Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Balesoria/ବାଲେସରିଆ
@balesoria
ବାଲେସରିଆଙ୍କ କଥା 🤬 ବେସି ଉଗୁରି ହେନେ ପିଟିକି ଛିଆ ଛଡ଼େଇଦେମି 😍
Baleshwar, India
Joined July 2015
65
Following
931
Followers
2.1K
Posts
Pinned Tweet
Balesoria/ବାଲେସରିଆ
@balesoria
about 9 years ago
#ବାଲେସରିଆ
ଆମର ଗୁଟେ ଚଳନ୍ତି କଥା ଅମାର । ଆମ କଥାର ଗାଳିଗୁଲଜ ବି ରୁହେ । ଜାହାକୁ ଭଲ ନ ନାଗିଲା ଆଖିର ହାତ ଦେଇଦିଅ ଆଉ ଆଙ୍ଗୁଳି ସନ୍ଧିର ନୁଚେଇକି ଦେଖ! 🤦
balesoria
retweeted
Kalkee Krushna
@KalkeeK
almost 6 years ago
·
Baleshwar
ଉତ୍ତର ଓଡ଼ିଶା(ବାଲେଶ୍ୱର ଏବଂ ଵାରିପଦାର) ଏକ ଲୋକପ୍ରିୟ ପରଂପରା 'ଅରନ୍ଧା'।ଵର୍ଷକରେ ଗୋଟିଏ ଦିନ ଏହି ଦିନରେ ଚୁଲିକୁ ବିଶ୍ରାମ ଦିଆଯାଏ। ତେଣୁ ସୂର୍ଯ୍ୟ ଉଦୟ ପୂର୍ବରୁ ରନ୍ଧାସାରି ଅରନ୍ଧା ଦିନ ଚୁଲି ପୂଜା କରାଯାଏ। ଏହି ଦିନର ମୁଖ୍ଯ ଆକର୍ଷଣ ‘ଆମ୍ବିଳ' ନାମକ ଏକ ସୱାଦିଷ୍ଟ 'ତରକାରୀ' ଯାହା ଓଉ, ଵୋଇତାଳୁ,ନଡ଼ିଆ ଇତ୍ୟାଦି ପଡ଼ି ହୋଇଥିଏ।
See More
Balesoria/ବାଲେସରିଆ
@balesoria
about 6 years ago
ମେଘ ହେଲା ମାନେ ବର୍ଷା ହେଲା । ଆଉ ଚାବି ମାନେ ତାଲା । ଏରଙ୍କ କୁଡ୍ କିଏ କଲା?
#ବାଲେସରିଆ
Balesoria/ବାଲେସରିଆ
@balesoria
about 6 years ago
@SR_7377 ଖବର ବଡ଼ ଜବର । ନୁକ ନାକ ତଳୁକୁ ନୁଗା ଆଉ ମାସ୍କ ପିନ୍ଧିକି ଟଙ୍ଗ ଟଙ୍ଗ ହେଇକି ବୁଲୁଚନି । ଏ ରୁଗର ହାତ ନାଁହିଁ ଗୁଡ଼ ନାଁହିଁ ହେନେ ଜେଗୁଡ଼ା ଆଖି ଥାଇକି ଆଖି ବୁଝି ଚାଲିବେ ତାଙ୍କତେ କିସ କହିବୁ?
Who to follow
Swabhimani Odia ସ୍ଵାଭିମାନୀ ଓଡ଼ିଆ
@Swabhimani_Odia
Bringing you the best of infotainment, trends and news from Odisha to India!
