Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
A.K.
@A_92_k
Joined October 2023
3
Following
9
Followers
606
Posts
A.K.
@A_92_k
about 1 year ago
@ImBibhuduttaIND
କିଛି କହିନି । ତୁମକୁ କ'ଣ ଶବ୍ଦରେ ବୟାନ କରିହେବ ବିଭୁଭାଇ ? ପ୍ରଣାମ ନେବ ❤️🙏।
A.K.
@A_92_k
about 1 year ago
@ImBibhuduttaIND
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ମାଉସୀଙ୍କୁ 💐😢🙏। ଜଗନ୍ନାଥ ଚରଣରେ ସ୍ଥାନ ଦିଅନ୍ତୁ 🙏। ବଡ଼ ଅମାୟିକ ଆଉ ସ୍ନେହୀ ମଣିଷ ,ଯିଏ ମିଶିଛି ସେ ଜାଣିଛି । ପୁଣି ଦ୍ବିତୀୟଥର ପାଇଁ ଆଉ କେବେ ଦେଖି ହେବନି ତାଙ୍କୁ ,ଏଇ ହେଉଛି ଦୁଃଖ ବିଭୁଭାଇ 😢 । ବାକି ହଁ ତୁମ ତ୍ୟାଗ, ସେବା ଏବଂ ସମ���୍ପଣକୁ ପ୍ରଣାମ କରୁଛି ❤️🙏।
A.K.
@A_92_k
over 1 year ago
@ImBibhuduttaIND
ଆଧୁନିକ ହୋଇଗଲେ ବୋଲି କହି ଚଳଣି ବଦଳେଇ ଦେବ ! ପରମ୍ପରା ବଦଳେଇ ଦେବ ! ଆବଶ୍ୟକ ନାହିଁ ଏମିତି ଆଧୁନିକତା । ଆଜି ବୁଝୁ ନାହାଁନ୍ତି ସେଇମାନେ କିନ୍ତୁ ଯେବେ ବୁଝିବେ ସେତେବେଳେ ସମୟ ନ ଥିବ ବିଭୁଭାଇ । ସାଦର ପ୍ରଣାମ ନେବ 💙🙏।
A.K.
@A_92_k
over 1 year ago
@ImBibhuduttaIND
ସେଇଟା ବି ତୁମ ବଡ଼ପଣ ।
A.K.
@A_92_k
over 1 year ago
@ImBibhuduttaIND
ନିଶ୍ଚିତ
A.K.
@A_92_k
over 1 year ago
@ImBibhuduttaIND
ହଁ ବିଭୁଭାଇ।
A.K.
@A_92_k
over 1 year ago
@ImBibhuduttaIND
@ashishsarangi
ବାଧୁ ଯାହାକୁ ବାଧୁଛି।ତୁମେ କହି ଚାଲ।
A.K.
@A_92_k
over 1 year ago
@ImBibhuduttaIND
💙💙💙🙏
A.K.
@A_92_k
over 1 year ago
@ImBibhuduttaIND
ଚପଲ ଖୋଲିଥାନ୍ତ । ମୋବାଇଲ କ୍ୟାମେରା ଅନ କରିଥାନ୍ତ ଆଉ ଭଡାସ ଭଡାସ ବାଡେଇ ଥାଆନ୍ତ ଶଳାକୁ । ବୁଝିଲ ବିଭୁଭାଇ । ହାରାମି ଡାକ୍ତର ଗୋଟେ ଡୋଜ ତୁମଠୁଁ ଚାହୁଁଥିଲା ।
A.K.
@A_92_k
over 1 year ago
@ImBibhuduttaIND
ତୁମେ ହେଉଛ କୁଳଚନ୍ଦ୍ରମା ! କୁଳର ତିଳକ ବିଭୁଭ��ଇ ! ତୁମକୁ ନେଇ କ'ଣ କହିବି ? ମାଉସୀ ସିନା ଲଢେଇ କରିଛନ୍ତି ହେଲେ ତୁମେ ହେଉଛ ସେଇ ଲଢେଇର ସେନାପତି । କେତେ ତ୍ୟାଗ ! କେତେ ଉତ୍ସର୍ଗୀକୃତ ମନୋଭାବ ! ନିଜେ ନ ଦେଖିଲେ ନ ମିଶିଲେ ତୁମକୁ କେହି ଜାଣି ପାରିବେନି।ସମସ୍ତ ପରିବାରକୁ ତୁମ ଭଳି ପୁଅଟେ ମିଳନ୍ତା ହେଲେ !
