Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Dr Ajoy Kumar Rout
@ajoy_kumar_rout
Former,Associate Professor, Social worker, Founder of Kendrapara public School Contact - 9937506069
patakura,kendrapada,odisha
Joined April 2023
11
Following
31
Followers
399
Posts
Pinned Tweet
Dr Ajoy Kumar Rout
@ajoy_kumar_rout
over 1 year ago
Kennedy University has conferred the prestigious Doctor of philosophy award for exemplary work in Education nd Social empowerment.
Dr Ajoy Kumar Rout
@ajoy_kumar_rout
over 1 year ago
#ପାଟକୁରା
ନିର୍ବାଚନ ମଣ୍ଡଳୀ
#ଡେରାବିଶ
ବ୍ଲକ ଅନ୍ତର୍ଗତ
#ଗୁଆଳସିଂ
ପଞ୍ଚାୟତ ର ଅଳାବାଙ୍କ ଗ୍ରାମର
#ମା_ବୁଢ଼ୀ_ସମଲେଇ_କ୍ରିକେଟ_କ୍ଲବ
ର ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନ କାର୍ଯ୍ୟକ୍ରମ ରେ ଯୋଗିଦେବା ଅବସରରେ l କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି l
Dr Ajoy Kumar Rout
@ajoy_kumar_rout
over 1 year ago
ଏହି ଦୁଖଃଦ ଖବର ପାଇବା ପରେ ତାଙ୍କ ବାସଭବନ ରେ ପହଞ୍ଚି ସମବେଦନା ଜଣାଇବା ସହିତ ଗାଈ ମାନଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା କରିଥିଲି l ସମସ୍ତଙ୍କର ଆସୁ ଆରୋଗ୍ୟ ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି l(୨/୨)
Dr Ajoy Kumar Rout
@ajoy_kumar_rout
over 1 year ago
#ପାଟକୁରା
ନିର୍ବାଚନ ମଣ୍ଡଳୀ
#ଗରଦପୁର
ବ୍ଲକ ଅନ୍ତର୍ଗତ
#ତଳକୁସୁମା
ପଞ୍ଚାୟତ ର ବଙ୍ଗାରୀ ଗ୍ରାମର ରୁଷ ସ୍ୱାଇଁ ଙ୍କ ଗୁହାଳ ଅଗ୍ନି କାଣ୍ଡରେ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି l ଏହି ଅଗ୍ନି କାଣ୍ଡରେ ୨ ଟି ଗାଇ ଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଗାଈ ଗୁଡିକ ଗଭୀର ଆହତ ହୋଇଛନ୍ତି l(୧/୨)
Who to follow
Sampada Bhoi
@sampada_bh81539
Social worker Biju Janata dal digital secretary byjd balangir
Mrutyunjay Sahu
@Mrutyunjay06907
ବିଜୁ ଯୁବ ଜନତା ଦଳ ସଭାପତି ନରଣପୁର ଗ୍ରାମ ପଞ୍ଚାୟତ ନୀଳଗିରି
Anand chandra aruk
@anandaruk1
I am an Indian.🧖♂️ Proud to be Odia 😍 Now I'm Iive in Dammam,kingdom of Saudi Arabia 🌹❤🌹❤🌹❤ Jay jagannath 🙏🙏
Dr Ajoy Kumar Rout
@ajoy_kumar_rout
over 1 year ago
ବିପ୍ଲବୀ ଆନନ୍ଦଚନ୍ଦ୍ର ମାର୍ଗ ଛକ, କେନ୍ଦ୍ରାପଡ଼ା ଠାରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି, ଦ୍ୱାରା ଆୟୋଜିତ ମହାନ ସ୍ୱାଧୀନତା ସଂଗ୍ରାମୀ
#ଅଗ୍ନିପୁତ୍ର_ବିପ୍ଳଵୀ_ଆନନ୍ଦ_ଚନ୍ଦ୍ର_ଜେନା
ଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ଓ ସ୍ମୃତି ସଭାରେ ଯୋଗଦେବା ଅବସରରେ l
Dr Ajoy Kumar Rout
@ajoy_kumar_rout
over 1 year ago
