Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Support for Naveen
@Support4Naveen
ନବୀନ ପଟ୍ଟନାୟକ is an Indian politician who is the current and 14th Chief Minister of Odisha.
Orissa, India
Joined March 2018
249
Following
283
Followers
4K
Posts
Support for Naveen
@Support4Naveen
almost 6 years ago
·
Bhubaneshwar
ସଚେତନ ହେବା , କରୋନାକୁ ପ୍ରତିହତ କରିବା ଲକଡାଉନ କଟକଣା କୋହଳ ହେବା ପରେ ବଢିଯାଇଛି ଲୋକଙ୍କ ଦାୟିତ୍ୱହୀନତା I କିଛି ଅମାନିଆଙ୍କ ପାଇଁ ଆଜି ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା I ନା ପିନ୍ଧୁଛନ୍ତି ମାସ୍କ , ନା ମାନୁଛନ୍ତି ସାମାଜିକ ଦୂରତା I
#COVID19
#OdishaFightsCorona
#OdishaCares
See More
Support4Naveen's tweet video.
Support for Naveen
@Support4Naveen
almost 6 years ago
·
Cuttack
୬ ନମ୍ବର ସ୍ଥାନରେ ଓଡିଶା କୋଭିଡ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଆଉ ଏକ ସଫଳତା I ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମଧ୍ୟରୁ ୬ ନମ୍ବର ସ୍ଥାନରେ ଓଡିଶା I
#OdishaFightsCoronavirus
#naveenpatnaik
#Covid_19
#Odisha
#coronavirus
#Bhubaneswar
Support4Naveen's tweet video.
Support for Naveen
@Support4Naveen
almost 6 years ago
ଚିକିତ୍ସାରୁ ବଞ୍ଚିତ ହେବେନି କେହି କୋଭିଡ୍-୧୯ ପାଇଁ ସବୁବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର I ଅର୍ଥ ଅଭାବରୁ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ I
#OdishaFightsCorona
#Covid_19
#OdishaCares
#Coronavirus
#odisha
Support4Naveen's tweet video.
Support for Naveen
@Support4Naveen
almost 6 years ago
·
Cuttack
ଘରୋଇ ହସ୍ପିଟାଲ ପାଇଁ ନୂଆ ଆଡ଼ଭାଇଜରି ... ଘରୋଇ ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କଲେ ରାଜ୍ୟ ସରକାର ।
#covid_19
#coronavirus
#NaveenPatanik
#OdishaFightsCorona
Support4Naveen's tweet video.
Who to follow
JIBAN BINDU
@jibanbindu
🔺Odisha’s First VBD movement organization 🔺A special blood donation programme organised by @bjd_odisha 🔺Fan of @naveen_odisha🔺@cmo_odisha 🔺 #Jibanbindu
Naveenism
@NaveenismOdisha
Aims to encourage the Odia youth to be all that we can be – indestructible pillars of strength on which future of the state will rest. #Naveenism
Pravat Ranjan Biswal
@pravat_mla
Ex- MLA 91-Choudwar-Cuttack Assembly Constituency My official Twitter handle , managed by me and my team
Support for Naveen
@Support4Naveen
almost 6 years ago
·
Cuttack
କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଶପଥ ପାଠ କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କଲା ସାରା ଓଡିଶା I ଯେଉଁମାନେ ମହାମାରୀ ମୁକାବିଲାରେ ନିଜ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବାକୁ ଗୋଟିଏ ମିନିଟର ନିରବ ପ୍ରାର୍ଥନା I
#CovidWarriors
#OdishaFightsCorona
#CoronaUpdates
#COVID19Update
#coronavirus
See More
Support4Naveen's tweet video.
Support for Naveen
@Support4Naveen
almost 6 years ago
·
Bhubaneshwar
ଆଉ ୨ ଟି ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ କରୋନା ସଂକ୍ରମଣକୁ ଦୃଢ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ I ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ I ଭିସି ଜରିଆରେ ୨ଟି ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I
#PlasmaBanks
#Odisha
#Covid_19
#NaveenPatnaik
See More
Support4Naveen's tweet video.
