Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
sukant pati
@SukantPati
Joined September 2022
64
Following
7
Followers
159
Posts
SukantPati
retweeted
ojta_2023
@ojta2023
11 days ago
ଆଗକୁ ପରୀକ୍ଷା ଥିବାରୁ କନିଷ୍ଠ ଶିକ୍ଷକ ମାନଙ୍କ ଆନ୍ଦୋଳନ କୁ ସ୍ଥଗିତ ରଖାଗଲା,ଯଦି ପରୀକ୍ଷା ଶେଷ ସୁଦ୍ଧା ସରକାର ପଦକ୍ଷେପ ନେଇ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ନ କରନ୍ତି,ଆଗାମୀ ଦିନ ରେ ଓଡ଼ିଶା ଦେଖିବ ବିରାଟ ଆନ୍ଦୋଳନ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଉଚ୍ଚ ନ୍ୟାୟାଳୟ ରେ ସତ୍ୟପାଠ ଦାଖଲ କରି ରହିତାଦେଶ ଉଠାଇ ନିୟମିତ କରନ୍ତୁ।
See More
ojta2023's tweet video.
ojta2023's tweet video.
SukantPati
retweeted
ojta_2023
@ojta2023
25 days ago
୫ମାସ ଧରି ମାନସିକ ନିର୍ଯାତନା ସହିଲା ପରେ ବାଧ୍ୟ ହେଲୁ ଆନ୍ଦୋଳନ ପାଇଁ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠଶିକ୍ଷକ ଙ୍କୁ ନିୟମିତ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କଲେ ନାହିଁ।ଯେତେଦିନ ଯାଏ ବିଭାଗ ସତ୍ୟପାଠ ଦାଖଲ କରିବେ ନାହିଁ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟସରକାର ଓ ବିଭାଗ ଦାୟୀ ରହିବେ
See More
SukantPati
retweeted
ojta_2023
@ojta2023
about 2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି କାର୍ଯ୍ୟକ୍ଷମ ହେଉନାହିଁ,ମୁଖ୍ୟମନ୍ତ୍ରୀ ଙ୍କ ନିୟମିତ କରିବାର ନିଷ୍ପତ୍ତି କୁ ମା��୍ୟବର କୋର୍ଟ ରୋକ୍ ଲଗାଇଛନ୍ତି।ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସତ୍ୟପାଠଦାଖଲକରିନାହାନ୍ତି।ଖାଲି ସମୟ ମାଗୁଛନ୍ତି।କନିଷ୍ଠ ଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି।ତୁରନ୍ତ ସମାଧାନ କରନ୍ତୁ।
@CMO_Odish
a
See More
SukantPati
retweeted
ojta_2023
@ojta2023
7 months ago
ଐତିହାସିକ ନିଷ୍ପତି ପାଇଁ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ
@CMO_Odisha
@MohanMOdisha
।ଏ ନିଷ୍ପତି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପାଇଁ ସଂଜୀବନି ସଦୃଶ କାମକରିବ।ପ୍ରାଥମିକ ଶିକ୍ଷା କୁ ଉନ୍ନତ କରିବା ପାଇଁ ଆମେମାନେ ବଦ୍ଧପରିକର।ବହୁତ ବହୁତ ଧନ୍ୟବାଦ
@NityanandaBJP
ପ୍ରାଥମିକ ଶିକ୍ଷାକୁ ଏକ ନୂତନ ଦିଗ ଦେଇଥିବାରୁ।
See More
Who to follow
IICEEYXDEEBO
@iiceeyxdeebo
🖕🏽em we 🏃🏾💨 da 💰
Miloš Mrdak
@milos_mrdak
4thGenPDX
@leftcoaster48
4th Generation Oregonian, Beer Drinker, Laissez-Faire Capitalist.
