Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Umakanta Mohapatra
@UmakantaBjp
Bharatiya Janata Party District President, Balasore
Joined December 2019
21
Following
139
Followers
294
Posts
Umakanta Mohapatra
@UmakantaBjp
over 2 years ago
ଭାରତୀୟ ଜନତା ପାର୍ଟି ର ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ରଞ୍ଜିତ ପୃଷ୍ଟି ଙ୍କ ଜନ୍ମଦିବସ ରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
@9338439713
Umakanta Mohapatra
@UmakantaBjp
over 2 years ago
ମାନ୍ୟବାର ରେଳମନ୍ତ୍ରୀ ଶ୍ରୀ
@AshwiniVaishnaw
ଜୀ ଙ୍କ କରକାମଳ ରେ ନୀଳଗିରି -ଗୋପୀନାଥ ପୁର ନୂତନ ରେଳ ଷ୍ଟେସନ ର ଶୁଭ ଲୋକାର୍ପଣ ଉତ୍ସବ l
UmakantaBjp's tweet video.
UmakantaBjp
retweeted
BJP Odisha
@BJP4Odisha
almost 3 years ago
ନୂଆ ଭାରତର ବିନ୍ଧାଣୀ... ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ ।
BJP4Odisha's tweet video.
Umakanta Mohapatra
@UmakantaBjp
almost 3 years ago
#ସୁଶାସନ_ଦିବସ
#GoodGovernanceDay
ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କ ପଥ ପଦର୍ଶକ, ମହାନ ରାଷ୍ଟ୍ର ସେବକ, ଭାରତୀୟ ରାଜନୀତିର ଯୁଗପୁରୁଷ ଆମ୍ଭର ପ୍ରେରଣାସ୍ରୋତ ପୂର୍ବତନ ପ୍ରଧାନମନ୍ତ୍ରୀ 'ଭାରତ ରତ୍ନ' ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଜୀଙ୍କ ଜନ୍ମଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Who to follow
Nilagiri NAC
@NilgiriO
Nilagiri NAC is an Urban local body established in 1984 in Baleshwar district of Odisha State . Currently Shri Ansuman Parida , ORS is the E.O of Nilagiri NAC .
Utkal Balashram Baleshwar
@BalasoreUtkal
Deepak Gochhayat
@dkgochhayat
Ex STATE GENERAL SECRETARY, BHARATIYA JANATA YUVA MORCHA,ODISHA @BJYMOdisha . To follow in Facebook please:- https://t.co/NMzpSUofdY
UmakantaBjp
retweeted
BJP Odisha
@BJP4Odisha
almost 3 years ago
ମିଳିମିଶି ରାଜଧାନୀକୁ ଆବର୍ଜନାମୟ କରିଛନ୍ତି ରାଜ୍ୟ ସରକାର ଓ
@bmcbbsr
।
UmakantaBjp
retweeted
BJP Odisha
@BJP4Odisha
almost 3 years ago
ଓଡ଼ିଆ ଜାତିର ପରିଚୟ ମହାପ୍ରସାଦ। ଏହାର ପ୍ରଚାର ପ୍ରସାରର ଆବଶ୍ୟକତା କଣ ଅଛି ?
BJP4Odisha's tweet video.
Umakanta Mohapatra
@UmakantaBjp
about 3 years ago
Umakanta Mohapatra
@UmakantaBjp
about 3 years ago
Thank You
@narendramodi
for the approval of the 3rd line between Nergundi - Barang & Khurda Road – Vizianagaram line in the state of Odisha. It will decongest traffic on route.
@PMOIndia
#NayiPatriNayiRaftaar
UmakantaBjp
retweeted
BJP Baleshwar
@Bjp4Baleshwar
over 3 years ago
ଆଜି ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ରେ ପାର୍ଟି ପତାକା ଉତ୍ତୋଳନ, ଏଲିଡି ସ୍କ୍ରିନ ଲଗାଇ ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜିଙ୍କ ଅଭିଭାଷଣ ଶୁଣିବା ଏବଂ ବାଲେଶ୍ୱର ଜିଲ୍ଲା ର ଦୁଇ ବୁଦ୍ଧିଜୀବୀ ଙ୍କୁ ସାଲ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିବା ଅବସରରେ।
@BJP4Odisha
See More
Umakanta Mohapatra
@UmakantaBjp
almost 4 years ago
କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶ୍ରୀ A. ନାରାୟଣ ସ୍ୱାମୀଙ୍କୁ ବାଲେଶ୍ୱର circuit house ରେ ସ୍ୱାଗତ କରିବା ଅବସରରେ l
@BJP4Odisha
Umakanta Mohapatra
@UmakantaBjp
about 4 years ago
ତିନିଦିନ ବିଜେପି ର "ପ୍ରାଦେଶିକ ପ୍ରଶିକ୍ଷଣ ଶିବିର" ରେ ଯୋଗଦାନ ପରେ ଜଗତର ନାଥ ଜଗନ୍ନାଥ ଙ୍କ ଦର୍ଶନ ସଙ୍ଗେ ସଙ୍ଗେ ଶ୍ରୀକ୍ଷେତ୍ର ପୁରୀ ର ବିଭିନ୍ନ ସ୍ଥାନ ପରିଦର୍ଶନ ଅବସରରେ
