Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Uttam Kumar Panigrahi
@UttamPanigr
Politician Sanakhemundi AC
Brahmapur, India
Joined May 2023
393
Following
71
Followers
805
Posts
Uttam Kumar Panigrahi
@UttamPanigr
about 10 hours ago
ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜ ସଂସ୍କାରକ ଇଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସମାଜରେ କୁସଂସ୍କାର ଦୂର କରିବା ଦିଗରେ ତାଙ୍କ ଅବଦାନ ଅତୁଳନୀୟ।🙏🙏
Uttam Kumar Panigrahi
@UttamPanigr
about 13 hours ago
ସେବା ସଂକଳ୍ପ ଅଭିଯାନ 2026, ଆଜି ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଲା ଗାଁ ର ନୀଳକଣ୍ଠେଶ୍ଵର ମନ୍ଦିର ପାଖରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଲି।
#BLSANTOSH
#MOHANMAJHI
#MANMOHANSAMAL
UttamPanigr's tweet video.
Uttam Kumar Panigrahi
@UttamPanigr
about 13 hours ago
ଭାରତ ମାତା ର ସୁଯୋଗ୍ୟ ସନ୍ତାନ, ଏକାତ୍ମ ମାନବବାଦ ଏବଂ ଅନ୍ତ୍ୟୋଦୟର ପ୍ରଣେତା, ଉତ୍କୃଷ୍ଟ ସଙ୍ଗଠନକର୍ତ୍ତା, ଭାରତୀୟ ଜନସଂଘର ସଂସ୍ଥାପକ ତଥା ଆମ ସମସ୍ତଙ୍କ ପଥ ପ୍ରଦର୍ଶକ ଏବଂ ପ୍ରେରଣାର ସ୍ରୋତ,ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଜୟନ୍ତୀ "ଆନ୍ତ୍ୟୋଦୟ ଦିବସ" ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି ।🙏🏻🙏🏻 #ଆନ୍ତ୍ୟୋଦୟଦିବସ #ପଣ୍ଡିତଦୀନଦୟାଲଉପାଧ୍ୟାୟ #BLSANTOSH #Mohanmajhi #MANMOHANSAMAL
See More
Uttam Kumar Panigrahi
@UttamPanigr
about 13 hours ago
ସେବା ସଂକଳ୍ପ ଅଭିଯାନ 2026, ଆଜି ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଲା ଗାଁ ର ନୀଳକଣ୍ଠେଶ୍ଵର ମନ୍ଦିର ପାଖରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଲି।
#BLSANTOSH
#MOHANMAJHI
#MANMOHANSAMAL
Who to follow
Naija porn
@ochuksruky
Delta_Bonk
@delta_bonk
Financial Analyst📉📈 . Actually trying to made @Bonk_inu the best for people! Goal:Help $BONK to reach 0.011$ the dream⏳ 🤸🏻♂️
Sabya Routray
@S85Sabya
Software Engineer by profession | Content Creator by choice.
Uttam Kumar Panigrahi
@UttamPanigr
about 13 hours ago
ଭାରତ ମାତା ର ସୁଯୋଗ୍ୟ ସନ୍ତାନ, ଏକାତ୍ମ ମାନବବାଦ ଏବଂ ଅନ୍ତ୍ୟୋଦୟର ପ୍ରଣେତା, ଉତ୍କୃଷ୍ଟ ସଙ୍ଗଠନକର୍ତ୍ତା, ଭାରତୀୟ ଜନସଂଘର ସଂସ୍ଥାପକ ତଥା ଆମ ସମସ୍ତଙ୍କ ପଥ ପ୍ରଦର୍ଶକ ଏବଂ ପ୍ରେରଣାର ସ୍ରୋତ,ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଜୟନ୍ତୀ "ଆନ୍ତ୍ୟୋଦୟ ଦିବସ" ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି ।🙏🏻🙏🏻 #ଆନ୍ତ୍ୟୋଦୟଦିବସ #ପଣ୍ଡିତଦୀନଦୟାଲଉପାଧ୍ୟାୟ
See More
Uttam Kumar Panigrahi
@UttamPanigr
about 13 hours ago
#ଓଁ_ନମଃ_ଭଗବତେ_ବାସୁଦେବାୟ
🙏🙏
Uttam Kumar Panigrahi
@UttamPanigr
2 days ago
ॐ ନମୋ ଭଗବତେ ଦଧିବାମନାୟ.🙏🏻🙏🏻. ଭଗବାନ ଶ୍ରୀ ବିଷ୍ଣୁଙ୍କ ପଞ୍ଚମ ଅବତାର ଭଗବାନ ବାମନଙ୍କ ପ୍ରାକଟ୍ୟ ଦିବସରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭକାମନା। ବାମନ ଭଗବାନଙ୍କ କୃପାରୁ ସମସ୍ତ ଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧିର ପ୍ରବେଶ ହେଉ, ଏହା ମୋର ମଙ୍ଗଳକାମନା।🙏🏻🙏🏻
