Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bapi Khatai
@BapiKhatai
Gania Block Observer, Gania Block Daspalla
Cuttack, India
Joined October 2017
1.5K
Following
726
Followers
635
Posts
Bapi Khatai
@BapiKhatai
about 7 years ago
#EidMubarak
ପବିତ୍ର "ଇଦ-ଉଲ-ଫିତର" ଅବସରରେ ସମସ୍ତ ମୁସଲିମ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଇଦ ମୁବାରକ୍। ଏହି ପବିତ୍ର ଦିବସ ସମାଜରେ ଶାନ୍ତି ଓ ସଂପ୍ରୀତିର ଭାବନାକୁ ଆହୁରି ଦୃଢୀଭୂତ କରୁ । ବିଶ୍ୱ ରଞ୍ଜନ ଖଟାଇ(ବାପି), ଟାଙ୍ଗୀ-ସାଲେପୁର
Bapi Khatai
@BapiKhatai
about 7 years ago
#ଉଜ୍ଜ୍ୱଳ_ଭବିଷ୍ୟ_କାମନା
ବାହାରିଛି ମାଟ୍ରିକ ପରୀକ୍ଷା ଫଳ, ସମସ୍ତ କୃତି ଛାତ୍ର ଛାତ୍ରୀ ତଥା ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ | ଆମ ଦେଶର ଏହି ଆଗାମୀ ପିଢ଼ି ର ଏକ ଉନ୍ନତ ଭବିଷ୍ୟ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା || ବିଶ୍ୱ ରଞ୍ଜନ ଖଟାଇ(ବାପି), ଟାଙ୍ଗୀ-ସାଲେପୁର
See More
Bapi Khatai
@BapiKhatai
over 7 years ago
#ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି
ଜଣେ ପରୋପକାରୀ ଏବଂ ନିଃସ୍ୱାର୍ଥପର ଜନନାୟକ ଭାବେ ପରିଚିତ ଡକ୍ଟର ସୁବାଷ ରଥ ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଇହଲୀଳା ସମ୍ବରଣ କରିଛନ୍ତି | ଏଭଳି ମହାନ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବାସହିତ ଅତ୍ୟନ୍ତ ଶୋକାତୁର ପରିବାରବର୍ଗ ଙ୍କୁ ସାନ୍ତ୍ୱନା ଦେଇଥିଲୁ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
ବନ୍ଦେ ଉତ୍କଳ ଜନନୀ ଉତ୍କଳ ଦିବସ ଉପଲକ୍ଷେ ସବୁ ଓଡ଼ିଆ ଭାଇଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡିଶା କୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ରେ ପରିଣତ କରିବା ପାଇଁ ଆଜିର ଦିବସରେ ସମସ୍ତେ ସଂକଳ୍ପବଦ୍ଧ ହେବା ପାଇଁ ଅହ୍ୱାନ ଜଣାଉଛି || ବିଶ୍ୱ ରଞ୍ଜନ ଖଟାଇ(ବାପି), ଟାଙ୍ଗୀ-ସାଲେପୁର
Who to follow
Rasmiranjan Swain
@Rasmira64029228
My Parent my God
Prasenjeet Pati
@PatiPrasenjeet
Techie,love to be hands on with my work. I set my own benchmark,don't waste time judging me *IIT Kharagpur *Entrepreneur *Convenor of BJD IT Wing Let's do it!