SukantPati
retweeted
ojta_2023
@ojta2023
7 months ago
ବହୁତ ଅନୁରୋଧ ଆଲୋଚନା କଲୁ ହେଲେ ଫଳାଫଳ କିଛି ନାହିଁ।କେବେଳ ଆନ୍ଦୋଳନ ହିଁ ଶେଷ ରାସ୍ତା।ଏଥର ନିୟମିତ ନିର୍ଦ୍ଦେଶ ବାହାରିବ ତାହେଲେ ସ୍କୁଲ ଖୋଲିବ,ଯେ ପର୍ଯ୍ୟନ୍ତ ନିୟମିତ ନିର୍ଦ୍ଦେଶ ନ ଆସିବ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।
@CMO_Odisha
@NityanandaBJP
@SMEOdisha
@MohanMOdisha
@SamalManmohan7
@SecyChief
@dpradhanbjp
See More
SukantPati
retweeted
ojta_2023
@ojta2023
7 months ago
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆଉ ଘୋଷଣା କୁ ମାନୁନାହାନ୍ତି ଜିଲ୍ଲାପ୍ରଶାସନ, ବଲାଙ୍ଗୀର ଜିଲ୍ଲା କନିଷ୍ଠଶିକ୍ଷକ(ଯୋଜଣାଭିତ୍ତିକ) ମାନଙ୍କୁ ଚୁକ୍ତି ନବୀକରଣ ପାଇଁ ଚିଠି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଯେଉଁଠି ଜିଲ୍ଲାଅଧିକାରୀ ମାନେ ମାନୁନାହାନ୍ତି,ଆମେ କାହାକୁ ବିଶ୍ୱାସ କରିବୁ ?ନିୟମିତକେବେ ?
@MohanMOdisha
@NityanandaBJP
@SMEOdisha
See More
SukantPati
retweeted
ojta_2023
@ojta2023
7 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।��ିୟମିତ ନିର୍ଦ୍ଦେଶ ଆସିଲା ଯାଏ ଲଢେଇ।
@dpradhanbj
p
@CMO_Odish
a
@MohanMOdish
a
@NityanandaBJ
P
See More
SukantPati
retweeted
ojta_2023
@ojta2023
7 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଜୀବନ କୁ ବେ��ଙ୍ଗ କରି ,ହୋଲି ମନାଉଥିବା ରାଜ୍ୟସରକାର ଙ୍କୁ ହୋଲି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଘୋଷଣା କେବଳ ଘୋଷଣା ହେଇ ରହିଗଲା।କେବେ ହେବୁ ନିୟମିତ ?
@dpradhanbj
p
@narendramod
i
@NityanandaBJ
P
@SMEOdish
a
@SecyChie
f
@MohanMOdish
a
@CMO_Odish
a
See More
SukantPati
retweeted
ojta_2023
@ojta2023
7 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ।
@CMO_Odisha
@NityanandaBJP
@SMEOdisha
@dpradhanbjp
See More
SukantPati
retweeted
ojta_2023
@ojta2023
7 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷଣା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର କରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ��ିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ?
@MohanMOdish
a
@dpradhanbj
p
@NityanandaBJ
P
@SMEOdish
a
@SecyChie
f .
See More
sukant pati
@SukantPati
7 months ago
@NityanandaBJP
ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି କୁ ଏଯାଏ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।ଆଜିକୁ ୬ ମାସ ତଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ କିନ୍ତୁ ଦୁଃଖ ର ବିଷୟ ଏଯାଏ ଆମେ ଯୋଜନା ଭିତ୍ତିକ।ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି ଗଣଶିକ୍ଷା ବିଭାଗ
sukant pati
@SukantPati
8 months ago
@ojta2023
@CMO_Odisha
@MohanMOdisha
@NityanandaBJP
@SMEOdisha
@dpradhanbjp
@narendramodi
@AmitShah
@SamalManmohan7
We want regular order
SukantPati
retweeted
ojta_2023
@ojta2023
8 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
SukantPati
retweeted
ojta_2023
@ojta2023
9 months ago
