Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Tuni Bala Biswal
@VPresidentZPBdk
Official Twitter Handle of Vice President, Zilla Parishad (Bhadrak, Odisha)
Joined April 2022
176
Following
62
Followers
334
Posts
Tuni Bala Biswal
@VPresidentZPBdk
almost 2 years ago
Happy Raskhyabandhan
VPresidentZPBdk's tweet video.
VPresidentZPBdk
retweeted
Swayam Prakash
@swayam4Odisha
over 2 years ago
ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମାନ୍ୟବର ମୁଖ୍ୟମନ୍ତ୍ରୀ
@Naveen_Odisha
ଯୋଡି ଶଙ୍ଖ ଭିଡିଓ କଲେ। ହେଲେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସମାଲୋଚନା କରିବା ସହ ଲକ୍ଷ ଲକ୍ଷ ବୁଣାକାର ଏବଂ ଲକ୍ଷ ଲକ୍ଷ ଲୁଙ୍ଗି ପିନ୍ଧୁଥିବା ଓଡିଶାବାସୀଙ୍କୁ ଅପମାନିତ କଲେ। ଶ୍ରୀଯୁକ୍ତ ପ୍ରଧାନଙ୍କ ଦ୍ୱାରା ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ପରମ୍ପରାର ଅପମାନର ପ୍ରତିବାଦରେ
@bjd_odisha
ପକ୍ଷରୁ ଆମେ ସାମ୍ବାଦିକ ସମ୍ମିଳନୀ କରି ଏହାର ନିନ୍ଦା କରିବା ସହ, ମାନ୍ୟବର କେନ୍ଦ୍ରମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କଲୁ। ସମ୍ବଲପୁରୀ ଲୁଙ୍ଗିର ଏଭଳି ଅପମାନକୁ ବିଜୁ ଜନତା ଦଳ କେବେ ମଧ୍ୟ ବରଦାସ୍ତ କରିବ ନାହିଁ। ଓଡ଼ିଶାର ଲକ୍ଷ ଲକ୍ଷ ବୁଣାକାର, ସାଢେ ୪ କୋଟି ଓଡ଼ିଶାବାସୀ ଖାସ କରି ସମ୍ବଲପୁରବାସୀଙ୍କ ସହ ସବୁବେଳେ ବିଜୁ ଜନତା ଦଳ ରହିଛି। ଜୟ ଜଗନ୍ନାଥ 🙏 ଜୟ ମା‘ ସମଲେଇ 🙏
@sasmitpatra
See More
Tuni Bala Biswal
@VPresidentZPBdk
over 2 years ago
'ନବୀନ ଓଡ଼ିଶା'ରେ ଯୁବବର୍ଗଙ୍କ ସ୍ୱପ୍ନ ପୁରା ହେଉଛି, ଶିକ୍ଷା ସମୃଦ୍ଧିର ମାର୍ଗ ପ୍ରଶସ୍ତ କରିଛି।
#NaveenOdisha
#5T
VPresidentZPBdk's tweet video.
Tuni Bala Biswal
@VPresidentZPBdk
over 2 years ago
ନୀଳମାଧବ ମନ୍ଦିରର ଅତୁଳନୀୟ ରୂପାନ୍ତରଣ…🙏🏻
#NaveenOdisha
#BJDDigitalWing
VPresidentZPBdk's tweet video.
Who to follow
Ashok Prusty
@AshokPr31673029
Sudarshan Haripal
@SudarshanHarip4
MLA Rengali Constituency
Tuni Bala Biswal
@VPresidentZPBdk
over 2 years ago
ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ଥିବା ବ୍ୟକ୍ତିତ୍ୱ ନବୀନ ପଟ୍ଟନାୟକ। ଯାହାଙ୍କୁ ପ୍ରତିଟି ଓଡ଼ିଆ ହୃଦୟରୁ ଭାରି ଭଲପାଆନ୍ତି।
#BJDDigitalWing
#NaveenOdisha
Tuni Bala Biswal
@VPresidentZPBdk
over 2 years ago
ଷଷ୍ଠ ଥର ପାଇଁ କ୍ଷମତାକୁ ଆସି ଓଡିଶାବାସୀଙ୍କ ସେବା କରିବେ ନବୀନ ବାବୁ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
#BJDDigitalWing
#NaveenOdisha
VPresidentZPBdk's tweet video.
Tuni Bala Biswal
@VPresidentZPBdk
over 2 years ago
କାଳିଆ ସହାୟତା ପାଇ ଚାଷୀ ଭାଇ ଭାରି ଖୁସି
#NaveenOdisha
#KALIA
Tuni Bala Biswal
@VPresidentZPBdk
over 2 years ago
ଶ୍ରମିକଙ୍କ ଘରେ ଖୁସିର ଲହରୀ। ନବୀନ ବାବୁ ସମସ୍ତଙ୍କ କଥା ବୁଝନ୍ତି... ତେଣୁ ତ' ତାଙ୍କୁ ସମସ୍ତେ ଭଲପାଆନ୍ତି।
#NaveenOdisha
Tuni Bala Biswal
@VPresidentZPBdk
over 2 years ago
ବିଜୁ ବାବୁ ଅମର ରହେ 🙏
#BijuBabuTheLegend
@bjd_odisha
Tuni Bala Biswal
@VPresidentZPBdk
over 2 years ago
No.1 CM 🙏
VPresidentZPBdk's tweet video.
