Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bapi Khatai
@BapiKhatai
Gania Block Observer, Gania Block Daspalla
Cuttack, India
Joined October 2017
1.5K
Following
726
Followers
635
Posts
Bapi Khatai
@BapiKhatai
about 7 years ago
#EidMubarak
ପବିତ୍ର "ଇଦ-ଉଲ-ଫିତର" ଅବସରରେ ସମସ୍ତ ମୁସଲିମ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଇଦ ମୁବାରକ୍। ଏହି ପବିତ୍ର ଦିବସ ସମାଜରେ ଶାନ୍ତି ଓ ସଂପ୍ରୀତିର ଭାବନାକୁ ଆହୁରି ଦୃଢୀଭୂତ କରୁ । ବିଶ୍ୱ ରଞ୍ଜନ ଖଟାଇ(ବାପି), ଟାଙ୍ଗୀ-ସାଲେପୁର
Bapi Khatai
@BapiKhatai
about 7 years ago
#ଉଜ୍ଜ୍ୱଳ_ଭବିଷ୍ୟ_କାମନା
ବାହାରିଛି ମାଟ୍ରିକ ପରୀକ୍ଷା ଫଳ, ସମସ୍ତ କୃତି ଛାତ୍ର ଛାତ୍ରୀ ତଥା ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ | ଆମ ଦେଶର ଏହି ଆଗାମୀ ପିଢ଼ି ର ଏକ ଉନ୍ନତ ଭବିଷ୍ୟ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା || ବିଶ୍ୱ ରଞ୍ଜନ ଖଟାଇ(ବାପି), ଟାଙ୍ଗୀ-ସାଲେପୁର
See More
Bapi Khatai
@BapiKhatai
over 7 years ago
#ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି
ଜଣେ ପରୋପକାରୀ ଏବଂ ନିଃସ୍ୱ��ର୍ଥପର ଜନନାୟକ ଭାବେ ପରିଚିତ ଡକ୍ଟର ସୁବାଷ ରଥ ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଇହଲୀଳା ସମ୍ବରଣ କରିଛନ୍ତି | ଏଭଳି ମହାନ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବାସହିତ ଅତ୍ୟନ୍ତ ଶୋକାତୁର ପରିବାରବର୍ଗ ଙ୍କୁ ସାନ୍ତ୍ୱନା ଦେଇଥିଲୁ ||
#ବିଶ୍ୱରଞ୍ଜନଖଟା
ଇ(ବାପି),
#ଟାଙ୍ଗୀସାଲେପୁ
ର
See More
Bapi Khatai
@BapiKhatai
over 7 years ago
ବନ୍ଦେ ଉତ୍କଳ ଜନନୀ ଉତ୍କଳ ଦିବସ ଉପଲକ୍ଷେ ସବୁ ଓଡ଼ିଆ ଭାଇଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡିଶା କୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ରେ ପରିଣତ କରିବା ପାଇଁ ଆଜିର ଦିବସରେ ସମସ୍ତେ ସଂକଳ୍ପବଦ୍ଧ ହେବା ପାଇଁ ଅହ୍ୱାନ ଜଣାଉଛି || ବିଶ୍ୱ ରଞ୍ଜନ ଖଟାଇ(ବାପି), ଟାଙ୍ଗୀ-ସାଲେପୁର
Who to follow
Rasmiranjan Swain
@Rasmira64029228
My Parent my God
Prasenjeet Pati
@PatiPrasenjeet
Techie,love to be hands on with my work. I set my own benchmark,don't waste time judging me *IIT Kharagpur *Entrepreneur *Convenor of BJD IT Wing Let's do it!
