Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Arjun Kumar Sahoo
@arjun4athmallik
Let me do all the good I can, to all the people I can, as often as I can, for I shall not pass this way again.
Orissa, India
Joined July 2020
222
Following
132
Followers
290
Posts
Arjun Kumar Sahoo
@arjun4athmallik
about 1 year ago
ବଇଣ୍ଡା ଠାରେ ବୁଲେଟ୍ କ୍ଲବ ଦ୍ଵାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲି। ଗ୍ରାମାଞ୍ଚଳରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୁବବନ୍ଧୁଙ୍କ ମଧ୍ୟରେ ସୁସଂପର୍କ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ତା ସହିତ ଏଭଳି ପ୍ରତିଯୋଗିତାରୁ ନୂଆ ନୂଆ ପ୍ରତିଭା ମଧ୍ୟ ସୃଷ୍ଟି ହୋଇଥାନ୍ତି। ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଆୟୋଜକ ବନ୍ଧୁମାନଙ୍କୁ ଧନ୍ୟବାଦ
See More
Arjun Kumar Sahoo
@arjun4athmallik
about 1 year ago
ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲାର ସାଂଗଠନିକ ବୈଠକ ରେ ଯୋଗ ଦେଲି।ଏଥିରେ ରାଜ୍ୟ ସାଧାରଣ ସଂପାଦକ ସିମାଞ୍ଚଳ ଖଟେଇ ମହୋଦୟ ,ଜିଲ୍ଲା ସଭାପତି ଜଜାତି କେଶରୀ ପଟ୍ଟନାୟକ(ଜଜାତି ଭାଇ), ଓ ଜିଲ୍ଲାର ଶୀର୍ଷ ନେତୃତ୍ଵ ବୃନ୍ଦ ଯୋଗ ଦେଇଥିଲେ । 🙏🙏🙏🙏
@dpradhanbjp
Arjun Kumar Sahoo
@arjun4athmallik
over 2 years ago
ଜୟ ଶ୍ରୀରାମ🙏🙏 ଆଜି ଅଯୋଧ୍ୟାଠାରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିବା ସହିତ ବିଜେ କରିଛନ୍ତି ଶ୍ରୀ ରାମଚନ୍ଦ୍ର। ପ୍ରଭୁଙ୍କ ଆଗମନରେ ଆନନ୍ଦ ଓ ଉଲ୍ଲାସ ରେ ଫାଟି ପଡୁଛି ତ୍ରିଭୁବନ ।
#SriRamMandir
#jayshreeram
arjun4athmallik's tweet video.
Arjun Kumar Sahoo
@arjun4athmallik
over 2 years ago
ଦଲାଲ ଶାସନ ଓ ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛି ସ୍ୱାଭିମାନ ଅଞ୍ଚଳ ଆଠମଲ୍ଲିକ ଓ ଏହା ସହିତ ପ୍ରଦାନ କରିଛି ଦାବିପତ୍ର।
#athamallik
Who to follow
Abbhas Kumar Kheti
@AbhasKheti
https://t.co/ECYYqb9RWP in Biomedical Engineering / Bachelor of Laws / Creative Writing/Photography/Social Service
Quadrant Ventures
@QuadrantVenture
A ordinary Co with an extraordinary dream to make it BIG.!! #BusinessLoans #Bhubanesar #DigitalMarketing #Manpower
Bikram Karna
@BikramKarna2
Social worker. Jay shree ram ମାନବ ସେବା ହିଁ ମାଧବ ସେବା @} {बसुदेब कुटुम्बकम} {@
Arjun Kumar Sahoo
@arjun4athmallik
over 2 years ago
ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ। ଆସନ୍ତୁ ଘରେ ଦୀପ ଓ ଧୂପ ଜାଳି ପ୍ରଭୁଙ୍କ ଏହି ଉତ୍ସବ ପାଳିବା । ଜୟ ଶ୍ରୀରାମ🙏
#Athmallik
#SriRamTemple
#SriRamMandir
arjun4athmallik's tweet video.
