Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଶବ୍ଦରସ
@Shabdarasa_
#ଶବ୍ଦରସ
ଖେଳର ଟ୍ୱିଟର ଖାତା ⚡️ @aviseka ଏବଂ @soumendrak_ ଙ୍କଦ୍ୱାରା ପରିଚାଳିତ
Worldwide
Joined February 2022
0
Following
445
Followers
391
Posts
Pinned Tweet
ଶବ୍ଦରସ
@Shabdarasa_
almost 4 years ago
ଆପଣଙ୍କର ସହଯୋଗ ଲୋଡ଼ା 🙏 ଆପଣ ଶବ୍ଦରସ ଖେଳିଲା ସମୟରେ ଯଦି କିଛି "ଶବ୍ଦ" ଶବ୍ଦରସର ପାଠ୍ୟଗାରରେ ନ ମିଳେ ତେବେ ଏହି ଲିଙ୍କ ଟିକୁ ବ୍ୟବହାର କରି ସେଇ ଶବ୍ଦଟିକୁ ଯୋଡନ୍ତୁ🙏 https://t.co/u2kelR7Vxi
ଶବ୍ଦରସ
@Shabdarasa_
almost 3 years ago
ଯେକୌଣସି ବିଷୟକୁ ନିଜ ମାତୃଭାଷାରେ ବୁଝିବା ସହଜଦାୟକ ହୋଇଥାଏ
#ଓଡ଼ିଆ
ଶବ୍ଦରସ
@Shabdarasa_
almost 3 years ago
🇮🇳 ସ୍ୱାଧୀନତା ଦିବସର ଅନେକ ଅନେକ ଅଭିନନ୍ଦନ 🇮🇳
ଶବ୍ଦରସ
@Shabdarasa_
almost 3 years ago
@MrSOUMYA99
ପରିସଂଖ୍ୟାନ ବଟନରେ ଛୁଅଁନ୍ତୁ
Who to follow
ସାହିତ୍ୟ
@OdiaLiterature
“ଫେରି ଯାଅ ଭିକ୍ଷୁ, ମୁଁ ଚାହେଁ ଜୀବନ, ନିର୍ବାଣ ନୁହେଁ!”
BOOK INN
@BOOKINNODISHA
ଅଫେରା ବାଟୋଇ....✍︎
@_Someonealone__
ଜୀବନକୁ ମନଭରି ବଞ୍ଚୁଛି
ଶବ୍ଦରସ
@Shabdarasa_
almost 3 years ago
ଆପଣଙ୍କର କେତେ ସଫଳତା ହାର ?
ଶବ୍ଦରସ
@Shabdarasa_
about 3 years ago
@RakeshTruePath
@aviseka
@soumendrak_
ଡ଼ ଅକ୍ଷରରେ ଟିକେ ଅସୁବିଧା ଅଛି ; କଣ ଅସୁବିଧା ଏଠାରେ ଦେଖନ୍ତୁ https://t.co/yEn7aTNbYo
Soumendra Kumar Sahoo
@soumendrak_
about 3 years ago
ଓଡ଼଼ିଆ କେତେ ସୁନ୍ଦର ତିନି ଅକ୍ଷର ବିଶିଷ୍ଟ ଶବ୍ଦଟିଏ, ଓ ଡ଼ି ଆ ତ��ନି ଅକ୍ଷର ଖେଳ ଶେଷ 🏁 ହେଲେ ମଣିଷମାନଙ୍କ ପାଇଁ, କମ୍ପ୍ୟୁଟର ପାଇଁ ଏଇ ଶବ୍ଦଟି ଏତେ ସହଜ ନୁହେଁ 😏 ଯୁକ୍ତାକ୍ଷର ନଥାଇକି ବି 'ଓଡ଼ିଆ' ଶବ୍ଦଟି ଚାରି ପ୍ରକାରରେ କମ୍ପ୍ୟୁଟରରେ ଲେଖାଯାଇପାରେ: 1. ଓଡ଼ିଆ = 'ଓ' + 'ଡ' + 'ି' + '଼' + 'ଆ' 2. ଓଡ଼ିଆ = 'ଓ' + 'ଡ' + '଼' + 'ି' + 'ଆ' 3. ଓଡ଼ିଆ = 'ଓ' + 'ଡ଼' + 'ି' + 'ଆ' 4. ଓଡ଼ିଆ = 'ଓ' + 'ଡି' + '଼' + 'ଆ' ଯୁକ୍ତାକ୍ଷର ଥିଲେ କ'ଣ ହେବ ଭାବନ୍ତୁ 🤔 #ଶବ୍ଦରସ #IndicLanguage