Advocate Babita 🤍🖤🤍
@KarBabita
Bapi Khatai
@BapiKhatai
over 7 years ago
ପବିତ୍ର ଦୋଳ ଉତ୍ସବ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ | ଏହି ଭାଇଚାରା ର ଉତ୍ସବ ରେ ସମସ୍ତେ ଏକ ହୋଇ ଆମ ସଂସ୍କୃତି ଓ ପରମ୍ପରାକୁ ଆହୁରି ଆଗକୁ ନେଇଯିବା
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
Bapi Khatai
@BapiKhatai
over 7 years ago
#ଦୋଳମେଳଣ_ଉତ୍ସବ
ସାଲେପୁର ବ୍ଲକ
#ମଧ୍ୟକଚ୍ଛ_ଗ୍ରାମପଞ୍ଚାୟତ
ରେ ଆୟୋଜିତ ପ୍ରଭୁ ଶ୍ରୀ ଲଷ୍ମୀ ନୃସିଂହଙ୍କ
#ଦୋଳମେଳଣ
ଉତ୍ସବରେ ଯୋଗଦାନ କରିବାର ଅପାର ସୌଭାଗ୍ୟ ଲାଭ କରିଥିଲୁ || ସମସ୍ତ ଓଡ଼ିଶାବାସୀଙ୍କୁ ଦୋଳ ଉତ୍ସବ ର ହାର୍ଦ୍ଧିକ ଅଭିନନ୍ଦନ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
@CMO_Odisha
@Naveen_Odisha
See More
Bapi Khatai
@BapiKhatai
over 7 years ago
#ବିବାହ_ଶୁଭେଚ୍ଛା
#ଉଚ୍ଚପଦା_ଗ୍ରାମପଞ୍ଚାୟତ
ଉଚ୍ଚପଦା ଗ୍ରାମପଞ୍ଚାୟତର ପବିତ୍ର ଭାଇଙ୍କ ବିବାହ ଉତ୍ସବରେ ଯୋଗଦାନ କରି ନବ ଦମ୍ପତି ଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସୁଖମୟ ବୈବାହିକ ଜୀବନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲୁ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
#ଘରେଘରେଶଙ୍ଖ
#ପୁଣିଥରେନବୀନ
#ଶଙ୍ଖବାଜୁଥାଉ
#ହକମାଗୁଛିଓଡ଼ିଶା
#GhareGhareSankha
#PuniThareNaveen
ବିଜୟ ପଥେ ଘରେ ଘରେ ଶଙ୍ଖ, ଆମ ନବୀନ ଆମ ସାଥିରେ.....ବିକାଶ ହୋଇବ ଆମ ହାତରେ || ଟାଙ୍ଗୀ-ସାଲେପୁର ନିର୍ବାଚନ ମଣ୍ଡଳୀ, ଶୁଭୁଛି ବିଜୟ ଶଙ୍ଖ ର ଧ୍ୱନି ||
#ବିଶ୍ୱରଂଜନଖଟାଇ
(ବାପି),
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
#ନାରୀ_ଉନ୍ନତି
#ସମାଜ_ଉନ୍ନତି
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାମାନଙ୍କ ସମ୍ମାନ ତଥା ବିକାଶକୁ ପ୍ରାଧାନ୍ୟ ଦେଇଆସିଛନ୍ତି, ଆଉ ସେଥିପାଇଁ ମିଶନ ଶକ୍ତି ମହାସମାବେଶରେ ନିଷ୍ପତ୍ତି ନେଇଛନ୍ତି ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ।
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀ_ସାଲେପୁର
See More
Bapi Khatai
@BapiKhatai
over 7 years ago
#ମଧ୍ୟକଚ୍ଛ_ପଞ୍ଚାୟତ
ର ଅନେକ ମହିଳା କର୍ମୀ ଏକତ୍ରିତ ହୋଇ ଦୃଢ ସଂକଳ୍ପ ନେଇଛନ୍ତି ବିଜୁ ଜନତା ଦଳ କୁ ଆହୁରି ସଶକ୍ତ କରିବାପାଇଁ, ଆପଣମାନଙ୍କ ଉତ୍ସାହ ଅତ୍ୟନ୍ତ ପ୍ରଶଂସନୀୟ ଥିଲା, ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
#ବିନମ୍ର_ଶ୍ରଦ୍ଧାଞ୍ଜଳି
🙏 ବିଶ୍ଵନାଥପୁର ଗ୍ରାମର ସ୍ୱର୍ଗତ ୰ସତ୍ୟବତୀ ରାଉତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବାସହିତ ଅତ୍ୟନ୍ତ ଶୋକାତୁର ପରିବାରବର୍ଗ ଙ୍କୁ ସାନ୍ତ୍ୱନା ଦେଇଥିଲୁ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
