Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sd Yajna
@SdYajna
simple living,high thinking....
Joined September 2020
186
Following
278
Followers
839
Posts
Sd Yajna
@SdYajna
about 1 year ago
@ojta_2023
@MohanMOdisha
@narendramodi
@dpradhanbjp
@BJP4Odisha
@NityanandaBJP
@AmitShah
ଅନ୍ୟକୌଣସି ବିଜେପି ଶାସିତ ରାଜ୍ୟରେ ଏଭଳି ବ୍ୟବସ୍ଥା ନାହିଁ ।କିନ୍ତୁ ତଥାପି ଓଡିଶା ରେ ଏ ବ୍ୟବସ୍ଥା କାହିଁକି ? ପ୍ରଧାନମନ୍ତ୍ରୀ ମହୋଦୟ ଏ ବିଷୟ ରେ ଅବଗତ ଅଛନ୍ତି ତ ? ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯୋଜନା ଭିତ୍ତିକ ପ୍ରଥା ଉଠେଇଦବା,କେବେ ଉଠେଇବେ?
#WeWantRegular
#JTSREGULAAR
ତୁରନ୍ତ ଏବିଷୟରେ ରାଜ୍ୟସରକାର ନିଷ୍ପତି ନିଅନ୍ତୁ
See More
Sd Yajna
@SdYajna
about 1 year ago
@ojta_2023
@PMOIndia
@narendramodi
@dpradhanbjp
@CMO_Odisha
@MohanMOdisha
@NityanandaBJP
ରାଜ୍ୟ ରେ ଏବେ ବିଜେପି ସରକାର ତଥାପି ନିୟମିତ ନହବାର କାରଣ କଣ? ତୁରନ୍ତ ରେଗୁଲାର କରନ୍ତୁ।
SdYajna's tweet video.
Sd Yajna
@SdYajna
about 1 year ago
@PriyanshiBharg7
बहुत बहुत धन्यवाद।
Sd Yajna
@SdYajna
about 1 year ago
@AdvGantayat
ଲୋକ ଟା ବୁଲାବୁଲି କରି କିଛି ସ୍କୁଲ ବନ୍ଦ କରିଦେଲା ନା !ନା କଣ ?ସରକାରୀ ସ୍କୁଲ ବନ୍ଦ କରି ପ୍ରାଇଭେଟ ସ୍କୁଲ କିଛି ଖୋଲିଦେଲା ।ଚମତ୍କାର ଲୋକ ଟା ପ୍ରାଇମେରୀ ଶିକ୍ଷା ବ୍ୟବସ୍ଥା ଯଦି ଉଜୁଡିଛି କେବେଳ ନବୀନ ବାବୁ ଙ୍କ ଅପାରଗତା ଆଉ ପଣ୍ଡିଆନ ଙ୍କ ଚକ୍ରାନ୍ତ ଯୋଗୁ।
Who to follow
Subhashree Swarnaprava
@SubhashreeSwar3
ସହରୀ ସଭ୍ୟତାର ଗାଉଁଲି ଝିଅ👼
Santosh kumar Baral
@Santosh80223412
VOICE OF PEPOLE
@pepole_of
We will raise voice for pepole
Sd Yajna
@SdYajna
over 1 year ago
@ojta_2023
@PMOIndia
@narendramodi
@CMO_Odisha
@MohanMOdisha
@dpradhanbjp
@AmitShah
@NityanandaBJP
ଅନ୍ୟ କୌଣସି ବିଜେପି ଶାସିତ ରାଜ୍ୟ ରେ ଏପରି ବ୍ୟବସ୍ଥା ନାହିଁ।ଜଣେ ଶିକ୍ଷକ ସମାନ କାମ କରିବ ହେଲେ ଦରମା ରେ ଆକାଶ ପାତାଳ ଫରକ କାହିଁକି ? କାହିଁକି ଏ ବୈମାତୃକ ମନୋଭାବ।ବି ଜେଡି ବି ଏମିତି ଦୀର୍ଘ ୨୪ ବର୍ଷ ଧରି ପ୍ରାଥମିକ ଶିକ୍ଷକ ମାନଙ୍କୁ ଅବହେଳା କରିଥିଲା,ଆଉଏବେ ବିଜେପି ।ଯଦି ଆମ ସମସ୍ୟା ର ସମାଧାନ ନହୁଏ,ଆମେ ରାଜରାସ୍ତା କୁ ଆସିବୁ
