Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Utkarsha Nimapara
@UtkarshNimapara
"Utkarsha Nimapara", led by Dy. CM Pravati Parida, is a citizen-driven initiative to make Nimapara a model of inclusive, grassroots-led development.
Nimapara, Odisha
Joined May 2025
2
Following
30
Followers
108
Posts
Utkarsha Nimapara
@UtkarshNimapara
4 months ago
ଆସନ୍ତାକାଲି (୪.୦୬.୨୦୨୬) ନିଆରା ଶୈଳୀରେ ଅନୁଷ୍ଠିତ ହେଉଛି ଉତ୍କର୍ଷ ନିମାପଡ଼ା ୨.୦ । ଉପସ୍ଥାପିତ ହେବ ବିକାଶର ରିପୋର୍ଟ କାର୍ଡ, ଆରମ୍ଭ ହେବ ଜନଭାଗିଦାରୀ ମାଧ୍ୟମରେ ବିକାଶର ଆଉ ଏକ ନୂଆ ଅଧ୍ୟାୟ ।
#UtkarshaNimapara
UtkarshNimapara's tweet video.
Utkarsha Nimapara
@UtkarshNimapara
4 months ago
ଜନଭାଗ��ଦାରୀ ମାଧ୍ୟମରେ ବିକାଶର ନୂଆ ଅଧ୍ୟାୟ ଲେଖୁଛି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ । ଏହି ସଂକଳ୍ପର ସବୁଠାରୁ ବଡ଼ ଉଦାହରଣ ହେବ ଉତ୍କର୍ଷ ନିମାପଡ଼ା ୨.୦ ।
#UtkarshaNimapar
a
UtkarshNimapara's tweet video.
Utkarsha Nimapara
@UtkarshNimapara
5 months ago
Together, shaping the next chapter of Nimapara.
#UtkarshaNimapara
2.0
UtkarshNimapara's tweet video.
Utkarsha Nimapara
@UtkarshNimapara
5 months ago
ସୁସ୍ଥ ନିମାପଡ଼ା ହେବ ଉତ୍କର୍ଷ ନିମାପଡ଼ାର ଆଧାର
#UtkarshaNimapara
UtkarshNimapara's tweet video.
UtkarshNimapara
retweeted
Pravati Parida
@PravatiPOdisha
5 months ago
ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶରେ ହିଁ ଉତ୍କର୍ଷ ନିମାପଡ଼ାର ସଂକଳ୍ପ ବାସ୍ତବ ରୂପ ନେବ । ଏହି କ୍ରମରେ ଉତ୍କର୍ଷ ନିମାପଡ଼ା ୨.୦ ଉପଲକ୍ଷେ 'ଫିଟ୍ ନିମାପଡ଼ା'ର ଲକ୍ଷ୍ୟ ନେଇ ଆୟୋଜିତ 'ଉତ୍କର୍ଷ ମାରାଥନ୍'ରେ ଯୋଗଦେଲି । ମାରାଥନ୍ରେ ଭାଗନେଇଥିବା ପିପିଲିର ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀର ଜିଲ���ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂହ, ଅଭିନେତ