A.K.
@A_92_k
over 1 year ago
@ImBibhuduttaIND
ସେଇଆ ପା ! ଏଠି ଅନ୍ୟକୁ ଉପଦେଶ ଦେବାକୁ ଉପଦେଷ୍ଟା ଅନେକ କିନ୍ତୁ ସେମାନେ ନିଜକୁ ଦେଖନ୍ତିନି ବିଭୁଭାଇ। ସେମାନେ ଅନ୍ୟକୁ ପାଗଳ,ମିଛୁଆ ଆଦି ଲାଞ୍ଛନ ଲଗାନ୍ତି ହେଲେ ନିଜେ କ'ଣ ସେଇଆ ପାଶୋରି ଦିଅନ୍ତି । ଏମାନଙ୍କୁ ସମୟ ଜବାବ ଦେବ ।
A.K.
@A_92_k
over 1 year ago
@ImBibhuduttaIND
ଜୟବାବା 💙🙏
A.K.
@A_92_k
over 1 year ago
@ImBibhuduttaIND
@ashishsarangi
ଯିଏ ପାଗଳ ସେମାନଙ୍କୁ ସାରା ଦୁନିଆ ପାଗଳ ଭଳି ହିଁ ଲାଗିବ ବିଭୁଭାଇ। ସେମାନେ ପାଗଳ ବୋଲି ତୁମଜୁ ପାଗଳ କୁହନ୍ତି । ମୁଁ ଜାଣିଛି ତୁମେ କ'ଣ ! ତେଣୁ ତାଙ୍କ କହିବାକୁ କିଏ ଖାତିର କରୁଛି କୁହ ?
A.K.
@A_92_k
over 1 year ago
@ImBibhuduttaIND
କାହିଁ କେଉଁଠି ଭଲପାଇବା ଦେଉଛି ବିଭୁଭାଇ ? ଗୁଡାଏ ଦିନ ହେଲାଣି ଦେଖା ହୋଇନି । ବାସ ଥରୁଟିଏ ଦେଖିଥିଲି ଆଉ ପ୍ରଥମ ଦେଖାରେ ମନ କିଣି ନେଇଥିଲ । ଏତେ ଦେବୋପମ ମଣିଷ ତୁମେ। ତୁମ ପାଇଁ ଶବ୍ଦ କମ ପଡ଼ିଯାଏ ଲେଖିବାକୁ ବିଭୁଭାଇ । ସାଦର ପ୍ରଣାମ ନେବ 💙🙏।
A.K.
@A_92_k
over 1 year ago
@JaikyYadav16
साली को फाड़ दो । जो अपनी माँ की नहीं उसकी दुनिया में जिंदा रहने की आवश्यकता नहीं है ।
A.K.
@A_92_k
over 1 year ago
@ImBibhuduttaIND
ତୁମ ଭଳି କେହି ହୋଇପାରିବେନି ବିଭୁଭାଇ 💙🙏।
A.K.
@A_92_k
over 1 year ago
@ImBibhuduttaIND
ବାଃ 👌💙🙏
Last Seen Users on Sotwe
Hatice35
Seen from
Turkey
teentalifa
Seen from
Turkey
Gunnar
Seen from
Mexico
Hot Boy
Seen from
Pakistan
Red🔞
Seen from
Australia
lisbeth rivas.
Seen from
Spain
Vợ Chồng Cuckold👄👄👄
Seen from
Vietnam
pshung_ng
Seen from
Vietnam
SEX GÜNLÜKLERİ
Seen from
Turkey
WarpsiwaMovie
Seen from
Indonesia
Trends for you
1
Yankees
Under 10K tweets
2
Brewers
Under 10K tweets
3
Boone
Under 10K tweets
4
Aaron Ashby
Under 10K tweets
5
Cancun
Under 10K tweets
6
Angel Reese
Under 10K tweets
7
#FUNtoken
Under 10K tweets
8
#LaGranjaAsamblea
Under 10K tweets
9
#RepBX
Under 10K tweets
10
Valkyries
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