@CMO_Odisha
@Naveen_Odisha
@BYJD_Odisha
@pranabpdas
See More
Bapi Khatai
@BapiKhatai
over 7 years ago
#ଆବାସ_ଯୋଜନା
#ସ୍ୱଚ୍ଛଭୁବନେଶ୍ୱର
#ସବୁଜଭୁବନେଶ୍ୱର
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳ ରେ ଭୁବନେଶ୍ୱରରେ ବସ୍ତିବାସୀନ୍ଦାଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ବାସଗୃହ ବଣ୍ଟନ କାର୍ଯ୍ୟକ୍ରମ ହୋଇଛି |
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
@CMO_Odisha
@Naveen_Odisha
See More
Bapi Khatai
@BapiKhatai
over 7 years ago
#ଅନ୍ତର୍ଜାତୀୟ_ମହିଳା_ଦିବସ
#ଅଭିନନ୍ଦନ
#HappyWomensDay2019
ସାରା ବିଶ୍ୱର ମହିଳାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବା ଆମର ଦାୟିତ୍ୱ ହେଉ|| ନାରୀ ସଶକ୍ତୀକରଣ ପରିବାରର ସମସ୍ତ ସଦସ୍ୟ ତଥା ପୁରୁଷ ସମାଜ ପାଇଁ ମଧ୍ୟ ଅପରିହାର୍ଯ୍ୟ ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
@CMO_Odisha
@Naveen_Odisha
See More
Bapi Khatai
@BapiKhatai
over 7 years ago
ସାରା ରାଜ୍ୟରେ
#ଯୁକ୍ତ୨ପରୀକ୍ଷା
ଆରମ୍ଭ ହୋଇଛି ଏଥିସହିତ ସମସ୍ତ ଛାତ୍ର ଛାତ୍ରୀମାନେ ପ୍ରସ୍ତୁତି ହୋଇଛନ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ | ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷାରେ ସଫଳତା ପାଇଁ ଶୁଭକାମନା ସହିତ ସମସ୍ତଙ୍କ ଉତ୍ତମ ଭବିଷ୍ୟତ କାମନା କରୁଛୁ ||
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
#ପ୍ରବାଦପୁରୁଷ
#ବିଜୁପଟ୍ଟନାୟକ
ମହାନ ଜନନାୟକ, ବୀର ଓଡ଼ିଆ, ଅଦମ୍ୟ ସାହସୀ ବିଜୁ ବାବୁଙ୍କ
#୧୦୩ତମଜୟନ୍ତୀ
ଅବସରରେ
#ମଧ୍ୟକଚ୍ଛ_ଗ୍ରାମପଞ୍ଚାୟତ
ରେ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ
#ଭକ୍ତିପୂର୍ଣ୍ଣ
#ଶ୍ରଦ୍ଧାଞ୍ଜଳି
ଅର୍ପଣ||
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
Bapi Khatai
@BapiKhatai
over 7 years ago
#ପଞ୍ଚାୟତିରାଜଦିବସ_ଅଭିନନ୍ଦନ
ରାଜ୍ୟରେ ପାଳନ ହେଉଛି ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ || ଏହି ଅବସରରେ ଆଜିଠୁ ବିଜୁ ଜନତା ଦଳ ଆରମ୍ଭ କରିଛି ‘ଘରେ ଘରେ ଶଙ୍ଖ ଅଭିଯାନ’ ||
#ଘରେଘରେଶଙ୍ଖ
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀସାଲେପୁର
Bapi Khatai
@BapiKhatai
over 7 years ago
କଳିଙ୍ଗର ମୁକୁଟ ବିହୀନ ସମ୍ରାଟ, ଝଡର ଇଗଲ, ଭୂମିପୁତ୍ର, ଓଡ଼ିଆ ଜାତିର ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ଓଡିଶାବାସୀଙ୍କ ଅତିପ୍ରିୟ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ||
#ବିଶ୍ୱରଞ୍ଜନଖଟାଇ
(ବାପି),
