Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Dipak Kumar
@TechAlmond1
धर्मो रक्षति रक्षितः Helping Nature | Youth Activist | Team ATA Member | Twitter & RTI Activist
Ganjam
Joined February 2024
406
Following
76
Followers
270
Posts
TechAlmond1
retweeted
Block Development Officer, Polasara
@bdo_polasara
about 5 hours ago
ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମିଳିତ ଭାବେ ଗଞ୍ଜାମ ଜିଲ୍ଲାର ପୋଳସରା ବ୍ଲକ୍ ଅନ୍ତର୍ଗତ ବର୍ତ୍ତିନୀ ସ୍ଥିତ 'ନକ୍ଷ୍ୟ ନିକେତନ ସାଧନା କେନ୍ଦ୍ର' ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେମାନେ କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିବା ସହ ହିତାଧିକାରୀ, କର୍ମଚାରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହା ସହିତ, ସରକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟକାରିତା, ସେବା ପ୍ରଦାନ ବ୍ୟବସ୍ଥାର ଉନ୍ନତି ଏବଂ କେନ୍ଦ୍ରର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସେମାନେ ସେଠାରେ ଥିବା ସୁବିଧା-ସୁଯୋଗଗୁଡ଼ିକର ଯାଞ୍ଚ କରିବା ସହ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶାବଳୀ ପ୍ରଦାନ କରିଥିଲେ।
@CMO_Odisha
@IPR_Odisha
@PRDeptOdisha
@Ganjam_Admin
@SDMChatrapur
@ZP_Ganjam
See More
Dipak Kumar
@TechAlmond1
19 days ago
ନୂଆକରି ତିଆରି କରାଯାଇଥିବା ଶେରଗଡ଼ ବସ୍ ଷ୍ଟାଣ୍ଡ ର ପରିସ୍ରାଗାର ତଥା ଶୌଚାଳୟ ଗୁଡିକ ରେ ତାଲା ପଡିବା ର ଆମ ନଜର କୁ ଆସିଛି, ଯାହା ଫଳରେ ମହିଳା ଯାତ୍ରୀ ତଥା ବୟୋଜ୍ୟେଷ୍ଠ ଯାତ୍ରୀ ମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏଥିପ୍ରତି ଧ୍ଯାନ ଦେବାକୁ ଅନୁରୋଧ।
@CMO_Odisha
@HUDDeptOdisha
@Ganjam_Admin
@dr_kcmahapatra
See More
Dipak Kumar
@TechAlmond1
25 days ago
@SSEPD2
@CMO_Odisha
@PRDeptOdisha
@RabiNaikBJP
@NityanandaBJP
@Ganjam_Admin
@BDO_Ganjam1
@OfficialTeamATA
ଧନ୍ଯବାଦ ମହୋଦୟ
Dipak Kumar
@TechAlmond1
4 months ago
ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ଙ୍କୁ ବିନମ୍ର ଅନୁରୋଧ ।
@CMO_Odisha
@SSEPD2
@PRDeptOdisha
@RabiNaikBJP
@NityanandaBJP
@Ganjam_Admin
@BDO_Ganjam1
@OfficialTeamATA
Dipak Kumar
@TechAlmond1
27 days ago
ଗଞ୍ଜାମ ପୋଲସରା ସହର ର ବଜାର ସାହି ସ୍ଥିତ ଐତିହ୍ୟ ଗୋପବନ୍ଧୁ ପାଠାଗାର କୁ ଜବରଦଖଲ କରି ବହୁ ବର୍ଷ ହେଲା ମିଷ୍ଟାନ୍ନ ଭଣ୍ଡାର ଖୋଲା ଯାଇଛି, ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଅନୁରୋଧ।
@CMO_Odisha
@rdmodisha
@sureshkpujari
@arvindpadhee
@GokulanandaBJP
@Ganjam_Admin
@Culturedeptt
@Nac_Polasara
@Tdr_Polasara
See More
TechAlmond1
retweeted
Bijaya Kumar 🇮🇳
@Mr_Bijaya_Odia
about 1 month ago
#୮୫_ବର୍ଷର_ଶିବ_ମଳିକ_୩_ମାସର_ଭତ୍ତା
ପାଇଁ ଆଉଟପାଉଟ ହେଉଛନ୍ତି,ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନିମିନା ପଞ୍ଚାୟତର
@CMO_Odisha
sir ପ୍ରସାରିତ ଗଣମାଧ୍ୟମରେ ସଠିକ୍ ସନ୍ଧାନ କରି
@Ganjam_Admin
sir ତୁରନ୍ତ ଭତ୍ତା ପ୍ରଦାନ କରିବା ନିମନ୍ତେ ଅନୁରୋଧ
@SSEPD2
@NityanandaBJP
@DssoGanjam8501
@SecyChief
@bdo_aska
See More
Mr_Bijaya_Odia's tweet video.
