Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Akash
@SkyKumarBhola
ମୁଁ ପୁରୁଷ ନୁହେଁ । ପୁରୁଷ ଭୂମିକାରେ ଅଭିନୟ କରୁଥିବା ଚରିତ୍ରଟିଏ । ମୋ ଅଭିନୟର ନିଖୁଣତା କେବଳ ମୋ ସଂସ୍ପର୍ଶରେ ଆସୁଥିବା ଚରିତ୍ରମାନେ ହିଁ ଜାଣନ୍ତି । ମୁଁ କିନ୍ତୁ ନିଜ ବିଷୟରେ ଅଜ୍ଞ ।
India
Joined July 2020
28
Following
438
Followers
594
Posts
SkyKumarBhola
retweeted
Akash Kumar Bhol
@AkashKumarBhol
over 3 years ago
ମଲା ପରେ ବି ଯୋଉଠି ଚରିତ୍ରକୁ ସଂହାର କରାଯାଏ ମୁଁ ସେଇ ରାଜ୍ୟର କଳାକାର କିନ୍ତୁ ସାବଧାନ କଳାକାରଙ୍କୁ ତମେ ତିଆରି କରିନ, ସେ ତିଆରି ହେଇକି ଆସିଥାଏ |
Akash
@SkyKumarBhola
over 3 years ago
ଯେତିକି ଟଙ୍କା ମଦ ରେ ଖର୍ଚ୍ଚ କରୁଛନ୍ତି, ତା ଠାରୁ କମ ଟଙ୍କା ରେ ଆପଣ ନିଜ ପାଇଁ ସ୍ୱାସ୍ଥ୍ୟ ବୀମା କିଣିନେଇ ପାରିବେ. ଏବଂ ଅସମୟରେ ଆର୍ଥିକ ସହଯୋଗ ପାଇପାରିବେ.
Akash
@SkyKumarBhola
over 3 years ago
@IAMTHESS4
ପ୍ରଥମ ପ୍ରକାର ପାଇଁ ହିମାଳୟ ରେ ତପସ୍ୟା ଲୋଡ଼ା 😀
Akash
@SkyKumarBhola
over 3 years ago
ସ୍ତ୍ରୀ ଦି ପ୍ରକାର ଥାଆନ୍ତି ! ପ୍ରଥମ ପ୍ରକାର – ଯିଏ ସ୍ବାମୀଙ୍କର ସବୁକଥା ଶୁଣନ୍ତି I ତାଙ୍କର ସବୁ ମନକଥା ବୁଝି ପାରନ୍ତି I ଗେଲ୍ହେଇ ହେଇ କଥା ହୁଅନ୍ତି I ସପିଙ୍ଗ କରିବାକୁ ଜିଦି କରନ୍ତିନି I ଏମିତି କି ସ୍ଵାମୀ ଯେତେ ରାଗିଲେ ବି କିଛି ଜବାବ ଦିଅନ୍ତିନି I ଦ୍ଵିତୀୟ ପ୍ରକାର – ପ୍ରାୟ ସମସ୍ତଙ୍କ ଘରେ ଥାଆନ୍ତି I😜
Who to follow
DEBI PRASANNA l ଦେବୀ ପ୍ରସନ୍ନ
@debi_saraswata
Odisha Administrative Service 2019 || JNU '20 || NIT Rourkela '17||NISER Qualified ||Best Tenth '11 ||Book Nerd, Travelling
Dr Shankar Ramchandani
@Dr_SRamchandani
founder of one rupee clinic, burla, sambalpur, Odisha,O tv citizen award winner 2023
Chinmayee Chetna Dash
@chinmayeedash10
Deputy Secretary , Science and Technology Department Odisha administrative service-OAS-1(SB), GOVT.OF ODISHA, OPSC 2016 (RANK-1) 2011-15 btech and 2015-17 mtech
Akash
@SkyKumarBhola
over 3 years ago
କିଛି କିଛି ପ୍ରଶ୍ନରେ ହିଂସା ଥାଏ, ତେଣୁ ଆଉ କାହାକୁ ପଚାରିବା ଆଗରୁ ସେ କଥା ପହିଲେ ନିଜ ଉପରେ ପ୍ରୟୋଗ କରିନେବା ଦରକାର।
Akash
@SkyKumarBhola
over 3 years ago
କେହି କହୁନାହାନ୍ତି ରୋଗ କମୁ। ସମସ୍ତେ କହୁଛନ୍ତି ଡାକ୍ତରଖାନା ବଢ଼ୁ।
Akash
@SkyKumarBhola
over 3 years ago
ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ପଦବୀରୁ ବିଶ୍ବଭୂଷଣ ହରିଚନ୍ଦନ ବିଦାୟ ନେବାବେଳେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତାଙ୍କ ପାଦ ଛୁଉଁଛନ୍ତି….ଏହା ହିଁ ବାସ୍ତବ ଭକ୍ତି….ପ୍ରେମ… ଅନ୍ୟ କେତେକ ରାଜ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯେଉଁ ତୁତୁ…ମେଁମେଁ ଚାଳିଛି, ସେମାନେ ଏହି ପୂଜ୍ୟପୂଜା ଘଟଣାରୁ କିଛି ବୁଝିବା ଉଚିତ!