See More
Sd Yajna
@SdYajna
over 1 year ago
@ojta_2023
@PMOIndia
@narendramodi
@dpradhanbjp
@CMO_Odisha
@MohanMOdisha
@NityanandaBJP
ଆପଣଙ୍କ ସରକାର କୁ ଅନୁରୋଧ,ଯଦି ବଦଳେଇବାର ଅଛି ପୁରୁଣା ତଥା ଶିକ୍ଷା ବ୍ୟବସ୍ଥାରୁ ଏ କଳାପ୍ରଥା ହଟାନ୍ତୁ,ଯୋଜନାଭିତ୍ତିକ ପରି ପ୍ରଥା କ୍ରୀତଦାସ ପ୍ରଥା ପରି ମନେହୁଏ, ପ୍ରତିବର୍ଷ ମାଲିକ ପାଖରେ ନିଜର ଚୁକ୍ତି କରିବାକୁ ହୁଏ,ଏ ପ୍ରଥା ଉଠେଇ ଓଡିଶା ଇତିହାସ ରେ କିମ୍ବଦନ୍ତୀ ପାଲଟି ଯାଆନ୍ତୁ,ସେଇ ପୁରୁଣା ଉତ୍ତର ନଦେଇ ରେଗୁଲାର କରନ୍ତୁ।
See More
Sd Yajna
@SdYajna
over 1 year ago
@ojta_2023
@CMO_Odisha
@dpradhanbjp
@MohanMOdisha
@NityanandaBJP
@PMOIndia
@narendramodi
@SecyChief
ବହୁତ ସ୍ୱାଗତ ଯୋଗ୍ୟ ନିଷ୍ପତି,ବିଧାନସଭା ସ୍ଥାୟୀ କମିଟି କୁ ବି ଧନ୍ୟବାଦ।NEP-୨୦୨୦ ରେ ପ୍ରାଥମିକଶିକ୍ଷାକୁ ଗରୁତ୍ବ ଦିଆଯାଇଛି,ଯୋଜନାଭିତ୍ତିକ ବା ଠିକାରେ ନିଯୁକ୍ତି କରି ଗୁଣାତ୍ମକ ଶିକ୍ଷା ଦିଆଯାଇନପାରେ, ଶିଶୁବାଟିକା ଠାରୁ ଅଷ୍ଟମ ଶ୍ରେଣୀ ୯ ଟା ଶ୍ରେଣୀ ଓ ମୂଳଦୁଆ ସଜାଡୁଥିବା ଶିକ୍ଷକ ମାନଙ୍କୁ ନିୟମିତ କରିଲେ ସେମାନଙ୍କୁ ନ୍ୟାୟମିଳିବ
See More
Sd Yajna
@SdYajna
over 1 year ago
@ojta_2023
@MohanMOdisha
@dpradhanbjp
@SMEOdisha
@CMO_Odisha
@SecyChief
@OSEPA_Official
@NityanandaBJP
ବାରମ୍ବାର ଅଭିଯୋଗ ଓସେପା ଅଧିକାରୀ ,ଗଣଶିକ୍ଷା ସଚିବ,ମୁଖ୍ୟମନ୍ତ୍ରୀ ,ଉପମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ହେଲେ କେହି ବି ଆମ ସମସ୍ୟା ର ସମାଧାନ କରିଲେନି।Distance Mode ରେ ଉଚ୍ଚଶିକ୍ଷା କରିବାକୁ ଅନୁମତି ମାଗିମାଗି ଥକିଗଲୁଣି, ହେଲେ ବିଭାଗ ଆଉ ସରକାର କେବଳ ନିରବ ଦର୍ଶକ,ଆନ୍ଦୋଳନ ହିଁ ଶେଷବାଟ।ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।
See More
Sd Yajna
@SdYajna
over 1 year ago
@ojta_2023
@dpradhanbjp
@MohanMOdisha
@NityanandaBJP
@SMEOdisha
@SecyChief
କଣପାଇଁ କନିଷ୍ଠ ଶିକ୍ଷକମାନଙ୍କୁ Distance Mode ରେ ବି ଉଚ୍ଚଶିକ୍ଷା କରିବାକୁ ଦିଆଯାଉନାହିଁ? ଶିକ୍ଷକ ମାନଙ୍କ ଉଚ୍ଚଶିକ୍ଷା ଓ ନିଜର ଯୋଗ୍ୟତା ବଢାଇବା କ୍ଷେତ୍ର ରେ ବିଭାଗ ର ଏ ବିଚିତ୍ର ନିଷ୍ପତି କାହିଁକି? ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକ ଭାବେ କାମ କରୁଛି ତ? ଦୁଇମାସ ହେଇଗଲା ସମାଧାନ ନାହିଁ,ଆଉ କେତେଦିନ ଲାଗିବ?