ା @sabyaact
or , ଅଭିନେତ୍ରୀ ଅର୍ଚ୍ଚିତା ଏବଂ ସମସ୍ତ ଉତ୍ସାହୀ ଯୁବବର୍ଗଙ୍କୁ ସାଧୁବାଦ ଜଣାଉଛି
। @narendramo
d
i @PMOInd
i
a @MohanMOdis
h
a @CMO_Odis
ha
See More
UtkarshNimapara
retweeted
Pravati Parida
@PravatiPOdisha
5 months ago
ଆଜି ନିମାପଡ଼ାଠାରେ ଆୟୋଜିତ 'ଉତ୍କର୍ଷ ମାରାଥନ୍'ରେ ଯୋଗଦେବା ଅବସରରେ ଉ���୍କର୍ଷ ନିମାପଡ଼ା ୨.୦ ଉପଲକ୍ଷେ ଆୟୋଜିତ ହେବାକୁ ଥିବା କ୍ରିକେଟ୍, ଫୁଟବଲ୍ ଏବଂ ସାଇକେଲ୍ ଚାଳନା ଆଦି କ୍ରୀଡ଼ା ପ୍ରତିଯୋଗିତା ପାଇଁ ଟ୍ରଫି ଉନ୍ମୋଚନ କରାଗଲା ।
Utkarsha Nimapara
@UtkarshNimapara
5 months ago
ଉତ୍କର୍ଷ ନିମାପଡ଼ା ୨.୦ ଉପଲକ୍ଷେ ନିମାପଡ଼ାଟାଉନ୍ ହଲ୍ଠାରେ 'ଗଣମାଧ୍ୟମ ଓ ସାମ୍ବାଦିକ ପରାମର୍ଶ କର୍ମଶାଳା'ରେ ଯୋଗଦେଇଛନ୍ତି ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, "ଉତ୍କର୍ଷ ନିମାପଡ଼ାର ଲକ୍ଷ୍ୟ ସାଧନରେ ଗଣମାଧ୍ୟମର ପ୍ରତିନିଧିମାନେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।"
#UtkarshaNimapara
See More
Utkarsha Nimapara
@UtkarshNimapara
5 months ago
ନିମାପଡ଼ାର ବିକାଶରେ ଜନଭାଗିଦାରୀର ବାର୍ତ୍ତା ଦେବ ଉତ୍କର୍ଷ ନିମାପଡ଼ା ୨.୦
#UtkarshaNimapara
#Nimapara
UtkarshNimapara's tweet video.
Utkarsha Nimapara
@UtkarshNimapara
5 months ago
ନିମାପଡ଼ା ପଥ ଉତ୍ସବ ଅବସରରେ ଉତ୍କର୍ଷ ନିମାପଡ଼ା ୨.୦ର ଜର୍ସି, କ୍ୟାପ୍, ମେଡାଲ୍ ଏବଂ ମାସ୍କଟ୍ ଉନ୍ମୋଚନ ସହ ବିଧିବଦ୍ଧ ଭାବେ ଉତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଏବଂ ଅନ୍ୟ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ।
#UtkarshaNimapara
UtkarshNimapara's tweet video.
Utkarsha Nimapara
@UtkarshNimapara
5 months ago
ସଂସ୍କୃତି ଓ ପରମ୍ପରାର ପ୍ରଚ��ର ସହ ଯୁବବର୍ଗଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି ନିମାପଡ଼ା ପଥ ଉତ୍ସବ ୨୦୨୬ ।
#UtkarshaNimapar
a
#PathaUtsa
v
UtkarshNimapara's tweet video.