Advocate Babita 🤍🖤🤍
@KarBabita
Bapi Khatai
@BapiKhatai
over 7 years ago
ପବିତ୍ର ଦୋଳ ଉତ୍ସବ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ | ଏହି ଭାଇଚାରା ର ଉତ୍ସବ ରେ ସମସ୍ତେ ଏକ ହୋଇ ��ମ ସଂସ୍କୃତି ଓ ପରମ୍ପରାକୁ ଆହୁରି ଆଗକୁ ନେଇଯିବା
#ବିଶ୍ୱରଞ୍ଜନଖଟା
ଇ(ବାପି)
#ବିଜୁଜନତାଦ
ଳ
#ଟାଙ୍ଗୀସାଲେପୁ
ର
Bapi Khatai
@BapiKhatai
over 7 years ago
#ଦୋଳମେଳଣ_ଉତ୍ସବ
ସାଲେପୁର ବ୍ଲକ
#ମଧ୍ୟକଚ୍ଛ_ଗ୍ରାମପଞ୍ଚାୟତ
ରେ ଆୟୋଜିତ ପ୍ରଭୁ ଶ୍ରୀ ଲଷ୍ମୀ ନୃସିଂହଙ୍କ
#ଦୋଳମେଳଣ
ଉତ୍ସବରେ ଯୋଗଦାନ କରିବାର ଅପାର ସ��ଭାଗ୍ୟ ଲାଭ କରିଥିଲୁ || ସମସ୍ତ ଓଡ଼ିଶାବାସୀଙ୍କୁ ଦୋଳ ଉତ୍ସବ ର ହାର୍ଦ୍ଧିକ ଅଭିନନ୍ଦନ ||
#ବିଶ୍ୱରଞ୍ଜନଖଟା
ଇ(ବାପି),
#ବିଜୁଜନତାଦ
ଳ,
#ଟାଙ୍ଗୀସାଲେପୁ
ର
@CMO_Odish
a
@Naveen_Odish
a
See More
Bapi Khatai
@BapiKhatai
over 7 years ago
#ବିବାହ_ଶୁଭେଚ୍ଛା
#ଉଚ୍ଚପଦା_ଗ୍ରାମପଞ୍ଚାୟତ
ଉଚ୍ଚପଦା ଗ୍ରାମପଞ୍ଚାୟତର ପବିତ୍ର ଭାଇଙ୍କ ବିବାହ ଉତ୍ସବରେ ଯୋଗଦାନ କରି ନବ ଦମ୍ପତି ଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସୁଖମୟ ବୈବାହିକ ଜୀବନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲୁ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
#ଘରେଘରେଶଙ୍ଖ
#ପୁଣିଥରେନବୀନ
#ଶଙ୍ଖବାଜୁଥାଉ
#ହକମାଗୁଛିଓଡ଼ିଶା
#GhareGhareSankha
#PuniThareNaveen
ବିଜୟ ପଥେ ଘରେ ଘରେ ଶଙ୍ଖ, ଆମ ନବୀନ ଆମ ସାଥିରେ.....ବିକାଶ ହୋଇବ ଆମ ହାତରେ || ଟାଙ୍ଗୀ-ସାଲେପୁର ନିର୍ବାଚନ ମଣ୍ଡଳୀ, ଶୁଭୁଛି ବିଜୟ ଶଙ୍ଖ ର ଧ୍ୱନି ||
#ବିଶ୍ୱରଂଜନଖଟାଇ
(ବାପି),
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
#ନାରୀ_ଉନ୍ନତି
#ସମାଜ_ଉନ୍ନତି
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାମାନଙ୍କ ସ���୍ମାନ ତଥା ବିକାଶକୁ ପ୍ରାଧାନ୍ୟ ଦେଇଆସିଛନ୍ତି, ଆଉ ସେଥିପାଇଁ ମିଶନ ଶକ୍ତି ମହାସମାବେଶରେ ନିଷ୍ପତ୍ତି ନେଇଛନ୍ତି ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ।
#ବିଶ୍ୱରଞ୍ଜନଖଟ
ାଇ(ବାପି)
, #ବିଜୁଜନତା
ଦଳ
, #ଟାଙ୍ଗୀ_ସାଲେପ
ୁର
See More
Bapi Khatai
@BapiKhatai
over 7 years ago
#ମଧ୍ୟକଚ୍ଛ_ପଞ୍ଚାୟତ ର
ଅନେକ ମହିଳା କର୍ମୀ ଏକତ୍ରିତ ହୋଇ ଦୃଢ ସଂକଳ୍ପ ନେଇଛନ୍ତି ବିଜୁ ଜନତା ଦଳ କୁ ଆହୁରି ସଶକ୍ତ କରିବାପାଇଁ, ଆପଣମାନଙ୍କ ଉତ୍ସାହ ଅତ୍ୟନ୍ତ ପ୍ରଶଂସନୀୟ ଥିଲା, ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
#ବିନମ୍ର_ଶ୍ରଦ୍ଧାଞ୍ଜଳି
🙏 ବିଶ୍ଵନାଥପୁର ଗ୍ରାମର ସ୍ୱର୍ଗତ ୰ସତ୍ୟବତୀ ରାଉତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବାସହିତ ଅତ୍ୟନ୍ତ ଶୋକାତୁର ପରିବାରବର୍ଗ ଙ୍କୁ ସାନ୍ତ୍ୱନା ଦେଇଥିଲୁ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