Arjun Kumar Sahoo
@arjun4athmallik
over 2 years ago
ଆଠମଲ୍ଲିକର ସ୍ବାଭିମାନ ରକ୍ଷା କରିବା ପାଇଁ ବିନା କୌଣସି ରାନୈତିକ ଚାପରେ ଏକ ହୋଇ ଆମ ଅଞ୍ଚଳ ବିକାଶରେ ବାଧା ସୃଷ୍ଟି କରୁଥିବା କୁଚକ୍ରୀ ମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିବାରୁ ସମସ୍ତଙ୍କୁ ମୋର ପ୍ରଣାମ ।ଏହି ଆନ୍ଦୋଳନ ଅଧିକ ତୀବ୍ର ହେବା ସହ ଆଠମଲ୍ଲିକ ବାସୀଙ୍କ ପାଇଁ ଉଠିଥିବା ସ୍ବର ଆହୁରି ବ୍ୟାପିବ ବୋଲି ମୋର ଆଶା ଓ ବିଶ୍ୱାସ ।
See More
Arjun Kumar Sahoo
@arjun4athmallik
over 2 years ago
ଏଇ ଆନ୍ଦୋଳନ ଆମ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ସ୍ଵାଭିମାନୀ ଓଡ଼ିଆ ପାଇଁ ଓ ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ଆମ ଅଞ୍ଚଳକୁ ପଛକୁ ଟାଣୁଥିବା କୁଚକ୍ରୀ ଦଳ ମାନେ ହଟି ନାହାନ୍ତି ।🙏🙏
arjun4athmallik's tweet video.
Arjun Kumar Sahoo
@arjun4athmallik
over 2 years ago
ଆଜି ବିଶ୍ଵ ପ୍ରସିଦ୍ଧ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି। ଆଜିର ଏହି ବିଶେଷ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିବେଦନକୁ ସମ୍ମାନ ଜଣାଇ ଦୀପ ଜାଳି, ଘଣ୍ଟ ଶଙ୍ଖ ସହ ଭଜନ-କୀର୍ତ୍ତନ କରି ଏହି ଲୋକାର୍ପଣ ଉତ୍ସବକୁ ପାଳନ କରିବା । ଜୟ ଜଗନ୍ନାଥ🙏🏻
#puri
#parikramaprakalpa
See More
Arjun Kumar Sahoo
@arjun4athmallik
over 2 years ago
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମରେ ଆୟୋଜିତ ମକର ମେଳାରେ ଯୋଗ ଦେଲି । ଏହିପରି ମେଳା ଓ ମହୋତ୍ସବ ଆମ ସଂସ୍କୃତି ଓ ପରମ୍ପରା ରକ୍ଷା କରିବାରେ ଏକ ଅନନ୍ୟ ପ୍ରୟାସ ତେଣୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ପ୍ରତିବର୍ଷ ଏହି ପରି ହର୍ଷ ଓ ଉଲ୍ଲାସରେ ଏହି ପର୍ବ ପାଳନ ହେଉ ।
See More
Arjun Kumar Sahoo
@arjun4athmallik
over 2 years ago
ଆମ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଦଳୀମୁଣ୍ଡା ଠାରେ ଆୟୋଜିତ ଅରବିନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲି । କ୍ରିକେଟ ଖେଳ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ସହ ଖେଳାଳୀଙ୍କ ପାଇଁ ଏପରି ସୁଯୋଗ ସୃଷ୍ଟି କରି ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସ ପାଇଁ ଆୟୋଜକଙ୍କୁ ଧନ୍ଯବାଦ ଜଣାଉଛି ।
#Athmallik
See More
Arjun Kumar Sahoo
@arjun4athmallik
over 2 years ago
ଆମ ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ ଅନ୍ତର୍ଗତ ବଘୁଆକଟା ଗ୍ରାମର ବାବା ଭୁବନେଶ୍ବର ମନ୍ଦିର ପରିସରରେ ଆୟୋଜିତ ମକର ମେଳାରେ ଯୋଗ ଦେଲି । ଆମ ଭିତରେ ଏହିପରି ଏକତା ଓ ଭାଇଚାରା ବଜାୟ, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ।