TechAlmond1
retweeted
Team ATA Official
@OfficialTeamATA
about 1 month ago
ମୋ ଝିଅକୁ ଫେରାଇ ଦିଅ ହେ ମୁଖ୍ୟମନ୍ତ୍ରୀ। ମୋର ଆଉ
@odisha_police
ଉପରେ ଭରସା ନାହିଁ। ବାପା କାନ୍ଦି କାନ୍ଦି 15 ବର୍ଷର ଝିଅର ଅପହରଣ ହେବାର 100 ଦିନ ପରେ କହୁଛନ୍ତି। ତଥାପି ପୋଲିସ ହାତ ଖାଲି,ମିଡିଆ ବି ଚୁପ। ଏପରି ଅରାଜକତା ଆମେ କେବେ ଦେଖି ନଥିଲୁ ବୋଲି ଜନସାଧାରଣ କହୁଛନ୍ତି।
@igerbaleshwar
କେବଳ
@SPBalasore
ଙ୍କୁ ଲେଖି ଚୁପ।
See More
OfficialTeamATA's tweet video.
Dipak Kumar
@TechAlmond1
about 1 month ago
@RDOdisha
@CMO_Odisha
@PRDeptOdisha
@PMGSY_NRRDA
@MoRD_GoI
@Ganjam_Admin
@MohanMOdisha
@PravatiPOdisha
@OfficialTeamATA
Thank you
Dipak Kumar
@TechAlmond1
5 months ago
ଗଞ୍ଜାମ : କବିସୂର୍ଯ୍ୟନଗର ବ୍ଳକ ପଥରା ଠାରୁ ଓସିଙ୍ଗି ଭାୟା ବରିଡା, S ଗୋବିନ୍ଦପୁର ରାସ୍ତାଟି ବିପର୍ଯ୍ୟୟ ଅବସ୍ଥା ରେ ପଡି ରହିଛି 2019 ଠାରୁ କୌଣସି ମରାମତି କରାଯାଇନାହିଁ ଦୁର୍ଘଟଣା ର ଆଶଙ୍କା ଅଧିକ ତେଣୁ ତୁରନ୍ତ ମରାମତି କରିବାକୁ ଅନୁରୋଧ।
@CMO_Odisha
@RDOdisha
@PRDeptOdisha
@PMGSY_NRRDA
@MoRD_GoI
@Ganjam_Admin
See More
TechAlmond1
retweeted
Bhojraj Bariha
@BhojrajBariha2
about 1 month ago
Respected,
@CMO_Odisha
Sri
@MohanMOdisha
Sir, please immediately look into this matter.