@CMO_Odisha
@Naveen_Odisha
@BYJD_Odisha
@pranabpdas
See More
Bapi Khatai
@BapiKhatai
over 7 years ago
#ଆବାସ_ଯୋଜନା
#ସ୍ୱଚ୍ଛଭୁବନେଶ୍ୱର
#ସବୁଜଭୁବନେଶ୍ୱର
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନ���ୀନ ପଟ୍ଟନାୟକଙ୍କ କରକମଳ ରେ ଭୁବନେଶ୍ୱରରେ ବସ୍ତିବାସୀନ୍ଦାଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ବାସ��ୃହ ବଣ୍ଟନ କାର୍ଯ୍ୟକ୍ରମ ହୋଇଛି
| #ବିଶ୍ୱରଞ୍ଜନଖ
ଟାଇ(ବାପ
ି) #ବିଜୁଜନତ
ା
ଦଳ #ଟାଙ୍ଗୀସାଲେ
ପୁ
ର @CMO_Odi
s
ha @Naveen_Odi
sha
See More
Bapi Khatai
@BapiKhatai
over 7 years ago
#ଅନ୍ତର୍ଜାତୀୟ_ମହିଳା_ଦିବସ
#ଅଭିନନ୍ଦନ
#HappyWomensDay2019
ସାରା ବିଶ୍ୱର ମହିଳାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବା ଆମର ଦାୟିତ୍ୱ ହେଉ|| ନାରୀ ସଶକ୍ତୀକରଣ ପରିବାରର ସମସ୍ତ ସଦସ୍ୟ ତଥା ପୁରୁଷ ସମାଜ ପାଇଁ ମଧ୍ୟ ଅପରିହାର୍ଯ୍ୟ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
@CMO_Odisha
@Naveen_Odisha
See More
Bapi Khatai
@BapiKhatai
over 7 years ago
ସାରା ରାଜ୍ୟ���
େ #ଯୁକ୍ତ୨ପରୀକ୍
ଷା ଆରମ୍ଭ ହୋଇଛି ଏଥିସହିତ ସମସ୍ତ ଛାତ୍ର ଛାତ୍ରୀମାନେ ପ୍ରସ୍ତୁତି ହୋଇଛନ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ | ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷାରେ ସଫଳତା ପାଇଁ ଶୁଭକାମନା ସହିତ ସମସ୍ତଙ୍କ ଉତ୍ତମ ଭବିଷ୍ୟତ କାମନା କରୁଛୁ |
| #ବିଶ୍ୱରଞ୍ଜନଖଟ
ାଇ(ବାପି
) #ବିଜୁଜନତା
ଦ
ଳ #ଟାଙ୍ଗୀସାଲେପ
ୁର
See More
Bapi Khatai
@BapiKhatai
over 7 years ago
#ପ୍ରବାଦପୁରୁଷ
#ବିଜୁପଟ୍ଟନାୟକ
ମହାନ ଜନନାୟକ, ବୀର ଓଡ଼ିଆ, ଅଦମ୍ୟ ସାହସୀ ବିଜୁ ବାବୁଙ୍କ
#୧୦୩ତମଜୟନ୍ତୀ
ଅବସରରେ
#ମଧ୍ୟକଚ୍ଛ_ଗ୍ରାମପଞ୍ଚାୟତ
ରେ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ
#ଭକ୍ତିପୂର୍ଣ୍ଣ
#ଶ୍ରଦ୍ଧାଞ୍ଜଳି
ଅର୍ପଣ||
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
Bapi Khatai
@BapiKhatai
over 7 years ago
#ପଞ୍ଚାୟତିରାଜଦିବସ_ଅଭିନନ୍ଦନ
ରାଜ୍ୟରେ ପାଳନ ହେଉଛି ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ || ଏହି ଅବସରରେ ଆଜିଠୁ ବିଜୁ ଜନତା ଦଳ ଆରମ୍ଭ କରିଛି ‘ଘରେ ଘରେ ଶଙ୍ଖ ଅଭିଯାନ’ ||
#ଘରେଘରେଶଙ୍ଖ #
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
Bapi Khatai
@BapiKhatai
over 7 years ago
କଳିଙ୍ଗର ମୁକୁଟ ବିହୀନ ସମ୍ରାଟ, ଝଡର ଇଗଲ, ଭୂମିପୁତ୍ର, ଓଡ଼ିଆ ଜାତିର ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ଓଡିଶାବାସୀଙ୍କ ଅତିପ୍ରିୟ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୩ ତମ ଜନ୍ମ ଜୟ���୍ତୀ ଉପଲକ୍ଷେ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ||