#Athmallik
#makarsankranti
#makarmela
Arjun Kumar Sahoo
@arjun4athmallik
over 2 years ago
କିଶୋର ନଗର ବ୍ଲକ ଅନ୍ତର୍ଗତ ଜଏରାଟ ଖେଳ ପଡିଆ ଠାରେ କ୍ରିକେଟ ଫାଇନାଲ୍ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜ ସେବୀ ଅର୍ଜୁନ ଭାଇ ସମ୍ମାନିତ ଅତିଥି ଜଏରାଟ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟ କୁମାର ରଥ ଙ୍କ ସହିତ ଅନ୍ୟାନ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ। ଯୁବ ସମାଜ ସେବୀ ଅର୍ଜୁନ ଭାଇ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।
See More
Arjun Kumar Sahoo
@arjun4athmallik
over 2 years ago
ଆମ ସଂସ୍କୃତି ଓ କୃଷି ଭିତ୍ତିକ ପର୍ବ, ମକର ସଂକ୍ରାନ୍ତି ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା। ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି ପ୍ରାର୍ଥନା କରୁଛି।
#Athmallik
#MakarSankranti
Arjun Kumar Sahoo
@arjun4athmallik
over 2 years ago
ଜୟ ମା ବିନିକେୟୀ🙏 ଆମ ଆଠମଲ୍ଲିକ ଓ ଏହାର ସମସ୍ତ ବାସିନ୍ଦାଙ୍କ ମଧ୍ୟରେ ସଦଭାବନା ଓ ଏକତା ବଜାୟ ରହୁ 🙏
Arjun Kumar Sahoo
@arjun4athmallik
over 2 years ago
ଆମ ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ ଅନ୍ତର୍ଗତ ଆଠମଲ୍ଲିକ ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ସାହୁଙ୍କ ମାତାଙ୍କ ଦେହାନ୍ତ ଖବର ପାଇ ପହଞ୍ଚିଥିଲୁ ତାଙ୍କ ବାସ ଭବନରେ । ଶୋକସନ୍ତପ୍ତ ପରିବାରଙ୍କୁ ଭେଟିବା ସହ ଅମର ଆତ୍ମାର ସଦଗତି କାମନା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲି ।🙏
See More
Arjun Kumar Sahoo
@arjun4athmallik
over 2 years ago
#MyFirstBike
ରୋଜଗାର କରି ନିଜ ପଇସାରେ ମୋର ଏହି ପ୍ରଥମ ଗାଡି କିଣିଥିଲି। ଆଜି ବି ମୋ ସାଙ୍ଗରେ ଅଛି ହେଲେ ସମୟ ସାପେକ୍ଷ ହେତୁ ବ୍ୟବହାର କମ୍ କିନ୍ତୁ ସବୁ ବେଳେ ମୋତେ ମନେ ପକାଏ ମୋର ସେହି ୧୯ ବର୍ଷର ଜୀବନ ଯାତ୍ରା ଯାହା ସହଜ ନଥିଲା । କଠିନ ପରିଶ୍ରମ ଓ ମାନବ ସେବା ହିଁ ସବୁ ସଫଳତାର ମନ୍ତ୍ର ବୋଲି ଉପଲବ୍ଧି କରିଛି ।
#Athmallik
See More
Arjun Kumar Sahoo
@arjun4athmallik
over 2 years ago
ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଯଦି ଆମେ ଏତେ ପଛରେ ତେବେ ଏହାର କାରଣ ସରକାର ନୁହନ୍ତି, ଆମେ ନିଜେ,ଆମେ ଆମ ଅଞ୍ଚଳର କିଛି ଦଲାଲ ମାନଙ୍କୁ ପ୍ରଶ୍ରୟ ଦେଇଛୁ ଜେଉଁ ମାନେ ଆମ ସରଳତାର ସୁଯୋଗ ନେଇ ନିଜ ପକେଟ୍ ଗରମ କରି ଚାଲିଛନ୍ତି । ତେବେ ଆଉ ନୁହେଁ, ଆମ ମାଟି ପାଇଁ ଏଥର ଆନ୍ଦୋଳନ ତୀବ୍ର ହେବ ଏହି କୁଚକ୍ରୀ ମାନଙ୍କ ବିରୁଦ୍ଧରେ। ଜୟ ଜଗନ୍ନାଥ
See More
arjun4athmallik's tweet video.