Umakanta Mohapatra
@UmakantaBjp
about 4 years ago
ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ। ନିର୍ବିଘ୍ନଂ କୁରୁ ମେ ଦେବ ସର୍ବ କାର୍ୟେସୁ ସର୍ବଦା 🙏 l ଗଣେଶ ପୂଜା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ।
Umakanta Mohapatra
@UmakantaBjp
about 4 years ago
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ "ମନ କି ବାତ"ର ୯୨ତମ ସଂସ୍କରଣ ଜିଲ୍ଲା କାର୍ଯ୍ୟାଳୟରେ ଶୁଣିବା ଅବସରରେ।
@BJP4Odisha
Umakanta Mohapatra
@UmakantaBjp
about 4 years ago
ଆଜି ବାଲେଶ୍ଵର ଜିଲ୍ଲା ବିଜେପି ର ଏକ ପ୍ରତିନିଧି ଟିମ ସଦର BDO ଙ୍କ ସହ ବନ୍ୟା ପରବର୍ତ୍ତୀ ପଦକ୍ଷେପ,FDR ପ୍ରସ୍ତାବ, ପଲିଥିନ ବଣ୍ଟନ , ଘର ଭଙ୍ଗା ସାହାଯ୍ୟ ପ୍ରଭୃତି ବିଷୟରେ ଆଲୋଚନା କରି କ୍ଷତିଗ୍ରସ୍ତ ରାସ୍ତା ଗୁଡ଼ିକ ତୁରନ୍ତ ମରାମତି ପାଇଁ ପ୍ରସ୍ତାବ ଦେବା ସମୟରେ।
@BJP4Odisha
Umakanta Mohapatra
@UmakantaBjp
about 4 years ago
ବାଲେଶ୍ୱର ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ରାଜ୍ୟ ସହପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମହାନ୍ତି ଙ୍କ ଦ୍ଵାରା ବୁଥ ସଶକ୍ତିକରଣ ର ବୈଠକ ନେବା ଅବସରରେ।
@BJP4Odisha
Umakanta Mohapatra
@UmakantaBjp
about 4 years ago
#_ହର_ଘର_ତ୍ରିରଙ୍ଗା
କାର୍ଯ୍ୟକ୍ରମ ନିମନ୍ତେ ଆଜି ଭେନିୟା ପାରାଡ଼ାଇସ କଲ୍ୟାଣ ମଣ୍ଡପରେ ବାଲେଶ୍ୱର ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
@BJP4Odisha
Umakanta Mohapatra
@UmakantaBjp
about 4 years ago
ଓଡିଶାର ଗର୍ବ ଓ ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ( Draupadi Murmu - द्रोपदी मुर्मू ) ଭାରତ ର ରାଷ୍ଟ୍ରପତି ନିର୍ବାଚିତ ହୋଇ ଥିବାରୁ, ସଦର ବ୍ଲକ ଅନ୍ତର୍ଗତ ପିଁଛାବଣିଆ ସେବାଶ୍ରମ ଉଚ୍ଚ ବିଦ୍ୟାଳୟ ରେ ମିଷ୍ଟାନ୍ନ ବଣ୍ଟନ ଅବସରରେ।
Umakanta Mohapatra
@UmakantaBjp
about 4 years ago
ଭେନିୟା ପାରାଡ଼ାଇସ ରେ ବିଜେପି ବାଲେଶ୍ଵର ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅବସରରେ
Umakanta Mohapatra
@UmakantaBjp
over 4 years ago
ପ୍ରଖର ରାଷ୍ଟ୍ରବାଦୀ, ମହାନ ଶିକ୍ଷାବିତ, ଭାରତୀୟ ଜନସଂଘର ସଂସ୍ଥାପକ ତଥା ଆମ୍ଭ ମାନଙ୍କର ପଦର୍ଶକ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଜୀଙ୍କ ବଳିଦାନ ଦିବସ ଅବସରରେ ଜିଲ୍ଲା କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ଅବସରରେ ।
UmakantaBjp
retweeted
Samir Mohanty
@SamirMohantyBJP
over 4 years ago
ମୁଖ୍ୟମନ୍ତ୍ରୀ ବିଧାନସଭାର ପରମ୍ପରା ଓ ଏହାର ଗୁରୁତ୍ୱକୁ ବୁଝି ବଜେଟ୍ ଅଧିବେଶନ ପୂର୍ବରୁ କିମ୍ବା ପରେ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥା’ନ୍ତା । ଅଧିବେଶନ ସମୟରେ ଗୃହରେ ପ୍ରତ୍ୟକ୍ଷ ଭାବେ ନ ରହିବା ଗ୍ରହଣୀୟ ନୁହେଁ । ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ବିଧାନସଭା ଅଧିବେଶନରେ ଯୋଡ଼ି ହେବା ; ଗଣତାନ୍ତ୍ରିକ ପରମ୍ପରା ପାଇଁ ଶୁଭ ଲକ୍ଷଣ ନୁହେଁ।
Last Seen Users on Sotwe
INCÓGNITO BICAMPEÓN 🏆🏆🦈
Seen from
Colombia
Kevin DeAnna
Seen from
United States
Feng Xian
Seen from
United States
Khan khan
Seen from
France
Re
Seen from
Colombia
مكس
Seen from
Netherlands
YERLİ VİDEO
Seen from
Turkey
ُالملكه روان🏳️⚧️
Seen from
Algeria
FergiesRightRef
Seen from
United Kingdom
Trends for you
1
Ukraine
Under 10K tweets
2
UCLA
Under 10K tweets
3
Nebraska
Under 10K tweets
4
Raiola
Under 10K tweets
5
Vini
Under 10K tweets
6
Mateer
Under 10K tweets
7
#MITB
Under 10K tweets
8
Max Gilbert
Under 10K tweets
9
Elko
Under 10K tweets
10
South Carolina
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