#ବିଜୁଜନତାଦଳ
,
#ଟାଙ୍ଗୀ_ସାଲେପୁର
See More
Bapi Khatai
@BapiKhatai
over 7 years ago
🙏 ॐ
#ଓଁସାଇରାମ_ନମଃ
ॐ🙏
#ଚଭାଡ଼ି_ଶୋଭାଯାତ୍ରା
#ସାଲେପୁର
ସାଲେପୁର ରେ ଅନୁଷ୍ଠିତ ହୋଇଥିବା ସାଇ ବାବାଙ୍କ ଚଭାଡ଼ି ଶୋଭାଯାତ୍ରାରେ ରେ ଯୋଗଦାନ କରି ବାବାଙ୍କ ନାମ ଧରି ସମସ୍ତ ଭକ୍ତ ବୃନ୍ଦ ଙ୍କ ସହ ଚାଲିବା ଏକ ଅପୂର୍ବ ଭାବବିହ୍ଵଳପୂର୍ଣ୍ଣ ଓ ଆନନ୍ଦମୟ ଅନୁଭୂତି ଥିଲା ||
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
See More
Bapi Khatai
@BapiKhatai
over 7 years ago
⚜ॐ ମହା ଶିବରାତ୍ରି ॐ⚜ 🙏ଓଁ ତ୍ରୟମ୍ବକମ ୟଜାମହେ, ସୁଗନ୍ଧି ପୁଷ୍ଟି ବର୍ଦ୍ଦନମ, 🙏 ଉର୍ବାରୁକମ ମିବ ବନ୍ଧନାତ ମୃତ୍ୟୁର୍ମୋକ୍ଷିୟ ମାମୃତାତ୍ 🙏ପବିତ୍ର ମହା ଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ |
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
Bapi Khatai
@BapiKhatai
over 7 years ago
#ପୁଣିଥରେନବୀନ
ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ କ୍ୟାଡ଼ର ଅଧିକାରୀ ଓ ଡାକ୍ତରମାନଙ୍କୁ ନିଯୁକ୍ତି ପରଠାରୁ ପ୍ରତି ୭, ୧୪, ୨୧ ବର୍ଷ ରେ ମିଳିବ ପଦୋନ୍ନତି || ଆମ ସମସ୍ତ ଟାଙ୍ଗୀ-ସାଲେପୁର ବିଜୁ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଅଭିନନ୍ଦନ ||
#ବିଶ୍ୱରଞ୍ଜନଖଟାଇ
(ବାପି)
#ବିଜୁଜନତାଦଳ
#ଟାଙ୍ଗୀସାଲେପୁର
See More
Last Seen Users on Sotwe
🏹𝕋𝕙𝕖 ℍ𝕦𝕟𝕥𝕖𝕣🔥الصياد🏹I⚜️
Seen from
Netherlands
Pakistani Maal
Seen from
Turkey
HUMAN WA$TE
Seen from
Pakistan
Kahinah🤲❤️🔥
Seen from
Kenya
♠️Oral
Seen from
Malaysia
naughtycouple27🇿🇦🇺🇸
Seen from
Oman
ANNESİ VE OĞLU 🌹
Seen from
Turkey
Kelly Divine
موزه
Seen from
Poland
SLAVE BRONDONG 19TAHUN
Seen from
France
Trends for you
1
Fauci
Under 10K tweets
2
Cracker Barrel
Under 10K tweets
3
Appleton
Under 10K tweets
4
Welbeck
Under 10K tweets
5
Bryan Kohberger
Under 10K tweets
6
Menasha
Under 10K tweets
7
Fairhope
Under 10K tweets
8
John Stones
Under 10K tweets
9
Bills
Under 10K tweets
10
Tractor Supply
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.6M followers
10
Taylor Swift
@taylorswift13
82.5M followers
11
Lady Gaga
@ladygaga
74M followers
12
Virat Kohli
@imvkohli
71.3M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.2M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.6M followers
20
X
@x
60.8M followers
Olivia
Online
✨
⭐
💫