See More
ଶବ୍ଦରସ
@Shabdarasa_
about 3 years ago
@Kaibalyahere
ଡ଼ ଅକ୍ଷରରେ ଟିକେ ଅସୁବିଧା ରହୁଛି ; କାମ ଚାଲିଛି
ଶବ୍ଦରସ
@Shabdarasa_
about 3 years ago
❌ ନା, ଆପଣଙ୍କର ତଥ୍ୟ ସଂଗ୍ରହ ହୁଏ 🙅🏻♀️ ❌ ନା, ଆପଣଙ୍କର କାର୍ଯ୍ୟକଳାପକୁ ଗୋଟିଗୋଟି କରି ଗଣନା କ���ାଯାଏ 🙅🏻♂️
#ଶବ୍ଦ
ରସ
ଶବ୍ଦରସ
@Shabdarasa_
about 3 years ago
ଆପଣ https://t.co/pU7S8u8OKN https://t.co/Bu4NL3RZai କିମ୍ବା ଶବ୍ଦରସ.com ଯେକୌଣସି ୱେବସାଇଟ ଉପଯୋଗ କରି ଖେଳିପାରିବେ 🙂
ଶବ୍ଦରସ
@Shabdarasa_
about 3 years ago
ଓଡ଼ିଆ କୁହନ୍ତୁ 🗣️ ଓଡ଼ିଆ ଶୁଣନ୍ତୁ 🧏🏻♀️ ଓଡ଼ିଆ ପଢ଼ନ୍ତୁ 📙 ଓଡ଼ିଆ ଲେଖନ୍ତୁ ✍🏼 ଓଡ଼ିଆ ଦେଖନ୍ତୁ 📺
#ଓଡ଼ିଆ
#ଶବ୍ଦରସ
Shabdarasa_
retweeted
ହିମାଂଶୁ #ଗଳ୍ପକବିତା🇮🇳✍️🧢
@GALPAKABITA
about 3 years ago
ସକାଳୁ ଉଠି
#ଶବ୍ଦରସ
ଖେଳନ୍ତୁ ! ଏହା ଗୋଟିଏ ପ୍ରକାର ଭାଷାମାନସିକ ଯୋଗ ଓ ଦିନତମାମ ପାଇଁ ନୂଆନୂଆ ଭାବନା ଆଣିବାର ଗୋଟିଏ ସରଳ ଉପାୟ । ପିଲାଙ୍କୁ ଖେଳିବାକୁ ଦିଅନ୍ତୁ । ଅନେକ ଶବ୍ଦ ଶିଖାଇବା ସହ ସେଇ ଶବ୍ଦ ଗୁଡିକୁ ନେଇ କିଛି ବାକ୍ୟର ଉଦାହର�� ମଧ୍ୟ ଦେଇପାରିବେ । ପିଲାଟି ୧୫/୨୦ ମିନିଟରେ ୧୫ ଟି ନୂଆ ବାକ୍ୟ ଶିଖିପାରିବ ।
@Shabdarasa
_
ଶବ୍ଦରସ
@Shabdarasa_
about 3 years ago
@GALPAKABITA
Shabdarasa_'s tweet gif.
ଶବ୍ଦରସ
@Shabdarasa_
about 3 years ago
Two more 🥰
ଶବ୍ଦରସ
@Shabdarasa_
about 3 years ago
🥰
Sangita Mishra
@TraderSangita
about 3 years ago
ଶବ୍ଦରସ ଖେଳର ସମସ୍ତ ବିଜେତା ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ👏👏👏...
ଶବ୍ଦରସ
@Shabdarasa_
about 3 years ago
@GALPAKABITA
@soumendrak_
@SangitaSethy
@Viswanath507480
@aviseka
https://t.co/tF9SskLD2y
ଶବ୍ଦରସ
@Shabdarasa_
about 3 years ago
🥰
ଶବ୍ଦରସ
@Shabdarasa_
about 3 years ago
We are live….