Support for Naveen
@Support4Naveen
almost 6 years ago
ନଭେମ୍ବରରେ ଆସିପାରେ କୋଭିଡି ଭ୍ୟାକ୍ସିନ ମହାମାରୀ କରୋନା ରୋଗୀଙ୍କ ପାଇଁ ଦେଖାଦେଲା ଆଶାର କିରଣ I ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆସିପାରେ କୋଭିଡି ଭ୍ୟାକ୍ସିନ I ପୁନେ ସେରମ ଇନ୍ଷ୍ଟିଚ୍ୟୁଟର CEO ଆଦାର ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I
#Covid_19
#OdishaFightsCorona
#COVID19
#OdishaCares
See More
Support4Naveen's tweet video.
Support for Naveen
@Support4Naveen
almost 6 years ago
କୋଭିଡ ପରିଚାଳନା ପାଇଁ ୭ ହଜାର ନିଯୁକ୍ତି କୋଭିଡ-୧୯ ର ମୁକାବିଲା ନେଇ ସଜାଗ ରହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ l ୬ ହଜାର ୭୯୮ ପଞ୍ଚାୟତରେ ହେବାକୁ ଥିବା କୋଭିଡ କେୟାର ହୋମର ସୁପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ନିଯୁକ୍ତି ।
#OdishaFightsCorona
#COVID19
#OdishaCares
#odisha
Support4Naveen's tweet video.
Support for Naveen
@Support4Naveen
almost 6 years ago
କୋଭିଡ ରୋଗୀଙ୍କୁ ମାଗଣାରେ ପ୍ଲାଜ୍ମା ଥେରାପି ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ । ପ୍ରଥମଥର ପାଇଁ ରାଜ୍ୟରେ ଗୁରୁତର କୋଭିଡ ରୋଗୀଙ୍କୁ ମାଗଣାରେ କରାଯିବ ପ୍ଲାଜ୍ମା ଥେରାପି |
#plasmatherapy
#OdishaFightsCorona
#COVID19
#OdishaCares
#odisha
Support4Naveen's tweet video.
Support for Naveen
@Support4Naveen
almost 6 years ago
ଟେଷ୍ଟ ପାଇଁ ଭୁୁବନେଶ୍ୱରର ୪ଟି ଲ୍ୟାବ୍କୁ ଅନୁମତି କରୋନା ଟେଷ୍ଟ ପାଇଁ ୪ଟି ଘରୋଇ ଲ୍ୟାବ୍କୁ ଅନୁମତି
#CoronaWarriors
#COVID19India
#CoronaWarriors
#OdishaFightsCorona
Support4Naveen's tweet video.
Support for Naveen
@Support4Naveen
almost 6 years ago
ଓଡ଼ିଶାରେ ଅତ୍ୟାଧୁନିକ ପ୍ଲାଜ୍ମା ଥେରାପି ଓଡ଼ିଶାରେ ଆରମ୍ଭ ହେବ ଅତ୍ୟାଧୁନିକ ପ୍ଲାଜ୍ମା ଥେରାପି | ରାଜ୍ୟର ୪ ଟି ପ୍ରମୁଖ ହସ୍ପିଟାଲରେ ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା ପାଇଁ ନିଷ୍ପତ୍ତି |
#plasmatherapy
#OdishaFightsCorona
#COVID19
#OdishaCares
#odisha
Support4Naveen's tweet video.
Support for Naveen
@Support4Naveen
almost 6 years ago
·
Bhubaneshwar
ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ୍
#coronavirus
#COVID19
Support4Naveen's tweet video.
Support for Naveen
@Support4Naveen
almost 6 years ago
·
Cuttack
ସେବାୟତ ଓ ସୁରକ୍ଷାବାହିନୀଙ୍କ କୋଭିଡ ଟେଷ୍ଟ ରଥଯାତ୍ରାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ କୁ ସମ୍ପୂର୍ଣ ପାଳନ କରୁଛନ୍ତି ରାଜ୍ୟ ସରକାର | ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରା ପ୍ରକ୍ରିୟାରେ ସାମିଲ ସମସ୍ତଙ୍କ କୋଭିଡ ଟେଷ୍ଟ କରିବା ସ୍ୱାସ୍ଥ୍ୟ ବିଭାଗ |
#rathyatra2020
#rathyatra
#puri
See More
Support4Naveen's tweet video.
Support for Naveen
@Support4Naveen
almost 6 years ago
·
Bhubaneshwar
ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ରଥଯାତ୍ରା
#Puri
#RathYatra
#RathYatra2020
Support4Naveen's tweet video.