Tuni Bala Biswal
@VPresidentZPBdk
over 2 years ago
ମା ଗଜଲଷ୍ମୀ ପୂଜା କମିଟି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଦକ୍ଷିଣବାଡ଼ ଠାରେ ଆୟୋଜିତ ରୌପ୍ୟ ଜୟନ୍ତୀ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ।।।
Tuni Bala Biswal
@VPresidentZPBdk
almost 3 years ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭଗବାନପୁର ଓ ବାୟଙ୍ଗଡିହି ଗ୍ରା ପ ରେ ଶତାଧିକ ଲୋକ ବିଜେପି ଦଳ ଛାଡ଼ି ବିଜେଡ଼ି ରେ ଯୋଗଦାନ କଲେ ।। ଜୟ ବିଜେଡି ।। ଜୟ ନବୀନ ।।
Tuni Bala Biswal
@VPresidentZPBdk
almost 3 years ago
*ଯୁଗାନ୍ତକାରୀ ଯୋଜନାର ଜନକ, 'ନୂଆ ଓଡ଼ିଶା'ର ନିର୍ମାତା, ଜନନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l*
#HBDNaveenPatnaik
@CMO_Odisha
@pranabpdas
@bjd_odisha
VPresidentZPBdk's tweet video.
Tuni Bala Biswal
@VPresidentZPBdk
almost 3 years ago
ସାଢ଼େ ଚାରିକୋଟି ଓଡ଼ିଆଙ୍କ ଜନମାନସର ନେତା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ 77ତମ ଜନ୍ମ ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ-ଛାତ୍ର ଜନତା ଦଳ ଧାମନଗର ତରଫରୁ ଭଗବାନପୁର ପଞ୍ଚାୟତ ପଳିକିରି ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
See More
Tuni Bala Biswal
@VPresidentZPBdk
almost 3 years ago
Tuni Bala Biswal
@VPresidentZPBdk
almost 3 years ago
ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ଅସୁରାଳି ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦ ଯାତ୍ରାରେ ଯୋଗ ଦେବା ଅବସରରେ ।।।
Tuni Bala Biswal
@VPresidentZPBdk
almost 3 years ago
ଆଜି ଧାମନଗର ପଞ୍ଚାୟତ ସମିତି ସଭା ଗୃହରେ ଆୟୋଜିତ ପୋଷଣ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସର ରେ ।।
@bjd_odisha
@pranabpdas
@SankhaOdisha
@Odisha_BMJD
Tuni Bala Biswal
@VPresidentZPBdk
almost 3 years ago
ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ପାଇଁ ସେ ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି। ନା ଥକିଛନ୍ତି, ନା ଅଟକିଛନ୍ତି।
#NaveenOdisha
@CMO_Odisha
@pranabpdas
@Pranab3333
@bjd_odisha
@Odisha_BMJD
@SankhaOdisha
Tuni Bala Biswal
@VPresidentZPBdk
almost 3 years ago
ଘରେ ଘରେ ଶଙ୍ଖର ଜୟଘୋଷ ପାଇଁ ଆସନ୍ତୁ ସମସ୍ତେ ମିଶିକରି କାମ କରିବା।
#BJDDigitalWing
#NaveenOdisha
@pranabpdas
@Pranab3333
@bjd_odisha
Tuni Bala Biswal
@VPresidentZPBdk
almost 3 years ago
ନବୀନ ଓଡିଶା, ନବୀନ ପ୍ରୟାସ । ଦେଖ ସହରରେ ହେଉଛି ବିକାଶ ।
#BJDDigitalWing
#NaveenOdisha
@bjd_odisha
@pranabpdas
@SankhaOdisha
@Odisha_BMJD
Last Seen Users on Sotwe
Manusia Bingung
Seen from
Indonesia
ʙᴇʟʟʏ𓂸 $5 promo
Seen from
Turkey
فرح
Seen from
Lebanon
Ahmed
Seen from
Egypt
我的枪好长啊
Seen from
Switzerland
悪乗りJHONY
Seen from
India
liie_ove
Seen from
Singapore
kas kalkan esmer
Seen from
Turkey
PornMaker
Seen from
Turkey
Adil
Seen from
Spain
Trends for you
1
Lindsey
Under 10K tweets
2
Denzel Ward
Under 10K tweets
3
Tic Tacs
Under 10K tweets
4
#AskTOP
Under 10K tweets
5
Ross Douthat
Under 10K tweets
6
Broome
Under 10K tweets
7
#NationalWaterparkDay
Under 10K tweets
8
Purina
Under 10K tweets
9
UEFA
Under 10K tweets
10
Kyle Shanahan
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.6M followers
10
Taylor Swift
@taylorswift13
82.5M followers
11
Lady Gaga
@ladygaga
74M followers
12
Virat Kohli
@imvkohli
71.4M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.2M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.7M followers
20
X
@x
60.8M followers
Olivia
Online
✨
⭐
💫