Dr. Aviseka🐘
@aviseka
about 3 years ago
ଶବ୍ଦରସ ୫୦୦ ତମ ଶବ୍ଦ ଉପଲକ୍ଷେ ରଜ ମଉଜ ପ୍ରତିଯୋଗିତା ଆଗ୍ରହୀ ପ୍ରତିଯୋଗୀ ମାନେ ଏହି ସଂଯୋଗ ସାରଣୀ ମାଧ୍ୟମରେ ଅଂଶଗ୍ରହଣ କରି��ାରିବେ ଆପଣଙ୍କ ଅପେକ୍ଷାରେ Google meet Video call link: https://t.co/QylZI7vCw2
Shabdarasa_
retweeted
Dr. Aviseka🐘
@aviseka
about 3 years ago
ଶବ୍ଦରସ ଆଉ ମାତ୍ର ୫ ମିନିଟରେ ଆରମ୍ଭ ହେବ ଆପଣ ମଧ୍ୟ ଜିତି ପାରିବେ
ଶବ୍ଦରସ
@Shabdarasa_
about 3 years ago
ଶବ୍ଦରସ ୫୦୦ ତମ ଶବ୍ଦ ଉପଲକ୍ଷେ ରଜ ମଉଜ ପ୍ରତିଯୋଗିତା ଆଗ୍ରହୀ ପ୍ରତିଯୋଗୀ ମାନେ ଏହି ସଂଯୋଗ ସାରଣୀ ମାଧ୍ୟମରେ ଅଂଶଗ୍ରହଣ କରିପାରିବେ ଆପଣଙ୍କ ଅପେକ୍ଷାରେ ରାତ୍ର ୦୮:୦୦ ଘଟିକାରେ Google meet Video call link: https://t.co/PJGzaxlbdA
ଶବ୍ଦରସ
@Shabdarasa_
about 3 years ago
@Viswanath507480
ଶବ୍ଦରସ ୫୦୦ ତମ ଶବ୍ଦ ଉପଲକ୍ଷେ ରଜ ମଉଜ ପ୍ରତିଯୋଗିତା ଆଗ୍ରହୀ ପ୍ରତିଯୋଗୀ ମାନେ ଏହି ସଂଯୋଗ ସାରଣୀ ମାଧ୍ୟମରେ ଅଂଶଗ୍ରହଣ କରିପାରିବେ ଆପଣଙ୍କ ଅପେକ୍ଷାରେ Google meet Video call link: https://t.co/PJGzaxlbdA
ଶବ୍ଦରସ
@Shabdarasa_
about 3 years ago
ଆସିବେ ତ ଆପଣଙ୍କ ଅପେକ୍ଷାରେ https://t.co/TbxpRC7TCN
Dr. Aviseka🐘
@aviseka
about 3 years ago
Join us today at 08:00PM To play and Win ଶବ୍ଦରସର ୫୦୦ ତମ ଶବ୍ଦ ଉପଲକ୍ଷେ We will be creating a google meet link and sending it to the registered participants
@Shabdarasa_
@soumendrak_
Please fill out this form https://t.co/FnmqrfZr93
Shabdarasa_
retweeted
ଶବ୍ଦରସ
@Shabdarasa_
about 3 years ago
ଓଡ଼ିଆ କହିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ ନୂଆ ପିଢ଼ିକୁ ନିଜ ମାତୃଭାଷାର ପ୍ରଚାରରେ ଆମର ଏହି ପ୍ରୟାସକୁ ସହଯୋଗ କରନ୍ତୁ ମନେ ଅଛି ତ? "ଓଡ଼ିଆ ଏକ ସ୍ଵ��ନ୍ତ୍ର ଭାଷା ନୋଏ" ମନେ ପଡିଗଲେ ସତେ ଯେମିତି ରକ୍ତରେ ବିଷ ଚହଟି ଯାଏ Please fill out this form https://t.co/CitH5miLUf
Last Seen Users on Sotwe
hallo
Seen from
Turkey
can kayin
Seen from
Turkey
kokain sex boy
Seen from
Turkey
Julie Carpenter
Seen from
United States
Mr.X
Seen from
Pakistan
MertKay21846027
Seen from
Turkey
🍓ลูกอม 🍓ทวิตสำรอง 🍓
Seen from
Thailand
GOONETTE WORSHIPPER🙏🏻🧎
Seen from
Pakistan
(익명이)
Seen from
Korea
らいてぃむ@未来予測
Seen from
Japan
Trends for you
1
#AllStarGame
Under 10K tweets
2
Spain
Under 10K tweets
3
Standard Time
Under 10K tweets
4
Dave Roberts
Under 10K tweets
5
Alvin
Under 10K tweets
6
#WWENXT
Under 10K tweets
7
NDAA
Under 10K tweets
8
Sanchez
Under 10K tweets
9
Boyz II Men
Under 10K tweets
10
Riley O'Brien
Under 10K tweets
Most Popular Users
1
Elon Musk
@elonmusk
240.9M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.8M followers
4
Cristiano Ronaldo
@cristiano
111.4M followers
5
Narendra Modi
@narendramodi
107M followers
6
Rihanna
@rihanna
97.9M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88.1M followers
10
Taylor Swift
@taylorswift13
82M followers
11
Lady Gaga
@ladygaga
73.5M followers
12
Virat Kohli
@imvkohli
70.6M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.4M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.2M followers
20
X
@x
60.8M followers
Olivia
Online
✨
⭐
💫