Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Umakanta Samantaray
@Uma_Samantaray
Ex-MLA Satyabadi,Puri,Odisha @bjd_odisha & District President Biju Janata Dal,Puri,Odisha
Orissa, India
Joined February 2020
47
Following
2.8K
Followers
561
Posts
Umakanta Samantaray
@Uma_Samantaray
11 months ago
ବିରୋଧୀ ଦଳ ନେତା ଶ୍ରୀ
@Naveen_Odisha
ଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।
Umakanta Samantaray
@Uma_Samantaray
about 1 year ago
“🌸🙏 ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମୁରଲୀଧରଙ୍କ ଦିବ୍ୟ ଆଶୀର୍ବାଦରେ ଆପଣଙ୍କ ଜୀବନେ ଖୁସି, ଶାନ୍ତି ଓ ସମୃଦ୍ଧି ପୂର୍ଣ୍ଣ ହେଉ। 🌼🎉
#ଜନ୍ମାଷ୍ଟମୀ
#ଶ୍ରୀକୃଷ୍ଣ
”
#jayshreekrishna
Umakanta Samantaray
@Uma_Samantaray
about 1 year ago
“79ତମ ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆସନ୍ତୁ, ସମସ୍ତେ ମିଶି ଆମର ଦେଶ କୁ ନୂତନ ସଫଳତାର ପଥେ ଆଗେଇ ନେବା । ଜୟ ହିନ୍ଦ! 🇮🇳”
#HappyIndependenceDay
Umakanta Samantaray
@Uma_Samantaray
about 1 year ago
ବଳଙ୍ଗା ପୀଡିତାମୃତ୍ୟୁ ଘଟଣା ନ୍ୟାୟପ୍ରଦାନ ପ୍ରତିବାଦରେ ଜିଲ୍ଲା ବିଜେଡିପକ୍ଷରୁ ଆୟୋଜିତ ୬ଘଣ୍ଟିଆହରତାଳ ଡାକରା ବିଭିନ୍ନ ବ୍ଲକରେଆଜି ସଫଳତାର ସହ ଶେଷ ହୋଇଥିବାରୁ ସମସ୍ଥ ନେତୃବୃନ୍ଦ ଓ କର୍ମୀ ମାନଙ୍କୁଅଶେଷ ଅଶେଷ ଧନ୍ୟବାଦ। ଜନସାଧାରଣ ଓ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ହୃଦୟରୁ ଧନ୍ୟବାଦ
See More
Who to follow
Sudhir Kumar Samal (Nidhi)
@Sudhir_Dkl
Former Member of Legislative Assembly (55- Dhenkanal AC), Odisha
Jagannath Saraka
@saraka_fan
Ex MLA Bisamcuttack, former Minister, District President Biju Janata Dal,Rayagada
Dhruba Sahoo
@Dhrubasahoo1
Member Of Legislative Assembly ( 99 - Rajnagar AC ) Odisha
Umakanta Samantaray
@Uma_Samantaray
about 1 year ago
ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା ର ପ୍ରକୃତ ସତ୍ୟ ଉନ୍ମୋଚନ ଦାବିରେ ପୁରୀ ଜିଲ୍ଲା Biju Janata Dal Odisha ତରଫରୁ ଦିଆଯାଇଥିବା ୬ଘଣ୍ଟିଆ ହରତାଳ ଡାକରା ଅବସରରେ ପୁରୀ, ସାକ୍ଷୀଗୋପାଳ, ପିପିଲି ଏବଂ ନିମାପଡା ଠାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ଅବସରରେ.
#BJPAntiOdisha
#BJDStandsWithOdisha
@BJDDIGITALWING
See More
Umakanta Samantaray
@Uma_Samantaray
about 1 year ago
ପୁରୀ ଜିଲ୍ଲା ନିମାପଡା ବିଧାନସଭାକ୍ଷେତ୍ର ବଳଙ୍ଗା ପୀଡିତା ଙ୍କ ପାର୍ଥିବ ଶରୀର କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞପନ କରିବା ଅବସରରେ.
#omshanti
🙏
@Naveen_Odisha
@bjd_odisha
@BJDITWing
Umakanta Samantaray
@Uma_Samantaray
about 1 year ago
“ସତ୍ୟକୁ ଲୁଚାଇବାକୁ ଚେଷ୍ଟା-ସରକାରଙ୍କ ଦ୍ୱାରା ଆଉ ଗୋଟିଏ ହତ୍ୟା!”ପୁରୀଜିଲ୍ଲା ନିମାପଡା ବିଧାନସଭାକ୍ଷେତ୍ର ବଳଙ୍ଗାଅଞ୍ଚଳରେ ଘଟିଯାଇଥବା ଘଟଣାରେ ଛାତ୍ରୀ ଜଣକ ଦୀର୍ଘ କୋଡିଏ ଦିନ ଧରି ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନଯୁଦ୍ଧରେ ହାରିଯାଇଛନ୍ତି. ମହାପ୍ରଭୁଙ୍କ ନିକଟରେଏତିକି ପ୍ରାର୍ଥନା ଝିଅଟିର ଆତ୍ମାକୁ ଶାନ୍ତିପ୍ରଦାନ କରନ୍ତୁ
Umakanta Samantaray
@Uma_Samantaray
about 1 year ago
ଖୋଦ ଉପମୁଖ୍ୟମନ୍ତ୍ରୀ ଙ୍କ ବିଧାନସଭା କ୍ଷେତ୍ର ନିମାପଡା ରେ ଆଜି ଯୋଉ ଅଭାବନୀୟ ଘଟଣା ଘଟିଛି ତାହା ଦର୍ଶାଉଛି କି ଆମ ରାଜ୍ୟର ଆଇନି ଶୃଙ୍ଖଳା କେତେ ସୁଦୃଢ.ସରକାର ନାରୀ ସୁରକ୍ଷା ପ୍ରତି କେତେ ତତ୍ପର. ପୀଡିତା ଙ୍କୁ ଭେଟି ଅଶୁଆରୋଗ୍ୟ କାମନା କରିବାସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି.