@BssoPatnagarh
@OfficialTeamATA
@SecyChief
@CMRF_Odisha
@MahalingMukesh
@MoHFW_INDIA
@HFWOdisha
@CollectorBgr
TechAlmond1
retweeted
Team ATA Official
@OfficialTeamATA
about 1 month ago
ସ୍ୱଚ୍ଛ ରଥଯାତ୍ରା 2026 ଏକ ସ୍ଲୋଗାନ ନୁହେଁ, ଏହା ଏକ ସଂକଳ୍ପ। ଚଳିତ ରଥଯାତ୍ରାକୁ ସ୍ୱଚ୍ଛ କରିବା ଓ ଭକ୍ତଙ୍କ ଦାୟିତ୍ୱ ମନେ ପକାଇଦେବା ପାଇଁ ଟିମ ଆଟାର ଏକ ଛୋଟ ପ୍ରୟାସ। ଆପଣ ମାନେ ବି ସାମିଲ ହୁଅନ୍ତୁ। ମହାପ୍ରଭୁଙ୍କ ରଥଯାତ୍ରା ସ୍ୱଚ୍ଛ ନିଶ୍ଚିତ ହେବ।
@dm_puri
@puriulb
@snehaias
@HUDDeptOdisha
@arvindpadhee
@CMO_Odisha
See More
Dipak Kumar
@TechAlmond1
about 1 month ago
@CTOdisha
@CMO_Odisha
@STAOdisha
@BibhutiJena93
@OSRTC_Odisha
@DMganjamosrtc
@Ganjam_Admin
@odisha_police
@SP_BERHAMPUR
@BrahmapurCorp
ଧନ୍ଯବାଦ ମହୋଦୟ
Dipak Kumar
@TechAlmond1
4 months ago
ପ୍ରଶାସନ ସୁଭଦ୍ରା ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବେ କି
@CMO_Odisha
@CTOdisha
@STAOdisha
@BibhutiJena93
@OSRTC_Odisha
@DMganjamosrtc
@Ganjam_Admin
@odisha_police
@SP_BERHAMPUR
@BrahmapurCorp
Dipak Kumar
@TechAlmond1
about 1 month ago
ଅଭିଯୋଗ ପରେ ପୁନର୍ବାର ବସ୍ ଚଳାଚଳ କରିଥିବାରୁ ଅନେକ ଅନେକ ଧନ୍ଯବାଦ 🙏
@CMO_Odisha
@MohanMOdisha
@OSRTC_Odisha
@Ganjam_Admin
@bdo_polasara
@OfficialTeamATA
Dipak Kumar
@TechAlmond1
6 months ago
#ଗଞ୍ଜାମ
ଜିଲ୍ଲା
#ପୋଲସରା
ବ୍ଲକ
#ବର୍ତ୍ତିନୀ
ଗ୍ରାମପଞ୍ଚାୟତ ର ତିନୋଟି ଗାଁ କୁ ଦିର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀ ବସ୍ ସେବାରୁ ବଞ୍ଚିତ କରାଯାଇଛି। ଫଳରେ ବହୁ ସାଧାରଣ ଲୋକ ସହର କୁ ଯିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବସ୍ ସେବା ନିୟମିତ ଚଳାଚଳ କରିବା ପାଇଁ ଅନୁରୋଧ।
@CMO_Odisha
@Ganjam_Admin
@bdo_polasara
See More
Dipak Kumar
@TechAlmond1
about 1 month ago
ବିଭାଗୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।
@CMO_Odisha
@SSEPD2
@Ganjam_Admin
@DssoGanjam8501
@Bssoksnagar
@BDO_K_S_Nagar
Dipak Kumar
@TechAlmond1
about 1 month ago
Dear Sir
@BDO_CHIKITI
kindly look in this matter necessary action .