Utkarsha Nimapara
@UtkarshNimapara
5 months ago
'ଉତ୍କର୍ଷ ନିମାପଡ଼ା ୨.୦'ର ଜର୍ସି, କ୍ୟାପ୍, ମେଡାଲ ଏବଂ ମାସ୍କଟ୍ 'ଉତ୍କର୍ଷ ଘୋଡ଼ା' ଉନ୍ମୋଚନ କରିଛନ୍ତି ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା । https://t.co/LPT3RPCprT ଜରିଆରେ ପ୍ରତିଯୋଗିତା ଓ 'ଉତ୍କର୍ଷ ନିମାପଡ଼ା ୨.୦'ରେ ଭାଗନେବା ପାଇଁ ଏବଂ ��ଲ୍ୟୁଣ୍ଟିୟର ଭାବେ ଯୋଗଦେବା ପାଇଁ ସେ ଆହ୍ୱାନ କରିଛନ୍ତି ।
See More
Utkarsha Nimapara
@UtkarshNimapara
5 months ago
ନିମାପଡ଼ା ପଥ ଉତ୍ସବ ୨୦୨୬ ପରମ୍ପରା ଓ ଉତ୍ସାହର ଉତ୍ସବ
#Nimapara
#UtkarshaNimapara
Utkarsha Nimapara
@UtkarshNimapara
5 months ago
ସଶକ୍ତ ଓ ସମୃଦ୍ଧ ନିମାପଡ଼ା ଗଠନରେ ସକ୍ରିୟ ଯୋଗଦାନ ପାଇଁ ଏବେ ହିଁ ପଞ୍ଜିକରଣ କରନ୍ତୁ https://t.co/I5oV6PIaYJ
#UtkarshaNimapara
Utkarsha Nimapara
@UtkarshNimapara
5 months ago
କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବା ପାଇଁ ଆଜି ହିଁ ପଞ୍ଜିକରଣ କରନ୍ତୁ । https://t.co/q2nSkTfmLA ରେ କ୍ଲିକ୍ କରି ସମସ୍ତ ତଥ୍ୟ ଦିଅନ୍ତୁ ଏବଂ ନିଜ ନାମ (ମହିଳା ବର୍ଗ) ବା କ୍ରିକେଟ୍ ଓ ଫୁଟବଲ୍ ଟିମ୍ର (ପୁରୁଷ ବର୍ଗ) ନାମ ପଞ୍ଜିକରଣ କରନ୍ତୁ ।
#UtkarshaNimapara
Utkarsha Nimapara
@UtkarshNimapara
5 months ago
ନିମାପଡ଼ା ଦ୍ରୁତଗତିରେ ବଦଳୁଛି, ପ୍ରଗତି ପଥରେ ଆଗକୁ ବଢ଼ୁଛି । ଖୁବଶୀଘ୍ର ଆସୁଛି ଉତ୍କର୍ଷ ନିମାପଡ଼ା ୨.୦।
#UtkarshNimapara
#Nimapara
UtkarshNimapara's tweet video.
Utkarsha Nimapara
@UtkarshNimapara
5 months ago
Be a Part of the Transformation! Want to volunteer? Visit 👉 https://t.co/LPT3RPCprT and register now.
#UtkarshNimapara
UtkarshNimapara's tweet video.
Utkarsha Nimapara
@UtkarshNimapara
5 months ago
Get ready, Nimapara! The movement returns, bigger & better.
#UtkarshNimapara
2.0 Coming Soon!
#Nimapara
#Development
UtkarshNimapara's tweet video.
UtkarshNimapara
retweeted
CMO Odisha
@CMO_Odisha
5 months ago
ଓଡ଼ିଶାର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ରାୟଗଡ଼ ରେଲୱେ ଡିଭିଜନ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟର ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍��୍ତନ ଆଣିବା ସହ ପର୍ଯ୍ୟଟନର ବିକାଶ ଓ ରାଜସ୍ୱ ଅଭିବୃଦ୍ଧିରେ ସହାୟକ ହେବ। ଏହି ପଦକ୍ଷେପ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।
See More
UtkarshNimapara
retweeted
Pravati Parida
@PravatiPOdisha
about 1 year ago