କେନ୍ଦ୍ରାପଡ଼ା
#ଜିଲ୍ଲା_ବୋଇତ_ବନ୍ଦାଣ
ସଂସ୍କୃତି ପରିଷଦ ଏବଂ
#ଜିଲ୍ଲା_ପ୍ରତିଭା_ସମ୍ମାନ_ପରିଷଦ
ର ସଦସ୍ୟ ମାନଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେବା ଅବସରରେ l ଉଭୟ ପରିଷଦ ର ସଦସ୍ୟ ମାନଙ୍କୁ ମୋର ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି l 🙏
Dr Ajoy Kumar Rout
@ajoy_kumar_rout
over 1 year ago
Dr Ajoy Kumar Rout
@ajoy_kumar_rout
over 1 year ago
ଅଜ୍ଞାନ ରୂପକ ଅନ୍ଧକାରରୁ ଗୁରୁ ହିଁ ଦେଖାଇଥାନ୍ତି ଜ୍ଞାନର ଆଲୋକ। ଗୁରୁଙ୍କ ଆଶୀର୍ବାଦ ଜୀବନକୁ କରିଦିଏ ସରଳ ଓ ସୁନ୍ଦର। ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସତ୍ ମାର୍ଗରେ ପରିଚାଳିତ କରୁଥିବା ସମସ୍ତ ଗୁରୁଙ୍କୁ ମୋର ବିନମ୍ର ପ୍ରଣାମ ଜଣାଉଛି।
#GuruPurnima
Dr Ajoy Kumar Rout
@ajoy_kumar_rout
over 1 year ago
ପବିତ୍ର ଅକ୍ଷୟତୃତୀୟା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷ କୃଷିକାର୍ଯ୍ୟରେ ବିପୁଳ ଉନ୍ନତି ସହ ସମସ୍ତଙ୍କ ସୁଖ ସମୃଦ୍ଧିର କାମନା କରୁଛି l🙏
#ଅକ୍ଷୟତୃତୀୟା
Dr Ajoy Kumar Rout
@ajoy_kumar_rout
almost 2 years ago
#ପାଟକୁରା
ନିର୍ବାଚନ
#ଗରଦପୁର
ବ୍ଲକ
#ପଦ୍ମପୁର
ପଞ୍ଚାୟତ ଅନ୍ତର୍ଗତ ଗୋତ୍ରବିଲ ଗ୍ରାମ ଠାରେ ବାବା ଗୁପ୍ତେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ସହିତ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି l
Dr Ajoy Kumar Rout
@ajoy_kumar_rout
almost 2 years ago
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ହଲ ଠାରେ ଜିଲ୍ଲା ବୋଇତ ବନ୍ଦାଣ ସମିତି ଦ୍ୱାରା ଆୟୋଜିତ ୫୬ ତମ ସ୍ଵନକ୍ଷେତ୍ର ଦିବସ ଉତ୍ସବରେ ଯୋଗ ଦେବା ଅବସରରେ l
Dr Ajoy Kumar Rout
@ajoy_kumar_rout
almost 2 years ago
#ପାଟକୁରା
ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
#ଡେରାବିଶ
ବ୍ଲକ
#ବାରିମୂଳ
ପଞ୍ଚାୟତ ଅନ୍ତର୍ଗତ
#ଭିତରବଫୁ
ଗ୍ରାମରେ ଆୟୋଜିତ ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଦିବସରେ ଯୋଗ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲି l
Dr Ajoy Kumar Rout
@ajoy_kumar_rout
almost 2 years ago
ପାଟକୁରା ନିର୍ବାଚନ ମଣ୍ଡଳୀ
#ଗରଦପୁର
ବ୍ଲକ
#ବଡବେତରା
ଗ୍ରାମ ପଞ୍ଚାୟତର ସ୍ୱର୍ଗତ ପିତାମ୍ବର ତ୍ରିପାଠୀ ଙ୍କର ସ୍ମୃତି ସଭାରେ ଯୋଗଦେଇଥିଲି l ଲୋକଙ୍କ ସେବା ଓ ଉନ୍ନତି ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ l ଅମର ଆତ୍ମର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି l 🙏🏻
See More
Dr Ajoy Kumar Rout
@ajoy_kumar_rout
almost 2 years ago
#ପାଟକୁରା
ନିର୍ବାଚନ ମଣ୍ଡଳୀ
#ଡେରାବିଶ
ବ୍ଲକ ଅନ୍ତର୍ଗତ
#ଚାନ୍ଦୋଳ
ଗ୍ରାମ ପଞ୍ଚାୟତର ଅଜୟ ଜେନାଙ୍କ ବାସ ଗୃହ ଅଗ୍ନି କାଣ୍ଡରେ ସମ୍ପୂର୍ଣ ନଷ୍ଟ ହେଇଯାଇଛି l ଏହି ଦୁଃଖଦ ଖବର ପାଇବା ପରେ ତାଙ୍କ ପରିବାରବର୍ଗଙ୍କୁ ଭେଟି ଆର୍ଥିକ ସହାୟତା କରିଥିଲି l