#ବିଶ୍ୱରଞ୍ଜନଖଟ
ାଇ(ବାପି)
, #ବିଜୁଜନତା
ଦଳ
, #ଟାଙ୍ଗୀ_ସାଲେପ
ୁର
See More
Bapi Khatai
@BapiKhatai
over 7 years ago
🙏 ॐ
#ଓଁସାଇରାମ_ନମଃ
ॐ🙏
#ଚଭାଡ଼ି_ଶୋଭାଯାତ୍ରା
#ସାଲେପୁର
ସାଲେପୁର ରେ ଅନୁଷ୍ଠିତ ହୋଇଥିବା ସାଇ ବାବାଙ୍କ ଚଭାଡ���ି ଶୋଭାଯାତ୍ରାରେ ରେ ଯୋଗଦାନ କରି ବାବାଙ୍କ ନାମ ଧରି ସମସ୍ତ ଭକ୍ତ ବୃନ୍ଦ ଙ୍କ ସହ ଚାଲିବା ଏକ ଅପୂର୍ବ ଭାବବିହ୍ଵଳପୂର୍ଣ୍ଣ ଓ ଆନନ୍ଦମୟ ଅନୁଭୂତି ଥିଲା ||
#ବିଶ୍ୱରଞ୍ଜନଖଟ
ାଇ(ବାପି
) #ବିଜୁଜନତା
ଦ
ଳ #ଟାଙ୍ଗୀସାଲେପ
ୁର
See More
Bapi Khatai
@BapiKhatai
over 7 years ago
⚜ॐ ମହା ଶିବରାତ୍ରି ॐ⚜ 🙏ଓଁ ତ୍ରୟମ୍ବକମ ୟଜାମହେ, ସୁଗନ୍ଧି ପୁଷ୍ଟି ବର୍ଦ୍ଦନମ, 🙏 ଉର୍ବାରୁକମ ମିବ ବନ୍ଧନାତ ମୃତ୍ୟୁର୍ମୋକ୍ଷିୟ ମାମୃତାତ୍ 🙏ପବିତ୍ର ମହା ଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ |
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
Bapi Khatai
@BapiKhatai
over 7 years ago
#ପୁଣିଥରେନବୀନ
ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ କ୍ୟାଡ଼ର ଅଧିକାରୀ ଓ ଡାକ୍ତରମାନଙ୍କୁ ନିଯୁକ୍ତି ପରଠାରୁ ପ୍ରତି ୭, ୧୪, ୨୧ ବର୍ଷ ରେ ମିଳିବ ପଦୋନ୍ନତି || ଆମ ସମସ୍ତ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଅଭିନନ୍ଦନ ||
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
See More
Last Seen Users on Sotwe
Lo
Seen from
Belgium
DesiGay
Seen from
United States
Lane Colten ✌🏼
Seen from
United Kingdom
Experimentador01
Seen from
Guatemala
indian shemales hijra
21 D.bakır 21
Seen from
Turkey
Antalya Merkez Sex
Seen from
Turkey
eky
Seen from
Indonesia
ปอแป้ง
Seen from
Thailand
Martinez
Seen from
Thailand
Trends for you
1
#WWERaw
Under 10K tweets
2
Steve Lacy
Under 10K tweets
3
Fauci
Under 10K tweets
4
Volpe
Under 10K tweets
5
Barrett
Under 10K tweets
6
Doval
Under 10K tweets
7
Frank Mason
Under 10K tweets
8
Billy the Kid
Under 10K tweets
9
Connor Thomas
Under 10K tweets
10
Imai
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.6M followers
10
Taylor Swift
@taylorswift13
82.5M followers
11
Lady Gaga
@ladygaga
74M followers
12
Virat Kohli
@imvkohli
71.3M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.2M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.6M followers
20
X
@x
60.8M followers
Olivia
Online
✨
⭐
💫