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଜନ୍ମଦିନ ର ଅନେକ ଶୁଭେଚ୍ଛା ଓ ଶୁଭକାମନା,ମହାପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ,ଓଡିଶା ର ପ୍ରଗତି କୁ ଏକ ନୂତନ ଦିଗ ମିଳୁ ଏତିକି କାମନା।କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଘୋଷଣାକୁ ତ୍ୱରିତ ଭାବେ ସରକାରୀ ନିର୍ଦ୍ଦେଶନ���ମା ରେ ପରିଣତ କରିବାକୁ ଅନୁରୋ
ଧ @MohanMOdis
ha
See More
SukantPati
retweeted
saubhagini sahoo
@saubhagini99
9 months ago
@NityanandaBJP
ସବୁ ନିଯୁକ୍ତି ପାଇଁ ବହୁତ୍ ଧନ୍ୟବାଦ୍ ସାର୍ କନିଷ୍ଠ ଶିକ୍ଷକ ନିୟମିତ ଲିଖିତ ପତ୍ର ବର୍ଷ ସରି ଗଲା ଅଥଚ ଆସିଲା ନାହିଁ ଆଶା ରଖିବୁ ନୂତନ ବର୍ଷ ଆପଣ ଙ୍କ ପାଇଁ ସୁଖ ସମୃଦ୍ଧି ଆଣିବା ସହିତ ଆମ କନିଷ୍ଠ ଶିକ୍ଷକ ଙ୍କ ଓଠ ରେ ହସ ଆଣି ଦେଉ ନୂତନ ବର୍ଷ ର ଅଭିନନ୍ଦନ ସାର୍
SukantPati
retweeted
ojta_2023
@ojta2023
9 months ago
ଦୀର୍ଘ ୪ ମାସ ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ୨୦୨୫ ମସିହା ସରିବାକୁ ବସିଲା,କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ଙ୍କ ନିୟମିତ କେବଳ ଘୋଷଣାରେ ସୀମିତ।ଏଯାଏ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ,କେବେ ହେବୁ ନିୟମିତ ?
@CMO_Odisha
@dpradhanbjp
@NityanandaBJP
@SMEOdisha
@SamalManmohan7
SukantPati
retweeted
ojta_2023
@ojta2023
10 months ago
ଆସନ୍ତା ୧୦/୧୨/୨୦୨୫ ରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସାମୁହିକ ଛୁଟି ନେଇ ଭୁବନେଶ୍ୱର ରେ ଗାନ୍ଧୀ ମାର୍ଗରେ ଲଢେଇ ହେବ।ଦୀର୍ଘ ତିନିମାସ ରୁ ଉର୍ଦ୍ଧ୍ବ ସମୟ ବିତିଗଲା ପରେ ମଧ୍ୟ ଏଯାଏ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ସରକାରୀ ନିର୍ଦ୍ଦେଶ ଆସିପାରିଲା ନାହିଁ,ତେଣୁ ଏବେ ଗାନ୍ଧୀ ମାର୍ଗ ହିଁ ଶେଷପନ୍ଥା
@CMO_Odisha
@NityanandaBJP
@SMEOdisha
See More
SukantPati
retweeted
ojta_2023
@ojta2023
10 months ago
ରାଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା କେବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ।
@MohanMOdisha
@CMO_Odisha
@dpradhanbjp
@NityanandaBJP
@SMEOdisha
@SecyChief
See More
SukantPati
retweeted
saubhagini sahoo
@saubhagini99
10 months ago
@CMO_Odisha
ନିୟମିତ ଲିଖିତ order ରେ ଏତେ ବିଳମ୍ବ କଣ ପାଇଁ sir ୩ମାସ ହୋଇ ଗଲା ଘୋଷଣା କରିବା ର ଲିଖିତ ପତ୍ର ଆସିବା ର ନାହିଁ
@CMO_Odisha
@dpradhanbjp
@NityanandaBJP
Last Seen Users on Sotwe
Laura Bianchi
Seen from
Italy
朱颜血
Seen from
Germany
Cyndi
Seen from
Indonesia
D😈
Seen from
France
Sa’ad | سعد
Seen from
Australia
Sarah Arabic
Seen from
India
ชอบแบบแอบถ่าย
Seen from
Thailand
Aline Fuchter Ouriques
Seen from
France
Chapindel86
Seen from
United States
Femboy for BBC
Seen from
Indonesia
Trends for you
1
#OlandriaxCasablancaSS27
Under 10K tweets
2
Skydance
Under 10K tweets
3
#OlandriaxOttolingerSS27
Under 10K tweets
4
Good Friday
Under 10K tweets
5
$RYET
Under 10K tweets
6
Dominic
Under 10K tweets
7
RED Friday
Under 10K tweets
8
#LastFourWatched
Under 10K tweets
9
Happy Friyay
Under 10K tweets
10
#FursuitFriday
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