Dr Ajoy Kumar Rout
@ajoy_kumar_rout
almost 2 years ago
#ପାଟକୁରା
ନିର୍ବାଚନ ମଣ୍ଡଳୀ
#ଗରଦପୁର
ବ୍ଲକ
#ବେରାଡି
ପଞ୍ଚାୟତ ଅନ୍ତର୍ଗତ
#ଶ୍ରୀଚନ୍ଦନପୁର
ଗ୍ରାମ ଠାରେ ଅନୁଷ୍ଠିତ ଗିରି ଗୋବର୍ଧନ ପୂଜା ଉର୍ତ୍ସବରେ ଯୋଗଦେବା ଅବସରରେ l
Dr Ajoy Kumar Rout
@ajoy_kumar_rout
almost 2 years ago
#ପାଟକୁରା
ନିର୍ବାଚନ ମଣ୍ଡଳୀ
#ଗରଦପୁର
ବ୍ଲକ
#ପଦ୍ମପୁର
ପଞ୍ଚାୟତ ଅନ୍ତର୍ଗତ
#ନୂଆପଡା
ଠାରେ ପୂଜା ପାଉଥିବା ମା' କାଳୀ ଙ୍କର ଦର୍ଶନ କରିବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଥିଲି l
Dr Ajoy Kumar Rout
@ajoy_kumar_rout
almost 2 years ago
#ପାଟକୁରା
ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
#ଡେରାବିଶ
ବ୍ଲକ ଠାରେ ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡ଼ା ଓ ଡେରାବିଶ ସଂସ୍କୃତିକ ସଂଗଠନ ଦ୍ୱାରା ଆୟୋଜିତ ତ୍ରୟାଦଶ
#ଡେରାବିଶ_ମହୋତ୍ସବ_୨୦୨୪
ପାଇଁ ପ୍ରସ୍ତୁତି ବୈଠକ ରେ ଯୋଗଦେବା ଅବସରରେ l
Dr Ajoy Kumar Rout
@ajoy_kumar_rout
about 2 years ago
#କେନ୍ଦ୍ରାପଡ଼ା
ର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମା' ଗଜଲକ୍ଷ୍ମୀ ଙ୍କର ପୂଜା ଉର୍ତ୍ସବରେ ସଭିଙ୍କ ଗ୍ରହଣରେ ସାମିଲ ହେବା ସହିତ ସମସ୍ତଙ୍କର କାମନା କଲି l
Dr Ajoy Kumar Rout
@ajoy_kumar_rout
about 2 years ago
ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ! ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ।🙏
Dr Ajoy Kumar Rout
@ajoy_kumar_rout
about 2 years ago
#ପାଟକୁରା
ନିର୍ବାଚନ ମଣ୍ଡଳୀ
#ଡେରାବିଶ
ବ୍ଲକ
#ଡେରାବିଶ_ହାଇସ୍କୁଲ
ଠାରେ ସାମ୍ବଦ ଓ ଆମ ଓଡିଶା ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା (ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ- ପ୍ରବନ୍ଧ) ରେ ଯୋଗଦେବା ସହିତ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲି l
Last Seen Users on Sotwe
Chai Chai
Seen from
Thailand
Cuckold Couple
Seen from
Australia
HNCTBRM
Seen from
Malaysia
ミシェルちゃん
Seen from
Korea
EL GRAN POBLANO
Seen from
Venezuela
ggg gfrdwd
Seen from
Italy
عاشق أمي
Dilan hont
Seen from
Turkey
خطابة للمتحررين
Ts Daily
Seen from
Turkey
Trends for you
1
#dwts
Under 10K tweets
2
Arsenal
Under 10K tweets
3
#WWENXT
Under 10K tweets
4
Cassidy Hutchinson
Under 10K tweets
5
Colts
Under 10K tweets
6
Paul Reed
Under 10K tweets
7
Havertz
Under 10K tweets
8
Cuba
Under 10K tweets
9
#drenchgang
Under 10K tweets
10
COACH JACKIE
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