବିଦ୍ୟୁତ୍ ତାର ଓହଳି ରହିଛି ଓ ଖୁଣ୍ଟଟି ବଙ୍କା ହୋଇ ନଇଁ ପଡିଛି। ଛୋଟ ଗାଡି ଯଥା ପିକଅପ୍ ଭ୍ୟାନ ଓ ଟ୍ରାକ୍ଟର ଯିବାକୁ ଅସୁବିଧା ହେଉଛି କିଛି ଅଘଟଣ ହେବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ । @tpnodl_balasore
SamajaRaDarpan's tweet video.
Who to follow
HELp INDIA (Helping Hand For Needy People )
@HELpINDIA18
Official Account Of Help India, Help India a Social Organization To Help Needy People 🇮🇳 call/whatsapp- Founder (Prasanta kumar Mohanty) - +91 9938477888
Helping Hands Socio Specific (h2s2)
@h2s2dknl
Official account of helping hands socio specic(h2s2), youth organization, Dhenkanal, Odisha
Debraj Behera🇮🇳🔰
@Debraj_Behera1
🙏❤️ଜୟ ଜଗନ୍ନାଥ❤️🙏 Alone we can do so little ✌️Together we can do so much.💪😌❤️ #Blood_Hub_Odisha❤️#JeevanJyotiSangathan❤️ #youtuber ❤️#memer ❤ #technician❤️
Samaja Ra Darpan
@SamajaRaDarpan
over 1 year ago
ଶାଳଣିଆ ସବଷ୍ଟେସନ ଅନ୍ତର୍ଗତ ଜମ୍ଭରା ଗ୍ରାମ୍ୟ ରାସ୍ତା ମଝିରେ ୭ଫୁଟ୍ ଉର୍ଧ୍ବରେ ୧୧କେଭି ବିଦ୍ୟୁତ୍ ତାର ଓହଳି ରହିଛି । ଛୋଟ ଗାଡି ଯଥା ପିକଅପ୍ ଭ୍ୟାନ ଓ ଟ୍ରାକ୍ଟର ଯିବାକୁ ଅସୁବିଧା ହେଉଛି କିଛି ଅଘଟଣ ହେବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ । @tpnodl_balasore
SamajaRaDarpan's tweet video.
Samaja Ra Darpan
@SamajaRaDarpan
almost 2 years ago
ଜଣକ ନାଁରେ ଆବାସ ଯୋଜନା, ଟଙ୍କା ଯାଉଛି ଅନ୍ୟତ୍ର ଆକାଉଣ୍ଟ କୁ । ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ ।
@BDOHATADIHI
@DistAdmKeonjhar
@SecyChief
@CMO_Odisha
SamajaRaDarpan
retweeted
Pabitra Behera
@pabitra245
almost 2 years ago
ଆଜି କୁ 4ଦିନ ହେଲା ମୋ ଭାଣିଜୀ କୁ ଅପହରଣ କରି ନିଆ ଯାଇଛି।ପୋଲିସ station ରେ FIR ଦିଆହେଲାଣି ହେଲେ ପୋଲିସ କୋଉ କାରଣ ପାଇଁ ଚୁପ୍ ଅଛି ଆମେ ବୁଝି ପାରୁ ନାହୁଁ ।। ମୋ ଭାଣିଜୀ କୁ ଫେରାଇ ଆଣିବାକୁ ଅନୁରୋଧ କରୁଛି
@CMO_Odisha
@MohanMOdisha
@dasraghubar
@CollectorJspur
@jspurpolice
@spjagatsinghput
@odisha_police
See More
Samaja Ra Darpan
@SamajaRaDarpan
almost 2 years ago
@tpnodl_balasore Please take immediate action without taking any time. It's very danger situation
Samaja Ra Darpan
@SamajaRaDarpan
almost 2 years ago
ଶାଳଣିଆ ସବଷ୍ଟେସନ ଅନ୍ତର୍ଗତ ଜମ୍ଭରା ଗ୍ରାମର ହାତୀ ସାହିରେ ଖୁଣ୍ଟ ଭାଙ୍ଗିପଡି ବିପଦ ସଙ୍କୁଳ ଅବସ୍ଥାରେ ବାଉଁଶ ଠେକରା ଓ ଦଉଡି ସାହାଯ୍ୟରେ ଝୁଲି ରହିଛି ମେନଲାଇନ୍ ତାର ରାସ୍ତା ମଝିରେ ପଡି ରହିଛି । ତୁରନ୍ତ ନୁତନ ଖୁଣ୍ଟର ବୃବସ୍ଥା କରିବା ସହିତ ଜନଜୀବନ କ୍ଷତି ହେବା ପୂର୍ବରୁ ସମାଧାନର ପଦକ୍ଷେପ ନେବାକୁ ଅନୁରୋଧ । @tpnodl_balasore
See More
SamajaRaDarpan's tweet video.