See More
Akash
@SkyKumarBhola
over 3 years ago
@Sanu3601
@CookiesSwain
ନିଶା ମହାରଣା.... ଓଡ଼ିଆ ଅଭିନେତ୍ରୀ 😄
Akash
@SkyKumarBhola
over 3 years ago
ଭାବୁଥିଲି ଏ ମାସରେ ଆଉ ଫୋନ ରିଚାର୍ଜ କରି ପାରିବିନି I ଆର୍ଥିକ ସମସ୍ୟା ଯୋଗୁଁ କିନ୍ତୁ ଭାସ୍କର ଚ୍ୟାନେଲ ଦେଖିବା ପରେ ନିଷ୍ପତି ନେଲି ବରଂ ଧାର ଉଧାର କରିବି କିନ୍ତୁ ନେଟ ପ୍ୟାକ ପକେଇବି , କାରଣ ସେ ଦେଖାଉଥିବା ସମାଜର ଗମ୍ଭୀର ବିଷୟ ସବୁ ନ ଦେଖିଲେ ମୁଁ କଣ କେହିବି ଜୀବନରେ ଆଗକୁ ବଢ଼ି ପାରିବେନି I
Akash
@SkyKumarBhola
over 3 years ago
ଆଶ୍ରମରେ ରହିଲେ କେହି ଋଷି ପାଲଟେ ନାହିଁ। ଋଷି ଯେଉଁଠାରେ ରହନ୍ତି ତାହା ଆପେ ଆଶ୍ରମରେ ପରିଣତ ହୁଏ।
SkyKumarBhola
retweeted
Abinash Behera
@Abinash_litu
over 3 years ago
ଯାହା ହେଉ ଶେଷରେ ଦାସେ ଆପଣେଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକେଟରୁ କିଛି ଖର୍ଚ୍ଚହେଲା। ଘର ପରିବାର ଭୁଲି, ରୋଗୀଣା ପୁଅକୁ ମରିବାକୁ ଛାଡ଼ିଦେଇ ଦୁଃଖୀରଙ୍କିଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେବା...ଏ କଥା ଭାବିଲା ବେଳକୁ ଦେହ ଶିହରିଉଠୁଛି। ଓଡ଼ିଆ ଜାତି ଯେତେ ସମ୍ମାନ ଅଜାଡ଼ିଦେଲେ ବି ପଣ୍ଡିତେଙ୍କ ଋଣ ସୁଝି ପାରିବନି। 🙏
See More
Akash
@SkyKumarBhola
over 3 years ago
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଦିଆଯିବ ମାଗଣା କୋଚିଂ। ମାର୍ଚ୍ଚ ୪ ତାରିଖ ସୁଦ୍ଧା ଆବେଦନ କରିପାରିବେ ଛାତ୍ରଛାତ୍ରୀ। ମାର୍ଚ୍ଚ ୨୬ରେ ହେବ ପରୀକ୍ଷା, ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣା କୋଚିଂ। ରହିବା ଓ ଖାଇବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।
See More
Akash
@SkyKumarBhola
over 3 years ago
ଈଶ୍ବର ସର୍ବତ୍ର ବିଦ୍ୟମାନ ବୋଲି ସବୁ ଧର୍ମ ସ୍ବୀକାର କରନ୍ତି। ଅଥଚ ତା'ଙ୍କୁ ପାଇବାର ବାଟ ସମ୍ପର୍କରେ କେହି ଏକମତ ନୁହନ୍ତି।
Akash
@SkyKumarBhola
over 3 years ago
ଓଡିଶାରେ ଦୁଇଟି ଟିଭି ଚ୍ୟାନେଲ୍ ନିରପେକ୍ଷ : ଅର୍ଗସ୍ ଓ ନନ୍ଦିଘୋଷ ।
Akash
@SkyKumarBhola
over 3 years ago
@debendraprusty
https://t.co/KT9HwvGLRn
Akash
@SkyKumarBhola
over 3 years ago
@Abinash_litu
ଭାଇ ଆଗ ତମେ ପ୍ରଥମ ବିବାହ କର ତା ପରେ ଦ୍ୱିତୀୟ ବିବାହ କଥା ଚିନ୍ତା କରିବ..
Akash
@SkyKumarBhola