Uttam Kumar Panigrahi
@UttamPanigr
2 days ago
ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଦରଣୀୟ ଶ୍ରୀ Nitin Nabin ଜୀଙ୍କ ଦ୍ୱାରା ନବନିଯୁକ୍ତ ସମସ୍ତ ପ୍ରଦେଶ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ହାର୍ଦ୍ଦିକ ବଧାଇ ଓ ଶୁଭକାମନା।🙏🏻🙏🏻। ଓଡ଼ିଶାର ପ୍ରଦେଶ ପ୍ରଭାରୀ ରୂପେ ନିଯୁକ୍ତ ହୋଇଥିବା ଶ୍ରୀମତୀ Daggubati Purandeswari ଏବଂ ସହ-ପ୍ରଭାରୀ ଡ଼ା ସ୍ୱଦେଶ ସିଂହଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କ ତରଫରୁ ସ୍ୱାଗତ ଜଣାଉଛି। 🙏🏻🙏🏻
See More
Uttam Kumar Panigrahi
@UttamPanigr
4 days ago
ଐତିହାସିକ ଲୁଣିଆ ଶହୀଦ ସ୍ମୃତି ଦିବସ ଅବସରରେ ଦେଶମାତୃକାର ସ୍ୱାଧୀନତା ପାଇଁ ଆତ୍ମବଳିଦାନ ଦେଇଥିବା ଅମର ଶହୀଦ ସଂଗ୍ରାମୀମାନଙ୍କ ଚରଣ କମଳରେ ମୋର କୋଟି କୋଟି ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।🙏🏻🙏🏻 ସେମାନଙ୍କ ଅସୀମ ସାହସ, ତ୍ୟାଗ ଓ ଦେଶପ୍ରେମର ଗାଥା ଆମ ସମସ୍ତଙ୍କ ପାଇଁ ସଦା ପ୍ରେରଣାର ଉତ୍ସ।
Uttam Kumar Panigrahi
@UttamPanigr
7 days ago
ପବିତ୍ର ରାଧାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।🙏🏻 ମା' ରାଧାରାଣୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ସୁଖ ଓ ସମୃଦ୍ଧି ବୃଦ୍ଧି ହେଉ, ଏହା ହିଁ କାମନା।🙏🏻🙏🏻
Uttam Kumar Panigrahi
@UttamPanigr
7 days ago
ଭାରତୀୟ ଜନତା ପାର୍ଟୀ ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଓ ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।🙏🏻 ଜଣେ ସର୍ବଗୁଣସମ୍ପନ୍ନ ବ୍ୟକ୍ତିତ୍ବ, ସୁସାହିତ୍ୟିକ, ବାଗ୍ମୀ , ସାମ୍ବାଦିକ ଏବଂ ନିର୍ଭୀକ ରାଜନେତା ଭାବେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଆମ ସମସ୍ତଙ୍କ ହୃଦୟରେ ସେ ଚିରସ୍ମରଣୀୟ ହୋଇ ରହିଥିବେ।🙏🏻 #BLSANTOSH #Suryabanshisuraj #MANMOHANSAMAL
See More
Uttam Kumar Panigrahi
@UttamPanigr
8 days ago
ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପେଣ୍ଡୁରାବାଡି ଗ୍ରାମର ବିଜେପି କାର୍ଯ୍ୟକର୍ତା ଦେବଗଡଙ୍କ ମାତା 75 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଲୋକଙ୍କ ପାଖରେ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କଲି । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି। 🙏 #BLSANTOSH #Mohanmajhi #MANMOHANSAMAL
See More
Uttam Kumar Panigrahi
@UttamPanigr
8 days ago
ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ଼ ଗ୍ରାମର ଯୁବ ପରିଷଦ ଦ୍ୱାରା ଆୟୋଜିତ ପବିତ୍ର ଗଣେଶ ପୂଜାରେ ଉପସ୍ଥିତ ରହି ବିଘ୍ନରାଜ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଜଗତର ମଙ୍ଗଳ କାମନା କଲି। 🙏🏻🙏🏻
#GaneshChaturthi
#GaneshPuja
#BLSANTOSH
#Mohanmajhi
#MANMOHANSAMAL
See More
Uttam Kumar Panigrahi
@UttamPanigr
8 days ago
ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୁର ପଞ୍ଚାୟତର ହାଟପଦା ଗ୍ରାମର ଯୁବ ପରିଷଦ ଦ୍ୱାରା ଆୟୋଜିତ ପବିତ୍ର ଗଣେଶ ପୂଜାରେ ଉପସ୍ଥିତ ରହି ବିଘ୍ନରାଜ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଜଗତର ମଙ୍ଗଳ କାମନା କଲି। 🙏🏻🙏🏻