Samaja Ra Darpan
@SamajaRaDarpan
almost 2 years ago
@tpnodl_balasore Please take immediate action
SamajaRaDarpan
retweeted
Mohan Charan Majhi
@MohanMOdisha
about 2 years ago
ଓଡ଼ିଆଙ୍କ ଗର୍ବ ଓ ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନର ଶୁଭେଚ୍ଛା ସହ ହାର୍ଦ୍ଦିକ ଅଭିନନ୍ଦନ I ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି I
SamajaRaDarpan
retweeted
CMO Odisha
@CMO_Odisha
about 2 years ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କ ବିଷୟରେ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ₹୩୦,୦୦୦ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
See More
Samaja Ra Darpan
@SamajaRaDarpan
about 2 years ago
@tpnodl_balasore ଆପଣ ଜନ ଜୀବନର ମୂଲ୍ୟକୁ ଅତ୍ୟନ୍ତ ଗୁରୁତ୍ବ ସହକାରେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେଇ ଏହାର ସମାଧାନ କରିଥିବାରୁ ଅନେକ ଅନେକ ଧନ୍ୟବାଦ । @tpnodl_balasore
Samaja Ra Darpan
@SamajaRaDarpan
about 2 years ago
ବାରମ୍ବାର ଅଭିଯୋଗ ସତ୍ବେ ଶାଳଣିଆ ସବଷ୍ଟେସନ ଅନ୍ତର୍ଗତ ଜମ୍ଭରା ଶାଳବଣି ଚାଷଜମି ମଝିରେ ୭ଫୁଟ୍ ଉର୍ଧ୍ବରେ ୧୧କେଭି ବିଦ୍ୟୁତ୍ ତାର ଓହଳି ରହିଛି । କିଛି ଅଘଟଣ ହେବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ । @tpnodl_balasore
SamajaRaDarpan's tweet video.
SamajaRaDarpan
retweeted
𝕵𝖆𝖘𝖍𝖎𝖕𝖚𝖗 𝕿𝖎𝖒𝖊𝖘
@JashipurTimes
about 3 years ago
ପୁଣି ମୟୂରଭଞ୍ଜ ଶିମିଳିପାଳରେ ଫୁଟିଲା ଗୁଳି, ଜଣେ ବନ କର୍ମଚାରୀଙ୍କ ମୃତ । ଶିକାରୀ ଗୁଳିରେ ବନ କର୍ମଚାରୀ ୰ମାଥି ହାଁସଦାଙ୍କ ମୃତ୍ୟୁ ।
@CMO_Odisha
@PradeepJenaIAS
@BaripadaT
@CircleRccf
@pccfodisha
@PCCFWL_Odisha
@ForestDeptt
@MoSarkar5T
◆ ଅଯୋଗ୍ୟ {ସରକାର ଏବଂ ଜଙ୍ଗଲ ମନ୍ତ୍ରୀ} ସୁରକ୍ଷା ଦେବାରେ ବିଫଳ।
See More
SamajaRaDarpan
retweeted
Priyambada Gedi🐦
@priyambadagedi
about 3 years ago
Respected
@PradeepJenaIAS
@SSEPD2
@DistAdmKeonjhar
@CMO_Odisha
@Naveen_Odisha
@PRDeptOdisha
sir please look into this matter 🙏
SamajaRaDarpan
retweeted
Ahmed Khan
@AhmedKh59931740
about 3 years ago
See how our Health sector is working. Respected
@NiranjanPujar11
@PradeepJenaIAS
Sir, Please 🙏 intervene this matter. JAJPUR, BINJHARPUR BLOCK, JARI. ACTION SHOULD BE TAKEN IMMEDIATELY.
@CMO_Odisha
@MoSarkar5T
@orissian
@Chiranjeev_2111
@12_baje
@OfficialTeamATA
@TheSakala
See More
AhmedKh59931740's tweet video.
SamajaRaDarpan
retweeted
Priyambada Gedi🐦
@priyambadagedi
about 3 years ago
Respected
@CMO_Odisha
@MoSarkar5T
@SecyChief
@PradeepJenaIAS
@DBalasore
@Abanikanta_1978
@Food_Odisha
@PRDeptOdisha
@SSEPD2
i request to take immediate action please.
SamajaRaDarpan
retweeted
ମାନବ ପ୍ରେମୀ ତ୍ରିଲୋଚନ ଦାସ _(କେନ୍ଦୁଝର)🇮🇳
@DasManaba
about 3 years ago
Humble request to investigate and take immediate action...
