Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିିଶା
ଓଡ଼ିଶା
Joined November 2009
11
Following
151
Followers
778
Posts
abspodisha
retweeted
OTV
@otvnews
over 2 years ago
Odisha's Ravenshaw University gets A++ grade from NAAC
#Odisha
https://t.co/hU9XqPbsgG
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
almost 3 years ago
ନୀଳାଚଳନିବାସାୟ ନିତ୍ୟାୟ ପରମାତ୍ମନେ । ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ ॥ ଜଗଦାନନ୍ଦକନ୍ଦାୟ ପ୍ରଣତାର୍ତିହରାୟ ଚ । ନୀଳାଚଳନିବାସାୟ ଜଗନ୍ନାଥାୟ ତେ ନମଃ ॥ ଆଜି ମହାପ୍ରଭୁଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ହାର୍ଦ୍ଧିକ ଶୁଭକାମନା। ଜୟ ଜଗନ୍ନାଥ 🙏
See More
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
about 3 years ago
ପବିତ୍ର ମହାବିଷୁବ ସଂକ୍ରାନ୍ତି,ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅପାର କରୁଣାରେ ଆପଣଙ୍କ ଜୀବନ ଆନନ୍ଦମୟ ଓ ଅମୃତମୟ ହେଉ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
about 3 years ago
ପବିତ୍ର
#ଉତ୍କଳଦିବସ
ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିଥିବା ବରେଣ୍ୟ ସାଧକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି । ଆସନ୍ତୁ ସମସ୍ତେ ମିଳିମିଶି ଓଡ଼ିଆ ଭାଷାର ସଂସ୍କୃତି ଓ ମର୍ଯ୍ୟାଦାକୁ ବଜାୟ ରଖିବା ସକାଶେ ଶପଥ ନେବା । ବନ୍ଦେ ଉତ୍କଳ ଜନନୀ 🙏
Who to follow
ସତ୍ୟ ପରିଡ଼ା Satya Parida
@satyaparida01
STATE SECRETARY, BMS , ODISHA
Bijay Mohanty
@MohantyBj
Dr Manoj
@drmanojpgi
अहं ब्रह्मास्मि GlobetrotrOncologist🇯🇵🇮🇸🇸🇪🇩🇰🇳🇴🇫🇮🇪🇪🇬🇧🇺🇸🇦🇺🇩🇪🇫🇷🇮🇹🇪🇸🇷🇺🇸🇬🇲🇾🇹🇭🇰🇷🇭🇰🇦🇪🇹🇷🇦🇹🇮🇪🇳🇱🇨🇦🇨🇭🇮🇩🇧🇪🇭🇷🇭🇺
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
about 3 years ago
ଓଁ ନମୋ ଭଗବତେ ଶ୍ରୀ ରାମାୟ ପରମାତ୍ମନେ। ସର୍ବଭୂତାନ୍ତରସ୍ଥାୟ ସସୀତାୟ ନମୋନମଃ ।। ପବିତ୍ର ଶ୍ରୀରାମ ନବମୀ ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
about 3 years ago
ରାଷ୍ଟ୍ରୀୟ ନବବର୍ଷ, ବିକ୍ରମ ସମ୍ବତ୍ ୨୦୮୦ର ଅନେକ ଅନେକ ଅଭିନନ୍ଦନ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
over 3 years ago
ପବିତ୍ର ଦୋଳ ପୂର୍ଣ୍ଣିମାର ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଶୁଭଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର କଲ୍ୟାଣ କରନ୍ତୁ ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
over 3 years ago
ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ତଥା କଳା ଓ ସାହିତ୍ୟର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ଵତୀଙ୍କର ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭେଚ୍ଛା
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
over 3 years ago
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଅଶେଷ ଶୁଭେଚ୍ଛା।
#କାର୍ତ୍ତିକ_ପୂର୍ଣ୍ଣିମା
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
over 3 years ago
ପବିତ୍ର କାଳୀପୂଜା ତଥା ଆଲୋକର ପର୍ବ ଦୀପାବଳୀ ପର୍ବ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
over 3 years ago
ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମା' ଦୁର୍ଗାଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ହେଉ 🙏
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
almost 4 years ago
ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ପକ୍ଷରୁ ବାର୍ଷିକ ପୁସ୍ତକ "ଦିଗ ଦିଗନ୍ତ" ର ଲୋକାର୍ପଣ, ଯାଜପୁର, ଜାରକା ତା.୦୪.୦୯.୨୦୨୨, ରବିବାର
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
almost 4 years ago
🙏🙏🙏ନୂଆଁଖାଇ ଜୁହାର୍ 🙏🙏🙏 କୃଷିଭିତ୍ତିକ ପର୍ବ 'ନୂଆଁଖାଇ' ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ନୂଆଁଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ, ଏହା ମା’ଙ୍କ ନିକଟରେ ପ୍ରାର୍ଥନା କରୁଛୁ ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
almost 4 years ago
ଓଁ ଗଂ ଗଣପତୟେ ନମଃ । ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ହାର୍ଦ୍ଧିକ ଅଭିନନ୍ଦନ। ପ୍ରଭୁ ବିଘ୍ନହର୍ତା ସମସ୍ତ ବିଘ୍ନ ଦୂର କରି ଆଶୀର୍ବାଦ କରନ୍ତୁ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
almost 4 years ago
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଦ୍ଵାରା ଡ଼ଃ ନଗେନ୍ଦ୍ରନାଥ ସମ୍ମାନ ରେ ସମ୍ମାନିତ ହୋଇଥିବା ବିଶିଷ୍ଟ ସାହିତ୍ୟ ସମାଲୋଚକ ତଥା ସମ୍ପାଦକ ସ୍ବର୍ଗତ ଦେବେନ୍ଦ୍ର କୁମାର ଦାଶଙ୍କର ଅମର ଆତ୍ମାପ୍ରତି ପରିଷଦ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଓଡିଆ ସାହିତ୍ୟ ପ୍ରତି ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ଓଁ ଶାନ୍ତି।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
almost 4 years ago
ପବିତ୍ର ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମ ଉତ୍ସବ ଅବସରରେ ହାର୍ଦ୍ଦିକ ଶୁଭକାମନା । ପ୍ରଭୁ ଶ୍ରୀଜଗନ୍ନାଥ ସର୍ବକଲ୍ଯାଣ କରନ୍ତୁ ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
almost 4 years ago
ପବିତ୍ର ରଥଯାତ୍ରା ଉପଲକ୍ଷେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ଅଶେଷ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥ ସଭିଙ୍କୁ ଆଶୀର୍ବାଦ କରନ୍ତୁ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
about 4 years ago
ଓଡ଼ିଆ ପରମ୍ପରାର ପ୍ରତୀକ ପବିତ୍ର ରଜ ପର୍ବ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
about 4 years ago
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଅଶେଷ ଶୁଭେଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ 🙏
ସାହିତ୍ୟ ପରିଷଦ , ଓଡ଼ିଶା
@abspodisha
about 4 years ago
ବିଶିଷ୍ଟ ସାହିତ୍ୟିକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି l ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମା ର ସଦଗତି ପାଇଁ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
Last Seen Users on Sotwe
cute ak
Seen from
India
IᖇIᑎᗩ ♠️ ᑕᗩᒪᒪ ᗰE ᗰOᗰᗰY
Seen from
United States
青山/日本株投資家
Step Sister Porn
Seen from
Turkey
مريومه للقواده ❤️
Seen from
France
+ 18
Seen from
Turkey
bunda sri
Seen from
Malaysia
LaiLa 🍑🍑
Seen from
Singapore
follow lokal
Seen from
Indonesia
Rosco King
Seen from
Netherlands
Trends for you
1
#USMNT
Under 10K tweets
2
Juneteenth
Under 10K tweets
3
Balogun
Under 10K tweets
4
#UFC6
Under 10K tweets
5
Fauci
Under 10K tweets
6
Poch
Under 10K tweets
7
Team USA
Under 10K tweets
8
Pretty Ricky
Under 10K tweets
9
Go USA
Under 10K tweets
10
Pepi
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.9M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.3M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