See More
Sd Yajna
@SdYajna
over 1 year ago
@ojta_2023
@MohanMOdisha
@NityanandaBJP
@dpradhanbjp
@SMEOdisha
@SecyChief
@Naveen_Odisha
@OSEPA_Official
ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ,ବିଭାଗ ର ଏପରି ମନୋଭାବ ,ପ୍ରଶାସନିକ ଅବହେଳା ଆଡକୁ ଆଙ୍ଗୁଳିନିର୍ଦ୍ଦେଶ କରୁଛି।ଆଜି,କାଲି,ତା ପରଦିନ ବିଭିନ୍ନ ଆଳ ଦେଖାଇ କନିଷ୍ଠ ଶିକ୍ଷକମାନଙ୍କୁ ହଇରାଣ କରୁଛି ବିଭାଗ।ଚାରିମାସ ହେଇଗଲା DIGIGOV ଅଚଳ,କେବେ ସଜାଡ଼ିବେ ସରକାର କାହିଁକି ଏତେ ସ୍ଥାଣୁ ,କନିଷ୍ଠ ଶିକ୍ଷକ ମାନେ କଷ୍ଟ ରେ କାଳାତିପାତ,କରୁଛନ୍ତି
See More
Sd Yajna
@SdYajna
over 1 year ago
@ojta_2023
@MohanMOdisha
@NityanandaBJP
@SMEOdisha
@PMOIndia
@dpradhanbjp
@OSEPA_Official
ରାଜ୍ୟସରକାର NEP -2020 ଲଗେଇଲେ ସେଥିପାଇଁ ସାଧୁବାଦ ହେଲେ ଏକଥା ଯେମିତି ଭୁଲିବେନି ଯେ ୧୧ ବର୍ଷ ର ସ୍କୁଲ ଶିକ୍ଷା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷକ ଙ୍କ ହାତରେ,ସବୁଠୁ ଅଧିକ ପରିଶ୍ରମ କରିବାକୁ ପଡେ,ହେଲେ ପାରିଶ୍ରମିକ ସବୁଠାରୁ ନିକୃଷ୍ଟ, ଏ ସବୁ କୁ ବିଚାର କରି ନିଷ୍ପତି ନେବେ।ନୂଆ ନୀତି ପ୍ରସ୍ତୁତ କଲାବେଳେ ଦରମା କଥା ଭାବିବେ।
See More
Sd Yajna
@SdYajna
almost 2 years ago
@ojta_2023
@MohanMOdisha
@CMO_Odisha
@SecyChief
@NityanandaBJP
@SMEOdisha
@OSEPA_Official
@SRC_Odisha
@PMOIndia
@suryabanshibjp
ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।ମାନବିକତା ବଞ୍ଚି ରହୁ। ଆଜି ସବୁ ସମାନ କନିଷ୍ଠ ,ବରିଷ୍ଠ,ଯୋଜନାଭିତ୍ତିକ, ନିୟମିତ ସବୁ ଆଜି ଏକାକାର।ମୋ ରାଜ୍ୟ କୁ ବିପତ୍ତି,ମୋ ଲୋକଙ୍କ ଅସୁବିଧା ରେ ସବୁ କିଛି ଭୁଲିଯାଇଛନ୍ତି,ସବୁ ଅସୁବିଧା କୁ ଭୁଲି ଆଗେଇ ଆସିଛନ୍ତି।କେବଳ ସରକାରୀ ନିୟମ କୁ ମାନି ନୁହେଁ ମାନବ ସେବାକୁ ବ୍ରତ କରି।
See More
Sd Yajna
@SdYajna
almost 2 years ago
ସେମାନେ ଶିକ୍ଷକ କହିଲେ ବୁଝନ୍ତି ଈଶ୍ୱର।ଧନ୍ୟବାଦ ଆପଣମାନଙ୍କୁ।
SdYajna's tweet video.