@CMO_Odisha
@PRDeptOdisha
@Ganjam_Admin
@ZP_Ganjam
@rwss_berhampur
Dipak Kumar
@TechAlmond1
about 2 months ago
ନିଜର ଦବଙ୍ଗଗିରି ପାଇଁ ଗୋଟିଏ ନିରିହ ଜୀବନ ଚାଲିଗଲା । ପୋଲିସ୍ ମାନେ ନୁହଁ କି ଅକଥନୀୟ ଯନ୍ତ୍ରଣା ଦେଇ କାହାର ଜୀବନ ନେଇଯିବ ।
#Custodial_Death
#Ganjam
#Odisha
#HumanRightsMatter
#Odisha_Police
Dipak Kumar
@TechAlmond1
about 2 months ago
@Bdo_buguda
@CMO_Odisha
@MohanMOdisha
@SecyChief
@PRDeptOdisha
@Ganjam_Admin
@sdmbnj
ଧନ୍ଯବାଦ ମହୋଦୟ
Dipak Kumar
@TechAlmond1
about 2 months ago
ଏଥିପ୍ରତି ଧ୍ଯାନ ଦେଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ
@CMO_Odisha
@MohanMOdisha
@SecyChief
@PRDeptOdisha
@Ganjam_Admin
@sdmbnj
@Bdo_buguda
Adv.Ashok Kumar Bisoyi
@AshokKu74576658
about 2 months ago
Sir please kindly look into this matter and take necessary action
@CMO_Odisha
@MohanMOdisha
@SecyChief
@PRDeptOdisha
@Ganjam_Admin
@sdmbnj
@Bdo_buguda
TechAlmond1
retweeted
Team ATA Official
@OfficialTeamATA
about 2 months ago
ଭୁବନେଶ୍ବର ସ୍ଥିତ ପାନ୍ଥନିବାସ କଳିଙ୍ଗ କନଭେସନ ହଲରେ ଟିମ ଆଟାର ରାଜ୍ୟ ସ୍ତରୀୟ ୫ ମ ବାର୍ଷିକ ଉତ୍ସବ ଓ କର୍ମଶାଳା ଆୟୋଜନ ହୋଇଥିଲା। ବରିଷ୍ଠ ବିଧାୟକ ମାନନୀୟ
@rajaaswain
ଙ୍କ ଉପସ୍ଥିତ ଓ ଅଭାସି ମାଧ୍ୟମରେ ମାନନୀୟ ମନ୍ତ୍ରୀ
@MahalingMukesh
ଯୋଗଦାନ ରାଜ୍ୟରୁ ବିଭିନ ଜିଲ୍ଲାରୁ ଆସିଥିବା ଆକ୍ଟିଭିଷ୍ଟ ମାନଙ୍କୁ ମନୋବଳ ଯୋଗାଇଥିଲା।
See More
OfficialTeamATA's tweet video.
TechAlmond1
retweeted
Dr. Mukesh Mahaling
@MahalingMukesh
about 2 months ago
ଆଜି ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟର ୫ମ ବାର୍ଷିକ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେଲି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତୃବୃନ୍ଦ, ସମାଜସେବୀ, ଯୁବସାଥୀ ଉପସ୍ଥିତ ଥିଲେ| ସାମାଜିକ ଗଣମାଧ୍ୟମ ବିଶେଷ କରି ଟୁଇଟରର ସଠିକ ବ୍ୟବହାର କରି ସାଧାରଣ ଜନତାଙ୍କ ସ୍ୱର ସାଜି ସେମାନଙ୍କ ଆବଶ୍ୟକତା ପୂରଣ କରିବାରେ ଆପଣଙ୍କ ଯୋଗଦାନ ପ୍ରଶଂସନୀୟ। ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆପଣଙ୍କ ଏହି ପ୍ରୟାସକୁ ଗୁରୁତ୍ୱ ଦେବା ସହ ସେସବୁର ସମାଧାନ ପାଇଁ ଲୋକଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି। ଏଭଳି ପ୍ରଭାସ ଏବଂ ଉଦ୍ୟମ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଅଟେ, ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ସ୍ବେଚ୍ଛାସେବୀଙ୍କୁ ମୋର ସାଧୁବାଦ ଜଣାଉଛି।
See More
MahalingMukesh's tweet video.