Arjun Kumar Sahoo
@arjun4athmallik
over 2 years ago
ଆଠମଲ୍ଲିକ ନିର୍ବାଚନ ଅଏଡ଼ା ଗ୍ରାମ ପଞ୍ଚାୟତର ସନାତନ ସାହୁଙ୍କ ମୃତ୍ୟୁ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ ଅତ୍ୟନ୍ତ ମେଳାପି ତଥା ଆମର ଶୁଭାକାଁକ୍ଷୀ ଥିଲେ । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଅପାର କରୁଣାରୁ ତାଙ୍କ ପରିବାରକୁ ଧୈର୍ଜ ଓ ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ ମୋର ଏତିକି କାମନା 🙏
#Athmallik
See More
Arjun Kumar Sahoo
@arjun4athmallik
over 2 years ago
ସମ୍ବଲପୁର ପୁର୍ବତନ ଲୋକସଭା ସାଂସଦ ତଥା ବିଜୁ ଜନତା ଦଳ ବରିଷ୍ଠ ନେତା ଶ୍ରୀଯୁକ୍ତ ନଗେନ୍ଦ୍ର ପ୍ରଧାନ ମହାଶୟଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ଆମ ଅଞ୍ଚଳର ଉନ୍ନତି ସମ୍ପର୍କରେ ଆଲୋଚନା କଲୁ।
Arjun Kumar Sahoo
@arjun4athmallik
over 2 years ago
ବାସନ୍ତୀ ଭଲ୍ଲି ବଲ୍ ଟ୍ରଷ୍ଟ ଆୟୋଜିତ ଅନୁଗୁଳ ଭଲ୍ଲି ବଲ୍ କପ ୨୦୨୪ ରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କଲି । ଆୟୋଜକ ମାନଙ୍କୁ ଧନ୍ୟବାଦ ଦେବା ସହ ଏହି ପରି ଖେଳ ସବୁ ଆଗାମୀ ଦିନରେ ଆମ ଯୁବ ପିଢୀଙ୍କୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ମୋର ଆଶା ଓ ବିଶ୍ବାସ 🙏
Last Seen Users on Sotwe
ZYREXZZ
Seen from
Canada
Zk2817
Seen from
Indonesia
Merve28 & Hakan34
Seen from
Turkey
Tayfun Özçiftçi
Seen from
Pakistan
Antalya Femboy pasif 19
Seen from
Turkey
Afiq_6790
Seen from
Malaysia
Pijat Pijatjasmine
Seen from
Indonesia
PORNO PAYLAŞIM
Seen from
Turkey
Cekgu Bull
Seen from
Malaysia
King Vizag
Seen from
India
Trends for you
1
Hornets
Under 10K tweets
2
Kasich
Under 10K tweets
3
All 20
Under 10K tweets
4
Springfield
Under 10K tweets
5
#SeductiveSunday
Under 10K tweets
6
DeWine
Under 10K tweets
7
Serves 10
Under 10K tweets
8
Morbius
Under 10K tweets
9
Geraldo
Under 10K tweets
10
Mel Brooks
Under 10K tweets
Most Popular Users
1
Elon Musk
@elonmusk
240.6M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.5M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.2M followers
8
Justin Bieber
@justinbieber
90.9M followers
9
KATY PERRY
@katyperry
87.6M followers
10
Taylor Swift
@taylorswift13
81.4M followers
11
Lady Gaga
@ladygaga
73M followers
12
Virat Kohli
@imvkohli
69.8M followers
13
Kim Kardashian
@kimkardashian
69.8M followers
14
YouTube
@youtube
68.7M followers
15
Bill Gates
@billgates
63.9M followers
16
Neymar Jr
@neymarjr
62.5M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.7M followers
Olivia
Online
✨
⭐
💫