#GaneshChaturthi
#GaneshPuja
#BLSANTOSH
#mohanmajhi
#MANMOHANSAMAL
See More
Uttam Kumar Panigrahi
@UttamPanigr
8 days ago
ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ପଞ୍ଚାୟତର ସିନ୍ଦୁରପୁର ଗ୍ରାମର ଯୁବ ପରିଷଦ ଦ୍ୱାରା ଆୟୋଜିତ ପବିତ୍ର ଗଣେଶ ପୂଜାରେ ଉପସ୍ଥିତ ରହି ବିଘ୍ନରାଜ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଜଗତର ମଙ୍ଗଳ କାମନା କଲି। 🙏🏻🙏🏻
#GaneshChaturthi
#GaneshPuja
#BLSANTOSH
#MOHANMAJHI
#MANMOHANSAMAL
See More
Uttam Kumar Panigrahi
@UttamPanigr
8 days ago
ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ଼ ଗ୍ରାମର ହରିଜନ ସାହିର ଯୁବ ପରିଷଦ ଦ୍ୱାରା ଆୟୋଜିତ ପବିତ୍ର ଗଣେଶ ପୂଜାରେ ଉପସ୍ଥିତ ରହି ବିଘ୍ନରାଜ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଜଗତର ମଙ୍ଗଳ କାମନା କଲି। 🙏🏻🙏🏻
#GaneshChaturthi
#ଗଣେଶପୂଜା
#BLSANTOSH
#Mohanmajhi #MANMOHANSAMAL
See More
Uttam Kumar Panigrahi
@UttamPanigr
10 days ago
‘ବସୁଧୈବ କୁଟୁମ୍ବକମ୍’ର ମହାନ ମନ୍ତ୍ର ଦ୍ୱାରା ବିଶ୍ୱ ଦରବାରରେ ଭାରତର ଗୌରବ ବୃଦ୍ଧି କରୁଥିବା ତଥା ଦେଶର ସର୍ବୋଚ୍ଚ ଲୋକପ୍ରିୟ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ Narendra Modi ଜୀ ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।🙏🙏 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ ଓ ନିରନ୍ତର ସଫଳତା କାମନା କରୁଛି। ଭାରତର ବିକାଶ ଓ ଜନକଲ୍ୟାଣ ପାଇଁ ଆପଣଙ୍କ ସେବା ଓ ପ୍ରୟାସକୁ ମହାପ୍ରଭୁ ସଦା ଶୁଭାଶିଷ ପ୍ରଦାନ କରନ୍ତୁ—ଏହାହିଁ ମୋର ପ୍ରାର୍ଥନା। 🙏🙏 #HappyBirthdayNarendraModi #NarendraModi #Seva #ViksitBharat
See More
UttamPanigr's tweet video.
Uttam Kumar Panigrahi
@UttamPanigr
10 days ago
🙏🙏ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ.! ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ଏତିକି କାମନା କରୁଛି..!🙏🙏
#ବିଶ୍ୱକର୍ମା
#biswakarmapuja
🙏🙏
Uttam Kumar Panigrahi
@UttamPanigr
10 days ago
ଆମର ଗର୍ବ ହୀରାକୁଦ ବନ୍ଧ।
Last Seen Users on Sotwe
Amine Mino
Seen from
Algeria
Suka stw
Seen from
Germany
D
Seen from
Netherlands
หญิงหีโบ๋ชลบุรี🤤
Seen from
Vietnam
Enes GÜL
Seen from
Turkey
boy phố
Seen from
Vietnam
สาวใหญ่สุดเหงา ลงตามอารมณ์
Seen from
Thailand
ໃຈນ້ອຍ
にゅ
Seen from
Japan
อยู่หัวหิน
Seen from
Belarus
Trends for you
1
Tennessee
Under 10K tweets
2
Deflate
Under 10K tweets
3
#HookEm
Under 10K tweets
4
Johnny Knoxville
Under 10K tweets
5
Air Force One
Under 10K tweets
6
Go Vols
Under 10K tweets
7
#MrFanboyEP5
Under 10K tweets
8
Good Saturday
Under 10K tweets
9
Raleek Brown
Under 10K tweets
10
Flip Wilson
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