over 3 years ago
@kanak_news
https://t.co/RP3FfUsxF9
Akash
@SkyKumarBhola
over 3 years ago
@kanak_news
https://t.co/RP3FfUsxF9
Akash
@SkyKumarBhola
over 3 years ago
@mohanty_madhuri
https://t.co/RP3FfUsxF9
Akash
@SkyKumarBhola
over 3 years ago
-ପୋଲିସ ଅଧିକାରୀ ଫିଟ୍ ରହିବା ପାଇଁ ନିର୍ଦ୍ଦେଶନାମା ଜାରି -ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଫିଟ୍ ରହିବେ ପୋଲିସ । ୟୁନିଫର୍ମରେ ସ୍ମାର୍ଟ ଲୁକ୍ରେ ରହିବା ଉପରେ ଗୁରୁତ୍ବ -ପ୍ରତି ୧୫ ଦିନରେ ଥରେ ଯାଞ୍ଚ ହେବ ଓଜନ । ସକାଳେ ଅବା ସନ୍ଧ୍ୟାରେ PT କରିବେ ପୋଲିସ -ମାସକୁ ୮୦% ଉପସ୍ଥାନ ବାଧ୍ୟତାମୂଳକ, କମିଶନରେଟ ପୋଲିସର ନିୟମାବଳୀ ଜାରି
Last Seen Users on Sotwe
oralmoral
Seen from
France
Bánh bánh
Seen from
Vietnam
Stw bangett
Seen from
Indonesia
Cuci mata
Seen from
Indonesia
basma-1
madi
Seen from
Netherlands
Fantazi seven çift
Seen from
Turkey
_yacs_
Seen from
United States
👀 4 Gloved Bros
Seen from
Portugal
🇲🇲Aungphyo🇲🇲❤️🇹🇭
Seen from
United States
Trends for you
1
#BestVPS
Under 10K tweets
2
Powell
Under 10K tweets
3
#VenezuelaProgresaEnPaz
Under 10K tweets
4
mark lee
Under 10K tweets
5
#gachiakuta169
Under 10K tweets
6
Good Tuesday
Under 10K tweets
7
Xenoverse 3
Under 10K tweets
8
Taco Tuesday
Under 10K tweets
9
Prime Day
Under 10K tweets
10
Happy Birthday Sonic
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.1M followers
5
Narendra Modi
@narendramodi
107M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.4M followers
10
Taylor Swift
@taylorswift13
81.2M followers
11
Lady Gaga
@ladygaga
72.8M followers
12
Kim Kardashian
@kimkardashian
69.7M followers
13
Virat Kohli
@imvkohli
69.5M followers
14
YouTube
@youtube
68.7M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.2M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.5M followers
Olivia
Online
✨
⭐
💫