@CMO_Odisha
@dm_puri
See More
Uma_Samantaray's tweet video.
Umakanta Samantaray
@Uma_Samantaray
about 1 year ago
https://t.co/2az4XaUT1W
Umakanta Samantaray
@Uma_Samantaray
about 1 year ago
ବାଲେଶ୍ୱର ଜିଲ୍ଲାର FM COLLEGE ର ମେଧାବୀ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।ଛାତ୍ରୀ ଜଣକ ସମସ୍ତ ଘଟଣାମାନ ବିଷୟରେ ସମସ୍ତ ଜନପ୍ରତିନିଧି ଓ ଅଧିକାରୀ ଙ୍କୁ ଜଣାଇସାରିଲା ପରେ ମଧ୍ୟ ଦୋଷୀ ଙ୍କ ବିରୁଦ୍ଧରେକୌଣସି କାର୍ଯ୍ୟାନୁଷ୍ଠାନ ନହେବା ଏହା ଆମ ଆଇନି ବ୍ୟବ୍ୟସ୍ଥା ରଏକକରୁଣଚିତ୍ର
Umakanta Samantaray
@Uma_Samantaray
about 1 year ago
କଣାସ ବ୍ଲକ ରେ ପୁନର୍ବାର ହଇଜା ରୋଗ ରେ ପୀଡିତ ହୋଇ ଜଣଙ୍କର ମୃତ୍ୟୁ ଏବଂ 60ରୁ ଉର୍ଦ୍ଧ ଲୋକ କଣାସ ଚିକିତ୍ସା ହେଉଥିବାର ଖବର ପାଇ ମେଡିକାଲ କୁ ଗସ୍ତ କରି ସମସ୍ତ ରୋଗୀ ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଉପରିସ୍ଥ ଅଧିକାରୀ ଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦେଶ ଦେଲି
Umakanta Samantaray
@Uma_Samantaray
about 1 year ago
ପବିତ୍ର ବାହୁଡା଼ ଯାତ୍ରା ଅବସରରେ ସମସ୍ତ ଜନସାଧାରଣ ଙ୍କୁ ତଥା କୋଟିକୋଟି ଜଗନ୍ନାଥପ୍ରେମୀ ଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା.ମହାପ୍ରଭୁ ଙ୍କ ନିକଟରେ ଏତିକି ପ୍ରାର୍ଥନା ସମସ୍ତ ଙ୍କ ଜୀବନ ରେ ସୁଖ, ଶାନ୍ତି ଓ ସମୃଦ୍ଧି ରେ ଭରିଦିଅନ୍ତୁ |
#JayJagannath
Umakanta Samantaray
@Uma_Samantaray
about 1 year ago
ପବିତ୍ର ରଥଯାତ୍ରା ପରେ ମହାପ୍ରଭୁ ଙ୍କ ବାକିଥିବା ନୀତିକ୍ରାନ୍ତୀ ଗୁଡିକୁ ସୂଚାର ରୂପେ ପରିଚାଳନା କରିବା ପାଇଁ
@bjd_odisha
ର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଙ୍କୁ ନେଇ ମହାମହିମ ରାଜ୍ୟପାଳ ମହୋଦୟ ଭେଟି ଦାବିପତ୍ର ପ୍ରଦାନ କରିବା ଅବସରରେ
Umakanta Samantaray
@Uma_Samantaray
about 1 year ago
ପୁରୀ ଜିଲ୍ଲା ପିପିଲି ଓ ପୁରୀ ନିର୍ବାଚନ ମଣ୍ଡଳୀ ଦୁଇ ବରିଷ୍ଠ କର୍ମୀ ଙ୍କ ଏକାଦଶାହ ରେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆମରଆତ୍ମା ସଦ୍ଗତି କାମନା କଲି.