@CMO_Odisha
@MoSarkar5T
@EnergyOdisha
@arvindpadhee
@TPCentralOdisha
@tpnodl_balasore
@TPSODL
@TataPower
@deocnayagarh
@AdmnNayagarh
@DNayagarh
Samaja Ra Darpan
@SamajaRaDarpan
about 3 years ago
ମୁଁ ଚାଳିଆ ଦୋକାନ ଭିତରକୁ ପଶିଗଲି । କିଛିକ୍ଷଣ ସେ ମୋତେ ଏକ ଲୟରେ ଦେଖିବା ପରେ କଇଁ କଇଁ କାନ୍ଦିବାକୁ ଲାଗିଲା । "ଚାମେଲି ! ତୁ ମୋତେ ବାହା ହେବୁ " ଚାମେଲି! କାନ୍ଦି କାନ୍ଦି ଆସି ମୋ ଛାତିରେ ଲୋଟିପଡିଲା ଓ ମୋ ମୁହଁ ସାରା ପ୍ରେମ ରୁପକ ଚୁମ୍ବନ ଆଙ୍କି ଦେଇଗଲା । ସମାଜର ଦର୍ପଣ ପ୍ରଶାନ୍ତ ସେନାପତି ଯୋଗାଯୋଗ-9600168163
Samaja Ra Darpan
@SamajaRaDarpan
about 3 years ago
ଚାମେଲି-: ଏ ଚାମେଲି! "ଟଙ୍କାକିଆ ଲେମନଚୁସ୍ ଦେ ନା " ନାଁ, "ତୁ ଆଗ ପଇସା ଦେ" "ଚାମେଲି, ପରେ ଦେଇ ଦେବିରେ" "ବିନା ପଇସାରେ ଦେଲେ ବାପୁ ମାରିବ...ମୁଁ ଉଧାର ଦେବିନି" ଉଦାସି ମନ ନେଇ ମୁଁ ଫେରୁଥିବା ସମୟରେ ସେ କଣ ଭାବିଲା କେଜାଣି,,,, "ଏ ଶୁଣୁ, ଏଇ ନେ....ପଇସା ଦେଇଦେବୁ କିନ୍ତୁ ଏଥର" ଉଧାର କେବେ ବି ଫେରାଇଲି ନାହିଁ ।
Samaja Ra Darpan
@SamajaRaDarpan
about 3 years ago
ସେ ଖଟାମିଠା ଲେମନଚୁସ୍ ମୋ ହାତରେ ଧରାଇ ମୁହଁ ବୁଲାଇନେଲା । ତାର ସବୁକଥା ମନେଅଛି ଜାଣିବା ପରେ ଆଖିରୁ ମୋର କେଇବୁନ୍ଦା ଲୁହ ଝରିପଡିଲା । ସେ ବି ଆଖିରେ ଆଖିଏ ଲୁହକୁ ସାଇତି ମୋତେ ଚାହିଁରହିଥାଏ ପ୍ରଶ୍ନବାଚୀ ଦୃଷ୍ଟିରେ । "ଚାମେଲି! ମୁଁ ସବୁ ପୁରୁଣା ଉଧାର ଶୁଝିବାକୁ ଆସିଛି ।
Last Seen Users on Sotwe
Kak Ratna
Seen from
Indonesia
Ryu
Seen from
United States
.
Seen from
Vietnam
Robert
Seen from
Indonesia
🎀 PRINCE-SS 🎀
Seen from
Turkey
⭐️
Seen from
Japan
Nᴏᴛ.Gᴀʏ.Iᴍ | Nᴏɢᴀɪᴍ.. 💔🌪️
ࢪهف
Seen from
Germany
Stw bangett
Seen from
Indonesia
Ride&Vibe
Seen from
Philippines
Trends for you
1
Venezuela
Under 10K tweets
2
Lamelo
Under 10K tweets
3
La Guaira
Under 10K tweets
4
México
Under 10K tweets
5
South Korea
Under 10K tweets
6
WNBA
Under 10K tweets
7
Caracas
Under 10K tweets
8
#deltarunespoilers
Under 10K tweets
9
Terrion Arnold
Under 10K tweets
10
South Africa
Under 10K tweets
Most Popular Users
1
Elon Musk
@elonmusk
240.5M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.3M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.5M followers
10
Taylor Swift
@taylorswift13
81.3M followers
11
Lady Gaga
@ladygaga
72.8M followers
12
Kim Kardashian
@kimkardashian
69.7M followers
13
Virat Kohli
@imvkohli
69.6M followers
14
YouTube
@youtube
68.7M followers
15
Bill Gates
@billgates
63.8M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.3M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.6M followers
Olivia
Online
✨
⭐
💫