Support for Naveen
@Support4Naveen
about 6 years ago
·
Cuttack
ପ୍ରତି ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍ କରୋନା ମୁକାବିଲା ପାଇଁ ନୂତନ ରଣ-କୌଶଳ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର | ପ୍ରତି ପଞ୍ଚାୟତରେ ହେବ କୋଭିଡ୍ କେୟାର ହୋମ୍ , ପରିଚାଳନା କରିବେ ସରପଂଚ |
#Covid_19
#coronavirus
#OdishaFightsCorona
#Odisha
#OdishaCares
Support4Naveen's tweet video.
Support4Naveen
retweeted
Naveen Patnaik
@Naveen_Odisha
about 6 years ago
ଓଡ଼ିଶାର ଗଣ ପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବାର ଏହା ହେଉଛି ଆମର ଅନନ୍ୟ ପରମ୍ପରା। ଆସନ୍ତୁ, କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା।
#RajaParba
Naveen_Odisha's tweet video.
Support for Naveen
@Support4Naveen
about 6 years ago
·
Cuttack
ଜାଣନ୍ତୁ : ଓଡିଶା ଓ ଅନ୍ୟ ରାଜ୍ୟଗୁଡିକର ମାସ୍କ ଦର
Support4Naveen's tweet video.
Support for Naveen
@Support4Naveen
about 6 years ago
·
Bhubaneshwar
କୋଭିଡ୍ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଧୁବାଦ କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର ଜ୍ଝ କୋଭିଡ ମୃତ୍ୟୁ କମ୍ କରିବା ଓ ସୁସ୍ଥତା ହାର ବୃଦ୍ଧି କରିବାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
#COVID19
#Odisha
#Coronavirus
#Lockdown
See More
Support4Naveen's tweet video.
Support for Naveen
@Support4Naveen
about 6 years ago
·
Cuttack
କରୋନା ମୁକାବିଲା ଦସ୍ତାବିଜ କରୋନା ମହାମାରୀ ସମ୍ପର୍କରେ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବେ ଓଡିଶା ସରକାର l ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି l
#COVID19
#Odisha
#Coronavirus
#CoronavirusScare
#Lockdown
Support4Naveen's tweet video.
Support for Naveen
@Support4Naveen
about 6 years ago
·
Cuttack
ସୁସ୍ଥ ହେଲେ 1993 କରୋନା ପଜିଟିଭ କୋଭିଡ-୧୯ ର ଦୃଢ ମୁକାବିଲା ପାଇଁ ରାଜ୍ୟ ସରକାର ଆପଣାଇଛନ୍ତି ସ୍ୱତନ୍ତ୍ର ରଣନୀତି । ଆଜି ଏକା ସଂଗେ ସୁସ୍ଥ ହେଲେ ୯୯ ଜଣ କରୋନା ପଜିଟିଭ |
#COVID19
#Odisha
#Coronavirus
#CoronavirusScare
#Lockdown
Support4Naveen's tweet video.
Last Seen Users on Sotwe
Lemon🍋CEO of Trentwald
wkwk
Seen from
Indonesia
KORNK9 🎥 ทวิตเตอร์เดียวเท่านั้นนอกนั้นปลอม
françoise cosson
Seen from
Thailand
คลิปหลุด
Seen from
Germany
mr walah
Seen from
Indonesia
Massive Malik
Seen from
United States
AYŞE SÜMBÜL
Seen from
Germany
fewwwwww
Brother Feng
Seen from
Spain
Trends for you
1
Dusty May
Under 10K tweets
2
Giannis
Under 10K tweets
3
Alan Greenspan
Under 10K tweets
4
Warde Manuel
Under 10K tweets
5
Billy Donovan
Under 10K tweets
6
IAEA
Under 10K tweets
7
Good Monday
Under 10K tweets
8
Airbnb
Under 10K tweets
9
Starmer
Under 10K tweets
10
Introducing
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110M followers
5
Narendra Modi
@narendramodi
107M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.4M followers
10
Taylor Swift
@taylorswift13
81.2M followers
11
Lady Gaga
@ladygaga
72.8M followers
12
Kim Kardashian
@kimkardashian
69.7M followers
13
Virat Kohli
@imvkohli
69.5M followers
14
YouTube
@youtube
68.7M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.2M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.5M followers
Olivia
Online
✨
⭐
💫