@bjd_odisha
@Naveen_Odisha
@BJDITWing
@BJDITCell
Umakanta Samantaray
@Uma_Samantaray
about 1 year ago
#BMC
ରେ କାର୍ଯ୍ୟରତ ଜଣେ ବରିଷ୍ଠOASଙ୍କୁ ବିଜେପି ଦଳର କର୍ପୋରେଟର ଓ କାର୍ଯ୍ୟକର୍ତ୍ତା ମିଶି ମରଣାନ୍ତକ ଆକ୍ରମଣ କରିବା ଘଟଣା କୁ ମୁଁ ଦୃଢ଼ ଭାବେ ନିନ୍ଦା କରିବା ସହ
@CMO_Odisha
ଙ୍କୁ ଅନୁରୋଧ କରୁଛି କି ଦୋଷୀଙ୍କବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ. ଏଭଳି ଘଟଣା ଦ୍ୱାର ଦର୍ଶାଉଛି କି ରାଜ୍ୟରେ ଆଇନିଶୃଙ୍ଖଳା ବିପର୍ଯ୍ୟସ୍ତ.
Umakanta Samantaray
@Uma_Samantaray
about 1 year ago
ମହାପ୍ରଭୁଙ୍କ ରଥଯାତ୍ରାରେ , ସାରା ଦେଶ ଓ ବିଶ୍ୱରୁ ଆସିଥିବା ଭକ୍ତଜନ ନିଜର ଶ୍ରଦ୍ଧା ଓ ଆସ୍ଥା ସହିତ ଦର୍ଶନ କରିବାକୁ ପୁରୀରେ ଆସନ୍ତି। ଏହି ପବିତ୍ର ଅବସରରେ , ୩ଜଣ ଭକ୍ତ ନିଜ ପ୍ରାଣ ହାରାଇଛନ୍ତି, ୭୦୦ ରୁ ଉର୍ଦ୍ଧ ଭକ୍ତ ଆହତ ହୋଇ ମେଡିକାଲ ଚିକିତ୍ସାଧିନ ଅଛନ୍ତି, ସରକାର ଙ୍କ ଏଭଳି ବିଫଳତା କୁ ମୁଁ ଦୃଢ ନିନ୍ଦା କରୁଛି |
Umakanta Samantaray
@Uma_Samantaray
about 1 year ago
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା.ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ.
#JayJagannath
🙏
#HappyRathaYatra
Umakanta Samantaray
@Uma_Samantaray
about 1 year ago
ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଡେଲାଙ୍ଗ ବ୍ଲକ ରେ ଅନୁଷ୍ଠିତ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ରେ ଯୋଗଦେଇ ସମସ୍ତ କର୍ମୀ ଙ୍କୁ Rudra Pratap Maharathy ଙ୍କ ନେତୃତ୍ୱ ରେ ସଙ୍ଗଠିତ ହୋଇ ଲଢ଼ିବା ସହ Biju Janata Dal Odisha ର ସଭାପତି ଶ୍ରୀ Naveen Patnaik ଙ୍କ ହାତମୁଠା କୁ ଟାଣ କରିବା ପାଇଁ ଆହ୍ୱାନ ଦେଲି |
See More
Umakanta Samantaray
@Uma_Samantaray
about 1 year ago
ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ ପୂର୍ବରୁ ସାଢେଚାରିକୋଟି ଓଡ଼ିଆ ଙ୍କ ଜନମାନସ ର ନେତାତଥା#BijuJanataDalOdisha ର ସଭାପତି ଶ୍ରୀ
#NaveenPatnaik
ଙ୍କୁ ବରିଷ୍ଠ ନେତୃତ୍ୱ ଙ୍କ ସହ ବାସଭବନ ରେ ଭେଟିବା ଅବସରରେ,ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ଆପଣ ଯଥାଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ
See More
Umakanta Samantaray
@Uma_Samantaray
about 1 year ago
ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା କି ଆପଣ ଯଥାଶୀଘ୍ର ଆରୋଗ୍ୟ ଲାଭ କରି ପୁନଶ୍ଚ ଓଡିଶାବାସୀ ଙ୍କ ସେବାରେ ନିୟୋଜିତ ହୁଅନ୍ତୁ | ଜୟ ଜଗନ୍ନାଥ 🙏🏻
#BJDDigitalWing
@bjd_odisha
@Naveen_Odisha
Last Seen Users on Sotwe
Az
JiM 691🔥
Seen from
United States
Amar 😋🍑
Seen from
Egypt
🔞𝗝𝗔𝗩 𝗨𝗡𝗖𝗘𝗡𝗦𝗢𝗥𝗘𝗗🔞
Seen from
Thailand
TWINK CHEEKS 🍑
Seen from
Poland
عرب تانجو tango
Seen from
Saudi Arabia
متحرر مارب
Seen from
Japan
phongcack
Seen from
Vietnam
Şanlıurfa İTİRAF ve GİZLİ
Seen from
Turkey
Alican Uludağ
Seen from
Turkey
Trends for you
1
Rams
Under 10K tweets
2
#TeamRedBill
Under 10K tweets
3
#AEWAllIn
Under 10K tweets
4
#DICEGOAT
Under 10K tweets
5
Introducing
Under 10K tweets
6
#NXTHeatwave
Under 10K tweets
7
4 QBs
Under 10K tweets
8
#BaddiesUSA
Under 10K tweets
9
Larak Island
Under 10K tweets
10
Scottie
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.1M followers
12
Virat Kohli
@imvkohli
72.9M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
65.9M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