ଚନ୍ଦ୍ର ଶେଖର ମିଶ୍ର
@chandra3333331
astrologer and bastuslip bedngya brahmin କାକଟପୁର ପୁରୀ ଓଡ଼ିଶା
ସତ୍ୟ
@citizen_view
#ସାଧାରଣ ମଣିଷ
Balesoria/ବାଲେସରିଆ
@balesoria
over 6 years ago
@mohapatra_rr
କିସ କଲା ସେ । ହେନେ ତାକୁ ମୁଁ ଗୁଟେ ବାଣ ମାଇନି ତା ମଥା ଘୁରେଇ ଦେଲା । ଅଣ୍ଡାଲି ବୁଲୁଚି କିସ କରିବ ବୁଲି ।
Balesoria/ବାଲେସରିଆ
@balesoria
over 6 years ago
@yashcse
@virus_bhaina
@sahu_shashwata
@Iambikramsahoo
@movillagegame
@Khati_Jamiba
@BalSatyananda
@pagalakhana
@Jajapuria
@The_Chhamu
ଚୁଙ୍ଗି
Balesoria/ବାଲେସରିଆ
@balesoria
over 6 years ago
@SoulOfOdisha
@yashcse
@Khati_Jamiba
@Iambikramsahoo
@6Ci3v3zrgTFXmu3
@AbujhaPua
@jaha
@Kalingasandha1
@The_Chhamu
@pagalakhana
@Jajapuria
ଆମ ପଟେ ବି ସାଲମା କହନ୍ତି ବେ ଛୁଆ । ଖଟା କନେ ଭଲ ନାଗେ ।
Balesoria/ବାଲେସରିଆ
@balesoria
over 6 years ago
@Drakshays
@Odiapuo
@KishoreBarik
@saipjena
@Tweet_Sanjib
@dassujit
@rajeshsports
ପିଆଜ କିଲ ୧୦୦ଲ ଛୁଆ କିସ ପାଣି ଆଉ ନୁଣ ପକେଇକି ଦମ କରିବୁନା?
Balesoria/ବାଲେସରିଆ
@balesoria
over 6 years ago
କିଆଡ଼େ ଗଲ ବେ ସବୁ? ଭୁଜା ଟିଣାର କଣା ହେନେ ଜେରକ ଚେମେଡ଼ି ଜାଏ ତମ ଟୁଇଟଗୁଡ଼ା ସେରକ ସୁକୁଟିଗଲଣି ।
#ବାଲେସରିଆ
Balesoria/ବାଲେସରିଆ
@balesoria
over 6 years ago
@drdeepak81
ହେଟା ପୁରୁଣା ଫଟ ବି ସର୍ଚ କରିତେ କରିତେ ମିଳିଲା ରଖିଦେନି । କିଏ ଗୁଟେ ନୁଆ କରିକି ଦେନେ ଚେଞ୍ଚ କରିଦବା ରହିଥା ।
Balesoria/ବାଲେସରିଆ
@balesoria
over 6 years ago
@Drakshays
@rajeshsports
@dassujit
@saipjena
ଛୁଆ ବେହିଆ ହେନେ ଏଇରଙ୍କ ପ୍ରେଜେଣ୍ଟ ଦିଦି/ପ୍ରେଜେଣ୍ଟ ସାର କହନ୍ତି ନାଁ?
Balesoria/ବାଲେସରିଆ
@balesoria
over 6 years ago
@Rajib_kumarbera
@dassujit
@Drakshays
@saipjena
ଛୁଆ ବସଷ୍ଟାଣ୍ଡର ବସର ଉଠିବା ନାଗି ଲୁକ ସିନିମା ଛକର ତେଲଭାଜି ଖାଇବେ ଆଉ ସେଟିକି ଜିବେ ଏକ ଦୁଇ କରିବା ନାଗି? ଭାତ ଖାଇବା ଆଗୁରୁ ଖାଲି ପେଟର ବଚ ଟିକେ ଖାନି ବେ ନିତି ।
Balesoria/ବାଲେସରିଆ
@balesoria
over 6 years ago
@dassujit
@Drakshays
@saipjena
ବିଲଡିଙ୍ଗ ଫଡ଼ିଆଆଡୁ ଫଟ ଉଠାହେଇଚି ବୁଧେ ଗୁଟେ ଖଣ୍ଡେ ବସ ଦେଖାହଉନି ନାଁ ଭୁରୁ ଭୁରୁ ବେ । ଦିନର ହେନେ ତା ଗାଣ୍ଡିକି ଗାଣ୍ଡି ବସ ନାଗିଥିବେ । ବେ ଛୁଆ ଜିଏ ଫଟ ଉଠେଇଲା ତା ମୁବାଇଲ ଉପରେ ଲୁକ ଚଢ଼ିଗଲେନି ନାଁ? ଏ ଅପ ଭିଭ ଗୁଡ଼ା ତ ସୁକୁମାରିଆ ଫୁନ ତମର ଏଟା କି ଫୁନ କି?