Sd Yajna
@SdYajna
almost 2 years ago
@SpNabarangpur
@DMnabarangpur
@MohanMOdisha
@DGPOdisha
@SecyChief
@NityanandaBJP
ପୋଲିସ ଆଗରେ ମାଡ଼ ହେବ,ଓଡିଶା ରେ ପୋଲିସ ବ୍ୟବସ୍ଥା କଣ ଭୁଶୁଡ଼ିଗଲାଣି, ପୋଲିସ ସାମ୍ନାରେ ଧମକ,ଏ ରାଜ୍ୟ ର ଅବସ୍ଥା କଣ ହେବ।ନବରଙ୍ଗପୁର ଜିଲ୍ଲା ରେ କନିଷ୍ଠ ଶିକ୍ଷକ ନିଯୁକ୍ତି ରେ ପିଲାଙ୍କୁ ଧମକ ମିଳୁଛି।ପ୍ରଶାସନ ର ନିଦ କେବେ ଭାଙ୍ଗିବ।
See More
SdYajna's tweet video.
Sd Yajna
@SdYajna
almost 2 years ago
@MohanMOdisha
ହେଉଛି ମୋ ଓଡ଼ିଶା, ଓଡିଶା ର ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ହେଉଛି,ହେଲେ ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କୁ ଅବମାନନା କରି ଦିନ ଦୁଇପହର ରେ ପିଲାଙ୍କୁ ଧମକ ଦିଆଯାଉଛି, ପ୍ରଶାସନ କେଉଁଠି ଅଛି ? ଲାଠି ଠେଙ୍ଗା ଧରି ପିଟିବାକୁ ଧମକ ଦେଉଛନ୍ତି।
@SecyChief
@DGPOdisha
@SpNabarangpur
See More
SdYajna's tweet video.
Sd Yajna
@SdYajna
almost 2 years ago
@SecyChief
@mohanmajhi_BJP
@DGPOdisha
ହେଉଛି ମୋ ଓଡ଼ିଶା, ଓଡିଶା ର ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ହେଉଛି,ହେଲେ ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କୁ ଅବମାନନା କରି ଦିନ ଦୁଇପହର ରେ ପିଲାଙ୍କୁ ଧମକ ଦିଆଯାଉଛି, ପ୍ରଶାସନ କେଉଁଠି ଅଛି ? ଲାଠି ଠେଙ୍ଗା ଧରି ପିଟିବାକୁ ଧମକ ଦେଉଛନ୍ତି।
@SecyChief
@MohanMOdisha
@DGPOdisha
@CMO_Odisha
See More
Sd Yajna
@SdYajna
almost 2 years ago
ଏ ହେଉଛି ମୋ ଓଡ଼ିଶା, ଓଡିଶା ର ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦ୍ଦେଶ ଅନୁସାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ହେଉଛି,ହେଲେ ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କୁ ଅବମାନନା କରି ଦିନ ଦୁଇପହର ରେ ପିଲାଙ୍କୁ ଧମକ ଦିଆଯାଉଛି, ପ୍ରଶାସନ କେଉଁଠି ଅଛି ? ଲାଠି ଠେଙ୍ଗା ଧରି ପିଟିବାକୁ ଧମକ ଦେଉଛନ୍ତି।
@SecyChief
@mohanmajhi_BJP
@DGPOdisha
See More
SdYajna's tweet video.
Last Seen Users on Sotwe
David González Álvarez
Seen from
Spain
Hot Girls Flashing
Seen from
Turkey
VT
Seen from
Indonesia
jessica
Seen from
Indonesia
Arda Köle
Seen from
Turkey
pencinta tante stw binor banda aceh
Seen from
United States
Ruhsal Rehber
Seen from
United States
kpop moments that could kill achilleans
Seen from
India
türk sahibe strapon
Seen from
Turkey
Kanokpat Janmanee
Seen from
Thailand
Trends for you
1
jungkook
Under 10K tweets
2
Steve Lacy
Under 10K tweets
3
#WWERaw
Under 10K tweets
4
Barrett
Under 10K tweets
5
#Gamdom
Under 10K tweets
6
Billy the Kid
Under 10K tweets
7
Raquel
Under 10K tweets
8
#JossGawinConcert
Under 10K tweets
9
Flint
Under 10K tweets
10
Hannity
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.6M followers
10
Taylor Swift
@taylorswift13
82.5M followers
11
Lady Gaga
@ladygaga
74M followers
12
Virat Kohli
@imvkohli
71.3M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.2M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.7M followers
20
X
@x
60.8M followers
Olivia
Online
✨
⭐
💫