ମିଶନ ଶକ୍ତି ବିଭାଗ ତରଫରୁ ଆୟୋଜିତ 'ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା'ର ଗ୍ରାଣ୍ଡ୍ ଫାଇନାଲ୍ରେ ଯୋଗଦେଲି। ଆଜି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିରେ କୁଶଳୀ ଭଉଣୀମାନଙ୍କୁ ସମ୍ମାନିତ କରିବାର ସୁଯୋଗ ପାଇଲି। ସେମାନେ ରୋଷେଇ କ୍ଷେତ୍ରରେ ଆହୁରି ଆଗକୁ ବଢ଼ନ୍ତୁ ମହାପ୍ରଭ���ଙ୍କ ନିକଟରେ ଏତିକି କାମନା କରୁଛି
। @mission_shak
ti
See More
UtkarshNimapara
retweeted
Pravati Parida
@PravatiPOdisha
about 1 year ago
‘ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା‘ରେ ସଫଳ ହୋଇଥିବା ଢେଙ୍କାନାଳ, କଟକ ଏବଂ ମୟୁରଭଞ୍ଜ ଦଳଙ୍କୁ ଶୁଭେଚ୍ଛା ଜଣାଉଛି। ଏଥିରେ ଭାଗ ନେଇଥିବା ପ୍ରତି ସୁଭଦ୍ରା ଭଉଣୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ବ୍ଲକ୍ ସ୍ତରରେ ୬୫୧୯ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୯ ହଜାର ସଦସ୍ୟା, ଜିଲ୍ଲା ସ୍ତରରେ ୩୬୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୦୦୦ ସଦସ୍ୟ, ସେମିଫାଇନାଲରେ ୩୦ଟି ଜିଲ୍ଲାର ଦଳ ଏବଂ ଶେଷରେ ୧୦ଟି ଦଳ ମଧ୍ୟରେ ଗ୍ରାଣ୍ଡ ଫାଇନାଲର ସାମ୍ନା କରି ସଫଳତା ପାଇବା ଏକ ବଡ଼ ଉପଲବ୍ଧି। ଏହି ପ୍ରତିଯୋଗିତା ଦ୍ଵାରା ଗ୍ରାମାଞ୍ଚଳର ମହିଳାମାନେ ମାଷ୍ଟର ସେଫ ଅବିନାଶ ନାୟକଙ୍କ ଭଳି ପ୍ରତିଷ୍ଠିତ ସେଫ୍ ଙ୍କ ଦିଗଦର୍ଶନ ପାଇଥିଲେ। ସେମାନଙ୍କ ଦକ୍ଷତା ବିକାଶ ପାଇଁ ୩୦ ଗୋଟି ଜିଲ୍ଲାରୁ ମୋଟ ୯୦ ଜଣ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ଠାରେ ୭ ଦିନ ତାଲିମ ପ୍ରଦାନ କରାଯାଇଥିଲା। ‘ଏକ ଜିଲ୍ଲା ଏକ ଉତ୍ପାଦ’ କ୍ଲଷ୍ଟର ଚିହ୍ନଟ ସହ ଏହି ପ୍ରତିଯୋଗିତା ଆହୁରି ଅଧିକ ସଂଖ୍ୟାରେ ଲକ୍ଷପତି ଦିଦି ତିଆରି କରିବାରେ ସହାୟକ ହେବ ନିଶ୍ଚୟ। ମୁଁ ଦୃଢ଼ ଆଶାବାଦୀ ଏହି ତାଲିମପ୍ରାପ୍ତ ମହିଳାମାନେ ଆଗାମୀ ଦିନରେ ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ଅନେକ ମହିଳା ମାନଙ୍କୁ ପ୍ରେରଣା ଯୋଗାଇବେ।
@mission_shakti
See More
Last Seen Users on Sotwe
mimo whiteboi 🇹🇳🔥
penikmat istri orang
Seen from
Germany
เดอะ มัมมี่ แม่ยายที่รักก
Seen from
Thailand
Naughty Family 🔞
ooo8299
Seen from
Belgium
ramadhan
Seen from
Indonesia
BigJose23cm
Seen from
Guatemala
hijab only 🧕
Serkan
Seen from
Turkey
penyuka eksib
Seen from
Indonesia
Trends for you
1
Good Tuesday
Under 10K tweets
2
#PPGSilencesPlayers
Under 10K tweets
3
Taco Tuesday
Under 10K tweets
4
HomeView
Under 10K tweets
5
Katie Zacharia
Under 10K tweets
6
#SpaceX
Under 10K tweets
7
Metallica
Under 10K tweets
8
Happy 251st
Under 10K tweets
9
#SwiftDay
Under 10K tweets
10
Dubai
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.6M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