Balesoria/ବାଲେସରିଆ
@balesoria
over 6 years ago
@saipjena
@dassujit
@Drakshays
ଛେ । ମୁଁ କିସ ନେଖିନି ତୁ କିସ ବୁଝିଲୁ । ସେ ସଞ୍ଜୁ ସାତର ସାତି ହେଇକି ତୁଟା ସାତ ପାଞ୍ଜିରୁ ଗଲୁ ଛୁଆ ।
Balesoria/ବାଲେସରିଆ
@balesoria
over 6 years ago
@Drakshays
@rajeshsports
@dassujit
@saipjena
ବେହିଆଙ୍କ କେଇଟି ଗଛ ଉଠିନେ ତାଙ୍କତେ ଛାଇ କହନି ରାଜୁ?
balesoria
retweeted
SP
@saipjena
over 6 years ago
@balesoria
@dassujit
@Drakshays
ସେ ଦିଟା ପାଖରେ ଥିଲା ନା? ଶଃ ତେଲଭାଜି ଖାଇକି ସିଆଡେ ଧାଇଁବେ।
Balesoria/ବାଲେସରିଆ
@balesoria
over 6 years ago
@Jajapuria
@biswa4evr
@shubhamhota007
@saipjena
ଛୁଆ ସୁଣ । ଜେରଙ୍କ ନିଳିଘିରି ରୁଡ଼ ଟେସନ ନିଳିଘିରିର ନାଁହିଁ ସେରଙ୍କ ବାଲସର ଗୁଲେଇ ବାଲସରର ନାଁହିଁ । ଏଗୁଡ଼ାସବୁ ପଲଟିସ ଭିନ୍ତରେ ରାଜନିତି ବେ ତୁ ବୁଝିବୁନି ।
balesoria
retweeted
ଗାଁ ଡାକ୍ତର👨⚕️💉💊
@Drakshays
over 6 years ago
@dassujit
@balesoria
@saipjena
ଜେନା'ବୁ ଥିନେ ଆମର ବି ଏରଙ୍କ ଡିଜାଇନି ହେଇଥାନ୍ତା 😒😒
balesoria
retweeted
ସୁଜିତ ଦାସ | sujit das 🇮🇳
@dassujit
over 6 years ago
·
Bengaluru South
ଆମ ଵାଲେସର ବସଷ୍ଟାଣ୍ଡ ଭଳିଆ ଲାଗୁଛି 😜
@Drakshays
@balesoria
@saipjena
balesoria
retweeted
ଗାଁ ଡାକ୍ତର👨⚕️💉💊
@Drakshays
over 6 years ago
@saipjena
@dassujit
@balesoria
ଟଙ୍କା ପୁତା ହେଇଥିବ ମାଟି ତଳେ 😝😝
Last Seen Users on Sotwe
Cunni Lingus
Seen from
Turkey
Sara 🇮🇹💙
Seen from
Spain
Fizza Mumtaz
Seen from
United States
امير الظلام
a📍
Seen from
Mexico
𝐇𝐃 𝐕𝐈𝐃𝐄𝐎 📸
Seen from
Singapore
棉苞
Seen from
Germany
Gizliii
Seen from
Belgium
Mr.Hot
Seen from
Germany
คนสองด้าน
Seen from
Thailand
Trends for you
1
#WWENXT
Under 10K tweets
2
Realmuto
Under 10K tweets
3
Netanyahu
Under 10K tweets
4
Paul Sewald
Under 10K tweets
5
Publix
Under 10K tweets
6
Rucker
Under 10K tweets
7
Andy Biggs
Under 10K tweets
8
Hegseth
Under 10K tweets
9
2hollis
Under 10K tweets
10
Godzilla
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
111.9M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.4M followers
10
Taylor Swift
@taylorswift13
82.2M followers
11
Lady Gaga
@ladygaga
73.8M followers
12
Virat Kohli
@imvkohli
71M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
63.9M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.4M followers
20
X
@x
60.8M followers
Olivia
Online
✨
⭐
💫