TechAlmond1
retweeted
Team ATA Official
@OfficialTeamATA
about 2 months ago
ବହୁତ ବହୁତ ଧନ୍ୟବାଦ ମାନନୀୟା ଉପ ମୁଖ୍ୟମନ୍ତ୍ରୀ
@PravatiPOdisha
ମହୋଦୟା। ଆପଣଙ୍କ ଏହି ଭଲ ପାଇବା ଆମ ଟ୍ୱିଟର ଆକ୍ଟିଭିଷ୍ଟ ମାନଙ୍କର ମନୋବଳ ବଢାଇଛି। ଆମେ ଆଗାମୀ ଦିନରେ ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଦୃଢ଼ ସେତୁ ଭଳି କାର୍ଯ୍ୟ କରିବାକୁ ଅନୁପ୍ରାଣିତ ହୋଇଅଛୁ।
@dcmo_pravati
@CMO_Odisha
@EIT_Odisha
@SecyChief
See More
Dipak Kumar
@TechAlmond1
about 2 months ago
ଅଭିଯୋଗ କରିବାର ଏକମାସ ରୁ ଉର୍ଦ୍ଧ୍ବ ସମୟ ବିତିଗଲାପରେ ମଧ୍ଯ ବସନ୍ତ ସାହୁ ଙ୍କ ଘରକୁ ଲାଗି ଥିବା ଅଦରକାରୀ ପୋଲଟିକୁ ବାହାର କରାଗଲା ନାହିଁ କାଳବୈଶାଖୀ ସମୟରେ ଯଦି କିଛି ଦୁର୍ଘଟଣା ଘଟେ ତେବେ
@TPSouthOdisha
ହିଁ ଦାୟୀ ରହିବେ।
@CMO_Odisha
@EnergyOdisha
@KVSinghDeo1
@Ganjam_Admin
@TataPower
Dipak Kumar
@TechAlmond1
3 months ago
ଗଞ୍ଜାମ ପୋଲସରା ବ୍ଳକ ବର୍ତ୍ତିନୀ ଗ୍ରାମର ବସନ୍ତ ସାହୁ ଙ୍କ ଘରକୁ ଲଟକି ଏକ ବିଦ୍ୟୁତ୍ ଖୁଣ୍ଟ ଅଛି, ଯାହା ବ୍ଯବହାର ହେଉନାହିଁ ଏବଂ ବିପଦ ସଂକୁଳନ ଅବସ୍ଥା ରେ ଅଛି ତେଣୁ ଏହାକୁ ସେଠାରୁ ବାହାର କରିବାକୁ ଅନୁରୋଧ।
@CMO_Odisha
@EnergyOdisha
@Ganjam_Admin
@TataPower
@TPSouthOdisha
Last Seen Users on Sotwe
므앙
Seen from
Vietnam
SỤC CẶC -CUMSHOT 🔞
Seen from
Vietnam
sexy boy
Seen from
Pakistan
Arewa Dark side
Tarik45&Hande40
Seen from
Turkey
desejo prazer
Seen from
Brazil
ana♣
Seen from
Indonesia
Press TV 🔻
Seen from
Belgium
ชอบสาวแก่แม่หม้าย
Seen from
Thailand
faora-ul
Seen from
Indonesia
Trends for you
1
Spain
Under 10K tweets
2
Doom
Under 10K tweets
3
Ryan Clark
Under 10K tweets
4
Thor
Under 10K tweets
5
Marvel
Under 10K tweets
6
Thanos
Under 10K tweets
7
#WWERaw
Under 10K tweets
8
NO AMNESTY
Under 10K tweets
9
Shakira
Under 10K tweets
10
#HappyBirthdayJustin
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
111.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.3M followers
10
Taylor Swift
@taylorswift13
82.2M followers
11
Lady Gaga
@ladygaga
73.7M followers
12
Virat Kohli
@imvkohli
71M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
63.8M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.4M followers
20
X
@x
60.8M followers
Olivia
Online
✨
⭐
💫